ଦେଶ ବିଦେଶ
ଏମିତି ବି ହୁଏ ପ୍ରେମ ! ୭୨ ବର୍ଷୀୟ ମହିଳା ଏବଂ ୧୯ ବର୍ଷର ବାଳକ ବିବାହ ବନ୍ଧନରେ ହେଲେ ଆବଦ୍ଧ ।
କଥାରେ ଅଛି ପ୍ରେମ ବୟସ, ଜାତି, ଧର୍ମ କିଛି ମାନିନଥାଏ । ଆଉ ଏହି ଉକ୍ତିର ସତ୍ୟତା ଏବେ ସାମ୍ନାକୁ ଆସିଛି...
ପାଗଳ ପୁଅ ବୁଝିଲାନି ମା’ର ମମତା ! ଖାଇବା ଆଣିବାରେ ବିଳମ୍ବ ହେବାରୁ ପୁଅ ନେଇଗଲା ମା’ର ଜୀବନ ।
ଝାରଖଣ୍ଡର ଧନବାଦ ଜିଲ୍ଲାରେ ଜଣେ ପୁଅ ନିଜ ମାକୁ ପିଟି ପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସର...
ଏମିତି ପୁଅକୁ ଛି ! ସମ୍ପତି ଲୋଭରେ ଭୁଲିଗଲା ମା’ର ମମତା, ପ୍ରେସରକୁକରରେ ବାଡେଇ ମୁଣ୍ଡ ଫଟାଇଲା । ମନ ବୁଝିଲାନି, ମା’ର ଆଙ୍ଗୁଠିକୁ କାମୁଡି ଦେଲା
୧୦ ମାସ ୧୦ ଦିନ ଗର୍ଭରେ ରଖି ପୁଅ ଜନ୍ମ ଦେବା କଣ ପାପ । ପୁଅ ଜନ୍ମ ଦେଲେ କଣ...
ମଝି ଆକାଶରେ ଉଡୁଥିଲା ବିମାନ, ଭାଙ୍ଗିଗଲା ଝରକା ! ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ ।
କିଛି ଦିନ ତଳେ ଏକ ବିମାନର ଇଞ୍ଜିନ ୩୨୦୦୦ ଫୁଟ ଉପରୁ ଖରାପ ହୋଇ ପଡିଯାଇଥିଲା । ତେବେ ଆଉ ଏକ...
ହଜିଯିବ ୨୦୦୦ ଟଙ୍କା ନୋଟ, ଏବଂ ଆପଣଙ୍କ ପାଖକୁ ପୁଣି ଫେରିବ ୧୦୦୦ ଟଙ୍କା ନୋଟ ! ଜାଣନ୍ତୁ ଏହି ଭାଇରାଲ ଖବରର ସତ୍ୟତା ।
କଣ ପୁଣି ଥରେ ଦେଶରେ ନୋଟବନ୍ଦୀ ହେବାକୁ ଯାଉଛି ? କଣ ସତରେ ନୂଆ ୨୦୦୦ ଟଙ୍କା ନୋଟ ବନ୍ଦ ହୋଇଯିବ...
କେଉଁ ରାଜ୍ୟରୁ ଆସିଥାନ୍ତି ଅଧିକ ସଂଖ୍ୟକ IAS ! ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କଥାର ସତ୍ୟତା କେତେ
ଭାରତର ସବୁଠାରୁ କଷ୍ଟ ପରୀକ୍ଷା ଭିତରେ ଆଇଏଏସ ପରୀଷାର ନାଁ ଆସେ । ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ଅଧିକାଂଶ ଛାତ୍ରଛାତ୍ରୀଙ୍କ...