Browsing Category

ଦେଶ ବିଦେଶ

ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ହାମାସ ସହିତ ହେବ କି ଡିଲ୍ ? ଏ ନେଇ କଣ କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ…

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ବିବୃତ୍ତି ସୂଚାଇ ଦେଇଛି ଯେ ୨୦୦ ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ସେ ହମାସ ସହ ଏକ ଡିଲ କରିପାରନ୍ତି । ନେତାନ୍ୟାହୁ କିନ୍ତୁ ପ୍ରତିଥର ଯୁଦ୍ଧବିରତି ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି ।…
Read More...

ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଟିମ୍ ବାଛିଲା କ୍ରିକେଟ ଅଷ୍ଟ୍ରେଲିଆ । ବାଦ୍ ପଡିଲେ ରୋହିତ, କୋହଲିଙ୍କୁ ଅଧିନାୟକ ଦାୟିତ୍ୱ…

କନକ ବ୍ୟୁରୋ : ଚଳିତ ବିଶ୍ୱକପର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି । ଭାରତ ୯ ମ୍ୟାଚରୁ ୯ ମ୍ୟାଚରେ ବିଜୟୀ ହୋଇ ଅପରାଜେୟ ରହିଛି । ଆସନ୍ତା ୧୫ ତାରିଖରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ତେବେ ଏହି ମ୍ୟାଚ୍ ପୂର୍ବରୁ ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଟିମ୍ ବାଛିଛି…
Read More...

୧୧୧ ଥର ଛୁରୀ ମାରି ପ୍ରେମିକାକୁ ହତ୍ୟା କରିଥିବା ବ୍ଯକ୍ତିକୁ ଯୁଦ୍ଧ ଲଢିବାପାଇଁ ଜେଲରୁ ମୁକ୍ତି

ରୁଷିଆରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ୟୁକ୍ରେନ ବିରୋଧରେ ଯୁଦ୍ଧରେ ଅଂଶଗ୍ରହଣ କରିବା ପରେ କ୍ଷମା କରାଯାଇଛି ।   ପ୍ରେମିକ ଭ୍ଲାଡିସ୍ଲାଭ୍ କାନିୟସ୍ ନିଜର ପ୍ରେମିକା ଭେରା ପେକ୍ଟେଲେଭାଙ୍କୁ ୩ ଘଣ୍ଟା ନିର୍ଯାତନା ଦେଇଥିଲେ ତାପରେ ତାଙ୍କୁ ବଳାତ୍କାର…
Read More...

ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ: ଟନେଲ ଦୁର୍ଘଟଣାକୁ ନେଇ ଅନୁଭୂତି ବାଂଟିଲେ ପୂର୍ବରୁ…

କନକ ବ୍ୟୁରୋ: ଉତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଏକ ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ଏହି ପ୍ରୋଜେକ୍ଟରେ କାମ କରୁଥିବା ଜଣେ ଶ୍ରମିକ ଶୁଭାକର ନାୟକ । ଶୁଭାକର ପୂର୍ବରୁ ଏହି ଟନେଲ ନିର୍ମାଣ କାମରେ ନିୟୋଜିତ ଥିଲେ । ୪ ବର୍ଷ ଧରି ସେଠାରେ ଶ୍ରମିକ ଭାବେ କାମ କରିଛନ୍ତି । ଆଉ ଟନେଲ ନିର୍ମାଣ ଶୈଳୀକୁ…
Read More...

ଆଉଜଣେ ଜଣାଶୁଣା ଭାରତ ବିରୋଧୀକୁ ପାକିସ୍ଥାନରେ ହତ୍ୟା : ମାସୁଦ ଅଜହରର ଅତି ନିକଟତର ଥିଲା

ପାକିସ୍ତାନର କରାଚିରେ ଆଉଜଣେ ଭାରତ ବିରୋଧୀ  ଧାର୍ମିକ ନେତା ମୌlଲାନା ରହୀମୁଲ୍ଲା ତାରିକକୁ ପାକିସ୍ଥାନର ଓରଙ୍ଗି ଟାଉନ ଅଞ୍ଚଳରେ ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ତାରିକ ରହୀମୁଲ୍ଲା ଭାରତ ବିରୋଧୀ ଭାବେ ଜଣାଶୁଣା । ସେ ସର୍ବଦା ଧାର୍ମିକ ସଭା ମାନଙ୍କରେ ଭାରତ ବିରୋଧରେ…
Read More...

ଉତରାଖଣ୍ଡ ଉତରକାଶୀରେ ଟନେଲ ଦୁର୍ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଭୁଷିଡିଥିବା ଟନେଲ ଭିତରେ ସମସ୍ତ ଶ୍ରମିକ…

କନକ ବ୍ୟୁରୋ : ଉତରାଖଣ୍ଡ, ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଫସି ରହିଛନ୍ତି ଓଡିଆ ଶ୍ରମିକ । ଓଡିଆ ଶ୍ରମିକ ଫସି ରହିଥିବା ସୂଚନା ଦେଲେ ଉତରକାଶୀ ଏସପି । ରବିବାର ଟନେଲ କାର୍ଯ୍ୟ ଚାଲୁଥିବା ବେଳେ ଭୁଷୁଡି ପଡିଥିଲା ନିର୍ମାଣଧିନ ଟନେଲ । ଏଥିରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା…
Read More...

ଫୁଟିଲା ବାଣ ବଢିଲା ପ୍ରଦୂଷଣ । ଦିଲ୍ଲୀରେ ବାୟୁର ମାନ ଅତି ଶୋଚନୀୟ

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ସବୁ କଟକଣାକୁ ଫୁ କଲେ ଦିଲ୍ଲୀ ବାସିନ୍ଦା । ଲୋକେ ମାନିଲେନି କଟକଣା । ବାଣ ଫୁଟାଇବା ଉପରେ କଟକଣା ଲାଗିଥିବା ସତ୍ୱେ ଦିଲ୍ଲୀରେ ଲୋକେ ବାଣ ଫୁଟାଇଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଦିଲ୍ଲୀରେ ବାୟୁ ଅଧିକ ପ୍ରଦୂଷିତ ହୋଇଥିବା ଦେଖିବାକୁ ମିଳିଛି ।…
Read More...

ଦୀପାବଳୀରେ ଯବାନଙ୍କ ସହ ଉତ୍ସବ ମନାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ ଯେଉଁଠି ଯବାନ ରହୁନ୍ତି ସେଇଟା ମୋ…

କନକ ବ୍ୟୁରୋ : ଦୀପାବଳୀରେ ଯବାନଙ୍କ ସହ ଉତ୍ସବ ମନାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଲଓସି ଯାଇ ଯବାନଙ୍କ ସହ ଉତ୍ସବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜମ୍ମୁ-କାଶ୍ମୀର ଅଖନୁର ସ୍ଥିତ ଓରିୟନ୍ ଅଞ୍ଚଳରେ ଯବାନଙ୍କ ସହ ସାମିଲ ହୋଇ ଦୀପାବଳି ପାଳିବା ସହ ମିଠା…
Read More...

୭ ମହଲା କୋଠାରେ ଲାଗିଲା ନିଆଁ, ବିକଳରେ ବେଡସିଟ୍ ଗୁଡାଇ ତଳକୁ ଡେଇଁଲେ ଲୋକେ ।

କନକ ବ୍ୟୁରୋ: ହରିୟାଣାର ସୋନିପଥ ଜିଲ୍ଲାରେ ଥିବା ଏକ ଆପାର୍ଟମେଣ୍ଟର ୭ ମହଲାରେ ଲାଗିଲା ଭୀଷଣ ନିଆଁ । ବିକଳରେ ଲୋକେ ବେଡସିଟ ଓ ଲୁଗା ଗୁଡାଇ ହୋଇ ତଳକୁ ଖସୁଥିବାର ଦେଖିବାକୁ ମିିଳିଥିଲା । ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ସୋନପଥ ନ୍ୟାସନାଲ ହାଇୱେ କଡରେ ଥିବା ଏକ୍ସପ୍ରେସ୍…
Read More...

ଉତରକାଶୀରେ ଭାଙ୍ଗିଲା ନିର୍ମାଣାଧୀନ ଟନେଲ: ବିପଦରେ ଟନେଲରେ ଫସିଥିବା ୪୦ରୁ ଅଧିକ ଶ୍ରମିକଙ୍କ ଜୀବନ

କନକ ବ୍ୟୁରୋ: ଉତରକାଶୀରେ ଭୟଙ୍କର ଦୁର୍ଘଟଣା । ଭାଙ୍ଗିଲା ନିର୍ମାଣାଧୀନ ଟନେଲ । ଦୁର୍ଘଟଣା ଯୋଗୁ ଟନେଲ ଭିତରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ ହୋଇଛି । ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଜଣାପଡ଼ିଛି । ସେମାନଙ୍କ…
Read More...