Browsing Category

ଦେଶ ବିଦେଶ

ପଦାରେ ପଡିଲା ପାକିସ୍ତାନର ଚାଲ । ଆମେରିକାକୁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବିକି ଆଇଏମଏଫଠୁ ବେଲଆଉଟ ଋଣ ପ୍ୟାକେଜ ନେଇଛି…

କନକ ବ୍ୟୁରୋ : ଆନ୍ତର୍ଜାତିକ ମୁଦ୍ରା କୋଷ ବା ଆଇଏମ୍ଏଫରୁ ଋଣ ପାଇବା ପାଇଁ ପାକିସ୍ତାନର ଚକ୍ରାନ୍ତ ଧରାପଡ଼ିଲା । ଋଷକୁ ଧୋକ୍କା ଦେଇ ଆମେରିକାକୁ ଯୋଗାଇଲା ଅସ୍ତ୍ରଶସ୍ତ୍ର । ଏବେ ପାକିସ୍ତାନ ଲୋକ ଖାଇବାକୁ ପାଉନାହାନ୍ତି, କିନ୍ତୁ ପାକିସ୍ତାନର ନିଜର ଆଣବିକ ଅସ୍ତ୍ରଶସ୍ତ୍ର ପାଇଁ ବିପୁଳ ଅର୍ଥ…
Read More...

କାନାଡା ସରକାରଙ୍କୁ ଭାରତର କଡ଼ା ଜବାବ । କାନାଡ଼ା ହାଇକମିଶନରକୁ ଦେଶ ଛାଡିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : କାନାଡାକୁ ଭାରତର କଡ଼ା ଜବାବ । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହଙ୍କ ହତ୍ୟା ଅଭିଯୋଗ ପ୍ରସଙ୍ଗରେ କାନାଡାର ବରିଷ୍ଠ କୂଟନୀତିଜ୍ଞ କ୍ୟାମେରୋନ ମ୍ୟାକେଙ୍କୁ ବହିଷ୍କାର କରାଯାଇଛି । ଭାରତରେ ଅବସ୍ଥାପିତ କାନାଡା ହାଇ କମିଶନରଙ୍କୁ ବହିଷ୍କାର କରିବା ସହ ଦେଶ ଛାଡିବାକୁ…
Read More...

ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେସନ ଆରମ୍ଭ । ପ୍ରଧାନମନ୍ତ୍ରୀ କହିଲେ, ଭବନ ବଦଳିଲା, ଭାବ ଓ ଭାବନାକୁ ବି ବଦଳାଇବାକୁ…

କନକ ବ୍ୟୁରୋ : ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁୁ ଆରମ୍ଭ ହେଲା ନୂଆ ସଂସଦଭବନରେ ସ୍ୱତନ୍ତ୍ର ଅଧିବେଶନ । ସ୍ୱତନ୍ତ୍ର ଅଧିବେଶନର ୨ୟଦିନର କାର୍ଯ୍ୟ ନୂଆ ସଂସଦଭବନରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ଏନଡିଏ ମେଂଟର ସାଂସଦ ଏବଂ ଅନ୍ୟାନ୍ୟ ସମସ୍ତ ଦଳର ସାଂସଦମାନେ ନୂଆ ସଂସଦ…
Read More...

ନୂଅ ସଂସଦ ଭବନ ପହଂଚିବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଶା ଗୁପ୍ତା କଲେ ଘୋଷଣା । କହିଲେ, ଏବେ ମୁଁ ନିଶ୍ଚିତ…

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ଗତ ସୋମବାର ଦିନ ହୋଇଥିବା ବୈଠକରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାପରେ ଅଭିନେତ୍ରୀ ଇଶା ଗୁପ୍ତା ନୂଆ ସଂସଦ ଭବନ ପହଂଚିଥିଲେ । ସେଠାରେ ସେ ରାଜନୀତିରେ ପ୍ରବେଶ କରିବା ସହ ଆଗାମୀ ନିର୍ବାଚନ ଲଢିବାକୁ ଘୋଷଣା…
Read More...

ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ସଂସଦର ଉଭୟ ଗୃହରେ ମହିଳା ପାଇଁ ରହିଛି ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା

କନକ ବ୍ୟୁରୋ : ଏଣିକି ନେତା ବନିବେ ଅଧିକ ମହିଳା । ଏହି ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ସଂପର୍କିତ ବିଲକୁ ଆଜି ସଂସଦରେ ଆଗତ କରାଯାଇଛି । ନୂଆ ସଂସଦ ଭବନରେ ଚାଲିଥିବା ସ୍ୱତନ୍ତ୍ର ଅଧିବେସନରେ…
Read More...

ନୂଆ ସଂସଦ ଭବନରେ ଆଭାସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ, ନିର୍ବାଚନକୁ ବାକି ଅଛି ବହୁତ ସମୟ

କନକ ବ୍ୟୁରୋ : ଆଗୁଆ ହେବନି ନିର୍ବାଚନ । ନୂଆ ସଂସଦ ଭବନରେ ଏଭଳି ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହିଳା ସଂରକ୍ଷଣକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ମୋଦୀ କହିଛନ୍ତି, ଏବେ ନିର୍ବାଚନକୁ ବହୁତ ସମୟ ବାକି ଅଛି । ସୂଚନା ଥାଉକି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ ନେଇ…
Read More...

ବର୍ଦ୍ଦି ପିନ୍ଧି ପ୍ରି ୱେଡିଙ୍ଗ ଭିଡିଓ ସୁଟ୍ କଲେ ଦୁଇ ପୁଲିସ କର୍ମଚାରୀ । ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ।

କନକ ବ୍ୟୁରୋ: ବିବାହକୁ ସ୍ମରଣୀୟ ରଖିବା ପାଇଁ ବିବାହ ପୂର୍ବରୁ ଭିଡିଓ ସୁଟ୍ କରିବାର ଫ୍ୟାଶନ୍ ଚାଲିଛି । ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ କିଛି ଦମ୍ପତି ଅଲଗା ଢଙ୍ଗରେ ସୁଟିଂ କରିବାକୁ ଚାଁହୁଛନ୍ତି । ତେବେ ବର୍ତ୍ତମାନ ଦୁଇ ଜଣ ପୁଲିସ କର୍ମଚାରୀ ଏମିତି ଏକ ପ୍ରି ୱେଡିଂ ସୁଟ…
Read More...

ଭାରତର ନୂଆ ମିସାଇଲ ରେଜିମେଣ୍ଟ ‘ପ୍ରଳୟ’

 ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା ପାଇଁ ପ୍ରଥମ ପ୍ରଳୟ ଟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ ରେଜିମେଣ୍ଟ ଗଠନ ପାଇଁ ଅନୁମତି ଦେଇଛି । ଏହାକୁ  କ୍ଷେପଣାସ୍ତ୍ର ନୁହେଁ ବରଂ ଆତଙ୍କବାଦୀଙ୍କ ମୃତ୍ୟୁଦୁତ ଭାବେ ବିବେଚନା କରାଯାଉଛି । ଏହା ପାକିସ୍ତାନରେ ଉପସ୍ଥିତ ଥିବା ଆତଙ୍କବାଦୀ…
Read More...

କାନାଡାକୁ ଭାରତର କଡା ଜବାବ୍ । କାନାଡା ହାଇ କମିଶନରଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ । ମାତ୍ର ୫ ଦିନର ସମୟ

କନକ ବ୍ୟୁରୋ : କାନାଡା ସରକାରଙ୍କ ମନମାନୀର କଡା ଜବାବ୍ ଦେଇଛନ୍ତି ଭାରତ ସରକାର । ଭାରତରେ ଅବସ୍ଥାପିତ କାନାଡାର ହାଇ କମିଶନରଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏଥିପାଇଁ ତାଙ୍କୁ ଦିଆଯାଇଛି ମାତ୍ର ୫ ଦିନର ସମୟ । ଭାରତୀୟ ଶୀର୍ଷ କୂଟନୈତୀଜ୍ଞଙ୍କୁ କାନାଡାରୁ ବହିଷ୍କାର…
Read More...

ଆଜି ଲୋକସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆଇନ୍ ମନ୍ତ୍ରୀ କରିବେ ଆଗତ ।

କନକ ବ୍ୟୁରୋ: ଲୋକସଭାରେ ଆଜି ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆଇନ୍ ମନ୍ତ୍ରୀ ଏହାକୁ ଗୃହରେ ଆଗତ କରିବେ । ନୂଆ ସଂସଦ ଭବନରେ ବସିବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି । ଯାହା ପାସ୍ ହେବା ପରେ ମହିଳାଙ୍କ ପାଇଁ ସଂସଦରେ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ…
Read More...