Browsing Category

ଦେଶ ବିଦେଶ

ଆଗକୁ ଭୀଷଣ ଯୁଦ୍ଧ : ଗାଜାରେ ସମନ୍ୱିତ ଆକ୍ରମଣ ପାଇଁ ପ୍ରସ୍ତୁତ ଇସ୍ରାଏଲ; ନିର୍ଦ୍ଦେଶକୁ ଅପେକ୍ଷା କରିଛି ସେନା, ବଡ…

କନକ ବ୍ୟୁରୋ : ଆଗକୁ ଭୀଷଣ ଯୁଦ୍ଧ । ଗାଜାରେ ସମନ୍ୱିତ ଆକ୍ରମଣ ପାଇଁ ପ୍ରସ୍ତୁତ ଇସ୍ରାଏଲ । ନିର୍ଦ୍ଦେଶକୁ ଅପେକ୍ଷା କରିଛି ଇସ୍ରାଏଲ ସେନା । ଉଭୟ ଜଳ, ସ୍ଥଳ, ବାୟୁ ତିନି ପଟୁ ଗାଜାକୁ ଘେରି ରହିଛନ୍ତି ଇସ୍ରାଏଲର ୪ ଲକ୍ଷରୁ ଅଧିନ ସେନାବାହୀନୀ । ଖାଲି ନିର୍ଦ୍ଦେଶକୁ ଅପକ୍ଷୋ । ନିର୍ଦ୍ଦେଶ…
Read More...

ବିଶ୍ୱକପର ରୋମାଞ୍ଚକର ମ୍ୟାଚ୍, ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ପରାଜିତ କଲା ଆଫଗାନିସ୍ତାନ

କନକ ବ୍ୟୁରୋ : ବିଶ୍ୱକପ୍ କ୍ରିକେଟର ଏକ ରୋମାଞ୍ଚକର ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ପରାଜିତ କରିଛି ଆଫାଗାନିସ୍ତାନ । ଆଫଗାନିସ୍ତାନ ଠାରୁ ଇଂଲଣ୍ଡ ୬୯ ରନରେ ପରାଜିତ ହୋଇଛି । ଲଗାତର ପରାଜୟ ପରେ ଆଜି ଇଂଲଣ୍ଡକୁ ପରାଜିତ କରି ବିଜୟୀ ହୋଇଛି । ଏହାସହ ୨୦୧୯ ବିଶ୍ୱକପ ଚମ୍ପିଆନ ଦଳକୁ…
Read More...

ଶାହିନଙ୍କୁ ଏତେ ପ୍ରଂଶସା କାହିଁକି, ଶାହିନ କଣ ୱାସିମ ଆକ୍ରମ? ପାକିସ୍ତାନର ଦ୍ରୁତ ବୋଲରଙ୍କ ଧଜିଆ ଉଡାଇଲେ ରବି…

କନକ ବ୍ୟୁରୋ : ପୁଣିଥରେ ଭାରତ ବିପକ୍ଷରେ ମାତ୍ ଖାଇଲା ପାକିସ୍ତାନ । ବିଶ୍ୱକପରେ ପାକିସ୍ତାନକୁ ୭ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ରୋହିତଙ୍କ ଦ୍ରୁତ ଅର୍ଦ୍ଧଶତକ ଓ ଶ୍ରେୟସଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ପାକିସ୍ତାନ ବିପକ୍ଷରେ ଭାରତ ସହଜ ବିଜୟ ହାସଲ କରିଛି । ଭାରତର ବ୍ୟାଟିଂ…
Read More...

ତୀବ୍ର ଭୂମିକମ୍ପରେ ଥରିଲା ଦିଲ୍ଲୀ ଏନସିଆର, ଉତ୍ତର ଭାରତର ଅନେକ ସହରରେ କମ୍ପିଲା ଧରିତ୍ରୀ

କନକ ବ୍ୟୁରୋ : ରବିବାର ଦିନ ଦିଲ୍ଲୀ ଏନସିଆରରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ସହିତ ନୋଏଡା ଓ ଗାଜିଆବାଦ ସହରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ହରିଆଣାର କିଛି ଅଂଶରେ ମଧ୍ୟ ଭୂକମ୍ପରେ ମାଟି ଦୋହଲିଯାଇଛି । ଏହା ପୂର୍ବରୁ ଅକ୍ଟୋବର ୩ ତାରିଖରେ ମଧ୍ୟ ରାଜଧାନୀ ଦିଲ୍ଲୀ ଓ…
Read More...

ତେଲେଙ୍ଗାନା ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଲେ ବିଆରଏସ ମୁଖ୍ୟ କେସିଆର । ସରକାରକୁ ଆସିଲେ ୪୦୦ ଟଙ୍କାରେ…

କନକ ବ୍ୟୁରୋ : ତେଲେଙ୍ଗାନା ପାଇଁ ବିଧାନସଭା ତାରିଖ ଘୋଷଣା ହେବା ପରେ ରବିବାର ଦିନ ଶାସକ ଦଳ ବିଆରଏସ ତରଫରୁ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରାଯାଇଛି । ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତି…
Read More...

ବୟସ ୬୦, ଜେଲରେ ରହିଛନ୍ତି ୨୪ ବର୍ଷ । ହତ୍ୟା କରିବାକୁ ପଣ କରିଛି ଇସ୍ରାଏଲ

କନକ ବ୍ୟୁରୋ : ଇସ୍ରାଏଲ ତରଫରୁ ଶନିବାର ଦିନ ପାଲେଷ୍ଟାଇନର ଓସମା ବିନ୍ ଲାଡେନ କୁହାଯାଉଥିବା ହମାସର ଶୀର୍ଷ କମାଣ୍ଡର ୟାହ୍ୟା ସିନ୍ୱାରର ଠିକଣା ଖୋଜି ତାକୁ ହତ୍ୟା କରିବ ବୋଲି ପଣ କରିଛି । ସିନ୍ୱାର, ଯେ କି ଆମେରିକା ଦ୍ୱାରା ଘୋଷିତ ଜଣେ ଆତଙ୍କବାଦୀ ଓ ହମାସ ଭଳି ଏକ ଚରମପନ୍ଥୀ ସଂଗଠନର…
Read More...

କୋଟିପତି ଡାକ୍ତରଙ୍କ ପାଇଁ ଜାହାଜରେ ଡିଲ୍, ଭାଇରାଲ୍ ହେଉଛି ଭିଡିଓ । ଦିନକୁ ଦିନ ଫିଟୁଛି ଗୁମର

କନକ ବ୍ୟୁରୋ: ପାରାଦୀପ ବନ୍ଦରର ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିବା ପରେ ଏବେ ତାଙ୍କର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିବାରେ ଲାଗିଛି । ଡାକ୍ତରଙ୍କ କାରନାମାରେ ସହଯୋଗ କରୁଥିଲେ, ସନ୍ତୋଷ ସାହୁ । ସନ୍ତୋଷ ସାହୁ ହେଉଛନ୍ତି ସେହି…
Read More...

ଉତ୍ତର ଗାଜାକୁ ୩ ଘଣ୍ଟାର ମହଲତ: ଗ୍ରାଉଣ୍ଡ ଅପରେସନ ପୂର୍ବରୁ ଜନସାଧାରଣଙ୍କୁ ଭିଟାମାଟି ଛାଡିବାକୁ ଇସ୍ରାଏଲ ସେନାର…

କନକ ବ୍ୟୁରୋ: ମାତ୍ର ୩ ଘଣ୍ଟାର ମହଲତ ଦେଲା ଇସ୍ରାଏଲ ସେନା । ଉତ୍ତର ଗାଜାରେ ଗ୍ରାଉଣ୍ଡ ଅପରେସନ ପୂର୍ବରୁ ସେଠାକାର ଜନ ସାଧାରଣଙ୍କୁ ଏଭଳି ଚେତାବନୀ ଦେଇଛି ଇସ୍ରାଏଲ ସେନା । ଉତ୍ତର ଗାଜାରେ ଆତଙ୍କୀ ସଙ୍ଗଠନ ହମାସ ରହିଛି । ଏଠାରେ ଥିବା ବିଭିନ୍ନ ବଙ୍କର ଭିତରେ ଆତଙ୍କୀମାନେ ଲୁଚି ରହିଛନ୍ତି…
Read More...

ରିଲିଜ୍ ହେଲା ମୋଦୀଙ୍କ ଲେଖା ଗରବା ଗୀତ ‘ମାଡି ସଙ୍ଗ’ । ସଙ୍ଗୀତର ରୂପ ଦେଇଛନ୍ତି ମୀତ୍ ବ୍ରଦର୍ସ

କନକ ବ୍ୟୁରୋ: ନବରାତ୍ରୀ ଗୀତ ସହ ନବରାତ୍ରୀ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନବରାତ୍ରୀର ଶୁଭାରମ୍ଭ ‘ମାଡି’ ଗୀତ ସହ ଆରମ୍ଭ ହୋଇଛି । ଗରବା ପାଇଁ ମୋଦୀ ଲେଖିଥିବା ଗୀତ ରିଲିଜ୍ ହୋଇଛି । ମୋଦୀଙ୍କ ଲେଖାକୁ ଗୀତର ରୂପ ଦେଇଛନ୍ତି ମୀତ୍ ବ୍ରଦର୍ସ । ଏଥିରେ କଣ୍ଠଦାନ କରିଛନ୍ତି ଦିବ୍ୟ…
Read More...

ଯୁଦ୍ଧର ରୂପ ନେଇଛି ଘନୀଭୂତ ତିକ୍ତ ସମ୍ପର୍କ । ସାମ୍ରାଜ୍ୟବାଦୀ ନେତୃତ୍ୱଙ୍କ ନୀତି ନେଉଛି ହଜାର ହଜାର ଜୀବନ । ଯୁଦ୍ଧ…

କନକ ବ୍ୟୁରୋ : ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ସମସ୍ତେ ତୃତୀୟ ଯୁଦ୍ଧର ପରିକଲ୍ପନାରୁ ହିଁ ଭୟଭୀତ । ବର୍ତମାନ ସମୟରେ ଯୁଦ୍ଧର ପରିଣାମ ଯେ କେତେ ଭୟାନକ ହୋଇପାରେ ଏ ନେଇ ଅଳ୍ପ ବହୁତେ ସମସ୍ତେ ଅବଗତ । ହେଲେ ସମୟ ସହିତ ବଦଳୁଛି ମାନସିକତା । ହିଂସା ଦ୍ୱେଷ ଓ ଅତୀତର ଶତୃତା କାଳ କ୍ରମେ ମରଣାନ୍ତକ…
Read More...