Browsing Category

ଦେଶ ବିଦେଶ

୨୦୧୯ ପରେ ଏନଡିଏ ହାତ ଛାଡୁଛନ୍ତି ସହଯୋଗୀ… ୩ ବର୍ଷରେ ଗଲେଣି ୩ ଦଳ। 

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ଶକ୍ତିଶାଳୀ ହେଉଥିବା ବେଳେ ତାର ଅସ୍ତିତ୍ୱକୁ ନେଇ କୌଣସି ସଙ୍କଟ ନାହିଁ । ତେବେ ଦଳର ସଙ୍ଘର୍ଷ ଦିନରେ ଏନଡିଏରେ ଥିବା ଦଳ ଗୁଡିକ ହାତ ଛାଡିଦେଉଛନ୍ତି । ପ୍ରଥମେ ଶିବସେନା, ପରେ ଅକାଳୀ ଦଳ ଆଉ ବର୍ତ୍ତମାନ ଜନତା ଦଳ ୟୁନାଇଟେଡ ବା ଜେଡିୟୁ । ଗତ…
Read More...

ଆଜି କେବଳ ନୀତିଶ ଓ ତେଜସ୍ୱୀ ନେବେ ଶପଥ, କ୍ୟାବିନେଟ ସଂପ୍ରସାରଣ ନେଇ ଅଡୁଆ କରୁଛନ୍ତି ମାଞ୍ଝୀ

କନକ ବ୍ୟୁରୋ : ଏକ ନାଟକୀୟ ଢଙ୍ଗରେ ଗତକାଲି ବିହାର ସରକାର ଭାଙ୍ଗି ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ ବିଜେପି ମେଣ୍ଟରୁ ବାହାରି ଆସି ମହାଗଠବନ୍ଧନରେ ସାମିଲ ହୋଇଛନ୍ତି । ଏହି କ୍ରମରେ ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବାକୁ ଯାଉଛନ୍ତି ଜେଡିୟୁ ମୁଖ୍ୟ ନୀତିଶ…
Read More...

ଖୁବଶୀଘ୍ର ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ନିଜ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ଉପରୁ ପ୍ରତ୍ୟାହାର ହେବ ସମସ୍ତ ମାମଲା

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଯୋଗୀ ସରକାର ନିଜ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କ ଉପରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି । ସେପଟେ ମନ୍ତ୍ରୀ ଓ ବିଧାୟକଙ୍କ ଉପରେ ହୋଇଥିବା ସମସ୍ତ ମାମଲାର…
Read More...

ମୋଦୀ ସରକାରଙ୍କୁ ବିଜେପି ସାଂସଦ ବରୁଣଙ୍କ ପ୍ରଶ୍ନବାଣ । ଟ୍ୱିଟ୍ କରି କହିଲେ, ସ୍ୱାଧୀନତାର ୭୫ ବର୍ଷ ଉତ୍ସବ ଗରିବଙ୍କ…

କନକ ବ୍ୟୁରୋ : ମୋଦୀ ସରକାରଙ୍କ ନୀତି ଓ ନିଷ୍ପତ୍ତି ଉପରେ ଲଗାତାର ପ୍ରଶ୍ନ ଉଠାଉଥିବା ବିଜେପି ସାଂସଦ ବରୁଣ ଗାନ୍ଧୀ ଏବେ ହର ଘର ତ୍ରିରଙ୍ଗା ଅଭିଯାନକୁ ନେଇ ପୁଣିଥରେ ମାରିଛନ୍ତି ପ୍ରଶ୍ନ ବାଣ । ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ଗରିବ ଲୋକ ଭୋଗୁଥିବା ସମସ୍ୟାକୁ ନେଇ ଟ୍ୱିଟ୍ କରିଛନ୍ତି ବରୁଣ…
Read More...

ମନ୍ତ୍ରୀମାନଙ୍କର ଆଇନ ଭାଙ୍ଗିବାର ଅଧିକାର ଅଛି, ହେଲେ ଅଫିସରମାନେ କେବଳ ହଁ ମାରିବେ । ଜାଣନ୍ତୁ କାହିଁକି ଏଭଳି କହିଲେ…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସବୁବେଳେ ନିଜର ସ୍ପଷ୍ଟ କଥାବାର୍ତ୍ତା ପାଇଁ ଚର୍ଚ୍ଚାରେ ରହିଥାନ୍ତି । କେବେ ନିଜ ସରକାରଙ୍କ ବିରୋଧରେ ତ କେବେ କଠୋର ବାସ୍ତବତା ସପକ୍ଷରେ କହି ଗଣମାଧ୍ୟମର ଶିରୋନାମା ପାଲଟିଥାନ୍ତି ଗଡକରୀ । ହେଲେ ଏବେ ସେ ଏଭଳି ଏକ ବୟାନ ଦେଇଛନ୍ତି ଯାହା ପାଇଁ…
Read More...

ପୁଣିଥରେ କରୋନାରେ ସଂକ୍ରମିତ ହେଲେ ପ୍ରିୟଙ୍କା । ଟ୍ୱିଟ୍ କରି ଜଣାଇଲେ, ନିଜକୁ ସଙ୍ଗରୋଧରେ ରଖିଲେ ।

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପୁଣିଥରେ କରୋନା । ମହାମାରୀ କରୋନାରେ ପୁଣିଥରେ ସଂକ୍ରମିତ ହୋଇଛନ୍ତି ପ୍ରିୟଙ୍କା । ଏନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ପ୍ରିୟଙ୍କା । ଟ୍ୱିଟ୍ କରି ପ୍ରିୟଙ୍କା ଲେଖିଛନ୍ତି ଯେ, ପୁଣିଥରେ କୋଭିଡରେ ସଂକ୍ରମିତ ହୋଇଛି । ଘରେ…
Read More...

ନୀତିଶ ଏନଡିଏର ହାତ ଛାଡିବା ପରେ ରାଜ୍ୟସଭାରେ ଦୁର୍ବଳ ହେଲା ବିଜେପି, ଜାଣନ୍ତୁ କଣ ରହିଛି ସଂଖ୍ୟା ଗଣିତ

କନକ ବ୍ୟୁରୋ : ଜନତା ଦଳ ୟୁନାଇଟେଡ ପ୍ରମୁଖ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣିଥିରେ କେନ୍ଦ୍ରରେ କ୍ଷମତାସୀନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟରୁ ସଂପର୍କ ତୁଟାଇ ଦେଇଛନ୍ତି । ଏବେ ନୀତିଶ କୁମାର ପୁଣିଥରେ ମହାଗଠବନ୍ଧନ ସହିତ ଜୋଡି ହୋଇ ଆଜି ଅଷ୍ଟମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ…
Read More...

ମହିଳାଙ୍କ ୪୨ ଫୁଟ ଲମ୍ବ ନଖ । ଗିନିଜ ବୁକ୍ ଅଫ୍ ଡ୍ୱାର୍ଲ୍ଡ ରେକର୍ଡରେ ପାଇଲେ ସ୍ଥାନ

କନକ ବ୍ୟୁରୋ: କିଛି ଲୋକ ରେକର୍ଡ କରିବା ନିଶାରେ ଅଜବ ଅଜବ କାମ କରନ୍ତି । ଏପରି ଏକ କାମ କରିଛନ୍ତି ଆମେରିକାର ମହିଳା ଡାୟନା ଆର୍ମଷ୍ଟ୍ରଙ୍ଗ । ୨୫ ବର୍ଷ ଧରି ନିଜ ନଖ କାଟିନାହାଁନ୍ତି । ଏବେ ତାଙ୍କ ନଖ ଗୁଡିକ ବଢି ବଢି ୪୨ ଫୁଟରେ ପହଞ୍ଚିଲାଣି । ୬୩ ବର୍ଷୀୟା ଡାୟନା ନିଜର ଦୀର୍ଘ ନଖ ପାଇଁ…
Read More...

ନାସା ଖୋଜିଲା ନୂଆ ଗ୍ରହ : ପୃଥିବୀ ଠାରୁ ୪ ଗୁଣା ବଡ଼ ଗ୍ରହ ସନ୍ଧାନ କରିଥିବା ଦାବି

କନକ ବ୍ୟୁରୋ : ବେଳେ ବେଳେ ମନରେ ପ୍ରଶ୍ନ ଆସେ ଯେ ପୃଥିବୀ ବ୍ୟତୀତ ଦୁନିଆର ଆଉ କେଉଁଠି ଜୀବନ ଅଛି କି ? ଏହି ପ୍ରଶ୍ନର ଉତ୍ତର ବୈଜ୍ଞାନିକଙ୍କ ପାଖରେ ନାହିଁ । ସେମାନଙ୍କ ପାଖରେ କେବଳ ଏ ସମ୍ବନ୍ଧିତ ଥିଓରୀ ଅଛି । କିନ୍ତୁ ଏବେ ପୃଥିବୀ ଭଳି ଏକ ଗ୍ରହର ସନ୍ଧାନ ହୋଇଥିବା ଦାବି କରିଛି ଆମେରିକା…
Read More...

ଆଜି ପ୍ରଧାନମନ୍ତ୍ରୀଙ୍କ ପାନିପତ ଗସ୍ତ : ୨ଜି ଇଥାନଲ ପ୍ଲାଣ୍ଟର କରିବେ ଲୋକାର୍ପଣ

କନକ ବ୍ୟୁରୋ : ଆଜି ହରିୟାଣାର ପାନପତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଡିଆନ୍ ଅଏଲ ପାନିପତ ରିଫାଇନାରୀରେ ୨ଜି ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବେ । ୯୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏଠାରୁ ପ୍ରତିଦିନ ୧୦୦ କିଲୋଲିଟର ଇଥାନଲ ଉତ୍ପାଦନ…
Read More...