Browsing Category

ଦେଶ ବିଦେଶ

ପୁଣି ଦିଲ୍ଲୀରେ ଆପର ବିଜୟ, ରାଜେନ୍ଦ୍ର ନଗର ବିଧାନସଭାରୁ ଜିତିଲେ ଦୁର୍ଗେଶ ପାଠକ

କନକ ବ୍ୟୁରୋ : ଦିଲ୍ଲୀ ରାଜେନ୍ଦ୍ରନଗର ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ବାଜିମାତ କରିଛି ଆପ୍ । ଏହି ଆସନରୁ ଆପ ପ୍ରାର୍ଥୀ ଦୁର୍ଗେଶ ପାଠକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି । କହିରଖୁ କି ଏହି ଆସନରୁ ବିଧାୟକ ଥିବା ରାଘବ ଚଡ୍ଡା…
Read More...

ମହାରାଷ୍ଟ୍ର ହିଂସାକୁ ନଜରରେ ରଖି କେନ୍ଦ୍ରସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୧୫ ବିଦ୍ରୋହୀ ବିଧାୟକଙ୍କୁ…

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକର ଅନ୍ତ କେବେ ? ନା ବିଦ୍ରୋହୀ ବିଧାୟକମାନେ ମୁମ୍ବାଇ ଫେରୁଛନ୍ତି ନା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଉଛନ୍ତି । ସେପଟେ ଗତକାଲି ଠାରୁ ବିଜେପି ଖୋଲା ଖୋଲି ଭାବେ ଏବେ ସିନ୍ଦେଙ୍କ ସମର୍ଥନରେ ବାହାରିଛି । ଏହାରି ଭିତରେ ଶିବସେନା କର୍ମୀମାନେ…
Read More...

‘ମନ କି ବାତ୍’ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କଥା ବଖାଣିଲେ ମୋଦୀ । କହିଲେ, ରଥଯାତ୍ରା ସମୟରେ ପ୍ରତ୍ୟେକ ଲୋକ…

କନକ ବ୍ୟୁରୋ : ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ । ୯୦ ତମ ମନ କୀ ବାତ ସଂସ୍କରଣରେ ଦେଶରେ ଲାଗୁ ହୋଇଥିବା ଜୁରୁରୀକାଳୀନ ସ୍ଥତି କଥା ଉଠାଇଲେ ମୋଦି । କହିଲେ, ଜୁରୁରୀକାଳୀନ ପରିସ୍ଥିତିରେ ବ୍ୟକ୍ତିର ସବୁ ଅଧିକାର କ୍ଷୁର୍ଣ୍ଣ ହୋଇଥାଏ…
Read More...

ଦିନକୁ ଦିନ ଜଟିଳ ହେଉଛି ମହାରାଷ୍ଟ୍ର ମହାସଙ୍କଟ । ସଂଜୟ ରାଉତଙ୍କ ଚେତାବନୀ ପରେ ବୈଠକ ଡାକିିଲେ ବିଦ୍ରୋହୀ ବିଧାୟକଙ୍କ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ବୈଠକ ଡକାଇଛନ୍ତି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ । ଆଜି ମଧ୍ୟାନ ୧୨ଟାରେ ଗୌହ୍ୱାଟୀରେ ବିଦ୍ର୍ରୋହୀ ବିଧାୟକମାନଙ୍କ ବୈଠକ ଅନୁଷ୍ଠିତ ହେବ । ସେପଟେ ବିଦ୍ରୋହୀ ବିଧାୟକଙ୍କ ପତ୍ନୀମାନଙ୍କ ସହ କଥା…
Read More...

ଡଲାର ବନାମ ଟଙ୍କା: ଡଲାର ତୁଳନାରେ ଆହୁରି ହ୍ରାସପାଇବ ଟଙ୍କାର ମୂଲ୍ୟ।

କନକ ବ୍ୟୁରୋ : ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ଆହୁରି ହ୍ରାସପାଇବ । ଚଳିତ ସପ୍ତାହରେ ଡଲାର ତୁଳନାରେ ଟଙ୍କାର ମୁଲ୍ୟ ରେକର୍ଡ ହ୍ରାସ ପାଇଛି । ବର୍ତ୍ତମାନ ଗୋଟିଏ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଦର ୭୯ ଟଙ୍କାରେ ରହିଛି । ଆକଳନ କରାଯାଉଛି ଚଳିତ ବର୍ଷ ଶେଷ ସୁଦ୍ଧା ଏହା ୮୦ ଟଙ୍କାକୁ…
Read More...

ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟଙ୍କ ଚେତାବନୀ । ନିଜ ବାପାଙ୍କ ନାଁରେ ଦଳ ଗଢ, ଭୋଟ ମାଗ । ଲକ୍ଷ ଲକ୍ଷ ଶିବସୈନିକ ଆମ…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଥମୁନି ଝଡ । ଗୋଟିଏ ପଟେ ଉଦ୍ଧବ ଓ ଅନ୍ୟପଟେ ସିନ୍ଦେ । ଶିବସେନାରେ କୁହୁଳିଥିବା ବିଦ୍ରୋହର ନିଆଁ ଏବେ ବ୍ୟାପକ ରୂପ ଧାରଣ କଲାଣି । ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ସିନ୍ଦେଙ୍କ ହାତରେ ଥିବା ବେଳେ ଉଦ୍ଧବ ସରକାରଙ୍କ ଉପରେ ସଙ୍କଟର କଳାବାଦଲ ଘୂରି…
Read More...

ଜରୁରୀ ଅବତରଣ କଲା ଯୋଗୀଙ୍କ ହେଲିକପ୍ଟର । ଆକାଶପଥରେ ଏମିତି କଣ ଘଟିଲା, ଜାଣନ୍ତୁ ପୂରା ଘଟଣା କଣ?

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର କଲା ଜରୁରୀକାଳୀନ ଅବତରଣ । ଆକାଶପଥରେ ହେଲିକପ୍ଟରରେ ପକ୍ଷୀ ଧକ୍କା ହେବା ପରେ ଯୋଗୀଙ୍କ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଯୋଗୀ ଆଦିତ୍ୟନାଥ ପୂରା ସୁରକ୍ଷିତ ଅଛନ୍ତି ।…
Read More...

ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଜୁଳି ସଂଯୋଗ । ଡୁଙ୍ଗୁରୀ ସାହି ବସ୍ତିରେ ପହଂଚିଲା…

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଜୁଳି ସଂଯୋଗ । କୁହାଯାଉଛି ମୟୂରଭଞ୍ଜ କୁଷୁମ ବ୍ଲକ ଉପରବେଡାର କେତେର ଘରକୁ ଆଜିଯାଏଁ ବିଜୁଳି ସଂଯୋଗ ହୋଇନଥିଲା । ଆବଶ୍ୟ ଦ୍ରୌପଦୀ ମୁର୍ମୁ ଏହି ଗାଁରେ ରୁହନ୍ତି ନାହିଁ ।…
Read More...

ଗର୍ଭପାତ ଅଧିକାର ପ୍ରତ୍ୟାହାରକୁ ନେଇ ଆମେରିକାରେ ତେଜୁଛି ଅସନ୍ତୋଷ । ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ମହିଳା

କନକ ବ୍ୟୁରୋ: ଗର୍ଭପାତ ଆଇନକୁ ନେଇ ଆମେରିକାର ସୁପ୍ରିମକୋର୍ଟଙ୍କ ରାୟକୁ ଜୋରଦାର ବିରୋଧ । ସାରା ଦେଶରେ ହଜାର ହଜାର ସଂଖ୍ୟାର ମହିଳା ରାସ୍ତାକୁ ଓହ୍ଲାଇ ସୁପ୍ରିମକୋର୍ଟଙ୍କ ଏଭଳି ରାୟକୁ ବିରୋଧ କରିଛନ୍ତି । ଲସ୍ ଆଞ୍ଜେଲ୍ସ୍ ଭଳି ବଡ ବଡ ସହରରେ ମହିଳାମାନେ ପ୍ଲା-କାର୍ଡ ଧରି ବିକ୍ଷୋଭ…
Read More...

ଆଜିଠୁ ଟିମ୍ ଇଣ୍ଡିଆ – ଆୟର୍ଲାଣ୍ଡ ମଧ୍ୟରେ ଟି-ଟ୍ୱେଂଟି ସିରିଜ୍ । ପ୍ରଥମ ଥର ପାଇଁ ଜାତୀୟ ଦଳର ନେତୃତ୍ୱ…

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଟିମ୍ ଇଣ୍ଡିଆ ଓ ଆୟର୍ଲାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଂଟି ସିରିଜ୍ । ସିରିଜର ପ୍ରଥମ ମ୍ୟାଚ୍ ଆଜି ଡବଲିନରେ ଖେଳାଯିବ । ଆଇପିଏଲରେ ଗୁଜରାଟ ଟାଇଟନ୍ସକୁ ଚାମ୍ପିଅନ୍ କରାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମଥର ଜାତୀୟ ଦଳର ନେତୃତ୍ୱ…
Read More...