Browsing Category

ଦେଶ ବିଦେଶ

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକିୟା । କହିଲେ, ଏହା ଦେଶର ସଂଘୀୟ ଢାଞ୍ଚା ଉପରେ…

କନକ ବ୍ୟୁରୋ : କେନ୍ଦ୍ର ସରକାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଲାଗୁ କରିବାକୁ ତତ୍ପରତା ଦେଖାଇଛନ୍ତି । ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ କମିଟି ଗଠନ କରିସାରିଛନ୍ତି । ମୋଦୀ ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…
Read More...

‘ଅରୁଣାଚଳ ହେଉ ବା କାଶ୍ମୀର… କୋଉଠି ବି ହୋଇପାରେ ମିଟିଙ୍ଗ’, ଜି-୨୦ ଆୟୋଜନକୁ ନେଇ ପାକିସ୍ତାନ ଓ ଚୀନକୁ…

କନକ ବ୍ୟୁରୋ: ଦିଲ୍ଲୀରେ ସେପ୍ଟେମ୍ବର ୯-୧୦ ରେ ଆୟୋଜିତ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଓ ପାକିସ୍ତାନ ଠିକଣା ଉତ୍ତର ଦେଇଛନ୍ତି । ଜି୨୦ ସମ୍ମିଳନୀର ସ୍ଥାନ ନିର୍ଣ୍ଣୟ ନେଇ ଚୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇବା ପରେ ସେମାନଙ୍କୁ…
Read More...

ପରଲୋକରେ ଜିମ୍ବାୱେ କ୍ରିକେଟର ହିଥ୍ ଷ୍ଟ୍ରିକ୍ । ମାତ୍ର ୪୯ ବର୍ଷରେ କ୍ୟାନ୍ସର ଯୋଗୁଁ ଗଲା ଜୀବନ

କନକ ବ୍ୟୁରୋ: ଜିମ୍ବାୱେର ପୂର୍ବତନ କ୍ରିକଟ ଖେଳାଳି ହିଥ୍ ଷ୍ଟ୍ରିକଙ୍କ ପରଲୋକ । ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ସ୍ତ୍ରୀ ନାଦିନେ ହିଥ୍ ଷ୍ଟ୍ରିକଙ୍କ ପରଲୋକ ନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଷ୍ଟ୍ରିକ୍ ଜିମ୍ବାୱେ ପାଇଁ ୧୨ ବର୍ଷ ଧରି…
Read More...

ରାଜସ୍ଥାନ ଲଜ୍ଜା : ମହିଳାଙ୍କୁ ନିବସ୍ତ୍ର କରି ଗାଁ ବୁଲାଇଲେ ସ୍ୱାମୀ ଓ ଶ୍ୱଶୁର; ୭ଜଣଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ମଣିପୁର’ର ଲଜ୍ଜାକୁ ଦେଶବାସୀ ଭୁଲି ନଥିବା ବେଳେ ରାଜସ୍ଥାନରୁ ଆସିଛି, ଆଉ ଏକ ଲଜ୍ଜ୍ୟାଜନକ ଘଟଣା । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କୁ ନିବସ୍ତ୍ର କରି ଗାଁ ସାରା ବୁଲାଇବା ଘଟଣା ସାମ୍ନାକୁ ଆସିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣା ପଛରେ ଆଉ କେହି…
Read More...

ସୂର୍ଯ୍ୟ ମିଶନ : ଏହି ମିଶନର ଲକ୍ଷ୍ୟ କ’ଣ ? ଏଥିରୁ କ’ଣ ଲାଭ ମିଳିବ ?

କନକ ବ୍ୟୁରୋ : ସୂର୍ଯ୍ୟ ମିଶନ ପାଇଁ ଆଦିତ୍ୟ ଯାନର ସଫଳ ଉତକ୍ଷେଣ ହୋଇସାରିଛି । ହେଲେ ଏହି ମିଶନର ଲକ୍ଷ୍ୟ କ’ଣ ? ଏଥିରୁ କ’ଣ ଲାଭ ମିଳିବ ? ସୂର୍ଯ୍ୟଙ୍କ ଉପରେ ଅଧିକ ଗବେଷଣା କରିବାକୁ ଏହି ମିସନର ମୁଖ୍ୟ ଲକ୍ଷ୍ୟ । ସାଙ୍ଗରେ ୭ଟି ପେଲୋଡ ନେଇ ଯାଇଛି ଆଦିତ୍ୟ ଏଲ ୱାନ । ୧୨୫ ଦିନର ଯାତ୍ରା…
Read More...

ସୋନିଆ ଗାନ୍ଧୀ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ସୂଚନା

କନକ ବ୍ୟୁରୋ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜ୍ୱର ଲାଗି ରହିଥିବାରୁ ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସାରେ ଅଛନ୍ତି । ତେବେ ସୋନିଆଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ଟିମ୍…
Read More...

‘ସନାତନ ଧର୍ମ ମ୍ୟାଲେରିଆ ଓ ଡେଙ୍ଗୁ ଭଳି…’ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ: ସନାତନ ଧର୍ମକୁ ମ୍ୟାଲେରିଆ ଓ ଡେଙ୍ଗୁ ସହିତ ତୁଳନା କରି ତାମିଲନାଡୁ ‘ଡିଏମ୍‌କେ’ ସରକାରଙ୍କ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ବିବାଦୀୟ ହୋଇପଡ଼ିଛନ୍ତି। ତାଙ୍କର ଏହି ବୟାନକୁ ନେଇ ରାଜନୀତି ଜୋର ଧରିଛି । ଶନିବାର ‘ସନାତନ…
Read More...

ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ-ଏଲ୍-୧ : ପୃଥିବୀର କକ୍ଷପଥରେ ୧୬ ଦିନ ଧରି ଘୂରିବ, ସୂର୍ଯ୍ୟର ଗତିବିଧି…

କନକ ବ୍ୟୁରୋ : ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିବ ଆଦିତ୍ୟ-ଏଲ୍-୧ । ଦିନ ୧୧ଟା ୪୫ରେ ଆଦିତ୍ୟ-ଏଲ୍-୧ର କକ୍ଷପଥ ପରିବର୍ତ୍ତନ କରାଯିବ । ସେଥିପାଇଁ ମହାକାଶ ଯାନରେ ଥିବା ଥ୍ରଷ୍ଟରକୁ କିଛି ସମୟ ଲାଗି ଚାଲୁ କରାଯିବ । ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି, ପିଏସଏଲଭି ପ୍ରକ୍ଷେପଣର ୨୫…
Read More...

ଅଧରାତିରେ ଭୁଶୁଡିପଡିଲା ୨ ମହଲା କୋଠା । ତଳେ ଦବିଗଲେ ପୁରା ପରିବାର, ୨ ମୃତ, ୫ ଗୁରୁତର

କନକ ବ୍ୟୁରୋ: ସମସ୍ତେ ଗାଢ ନିଦରେ ଶୋଇଥିଲେ । କିଏ ଜାଣିଥିଲା ସେମାନଙ୍କ ଏ ନିଦ ଚିରନିଦ୍ରା ହୋଇଯିବ ବୋଲି । ଅଧରାତିରେ ହଠାତ୍ ଭୁଶୁଡିପଡିଲା ୨ ମହଲା କୋଠା । ଏ ଭିତରେ ଦବିଗଲେ ପୁରା ପରିବାର । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ଭିବଣ୍ଡି ନିଜାମପୁର ସହର ମହାନଗରପାଳିକା ଅଞ୍ଚଳରେ ।…
Read More...

ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ସାରା ଆକାଶ… ଅକ୍ଟୋବରରେ ଇସ୍ରୋ ଲଞ୍ଚ କରିବ ‘ଗଗନାୟନ’

କନକ ବ୍ୟୁରୋ: ଚନ୍ଦ୍ରଯାନ ୩ ଓ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ ପରେ ଏବେ ଇସ୍ରୋ ସାରା ଆକାଶ ଉପରେ ଗବେଷଣା କରିବାକୁ ଲକ୍ଷ୍ୟ କରିସାରିଛି । ଏଥିପାଇଁ ନିକଟ ଭବିଷ୍ୟତରେ ଇସ୍ରୋ ‘ଗଗନାୟନ’ ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର…
Read More...