Browsing Category

ଦେଶ ବିଦେଶ

ବର୍ଷାରେ ବେହାଲ ଉତରପୂର୍ବ ରାଜ୍ୟ । ପାହାଡ଼ିଆ ରାଜ୍ୟରେ ବାଦଲଫଟା ବର୍ଷା

କନକ ବ୍ୟୁରୋ : ଲଗାଣବର୍ଷା କେବଳ ଆସାମରେ ନୁହେଁ କ୍ରମଶ ଦେଶର ବିଭିନ୍ନ ରାଜ୍ୟ ପାଇଁ ସମସ୍ୟା ଆଣିଛି । ଆସାମ, ଅରୁଣାଚଳପ୍ରଦେଶ, ମେଘାଳୟ ପରି ପୂର୍ବୋତର ରାଜ୍ୟ ପରେ ଏବେ ଉତରପୂର୍ବ ରାଜ୍ୟରେ ବି କାଳ ସାଜିଛି ଲଗାଣ ବର୍ଷା । ଆସାମ, ହିମାଚଳପ୍ରଦେଶ, ଉତରାଖଣ୍ଡ, ବିହାର, ମୁମ୍ବାଇରେ…
Read More...

ସମ୍ବିଧାନ ବିରୋଧରେ ଦେଇଥିଲେ ମନ୍ତବ୍ୟ । ଏବେ ମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

କନକ ବ୍ୟୁରୋ : ପ୍ରଥମେ ସମ୍ବିଧାନ ବିରୋଧରେ ମନ୍ତବ୍ୟ ଓ ଏବେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା । ଏଭଳି କିଛି ଦେଖିବାକୁ ମିଳିଛି କେରଳର କମ୍ୟୁନିଷ୍ଟ ସରକାରରେ । କେରଳ ସରକାରରେ ମନ୍ତ୍ରୀ ଥିବା ସାଜି ଚେରିୟନ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ସରକାରଙ୍କ ସାଂସ୍କୃତିକ ମାମଲା ସହ…
Read More...

ସରକାର କମାଇଲେ ବୁଷ୍ଟର ଡୋଜର ଅବଧି । ଏବେ ଟିକାର ଉଭୟ ଡୋଜ ନେବାର ୬ ମାସ ପରେ ନେଇପାରିବେ ବୁଷ୍ଟର ଡୋଜ

କନକ ବ୍ୟୁରୋ : କରୋନାର ବୁଷ୍ଟର ଡୋଜ ଏବେ ୯ ମାସ ପରିବର୍ତ୍ତେ ୬ ମାସ ମଧ୍ୟରେ ନେଇପାରିବେ । ସରକାରଙ୍କ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । କୌଣସି ବି ବ୍ୟକ୍ତି ଟିକାର ଉଭୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ୧୮ ରୁ ୫୯ ବର୍ଷର…
Read More...

ପୁଣି ଏକ ମାମଲାରେ ଭାରତକୁ ପଛରେ ପକାଇଲା ଚୀନ। ଜାଣନ୍ତୁ ସ୍ୱାଧୀନତା ପରେ କିଭଳି ଆଗକୁ ଗଲା ଏହି ରାଷ୍ଟ୍ର

କନକ ବ୍ୟୁରୋ : ବିଶ୍ୱରେ ଭାରତ ଓ ଚୀନ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ୨ ଟି ରାଷ୍ଟ୍ର । ବିଶ୍ୱ ଜନସଂଖ୍ୟାର ୪୦ ପ୍ରତିଶତ ଲୋକ କେବଳ ଏହି ଦୁଇଟି ଦେଶରେ ରହିଛନ୍ତି । ମାତ୍ର ଏବେ ଏହି ଦୁଇଟି ଦେଶର ଲୋକମାନଙ୍କ ହାରାହାରୀ ଆୟୁଷରେ ୮ ବର୍ଷ ଅନ୍ତର ଦେଖାଦେଇଛି । ଗୋଟିଏ ପଟେ ଚୀନର ଲୋକମାନଙ୍କ…
Read More...

ଆଇସିସି ଟେଷ୍ଟ ରାକିଙ୍ଗ୍: ୬ ବର୍ଷ ପରେ ଟପ୍-୧୦ରୁ ଆଉଟ୍ ହେଲେ କୋହଲି । ପନ୍ତଙ୍କୁ ମିଳିଲା ଫାଇଦା । ଜାଣନ୍ତୁ, କେତେ…

କନକ ବ୍ୟୁରୋ: ଆଇସିସି ତରଫରୁ ଜାରି ହୋଇଛି ତାଜା ଟେଷ୍ଟ ରାକିଙ୍ଗ୍ । ଯେଉଁଥିରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଲାଗିଛି ବଡ ଝଟକା । ୬ ବର୍ଷ ପରେ ପ୍ରଥମ କରି ବିରାଟ କୋହଲି ଟେଷ୍ଟ ରାକିଙ୍ଗର ଟପ୍-୧୦ରେ ସ୍ଥାନ ପାଇନାହାଁନ୍ତି । ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ କୋହଲି ସେଭଳି…
Read More...

ମୋଦୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ମୁଖତାର ଆବାସ ନକଭୀ । ବଡ ଦାୟିତ୍ୱ ଦେଇପାରେ ଦଳ ।

କନକ ବ୍ୟୁରୋ: ମୋଦୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର ଆବାସ ନକଭୀ । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନକଭୀ ଆଜି ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭାର ଜଣେ ସଦସ୍ୟ ଥିଲେ । ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିଲା । ଆଉ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ…
Read More...

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ । ଶିଖର ଧାୱନ ସମ୍ଭାଳିବେ ଅଧିନାୟକ ପଦ

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ । ଏହି ଗସ୍ତରେ ଭାରତୀୟ ଟିମର କ୍ୟାପଟେନ ଭାବେ ଶିଖର ଧାୱନଙ୍କୁ କ୍ୟାପଟେନ ଭାବେ ଚୟନ କରାଯାଇଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ ପଦ ଦିଆଯାଇଛି । ଇଂଲଣ୍ଡ ସହିତ ଚାଲିଥିବା ଟି-୨୦ ଓ ଏକ ଦିବସୀୟ ମ୍ୟାଚ ପରେ…
Read More...

ଇଲେକ୍ଟ୍ରିିକ ଗାଡିରେ ନିଆଁ ଲାଗିବା ନେଇ ଓଲା ଓ ଓକିନାୱାକୁ ସରକାରଙ୍କ ନୋଟିସ, କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ

କନକ ବ୍ୟୁରୋ : ମହଙ୍ଗା ଇନ୍ଧନରୁ ମୁକ୍ତି ପାଇବାକୁ ଏବେ ଲୋକମାନେ ଇଲେକ୍ଟ୍ରିକ୍ ବାଇକ ଆଡକୁ ମୁହାଁଇଛନ୍ତି । ହେଲେ ଏହା ମହଙ୍ଗା ଇନ୍ଧନରୁ ମୁକ୍ତି ଦେଉଥିଲେ ବି କୌଣସି କାରଣରୁ ଅନେକ ଇଲେକ୍ଟ୍ରିକ୍ ଗାଡିରେ ହଠାତ ନିଆଁ ଲାଗିଯାଉଥିବା ଦେଖିବାକୁ ମିଳିଛି । ଏନେଇ ସରକାର ଏବେ ଇଲେକ୍ଟ୍ରିକ୍…
Read More...

ଏକନାଥ ସିନ୍ଦେ କହିଲେ ବିଧାୟକଙ୍କ ବିଦ୍ରୋହର କାରଣ। ପ୍ରଧାନମନ୍ତ୍ରୀ କଣ ଦେଇଥିଲେ ମନ୍ତ୍ର? ପଢନ୍ତୁ…

କନକ ବ୍ୟୁରୋ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଦ୍ରୋହ ସମ୍ପର୍କରେ ମୁହଁ ଖୋଲିଛନ୍ତି । କାହିଁକି ଶିବସେନାର ବିଧାୟକ ବିଦ୍ରୋହ କଲେ ଏବଂ ବିଜେପି ସହ ମିଳିତ ଭାବେ ସରକାର କଲେ ସେନେଇ ମୁହଁଖୋଲିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର କହିଛନ୍ତି, ଶିବସେନା ବିଧାୟକ…
Read More...

ମେଡିକାଲରେ ଲାଲୁଙ୍କୁ ଭେଟିଲେ ନିତୀଶ କୁମାର, କହିଲେ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ ରାଜ୍ୟ ସରକାର

କନକ ବ୍ୟୁରୋ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ଯାଦବ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅଧିକ ଚିକିତ୍ସାର ଆବଶ୍ୟକତା ଥିବାରୁ ତାଙ୍କୁ ଆଜି ସନ୍ଧ୍ୟାରେ ଏୟାର ଆମ୍ବୁଲାନ୍ସ ସହାୟତାରେ ପାଟନାରୁ ଦିଲ୍ଲୀ ନିଆଯିବ । ଏଭଳି ସୂଚନା ପାଇବା…
Read More...