Browsing Category

ଦେଶ ବିଦେଶ

ଉତ୍ତରପ୍ରଦେଶରେ ଆଜି ଆମିଷ ଖାଇବା ମନା । ନଭେମ୍ବର ୨୫କୁ ‘ନୋ ନନଭେଜ୍ ଡେ’ ଘୋଷଣା କଲେ ରାଜ୍ୟ ସରକାର । ଜଣାଶୁଣା ସାଧୁ…

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଆଜି ଆମିଷ ଖାଇବା ମନା । ଉତ୍ତରପ୍ରଦେଶ ସରକାର ନଭେମ୍ବର ୨୫ ତାରିଖକୁ ରାଜ୍ୟରେ ‘ନୋ ନନଭେଜ୍ ଡେ’ ଘୋଷଣା କରିଛନ୍ତି । ଅର୍ଥାତ୍ ଆଜି ପୂରା ରାଜ୍ୟରେ ସମସ୍ତ ମାଂସ ଦୋକାନ ଏବଂ କଂସେଇ ଖାନା ବନ୍ଦ ରହିବ । ନଭେମ୍ବର ୨୫ ତାରିଖରେ ସାଧୁ ଟିଏଲ୍ ବାସୱାନୀଙ୍କ ଜୟନ୍ତୀ…
Read More...

ଭୟ ବଢ଼ାଉଛି ଚୀନରେ ବ୍ୟାପିଥିବା ନିମୋନିଆ । ଶିଶୁଙ୍କ ମଧ୍ୟରେ ବଢ଼ୁଛି ଶ୍ୱାସକ୍ରିୟାଜନିତ ରୋଗ । ଭାରତକୁ ବିପଦ ନଥିବା…

କନକ ବ୍ୟୁରୋ: ଅଜଣା ରୋଗରେ ଛାନିଆ ଚୀନ । ଶିଶୁଙ୍କ ମଧ୍ୟରେ ବ୍ୟାପିଲା ଭୁତାଣୁଜନିତ ରୋଗ । ଥଣ୍ଡା, ଜର ଓ ନିମୋନିଆ ପରି ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ଦେଶର ଅଧିକାଂଶ ଶିଶୁ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ଲାଗୁଛି ଲମ୍ବା ଲାଇନ୍ । ସେପଟେ ଚୀନଠୁ ଡବ୍ଲୁଏଚ୍ଓ…
Read More...

ଇସ୍ରାଏଲ- ହମାସ ଯୁଦ୍ଧ ଭୂମିରୁ ଆସିଲା ଭଲ ଖବର । ଯୁଦ୍ଧ ବିରତିର ପ୍ରଥମ ପର୍ଯ୍ୟାୟରେ ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା…

କନକ ବ୍ୟୁରୋ: ହମାସ ଓ ଇସ୍ରାଏଲ ମଧ୍ୟରେ ଶୁକ୍ରବାରଠାରୁ ଯୁଦ୍ଧ ବିରତି ଆରମ୍ଭ ହୋଇଛି । ଯୁଦ୍ଧ ବିରତି ଚୁକ୍ତି ଅନୁସାରେ ହମାସ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରେ ୧୨ ଜଣ ଥାଇଲାଣ୍ଡ ନାଗରିକ ଓ ୧୩ ଜଣ ଇସ୍ରାଏଲ ମହିଳା ଓ ଶିଶୁ ଅଛନ୍ତି । ଆଗକୁ ଆହୁରି…
Read More...

୧୪ ଦିନ ଧରି ସୁଡ଼ଙ୍ଗ ଭିତରେ ୪୧ ଶ୍ରମିକ । କେବେ ଦେଖିବେ ବାହାର ଦୁନିଆ, ଚାହିଁ ବସିଛନ୍ତି ପରିବାର ସଦସ୍ୟ । ଉତ୍ତରକାଶୀ…

କନକ ବ୍ୟୁରୋ: ୧୩ ଦିନ ପୁରି ୧୪ ଚାଲିଲାଣି । ଏବେବି ଟନେଲ୍ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତିରେ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ସବୁ ଜୋର ଲଗାଇ ଦେଇଛନ୍ତି । କିନ୍ତୁ ଉଦ୍ଧାର ସମୟରେ ବାରମ୍ବାର ଯେଉଁ ସମସ୍ୟା ଆସୁଛି, ତାହା ଅପେକ୍ଷାକୁ ଆହୁରି ବଢ଼ାଇ…
Read More...

କିଏ ଗଢ଼ିବ ରାଜସ୍ଥାନରେ ସରକାର? ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୯୯ ଆସନ ପାଇଁ ପଡ଼ିଲା ଭୋଟ୍, ଡିସେମ୍ବର ୩ରେ ଆସିବ…

କନକ ବ୍ୟୁରୋ: କାହାର ହେବ ରାଜସ୍ଥାନ? ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପଡ଼ିଲା ଭୋଟ । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ । ସନ୍ଧ୍ୟା ୬ଟା ଯାଏଁ ୨୦୦ରୁ ୧୯୯ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଶ୍ରୀନଗରର କରଣପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଏବଂ ବର୍ତମାନର ବିଧାୟକ ଗୁରମିତ୍…
Read More...

ପ୍ରଥମ ଥର ପାଇଁ ଭାରତରେ ଖେଳାଯିବ ଖେଲୋ ଇଣ୍ଡିଆ ପାରା ଗେମ୍ସ । ଦିଲ୍ଲୀରେ ଆୟୋଜିତ ହେବ ପ୍ରଥମ ସଂସ୍କରଣ

କନକ ବ୍ୟୁରୋ : ରାଜଧାନୀ ନୂଆଦିଲ୍ଲୀରେ ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମସ୍ । ଏହି କ୍ରୀଡା ମେଳାରେ ୩୨ରାଜ୍ୟ, ୭କେନ୍ଦ୍ର ଶାସିତ ଅଂଚଳ ସମେତ ସର୍ଭିସେସ ସ୍ପୋର୍ଟ୍ସ କଂଟ୍ରୋଲ ବୋର୍ଡର ମୋଟ ୧୩୫୦ରୁ ଉଦ୍ଧ୍ୱର୍ ପାରା କ୍ରୀଡାବିତ ସାମିଲ ହେବେ । ଭାରତୀୟ…
Read More...

ଅଜଣା ରୋଗରେ ଚୀନ ଛାନିଆ । ଆକ୍ରାନ୍ତ ହେଉଛନ୍ତି ଶିଶୁ

କନକ ବ୍ୟୁରୋ : ଚୀନରେ ପୁଣି ମାତିଲାଣି ଅଜଣା ରୋଗ । ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲା । ଏହି ରୋଗ ଏକ ରହସ୍ୟମୟ ନିମୋନିଆ ବୋଲି ସେଠାକାର ଡାକ୍ତର କହୁଛନ୍ତି । ଉତର-ପୂର୍ବ ବେଜିଂ ଏବଂ ଲିୟା-ଓନିଙ୍ଗ୍-ରେ ଏବେ ଡାକ୍ତରଖାନାରେ ଅଜଣା ନିମୋନିଆ ରୋଗରେ…
Read More...

ମୁଣ୍ଡ ନୁଆଁଇଲେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ମାଗିଲେ କ୍ଷମା

କନକ ବ୍ୟୁରୋ : ଦୁଇ ମାସ ପରେ ମୁଣ୍ଡ ନୁଆଁଇଲେ ଆପ୍ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା । ଦିଲ୍ଲୀ ସେବା ବିଲରେ ନକଲି ଦସ୍ତଖତ ମାମଲାରେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ କ୍ଷମା ପ୍ରାର୍ଥନା କଲେ ରାଘବ । ଏହି ମାମଲାରେ ରାଘବ ଚଢାଙ୍କୁ ରାଜ୍ୟସଭାରୁ ବହିଷ୍କୃତ…
Read More...

ମଧ୍ୟପ୍ରଦେଶରେ ବିଜେପିର ଭୋଟ୍ ବଢାଇବ କି ଅଯୋଧ୍ୟା ରାମ ମନ୍ଦିର । ପୋଷ୍ଟର ଲଗାଇ ବିଜେପି କରିଛି ଜୋରଦାର ପ୍ରଚାର

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପି ଭୋଟ୍ ବଢ଼ାଇବ କି ଅଯୋଧ୍ୟ ରାମ ମନ୍ଦିର । ଏହି ପ୍ରଶ୍ନ ଏବେ ଉଠୁଛି କାରଣ ମଧ୍ୟପ୍ରଦେଶ ନିର୍ବାଚନ ବେଳେ ଅଯୋଧ୍ୟା ରାମ ମନ୍ଦିରକୁ ପୋଷ୍ଟରରେ ବଡ଼ ସ୍ଥାନ ଦେଇଥିଲା ଭାରତୀୟ ଜନତା ପାର୍ଟି । ଭବ୍ୟ ରାମ ମନ୍ଦିରର ବଡ଼ ବଡ଼ ପୋଷ୍ଟର ଓ ବ୍ୟାନର ସାହାଯ୍ୟରେ…
Read More...

ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ନକଲି ଭିଡିଓ, ଅଡିଓ ଏବଂ ପୋଷ୍ଟ ବାବଦରେ…

କନକ ବ୍ୟୁରୋ : ଡିପଫେକକୁ ନେଇ ଆସିଛି ବଡ ଖବର । ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ଡିପଫେକ ଭିଡିଓ ଯାଂଚ ପାଇଁ କେନ୍ଦ୍ର ସରକାର ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ଯାଉଛନ୍ତି । ଯିଏ ପୋଷ୍ଟ, ଭିଡିଓ ଓ ଅଡିଓକୁ ମନିଟର କରିବେ । ଏନେଇ କେନ୍ଦ୍ରମନ୍ତ୍ରୀ…
Read More...