Browsing Category

ଦେଶ ବିଦେଶ

NIA ଜାରି କଲା ୧୯ ଖଲିସ୍ତାନୀ ଆତଙ୍କବାଦୀଙ୍କ ତାଲିକା, ଜବତ ହେବ ଏମାନଙ୍କ ସମ୍ପତ୍ତି । ବିଦେଶରେ ରହି ରଚୁଛନ୍ତି ଭାରତ…

କନକ ବ୍ୟୁରୋ: ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏର ବଡ ଆକ୍ସନ୍ । ଭାରତ-କାନାଡା ବିବାଦ ଭିତରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଏବେ ତତ୍ପର ହୋଇଛି । ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ପଞ୍ଜାବରେ ନିଷିଦ୍ଧ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ)ର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁଙ୍କ…
Read More...

ଏସୀୟ କ୍ରୀଡାରେ ଭାରତ ଦମଦାର ଆରମ୍ଭ, ପ୍ରଥମ ଦିନରେ ହାତେଇଲା ୨ ପଦକ

କନକ ବ୍ୟୁରୋ: ଏସିଆନ୍ ଗେମସ୍ରେ ଭାରତର ଦମ୍ଦାର ଆରମ୍ଭ । ପ୍ରଥମ ଦିନରେ ଆରମ୍ଭରୁ ହାତେଇଲା ୨ଟି ପଦକ । ସିଲଭର ମେଡାଲରୁ ଭାରତ ଆରମ୍ଭ କରିଛି ପଦକ ଯାତ୍ରା । ଏୟାର ରାଇଫଲ ଓ ରୋଇଂରେ ଭାରତକୁ ସିଲଭର ମେଡାଲ ମିଳିଛି । ରୋଇଂରେ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି ।…
Read More...

ରାଘବ ଚଡ୍ଡା ଓ ପରିଣୀତି ଚୋପ୍ରାଙ୍କ ବାହାଘର ପାଇଁ ସଜେଇ ହୋଇଛି ଉଦୟପୁରରେ ଲୀଲା ପ୍ୟାଲେସ: ଡେଷ୍ଟିନେସନ ୱେଡିଂରେ…

କନକ ବ୍ୟୁରୋ: ରାଜସ୍ଥାନକୁ ଆସୁଛନ୍ତି ଅତିଥି । କାଲି ରାଜନେତା ରାଘବ ଚଡ୍ଡା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର । ଉଦୟପୁର ଲୀଲା ପ୍ୟାଲେସରେ ଏନେଇ ସବୁ ପ୍ରସ୍ତୁତି ସରିଛି । ଆଜି ମେହେନ୍ଦୀ, ସଂଗୀତ ଚାଲିଥିବାବେଳେ କାଲି ପଂଜାବୀ ରୀତିନୀତିରେ ହେବ ବାହାଘର । ହାତଗଣତି କିଛି ଅତିଥି…
Read More...

ରାଜସ୍ଥାନ ମାଟିରୁ ମୋଦୀ ସରକାରଙ୍କୁ ଘେରିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ: କହିଲେ ସତ ଉଠାଇଲେ କରାଯାଉଛି କଣ୍ଠରୋଧ,…

କନକ ବ୍ୟୁରୋ: ରାଜସ୍ଥାନରେ କଂଗ୍ରେସର ନିର୍ବାଚନୀ ବିଗୁଲ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଦଳର ଅନ୍ୟ ବରିଷ୍ଠ ନେତା ଏଠାରେ ପହଁଚି କଂଗ୍ରେସ କମିଟିର ନୂଆ ଭବନର ଶିଳାନ୍ୟାସ କରିଛନ୍ତି । କାର୍ଯକ୍ରମକୁ ସମ୍ବୋଧିତ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା…
Read More...

ଅସରାଏ ବର୍ଷାରେ ନାକେଦମ ନାଗପୁର: ରାସ୍ତାରେ ଚାଲିଲା ଡଙ୍ଗା, ଛାନିଆ ସ୍ଥାନୀୟ ବାସିନ୍ଦା

କନକ ବ୍ୟୁରୋ: ବର୍ଷା ପାଇଁ ନାକେଦମ ନାଗପୁର । ଅସରାଏ ବର୍ଷାରେ ସହର ପାଲଟିଲା ନଦୀ । ସ୍ଥିତି ଏଭଳି ହୋଇଛି କି ଦୌଉଡି ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରାଯାଉଛି । ନାଗପୁରର ଅନେକ ଗଳିକନ୍ଦିରେ ଚାଲିଛି ଡଙ୍ଗା । ସ୍ଥାନୀୟ ପ୍ରଶାସନ ଅବହେଳା ପାଇଁ ଏଭଳି ସ୍ଥିତି ଉପଜିଥିବା ସ୍ଥାନୀୟ ଲୋକ ଅଭିଯୋଗ…
Read More...

ନୂଆ ସଂସଦ ଭବନ, ନୂଆ ରାଜନୀତି: କ’ଣ କହିଲେ ଜୟରାମ ରମେଶ? କଂଗ୍ରେସ ନେତାଙ୍କୁ ଜେପି ନଡ୍ଡାଙ୍କ ଜବାବ

କନକ ବ୍ୟୁରୋ: ନୂଆ ସଂସଦଭବନକୁ ନେଇ ବୟାନବାଜୀ । ସୋସିଆଲ ମିଡିଆ ଏକ୍ସରେ ଏକ ଲମ୍ବାଚଉଡା ଲେଖା ପୋଷ୍ଟ କରି ଏକାଧିକ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ । ନୂଆ ସଂସଦ ଭବନ ନାଁ ମୋଦୀ ମଲିଟିପ୍ଲେକସ ହେବା ଉଚିତ ବୋଲି କହିଛନ୍ତି ରମେଶ । ସେପଟେ ନୂଆ ସଂସଦଭବନର ନିର୍ମାଣ…
Read More...

ଖଲିସ୍ତାନୀ ଆତଙ୍କୀକୁ ସାବାଡ଼ କରିବ ଭାରତ: ଖଲିସ୍ତାନୀଙ୍କ ଠିକଣାରେ ଏନଆଇଏ ଚଢ଼ାଉ

କନକ ବ୍ୟୁରୋ: କୁହୁଳୁଛି ଭାରତ-କାନାଡ଼ା ବିବାଦ । ଖଲିସ୍ତାନୀ ଆତଙ୍କୀଙ୍କୁ ନେଇ ମୁହାଁମୁହିଁ ସ୍ଥିତିରେ ଉଭୟ ଦେଶ । ଏହା ଭିତରେ ଆକ୍ସନମୁଡକୁ ଆସିଛନ୍ତି ମୋଦୀ ସରକାର । ଖଲିସ୍ତାନୀ ନେତାଙ୍କ ପଂଜାବ ଘରେ ରେଡ କରିବା ସହ ସମ୍ପତି ଜବତ କରିଛି ଏନଆଇଏ । ସେପଟେ ବିବାଦ ଭିତରେ ଆମେରିକା ଏଟ୍ରିଂର…
Read More...

ଆଇସିସି ରାଙ୍କିଙ୍ଗରେ ଭାରତର ଦବଦବା । ତିନୋଟି ଫର୍ମାଟରେ ଟିମ୍ ସହ ବୋଲର ,ବ୍ୟାଟ୍ସମ୍ୟାନ ଓ ଅଲରାଉଣ୍ଡର ବି ପ୍ରଥମ…

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିରୋଧରେ ଆରମ୍ଭ ହୋଇଥିବା ୩ଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିବା ପରେ ଭାରତୀୟ ଟିମ୍ ଆଇସିସି ଏକଦିବସୀୟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛି । ଏହାସହ ଭାରତୀୟ ଟିମ୍ ବିଶ୍ୱ କ୍ରିକେଟର ୩ଟି ଫର୍ମାଟରେ…
Read More...

ହଠାତ୍ ଜୟପୁର ମହାରାଣୀ କଲେଜରେ ପହଂଚିଲେ ରାହୁଲ ଗାନ୍ଧୀ । ଛାତ୍ରୀଙ୍କ ସ୍କୁଟିରେ ବସି ସଭାସ୍ଥଳକୁ ଗଲେ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ ସବୁବେଳେ ଚର୍ଚ୍ଚାରେ ରହିଛି । କେବେ ଟ୍ରକରେ ବସି ଭ୍ରମଣ କରିବା ତ ପୁଣି କେବେ ଗ୍ୟାରେଜରେ ବସି ଗାଡି ସଜାଡିବା । ଏହାସହ ଗତକାଲି ରେଲୱେ କୁଲିଙ୍କ ସହ ମିଶି ମୁଣ୍ଡରେ ଭାର ଉଠାଉଥିବା ଚିତ୍ର ତ ଆଜି କଲେଜ ଛାତ୍ରୀଙ୍କ…
Read More...

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜସ୍ଥାନ ବିଜେପିକୁ ଲାଗିପାରେ ଝଟକା । ଗୋଟିଏ ମଞ୍ଚରେ ବସିଲେ ଗେହଲଟ ଓ ବସୁନ୍ଧରା

କନକ ବ୍ୟୁରୋ : ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନଜରରେ ରଖି କ୍ଷମତାସୀନ କଂଗ୍ରେସ ତାର ପ୍ରଚାର ଜୋରଦାର କରିଥିବା ବେଳେ କ୍ଷମତା ହାତେଇବାକୁ ବିଜେପି ମଧ୍ୟ ରଣନୀତି ପ୍ରସ୍ତୁତ କରୁଛି । ହେଲେ ଠିକ  ଏହି ସମୟରେ ରାଜସ୍ଥାନ ବିଜେପିର…
Read More...