Browsing Category

ଦେଶ ବିଦେଶ

ସରକାର ଗଠନ ହେଲା ହେଲେ ସନ୍ତୁଷ୍ଟ ନୁହଁନ୍ତି ଫଡନଭିସ ! ବିଜେପି ଅଫିସରେ ପାଳିତ ଉତ୍ସବରେ ରହିଲେ ଅନୁପସ୍ଥିତ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ୧୦ ଦିନ ଧରି ଚାଲିଥିବା କ୍ଷମତା ଯୁଦ୍ଧର ଅନ୍ତ ଘଟିଛି । ଏକ ନାଟକୀୟ ଢଙ୍ଗରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହ ମିଳିତ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ହେବାନେଇ ଚର୍ଚ୍ଚା ହେଉଥିବା ଦେବେନ୍ଦ୍ର…
Read More...

ଆଜିଠାରୁ ଦେଶରେ ବଦଳିଲା ଏହି ୭ ଟି ନିୟମ, ଆପଣଙ୍କ ପକେଟ ଉପରେ ସିଧାସଳଖ ମହଙ୍ଗା ମାଡ

କନକ ବ୍ୟୁରୋ : ଜୁଲାଇ ପହିଲା ଅର୍ଥାତ ଆଜିଠାରୁ ଦେଶରେ ୭ ଟି ନିୟମର ପରିବର୍ତ୍ତିନ ହୋଇଛି । ଏହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ । ଏଥିପାଇଁ ଆପଣ ତୁରନ୍ତ ଏହି ନିୟମ ବାବଦରେ ଜାଣିବା ନିହାତି ଆବଶ୍ୟକ । ଜାଣନ୍ତୁ କାହା ଉପରେ କଣ ବଦଳିଛି ନିୟମ । ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର :…
Read More...

ଉଦୟପୁର ହତ୍ୟା ପାଇଁ ନୁପୂର ଶର୍ମାଙ୍କୁ ଦାୟୀ କଲେ ସୁପ୍ରିମ କୋର୍ଟ, ଜାଣନ୍ତୁ ନୁପୂରଙ୍କୁ ନେଇ କୋର୍ଟଙ୍କ ୧୦ ଟି ବୟାନ

କନକ ବ୍ୟୁରୋ : ମୁସଲିମ୍ ସଂପ୍ରଦାୟର ଧର୍ମଗୁରୁ ପେଗାମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ପ୍ରବକ୍ତା ନୁପୂର ଶର୍ମା । ନୁପୂରଙ୍କ ବୟାନକୁ ନେଇ ସାରା ଦେଶରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହାସହ ଏହି ଘଟଣାକୁ ନେଇ ଏବେ…
Read More...

ଏକନାଥ ସିନ୍ଦେଙ୍କୁ ସଞ୍ଜୟ ରାୱତଙ୍କ କଟାକ୍ଷ , କହିଲେ ଯେପର୍ଯ୍ୟନ୍ତ ଶିବସେନା ନାମ ନେବେ ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା ମହାନାଟକର ଅନ୍ତ ଘଟିଛି । ସବୁ କଳ୍ପନା ଜଳ୍ପନାରକୁ ପଛରେ ପକାଇ ଶେଷରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଛନ୍ତି । ହେଲେ ଏବେ ବି ଜଣେ ଅନ୍ୟଜଣଙ୍କ ଉପରେ କଟାକ୍ଷ କରିବାରୁ ବିରତ ହୋଇ ନାହାଁନ୍ତି ।…
Read More...

‘ଟିଭିରେ ସାରା ଦେଶକୁ କ୍ଷମା ମାଗନ୍ତୁ ନୂପୁର ଶର୍ମା’: ସୁପ୍ରିମକୋର୍ଟ ଦେଲେ କଡା ନିର୍ଦ୍ଦେଶ

କନକ ବ୍ୟୁରୋ: ଆଜି ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ରାଜସ୍ଥାନ ଉଦୟପୁରରେ ଜଣେ ନିର୍ଦ୍ଦୋଷ ଦରଜୀଙ୍କୁ ହତ୍ୟା କରିବା ପରେ ସାରା ଦେଶରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି । ଏହାସହ ସୁପ୍ରିମ କୋର୍ଟ ମଧ୍ୟ ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି । ଉଦୟପୁର ହତ୍ୟା…
Read More...

କହ୍ନୈୟାଲାଲଙ୍କ ହତ୍ୟାକାରୀଙ୍କୁ ପାକିସ୍ତାନ ହ୍ୟାଣ୍ଡେଲର କରୁଥିଲା ବ୍ରେନ ୱାସ୍ । ଜାଣନ୍ତୁ ପୂରା ଘଟଣା ଥିଲା କଣ?

କନକ ବ୍ୟୁରୋ : ଉଦୟପୁରର କହ୍ନୈୟାଲାଲ ହତ୍ୟା ଘଟଣାରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । କହ୍ନୈୟାଲାଲଙ୍କ ହତ୍ୟାର ଦୁଇ ଅଭିଯୁକ୍ତ ଗୋସ ମହମ୍ମଦ ଓ ରିଆଜ ଅତାରି ପାକିସ୍ତାନର ସଲମାନ ହାଇଦର ଓ ଅବୁ ଇବ୍ରାହିମଙ୍କ ସହ ଯୋଗାଯୋଗରେ ଥିବା ଜଣାପଡିଛି । ଗୋଟିଏ ପଟେ ଗୋସ ମହମ୍ମଦ ମନରେ ଘୃଣା ଭାବ…
Read More...

ସାରା ଦେଶରେ ଆଜିଠୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ । ଆରି କିମ୍ବା ବିକ୍ରି କଲେ ୭ ବର୍ଷ ଜେଲ ଦଣ୍ଡ, ଲକ୍ଷେ ଟଙ୍କାର…

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ କଡା ପଦକ୍ଷେପ । ସାରା ଦେଶରେ ଆଜିଠୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ । ପ୍ଲାଷ୍ଟିକ ପତାକା, ଷ୍ଟ୍ର, କପ୍, ପ୍ଲେଟ ସମେତ ୧୯ଟି ସାମଗ୍ରୀ ଉପରେ ଲାଗିଲା କଟକଣା । ତିଆରି କିମ୍ବା ବିକ୍ରି କଲେ ୭ ବର୍ଷ ଜେଲ ଦଣ୍ଡ, ଏକ ଲକ୍ଷ ଟଙ୍କାର ଜରିମାନା ।…
Read More...

ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦେଖନ୍ତୁ, ଦଳରେ ସ୍ଥାନ ପାଇଲେ କେଉଁ କେଉଁ…

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ପ୍ରଥମ ଟି-୨୦ ପାଇଁ ଗୋଟିଏ ଦଳ ବଛାଯାଇଥିବାବେଳେ, ଶେଷ ୨ଟି ଟି-୨୦ ପାଇଁ ଅଲଗା ଟିମ୍ ଚୟନ କରାଯାଇଛି । ସେହିପରି ୩ଟି ଦିନିକିଆ ମ୍ୟାଚ୍ ପାଇଁ ମଧ୍ୟ ବିସିସିଆଇ ଦଳ ଘୋଷଣା କରିଛି । ଉଭୟ ଦିନିକିଆ ଓ…
Read More...

ଭାସୁଛି ବିହାର, ଭାଙ୍ଗୁଛି ଉତ୍ତରାଖଣ୍ଡର ପାହାଡ: ଲଗାଣବର୍ଷା ଯୋଗୁଁ ବେହାଲ ପୂର୍ବରୁ ଉତ୍ତର ଭାରତ

କନକ ବ୍ୟୁରୋ: ଲଗାଣବର୍ଷା କେବଳ ଆସାମରେ ନୁହେଁ କ୍ରମଶ ଦେଶର ବିଭିନ୍ନ ରାଜ୍ୟ ପାଇଁ ସମସ୍ୟା ଆଣିଛି । ଆସାମ, ଅରୁଣାଚଳପ୍ରଦେଶ, ମେଘାଳୟ ପରି ପୂର୍ବୋତର ରାଜ୍ୟ ପରେ ଏବେ ଉତରପୂର୍ବ ରାଜ୍ୟରେ ବି କାଳ ସାଜିଛି ଲଗାଣ ବର୍ଷା । ବିହାର, ଉତରାଖଣ୍ଡ, ଦିଲ୍ଲୀ, ମୁମ୍ବାଇରେ ଦିନକର ଲଗାଣବର୍ଷା ବନ୍ୟା…
Read More...

ମହାରାଷ୍ଟ୍ର ମହାନାଟକରେ ଟୁଇଷ୍ଟ ଆଣିଲେ ଦେବେନ୍ଦ୍ର ଫଡନଭିସ୍: କିଙ୍ଗ ନୁହେଁ ବନିଲେ କିଙ୍ଗ ମେକର

କନକ ବ୍ୟୁରୋ: ୧୦ ଦିନ ଧରି ଚାଲିଥିବା ମହାରାଷ୍ଟ୍ରର ମହାନାଟକ ଅନ୍ତ ଘଟିଛି । ଶିବସେନା ସହ ମିଶି ସରକାର ଗଢିଛି ବିଜେପି । ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସୁଭେଚ୍ଛା…
Read More...