Browsing Category

ଦେଶ ବିଦେଶ

ଗ୍ରାହକ ବେଶରେ ଆସିଲେ ଗଳା ଗାଡି ଦରଜୀଙ୍କୁ ବିଭତ୍ସ ହତ୍ୟା କଲେ । ରାଜସ୍ଥାନ ଉଦୟପୁରରେ ଘଟିଥିବା ଏହି ଲୋମହର୍ଷଣକାରୀ…

କନକ ବ୍ୟୁରୋ : ନିର୍ମମ, ବର୍ବରତା, ନାରକୀୟ ହତ୍ୟାକାଣ୍ଡ । ନୀରିହ କହ୍ନୈୟାଲାଲଙ୍କୁ ଯେଉଁଭଳି ଢଙ୍ଗରେ ହତ୍ୟା କରାଯାଇଛି ଏହାକୁ ନେଇ କେବଳ ରାଜସ୍ଥାନର ଉଦୟପୁର ନୁହେଁ ପୂରା ଦେଶ ସ୍ତବ୍ଧ ହୋଇଯାଇଛି । ମଙ୍ଗଳବାର ଦିନ ଦ୍ୱିପହରରେ ଦୋକାନରେ ଭିତରେ ଗ୍ରାହକ ବେଶରେ ଦୁଇଜଣ ବ୍ୟକ୍ତି ଦରଜୀ…
Read More...

ଛତିଶଗଡର ରାହୁଲ ପରେ ମଧ୍ୟପ୍ରଦେଶର ଦୀପ । ଖୋଲା ବରୋୱେଲ ଗାତରେ ଗଳିପଡିଲେ, ଚାଲିଛି ଉଦ୍ଧାର  

କନକ ବ୍ୟୁରୋ : ଛତିଶଗଡର ରାହୁଲ ପରେ ମଧ୍ୟପ୍ରଦେଶରେ ବି ଦେଖିବାକୁ ମିଳିଛି ସମାନ ଘଟଣା । ମଧ୍ୟପ୍ରଦେଶ ଛତରପୁର ଠାରେ ଏକ ବରୋୱେଲ ଗାତରେ ଗଳି ପଡିଛନ୍ତି ୪ ବର୍ଷର ବାଳକ ଦୀପ । ଏହି ଘଟଣା ଓରଛା ରୋଡ ଥଶନା ନାରାୟଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ବୁଧବାର ମଧ୍ୟାହ୍ନ ସମୟରେ ଦୀପ…
Read More...

ଉଦ୍ଧବଙ୍କ କ୍ୟାବିନେଟରେ ବଡ ନିଷ୍ପତ୍ତି । ଔରଙ୍ଗାବାଦ ସହରର ନାମ ‘ସାମ୍ଭାଜୀନଗର’ ଓ ଓସମାନାବାଦ ସହରର ନାମ ହେବ…

କନକ ବ୍ୟୁରୋ : ମହାରାଷ୍ଟ୍ର କ୍ଷମତା ସଂକଟ ଭିତରେ ରାଜ୍ୟ କ୍ୟାବିନେଟ ଏକ ବଡ ନିଷ୍ପତ୍ତି ନେଇଛି । ଏହି କ୍ରମରେ ରାଜ୍ୟର ଦୁଇଟି ବଡ ସହରର ନାମ ବଦଳିବ ବୋଲି କ୍ୟାବିନେଟରେ କୁହାଯାଇଛି । ଔରଙ୍ଗାବାଦ ସହରର ନାମ ‘ସାମ୍ଭାଜୀନଗର’ ଓ ଓସମାନାବାଦ ସହରର ନାମ ‘ଧାରାଶିବ’ ରଖାଯିବା ନେଇ କ୍ୟାବିନେଟ…
Read More...

ମହାରାଷ୍ଟ୍ର ରାଜନୀତିର ଭାଗ୍ୟ ନିର୍ଣ୍ଣୟ କରିବେ ସୁପ୍ରିମକୋର୍ଟ : ଫ୍ଲୋର ଟେଷ୍ଟ ହେବ କି ନାହିଁ ଶୁଣାଣି କରିବେ…

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରୁଛି ମହାରାଷ୍ଟ୍ର ସରକାରଙ୍କ ଭାଗ୍ୟ । କାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ ବୋଲି ରାଜ୍ୟପାଳ କହିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଉଦ୍ଧବ ସରକାର । ଶିବସେନା କହିଛି, ଫ୍ଲୋର ଟେଷ୍ଟ ପାଇଁ…
Read More...

ମୌଳିକ ସମସ୍ୟା ଲୁଚାଇବାକୁ ଦେଶରେ ଚାଲିଛି କି ଧାର୍ମିକ ଉନ୍ମାଦନା, ଦର୍ଜୀ ଦୋକାନକୁ ମାପ ଦେବାକୁ ଆସି କହ୍ନେୟାକୁ…

କନକ ବ୍ୟୁରୋ : ଦେଶରେ ଧାର୍ମିକ ଉନ୍ମାଦନା ଏବେ ଚରମ ସୀମାରେ ପହଞ୍ଚିଛି । ବେରୋଜଗାର, ଖାଦ୍ୟ ସଂକଟ, ମହଙ୍ଗାମାଡ, ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଳି ସମସ୍ୟା ଆଗରେ ପରଦା ଟାଙ୍ଗି ଦେଶବାସୀଙ୍କୁ ଧର୍ମ ନାମରେ ଜାତି ନାମରେ କିଏ ଲଢଉଛି ? ଯାହାର ପରିଣାମ କହ୍ନେୟାଲାଲଙ୍କ…
Read More...

କାଲି ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ଉଦ୍ଧବ ସରକାର: ବିଧାନସଭାରେ ସ୍ୱତନ୍ତ୍ର ଅଧିବେସନ ଡାକିଲେ ରାଜ୍ୟପାଳ

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରୁଛି ମହାରାଷ୍ଟ୍ର ସରକାରଙ୍କ ଭାଗ୍ୟ । କାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ ବୋଲି ରାଜ୍ୟପାଳ କହିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଉଦ୍ଧବ ସରକାର । ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ କଣ…
Read More...

ଉଦୟପୁର ହତ୍ୟା ମାମଲା: ‘ମାଦ୍ରାସାରେ ଦିଆଯାଉଛି ଗଳା କାଟିବାର ଟ୍ରେନିଂ’, କେରଳ ରାଜ୍ୟପାଳଙ୍କ ବିବାଦୀୟ ବୟାନ। 

କନକ ବ୍ୟୁରୋ : ରାଜସ୍ଥାନ ଉଦୟପୁର ହତ୍ୟା ମାମଲାରେ ଜଣେ ଟେଲରଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ଏହା ଉପରେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ବିବାଦୀୟ ବୟାନ ରଖିଛନ୍ତି । ସେ କହିଛନ୍ତି ମାଦ୍ରାସାରେ ପାଠପଢାଯାଉଛି ଯେ, ଗଳାକାଟି ସମସ୍ତଙ୍କୁ ସଜା ଦିଆଯିବ । ମୁସଲିମ ଆଇନ କୁରୋନରୁ…
Read More...

ଉଦୟପୁର ହିଂସା ନେଇ ରାଜସ୍ଥାନ ରାଜନୀତି ସରଗରମ, ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

କନକ ବ୍ୟୁରୋ : ରାଜସ୍ଥାନ ଉଦୟପୁରରେ ହୋଇଥିବା ହତ୍ୟାକାଣ୍ଡ ପରେ ଏବେ ସେଠାରେ ସରକାରରେ ଥିବା କଂଗ୍ରେସ ବ୍ୟାକଫୁଟକୁ ଆସିଯାଇଛି । ଚାରିଆଡେ ବିରୋଧ ପ୍ରଦର୍ଶନ ଓ ବିରୋଧୀଙ୍କ କଟାକ୍ଷ ପରେ ଅସହାୟ ହୋଇପଡିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜ୍ୟରେ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ…
Read More...

ପ୍ରଥମେ FIR , ତା’ପରେ ମର୍ଡର । କ’ଣ ଥିଲା କହ୍ନେୟାଲାଲଙ୍କ ବିରୋଧରେ ପୁରା ୧୮ ଦିନର ଷଡଯନ୍ତ୍ରର କାହାଣୀ?

କନକ ବ୍ୟୁରୋ: ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟାକାଣ୍ଡକୁ ନେଇ ହୁଲସ୍ତୁଲ ହେଉଛି ପୁରା ଦେଶ । ଆଜି ତାଙ୍କର ମରଶରୀର ତାଙ୍କ ବାସଭବନ ନିକଟକୁ ଆସିବା ସମୟରେ ସାରା ଇଲାକାରେ ଛାଇଥିଲେ ପୋଲିସ । ସୁରକ୍ଷା କର୍ଡନ ଭିତରେ ଆସିଥିଲା ତାଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ନିଆଯାଇଥିଲା । ଏହି ଘଟଣାର…
Read More...

ମହାରାଷ୍ଟ୍ର ସଙ୍କଟ: ବାଲା ସାହେବ ଥିଲେ କ’ଣ ହୋଇଥାନ୍ତା? ସିନ୍ଦେ ବିଦ୍ରୋହ କରିବାର ସାହସ ଦେଖାଇଥାନ୍ତେ…!

କନକ ବ୍ୟୁରୋ: ଶିବସେନା ବର୍ତ୍ତମାନର ସବୁଠାରୁ ବଡ ସଙ୍କଟ ଦେଇ ଗତିକରୁଛି । ବାଲାସାହେବ ଠାକରେ ବଞ୍ଚିଥିବା ବେଳେ ଛୋଟ-ଛୋଟ ବିଦ୍ରୋହ ଥିଲା । ତେବେ ତାଙ୍କ ପଛରେ ଛିଡା ହେବାର କାହାର ସାହସ ନଥିଲା । ପ୍ରତାପ ସିଂହ ରାଣେ ଏବଂ ଛଗନ ଭୂଜବଳ ଗୋଟିଏ ସମୟରେ ଦଳର ବରିଷ୍ଠ ନେତା ଭାବେ ଗଣାହେଉଥିଲେ ।…
Read More...