Browsing Category

ଦେଶ ବିଦେଶ

ପଡିଆ ମଝିରେ କୋହଲି ପିନ୍ଧିଲେ ଭୁଲ୍ ଜର୍ସି । ନିଜ ଭୁଲକୁ ତୁରନ୍ତ ସୁଧାରିଲେ କିଙ୍ଗ୍ କୋହଲି

କନକ ବ୍ୟୁରୋ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଛି ଭାରତ-ପାକିସ୍ତାନ ମ୍ୟାଚ୍ । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଭାରତ । ତେବେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପଡିଆ ମଝିରେ ଏକ ମସ୍ତବଡ ଭୁଲ କରିଥିବା ଦେଖିବାକୁ ମିଳିଛି ।…
Read More...

ସାମୟିକ ଭାବେ ଅଚଳ ରହିଛି ଷ୍ଟେଟବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ ସେବା । ଶନିବାର ସକାଳ ଠାରୁ ଅଚଳ ଥିବାରୁ ଗ୍ରାହକ…

କନକ ବ୍ୟୁରୋ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକମାନେ ଶନିବାର ଦିନ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କାରବାର କରୁଥିବା ଗ୍ରାହକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ହେଲେ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଏନେଇ ପୂର୍ବରୁ…
Read More...

ହମାସ କେମିତି ଗଠନ କଲା ନିଜର ମିନି ଆର୍ମି ? କେଉଁ କେଉଁ ଦେଶ ଦେଉଛନ୍ତି ସହାୟତା

ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଦୀର୍ଘ ସମୟ ଧରି ଇସ୍ରାଏଲ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲା । ସାମରିକ ଅସ୍ତ୍ରଠାରୁ ଆରମ୍ଭ କରି ଇରାନ ପରି ଅନ୍ୟାନ୍ୟ ଦେଶରୁ ଆର୍ଥିକ ସହାୟତା ପର୍ଯ୍ୟନ୍ତ ସବୁକିଛି ପାଉଥିଲା । ଏ ବିଷୟରେ ଏକ ରିପୋର୍ଟ ପ୍ରକାଶ ପାଇଛି ।  ଇସ୍ରାଏଲ ସହିତ ଲଢିବା…
Read More...

ହମାସକୁ ଝଟକା… ଇସ୍ରାଏଲର ଆକ୍ରମଣରେ ନିହତ ହେଲା ମୋଟର ଗ୍ଲାଇଡର୍ସକୁ ନିର୍ଦ୍ଦେଶ ଦେଉଥିବା କମାଣ୍ଡର

କନକ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇଲ ମଧ୍ୟରେ ଯୁଦ୍ଧକୁ ସପ୍ତାହେ ହେଲାଣି । ଏହା ମଧ୍ୟରେ ଇସ୍ରାଏଲ ସେନାକୁ ମିଳିଛି ଏକ ସଫଳତା । ପ୍ରଥମ ଦିନ ଆକ୍ରମଣରେ ହମାସର ଯେଉଁ କମାଣ୍ଡର ଅବୁ ମୁରାଦଙ୍କ ନିର୍ଦ୍ଦେଶରେ ମୋଟର ପାରାଚୁଟ୍ ଇସ୍ରାଏଲରେ ପଶି ରକ୍ତର ହୋଲି ଖେଳିଥିଲା ତାକୁ ନିପାତ କରିଛି…
Read More...

ଭାରତ-ପାକିସ୍ତାନ ମହା ମୁକାବିଲା: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପାକିସ୍ତାନ 

କନକ ବ୍ୟୁରୋ: ଆଜି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ । ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ତେଣୁ ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ । ଭାରତୀୟ ଟିମରେ ଗୋଟିଏ ପରିବର୍ତ୍ତନ ହୋଇଛି । ଦଳରେ ଶୁଭମନ ଗିଲ ସାମିଲ ହୋଇଛନ୍ତି, ଇଶାନ କିଷାନଙ୍କୁ ଆଜିର…
Read More...

ଗୋଟେ ଦେଶର ଗୁଇନ୍ଦା ସଂସ୍ଥାର ହାତ ଅଛି । ସମୟ ଆସିଲେ ପ୍ରମାଣ ଦେବୁ । ସାହିଦ ଲତିଫ ହତ୍ୟାରେ ବିଲିବିଳଉଛି…

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ  ସାହିଦ ଲତିଫକୁ ଗତ ୧୧ ତାରିଖରେ ଅଜଣା ଆତତାୟୀ ମାନେ ଗୁଳି କରି ହତ୍ୟା କରିଥିଲେ । ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସାହିଦ ଲତିଫ । ଭାରତୀୟ ଏଜେନ୍ସିର ରାଡ଼ାରରେ ଥିଲା । ସାହିଦ ଲତିଫର ହତ୍ୟାକୁ ଆତଙ୍କବାଦୀ ଘଟଣା ଭାବେ ଚିତ୍ରଣ କରୁଛି…
Read More...

ଲେବାନନରେ ରକେଟ୍ ମାଡ କଲା ଇସ୍ରାଏଲ, ରଏଟର୍ସ ସାମ୍ବାଦିକ ମୃତ

କନକ ବ୍ୟୁରୋ: ପାଲେଷ୍ଟାଇନ୍ ସହ ଯୁଦ୍ଧ ଭିତରେ ଲେବାନନ୍ ଉପରେ ରକେଟ୍ ମାଡ କରିଛି ଇସ୍ରାଏଲ । ଫଳରେ ଏଠାକୁ ଖବର ସଂଗ୍ରହ କରିବାକୁ ଆସିଥିବା ରଏଟର୍ସ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଫଟୋ ଜର୍ଣ୍ଣାଲିଷ୍ଟ ସାମ୍ବାଦିକ ଇସାମ୍ ଆବଦାଲାହ ନାମ୍ ରହୁଥିବା ସାଉଥ୍ ଲେବାନନ ଆଲମା ଅଲ୍…
Read More...

ପୂର୍ବରୁ ଭାରତ-ପାକିସ୍ତାନରେ ହେଉଥିଲା କଡା ଟକ୍କର: ଖେଳାଳି-ଖେଳାଳି ଭିତରେ ହେଉଥିଲା ଲଢେଇ

କନକ ବ୍ୟୁରୋ: ଆଜି ବିଶ୍ୱକପ ମ୍ୟାଚରେ ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ । ଏହି ମ୍ୟାଚ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ଫ୍ୟାନ । କାରଣ ଉଭୟ ଦେଶ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ବେଳେ ବେଳେ ଏମିତି ହୋଇଛି କି ପଡିଆ ମଝିରେ ମୁହାଁ ମୁହିଁ ହୋଇଛନ୍ତି ଉଭୟ…
Read More...

ପଶ୍ଚିମବଙ୍ଗ ହାୱଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗୋଦାମ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହାୱଡ଼ାରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଗୋଦାମ । ନିଅାଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି । ଦମକଳ ବାହିନୀର ୧୧ଟି ଗାଡ଼ି ମୁତୟନ ହୋଇଛନ୍ତି । ହାୱଡାର ସଙ୍କରେଲ ଇଣ୍ଡଷ୍ଟ୍ର୍ରିଆଲ ପାର୍କରେ ଥିବା ଏହି ଗୋଦାମ ଘରେ…
Read More...

୧୦୦ ଲକର୍, ୫୦୦ କୋଟି ବ୍ଲାକମନି, ୫୦ କେଜି ସୁନା…ବରିଷ୍ଠ ବିଜେପି ନେତାଙ୍କ ଚାଞ୍ଚଲ୍ୟକର ଦାବି

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ଘୋଷଣା ପରେ ରାଜସ୍ଥାନରେ ରାଜନୈତିକ ସରଗରମ ଦେଖାଦେଇଛି । ଏହା ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ କିରୋଡିଲାଲ ମୀଣା ଏଭଳି ଏକ ଦାବି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୀଣା କହିଛନ୍ତି ଯେ, ଜୟପୁରରେ ୧୦୦ଟି ବ୍ୟକ୍ତିଗତ…
Read More...