Browsing Category

ଦେଶ ବିଦେଶ

‘ମଙ୍କିଫକ୍ସ’କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ ଲାଇନ ଜାରି , ବିଦେଶରୁ ଆସୁଥିବା ଲୋକଙ୍କୁ ଦେଲେ ଏଭଳି ପରାମର୍ଶ

କନକ ବ୍ୟୁରୋ : କରୋନା ପରେ ଏବେ ସାରା ବିଶ୍ୱରେ ବଢୁଛି ମଙ୍କିଫକ୍ସ ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି । ମନ୍ତ୍ରଣାଳୟର ଗାଇଡ ଲାଇନ ମୁତାବକ ବିଦେଶରୁ ଆସୁଥିବା ଲୋକମାନେ ନିଜ ଲୋକଙ୍କ ଠାରୁ…
Read More...

ସଂସଦ ଭବନ ପରିସରରେ ଆଉ କେହି ଦେଇପାରିବେନି ଧାରଣା । ଆମରଣ ଅନସନ ଉପରେ କଟକଣା ।

କନକ ବ୍ୟୁରୋ: ସଂସଦ ଭବନ ପରିସରରେ ବିଶେଷ କରି ସେଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଆଉ କେହି ଧାରଣା ପ୍ରଦର୍ଶନ କରିପାରିବେ ନାହିଁ । ଏଠାରେ ଆମରଣ ଅନସନ ଉପରେ ଲାଗିଲା ରୋକ୍ । ଶାସକ ଦଳ ପକ୍ଷରୁ ଏପରି ନିୟମ ଜାରି କରାଯାଇଥିବାବେଳେ ଏହାକୁ କଟାକ୍ଷ କରି କଂଗ୍ରେସ ନେତା…
Read More...

ଏସ୍-୪୦୦ମିଜାଇଲ : ଭାରତ ପାଇଁ ରାସ୍ତା ପୂରା ସଫା

କନକ ବ୍ୟୁରୋ : ଭାରତକୁ ଏସ୍-୪୦୦ ମିଜାଇଲ ସିଷ୍ଟମ୍ ଆସିବା ରାସ୍ତା ଏବେ ସଫା ହୋଇଯାଇଛି । ଆମେରିକା ପାଇଁ ଯେଉଁ ବାଧା ସୃଷ୍ଟି ହୋଇଥିଲା ତାହା ଏବେ ଟଳିଯାଇଛି । ଋଷ ଠାରୁ ଭାରତ ଏସ୍-୪୦୦ ମିଜାଇଲ୍ ସିଷ୍ଟମ ଆଣିବା ଉପରେ ଆମେରିକା ପ୍ରତିବନ୍ଧକ ହଟାଇଛି । ଚୀନ୍ ଯେଉଁଭଳି ଭାବରେ ଆକ୍ରାମକତା…
Read More...

କିଏ ହେବ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି, ଦୌଡରେ ସବୁଠୁ ଆଗରେ ରହିଛନ୍ତି ଏହି ୩ ନେତା

କନକ ବ୍ୟୁରୋ : ଶ୍ରୀଲଙ୍କାର ରାଷ୍ଟ୍ରପତି ଥିବା ରାଜପକ୍ଷେ ଗୋଟାବାୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମାସିଂଘେଙ୍କୁ ଦେଶର କାମଚଳା ରାଷ୍ଟ୍ରପତି ଭାବେ ଦାୟୀତ୍ୱ ମିଳିଛି । ହେଲେ ଶ୍ରୀଲଙ୍କା ସଂସଦର ନିୟମ ମୁତାବକ ରାଷ୍ଟ୍ରପତି ଇସ୍ତଫା ଦେବାର ଗୋଟିଏ…
Read More...

ସଂସଦରେ ସାଂସଦଙ୍କ ବିବୃତି ଉପରେ ଲାଗିବ କଟକଣା : କେଉଁ ଶବ୍ଦ ହେବନି ବ୍ୟବହାର ?

କନକ ବ୍ୟୁରୋ : ସଂସଦ ଭବନ ପାଇଁ ଏଣିକି ନୂଆ ନିୟମ ଲାଗୁ ହେବ । ଏଣିକି ଗୃହରେ ନିଜ କଥା ରଖିବା ସମୟରେ ଉଭୟ ଗୃହର ସାଂସଦଙ୍କୁ ଟିକେ ଯତ୍ନବାନ ହେବାକୁ ପଡିବ । କାରଣ ଏବେ କିଛି ନିଦ୍ଧିଷ୍ଟ ଶବ୍ଦ ଉପରେ ଲଗାଯାଇଛି କଟକଣା । ଆସନ୍ତେ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହା ପୂର୍ବରୁ…
Read More...

ବିଶ୍ୱର ବିରଳ ଫୁଲ । ଓଜନ ୧୧ କେଜି

କନକ ବ୍ୟୁରୋ : ଏମିତି ଏକ ଫୁଲ, ଯାହାକୁ ପୂର୍ବରୁ କେବେବି ଦେଖିନଥିବେ । ଆଉ ଫୁଲର ଓଜନ କଥା ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ । ପୃଥିବୀରେ ଏମିତି ଏକ ଫୁଲ ରହିଛି, ଯାହାର ଓଜନ ୧୧କେଜି । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ବାସ୍ତବରେ ଏଭଳି ଫଲ ରହିଛି । ଆସନ୍ତୁ ଜାଣିବା...…
Read More...

ପାକିସ୍ତାନୀ ସେନାଧିକାରୀଙ୍କୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ । ପରିବାର ସହ ବୁଲିବାକୁ ବାହାରିଥିଲେ ଅଧିକାରୀ ।

କନକ ବ୍ୟୁରୋ: ପାକିସ୍ତାନରେ ସେନାଧିକାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ । ପରିବାର ସହ ବୁଲିବାକୁ ବାହାରିଥିବା ସେନାଧିକାରୀ କର୍ଣ୍ଣଲ ଲାଇକ୍ ବେଗ୍ ମିର୍ଜା ଇଦ୍ ଛୁଟିରେ ପରିବାର ସହ କରାଚିରୁ ଜିୟାରତ୍ ବୁଲିବାକୁ ଯାଉଥିବାବେଳେ ତାଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି ଆତଙ୍କବାଦୀ ।…
Read More...

ଦେଶର କରୋନା ମିଟର । ୨୪ ଘଣ୍ଟାରେ ୨୦ ହଜାର ୩୮ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ଦେଶରେ ଲଗାତାର ୨୦ ହଜାର ଉପରେ ଦୈନିକ ସଂକ୍ରମଣ ଚିହ୍ନଟ । ୨୪ ଘଣ୍ଟାରେ ୨୦ ହଜାର ୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୭ ଜଣଙ୍କ ମୃତ୍ୟୁ ହୋଇଛି । ସୁସ୍ଥ ହୋଇଛନ୍ତି ୧୬ ହଜାର ୯୯୪ଜଣ । ଏବେବି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୩୯ ହଜାର ୭୩ । ଦୈନିକ…
Read More...

ମଦ୍ୟପାନକୁ ନେଇ ଲାନସେଟ ମେଡିକାଲ ଜର୍ଣ୍ଣାଲର ବଡ଼ ତଥ୍ୟ : ୧୫ରୁ ୩୯ ବର୍ଷ ଲୋକଙ୍କ ପାଇଁ ମଦ୍ୟପାନ କ୍ଷତିକାରକ

କନକ ବ୍ୟୁରୋ : ମଦ୍ୟପାନ ସ୍ୱାସ୍ଥ୍ୟପକ୍ଷେ ହାନିକରକ ବୋଲି କୁହାଯାଏ । କିନ୍ତୁ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଲାନସେଟର ଏହି ରିପୋର୍ଟ ଅନୁସାରେ ୧୫ରୁ ୩୯ ବର୍ଷ ଲୋକଙ୍କ ପାଇଁ ମଦ୍ୟପାନ କ୍ଷତିକାରକ ବୋଲି କୁହାଯାଇଛି । ୨୦୪ ଦେଶରେ ସର୍ଭେ କରାଯିବା ପରେ…
Read More...

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିବାହକୁ ନେଇ ବିବାଦ । ପବିତ୍ର ‘ଗୁରୁଗ୍ରନ୍ଥ ସାହିବ’ର ଅପମାନ ହୋଇଥବା ଏସଜିପିସିର…

କନକ ବ୍ୟୁରୋ: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିବାହକୁ ନେଇ ଆରମ୍ଭ ହୋଇଛି ବିବାଦ । ମାନଙ୍କ ବିବାହରେ ପବିତ୍ର ଗ୍ରନ୍ଥ ‘ଗୁରୁଗ୍ରନ୍ଥ ସାହିବ’ଙ୍କ ଅପମାନ ହୋଇଥିବା ଦାବି କରିଛି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି(ଏସଜିପିସି) । ମାନଙ୍କ ବିବାହରେ ‘ଗୁରୁ ଗ୍ରନ୍ଥ ସାହିବ’ଙ୍କୁ ନେଇଯାଉଥିବା…
Read More...