Browsing Category

ଦେଶ ବିଦେଶ

ନାମାଙ୍କନ ଭରିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କଲେ…

କନକ ବ୍ୟୁରୋ : ସଂସଦ ଭବନରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିଛନ୍ତି । ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦସ୍ତଖତ କରିଛନ୍ତି । ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ…
Read More...

୨୦୦୨ ଗୁଜରାଟ ଦଙ୍ଗା, ଏସଆଇଟି ପରେ ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ ଦେଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏସଆଇଟିର କ୍ଲିନଚିଟ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରଛନ୍ତି । ଶୁଣାଣି ବେଳେ କୋର୍ଟ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏସଆଇଟି ଦେଇଥିବା କ୍ଳିନଚିଟ…
Read More...

ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟଙ୍କ ଚେତାବନୀ । ବିଦ୍ରୋହୀଙ୍କ ସମୟ ଶେଷ , ଆମ ପାଖରେ ବହୁମତ ଅଛି । ବିଜୟ ଆମର ସୁନିଶ୍ଚିତ…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ମହାନାଟକ । ପୁଣିଥରେ ବିଦ୍ରୋହୀ ବିଧାୟକଙ୍କ ପାଇଁ କଡା ବାର୍ତ୍ତା ରଖିଲେ ଶିବସେନା ନେତା ସଞ୍ଜୟ ରାଉତ । ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ସଞ୍ଜୟ କହିଛନ୍ତି, ବହୁତ ସମୟ ଦେଲୁ ଆଉ ନୁହେଁ । ଉଦ୍ଧବ ଠାକରେ ହିଁ ମୁଖ୍ୟମନ୍ତ୍ରୀ ରହିବେ,…
Read More...

ଏକନାଥ ସିନ୍ଦେ : କେବେ ଅଟୋ ଡ୍ରାଇଭର…ଏବେ ଶିବସେନା ଶୀର୍ଷ ନେତା

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୈତିକ ସଙ୍କଟର ଏକନାଥ ସିନ୍ଦେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସଂଘର୍ଷରୁ ଜୀବନ ଆରମ୍ଭ କରିଥିବା ସିନ୍ଦେ ଆଜି ଶିବସେନାର ଶୀର୍ଷ ନେତା । ମହାରାଷ୍ଟ୍ର ରାଜନୀତିରେ ଏବେ ସବୁଠାରୁ ଶକ୍ତିଶାଳୀ ନେତା । ଦିନେ ଅଟୋ ରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିଲେ । ୧୬…
Read More...

ବାୟୁସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆରମ୍ଭ ହେଲା ପଞ୍ଜିକରଣ, ଜାଣନ୍ତୁ କେମିତି କରିବେ ପଞ୍ଜିକରଣ?

କନକ ବ୍ୟୁରୋ : ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ତୁମ୍ବିତୋଫାନ ଜାରି ରହିଛି । ଆଉ ଏହାରି ଭିତରେ ଆଜି ବାୟୁସେନାରେ ଅଗ୍ନିବୀରବାୟୁ ଭର୍ତ୍ତି ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ । ଏ ବାବଦରେ ଗତ ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଆବେଦନ, ଚୟନ ଓ ଭର୍ତ୍ତି ପାଇଁ ଆବେଦନକାରୀ ବାୟୁସେନାର…
Read More...

ମହାରାଷ୍ଟ୍ର ମହାସଙ୍କଟ : ଆଜି କ’ଣ ହେବ ? ପୁଣି ବୈଠକ କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

କନକ ବ୍ୟୁରୋ : ଆଜି ପୁଣି ବୈଠକ କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।  ଶିବସେନା ଜିଲ୍ଲା ମୁଖ୍ୟଙ୍କ ସହ ଉଦ୍ଧବ ଠାକରେ କଥା ହେବେ । ଆଜି ଉପବାଚସ୍ପତି ନରହରି ଜିରୱାଲଙ୍କ ଉପରେ ନଜର ମଧ୍ୟ ରହିବ ।  ଏକନାଥଙ୍କ ସମେତ ୧୨ ବିଦ୍ରୋହୀ ବିଧାୟକଙ୍କ ତାଲିକା ଦେଇଥିଲେ ଠାକରେ ।  ୧୨ ବିଧାୟକଙ୍କ…
Read More...

ସଂସଦ ଅଭିମୁଖେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆଜି ଭରିବେ ନାମାଙ୍କନ, ଉପସ୍ଥିତ ରହିବେ…

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  । ନାମାଙ୍କନ ଭରିବା ପାଇଁ ସଂସଦ ଭବନ ଅଭିମୁଖେ ବାହାରି ଯାଇଛନ୍ତି ଦ୍ରୌପଦୀ ମୁର୍ମୁ । ଦିନ ୧୨ଟାରେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ପ୍ରକୋଷ୍ଠରେ ନାମାଙ୍କନ…
Read More...

ମେଡିକାଲ ଜର୍ଣ୍ଣାଲ ଲାନସେଟ୍ ଷ୍ଟଡିର ବଡ଼ ଦାବି : କରୋନା ଭ୍ୟାକସିନ୍ ବଞ୍ଚାଇଦେଇଛି ୪୨ଲକ୍ଷରୁ ଅଧିକ ଭାରତୀୟଙ୍କ ଜୀବନ

କନକ ବ୍ୟୁରୋ : କରୋନା ଟିକା ବଞ୍ଚାଇ ଦେଇଛି ୪୨ଲକ୍ଷ ଭାରତୀୟଙ୍କ ଜୀବନ । ବିଶ୍ୱର ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ଲାନସେଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ଦାବି କରାଯାଇଛି । ଏଥିରେ କୁହାଯାଇଛି କରୋନା ଭ୍ୟାକସିନ ୪୨ଲକ୍ଷ ଭାରତୀୟଙ୍କ ଜୀବନ ବଞ୍ଚାଇ ଦେଇଛି । ଟିକା ନେଇନଥିଲେ ଏମାନଙ୍କ…
Read More...

ମୋ ସହିତ ୫୦ରୁ ଅଧିକ ବିଧାୟକ, ଆମକୁ ଡରାଇ ପାରିବନି । ଆଇନ ଆମକୁ ବି ଜଣା, ଟ୍ୱିଟ୍ କରି ଉଦ୍ଧବଙ୍କ କ୍ୟାମ୍ପକୁ ଟାର୍ଗେଟ…

କନକ ବ୍ୟୁରୋ : ରୋଚକ ହେଉଛି ମହାରାଷ୍ଟ୍ର ରାଜନୀତି । ହାଇଡ୍ରାମା ଥମିବାର ନାଁ ନେଉନାହିଁ । ଦିନ ଗଡିବା ସହ ଏକନାଥ ସିନ୍ଦେଙ୍କ ବଳ ବଢୁଛି । ଏହାସହ ଉଦ୍ଧବଙ୍କ କ୍ୟାମ୍ପରୁ ଜଣକ ପରେ ଜଣେ ବିଧାୟକ ଏବେ ଗୌହାଟି ମୁହାଁ ହେଉଛନ୍ତି । ଆଉ ଏସବୁ ଭିତରେ ସିନ୍ଦେଙ୍କର ବଡ ବୟାନ ସାମ୍ନାକୁ ଆସିଛି ।…
Read More...

ଆରମ୍ଭ ହେବାକୁ ଯାଉଛି ଯୁଦ୍ଧର ଭୟଙ୍କର ସ୍ଥିତି । ପୁଟିନ୍ ଖେଳିଲେ ନୂଆ ଚାଲ୍

କନକ ବ୍ୟୁରୋ : ଏବେ ବି ଜାରି ରହିଛି ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ । ଆଜିକୁ ପ୍ରାୟ ୪ ମାସ ବିତିଯାଇଥିଲେ ବି ବିଶ୍ୱର ମହାଶକ୍ତି ଆଗରେ ହାର ମାନିବାକୁ ନାରାଜ ୟୁକ୍ରେନ୍ । ଫ୍ରେବୃଆରୀ ୨୪ ତାରିଖରେ ଯେତେବେଳେ ଋଷ ରାଷ୍ଟ୍ରପତି ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପାଇଁ ଔପଚାରୀକ ଭାବେ ଘୋଷଣା…
Read More...