Browsing Category

ଦେଶ ବିଦେଶ

୭ ମହଲା କୋଠାରେ ଲାଗିଲା ନିଆଁ, ବିକଳରେ ବେଡସିଟ୍ ଗୁଡାଇ ତଳକୁ ଡେଇଁଲେ ଲୋକେ ।

କନକ ବ୍ୟୁରୋ: ହରିୟାଣାର ସୋନିପଥ ଜିଲ୍ଲାରେ ଥିବା ଏକ ଆପାର୍ଟମେଣ୍ଟର ୭ ମହଲାରେ ଲାଗିଲା ଭୀଷଣ ନିଆଁ । ବିକଳରେ ଲୋକେ ବେଡସିଟ ଓ ଲୁଗା ଗୁଡାଇ ହୋଇ ତଳକୁ ଖସୁଥିବାର ଦେଖିବାକୁ ମିିଳିଥିଲା । ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ସୋନପଥ ନ୍ୟାସନାଲ ହାଇୱେ କଡରେ ଥିବା ଏକ୍ସପ୍ରେସ୍…
Read More...

ଉତରକାଶୀରେ ଭାଙ୍ଗିଲା ନିର୍ମାଣାଧୀନ ଟନେଲ: ବିପଦରେ ଟନେଲରେ ଫସିଥିବା ୪୦ରୁ ଅଧିକ ଶ୍ରମିକଙ୍କ ଜୀବନ

କନକ ବ୍ୟୁରୋ: ଉତରକାଶୀରେ ଭୟଙ୍କର ଦୁର୍ଘଟଣା । ଭାଙ୍ଗିଲା ନିର୍ମାଣାଧୀନ ଟନେଲ । ଦୁର୍ଘଟଣା ଯୋଗୁ ଟନେଲ ଭିତରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ ହୋଇଛି । ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଜଣାପଡ଼ିଛି । ସେମାନଙ୍କ…
Read More...

ଆଜି ବିଶ୍ୱକପର ଶେଷ ଲିଗ ମ୍ୟାଚ: ଭାଇରାଲ ହେଉଛି ଟିମ ଇଣ୍ଡିଆର ଦୀପାବଳି ସେଲିବ୍ରେସନ

କନକ ବ୍ୟୁରୋ: ଆଜି ଭାରତ ବିଶ୍ୱକପ୍ର ଶେଷ ଲିଗ୍ ମ୍ୟାଚ୍ ଖେଳିବ । ବେଙ୍ଗାଳୁରୁରେ ନେଦରଲାଣ୍ଡ୍ସ ସହ ହେବ ମୁକାବିଲା । ହେଲେ ମ୍ୟାଚ୍ ପୂର୍ବରୁ ଦିୱଲୀ ସେଲିବ୍ରେସନ୍ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି । ବେଙ୍ଗାଳୁରୁରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ପରିବାର ସହ ପହଂଚିଥିଲେ ଟିମ୍…
Read More...

ବଦଳିବ ରାଷ୍ଟ୍ରପତିଙ୍କ ଭୋଟର କାର୍ଡର ଠିକଣା: ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ: ବଦଳିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭୋଟର ପରିଚୟ ପତ୍ରର ଠିକଣା । ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ ରାଷ୍ଟ୍ରପତି । ଏଥିପାଇଁ ଆରମ୍ଭ ହୋଇଛି ଆଇଡି କାର୍ଡର ଠିକଣା ପରିବର୍ତନ ପ୍ରକ୍ରିୟା । ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ପି. କୃଷ୍ଣମୂର୍ତି ରାଷ୍ଟ୍ରପତି ଭବନରେ…
Read More...

ଯବାନଙ୍କ ସହ ସୀମାରେ ଦୀପାବଳି ପାଳିବେ ମୋଦୀ: ଜାମ୍ମୁକାଶ୍ମୀରର ଅଖନୋରରେ ଯବାନଙ୍କୁ ଜଣାଇବେ ଦୀପାବଳି ଶୁଭେଚ୍ଛା

କନକ ବ୍ୟୁରୋ: ଆଜି ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ । ଦୀପାଳବି ପାଳିବା ପାଇଁ ଆଜି ଏଲ୍ଓସି ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜମ୍ମୁ-କାଶ୍ମୀର ଅଖନୁର ସ୍ଥିତ ଓରିୟନ୍ ଯିବେ ବୋଲି ଜଣାପଡ଼ିଛି । ସେଠାରେ ଯବାନଙ୍କ ସହ ସାମଲି ହୋଇ ଦୀପାବଳି ପାଳିବା ସହ ମିଠା ବାଂଟିବେ…
Read More...

ବଡ଼ ପରଦାରେ ରିଲିଜ ହେଲା ଟାଇଗର-୩: ଅଗ୍ରୀମ ଟିକେଟ ବୁକିଂରେ ରେକର୍ଡ

କନକ ବ୍ୟୁରୋ: ଆଜି ବଡ଼ ପରଦାରେ ରିଲିଚ ହୋଇଛି ସଲମାନ, କ୍ୟାଟ୍ରିନାଙ୍କ ଅଭିନୀତ ସିନେମା ଟାଇଗର ଥ୍ରୀ । ଦିୱାଲି ଅବସରରେ ସଲମାନ ତାଙ୍କ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି ଏହି ଫିଲ୍ମ । ସିନେମା ଆଡଭାନ୍ସ ବୁକିଂରେ ଜବରଦସ୍ତ ରେକର୍ଡ କରୁଛି । ବର୍ତମାନ ସୁଦ୍ଧା ଆଡଭାନ୍ସ ବୁକିଂରେ ୧୫ କୋଟି ପାର୍…
Read More...

ରାଜନୀତିରେ ରୋଚକ ଦୃଶ୍ୟ: ସଭା ମଂଚ ଉପରେ କାନ୍ଦିଲେ ପଛୁଆ ସମ୍ପ୍ରଦାୟର ନେତା, ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ରାଜନୀତିରେ ରୋଚକ ଦୃଶ୍ୟ । ସଭା ମଂଚରେ କାନ୍ଦିଲେ ନେତା । ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଲେଙ୍ଗାନାର ନିର୍ବାଚନୀ ପ୍ରଚାରରୁ ଆସିଛି ଏଭଳି ନିଆରା ଦୃଶ୍ୟ । ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ମଂଚରେ ବସିଥିଲେ ମାଡିଗା ସମ୍ପ୍ରଦାୟର ନେତା ମାଣ୍ଡ…
Read More...

ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତ୍ୟାନେହୁଙ୍କ ବଡ଼ ବୟାନ: କହିଲେ ଗାଜା ଷ୍ଟ୍ରିପ୍ ଅକ୍ତିିଆର ଆମର…

କନକ ବ୍ୟୁରୋ: ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତ୍ୟାନେହୁଙ୍କ ବଡ଼ ବୟାନ । କହିଲେ ଗାଜା ଷ୍ଟ୍ରିପ୍ ଅକ୍ତିିଆର ଅବା ସେଠାରେ ସରକାର ଚଲାଇବା ଆମର ଲକ୍ଷ୍ୟ ନୁହେଁ । ହେଲେ ଯୁଦ୍ଧ ସରିଲେ କିଏ ଗାଜାର ସରକାର କିଏ ଚଳାଇବ ବୋଲି ପ୍ରଶ୍ନ କରିଛନ୍ତି ବେଞ୍ଜାମିନ । ହମାସର ମୂଳପୋଛ…
Read More...

ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ମେଟାକୁ ଚିଠି ଲେଖି ଜବାବ ମାଗିଲା ଦିଲ୍ଳୀ…

କନକ ବ୍ୟୁରୋ: ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ । ମେଟାକୁ ଚିଠି ଲେଖି ଜବାବ ମାଗିଛି ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ । ସେପଟେ ଦିଲ୍ଲୀ ମହିଳା କମିଶନ ମାମଲାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।…
Read More...

ମଧ୍ୟପ୍ରଦେଶ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର । ବିପିଏଲ କାର୍ଡଧାରୀଙ୍କୁ ୫ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ ।…

କନକ ବ୍ୟୁରୋ: ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଇସ୍ତାହାର ପତ୍ର ଜାରି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୁଶଭାଓ ଠାକରେ ଅଡିଟୋରିୟମରେ ‘ମୋଦିଙ୍କ ଗ୍ୟାରେଣ୍ଟି ବିଜେପିର ଭରସା’ ଶୀର୍ଷକ ଇସ୍ତାହାର ପତ୍ରର ଉନ୍ମୋଚନ କରିଛନ୍ତି । ଇସ୍ତାହାରରେ ମାଗଣା ରାସନ ସହିତ…
Read More...