Browsing Category

ଦେଶ ବିଦେଶ

ବଦଳିଛି ବିହାରର ରାଜନୀତି। ନୈତିକତାର ପାଠପଢାଇଲେ ପ୍ରଶାନ୍ତ କିଶୋର। 

କନକ ବ୍ୟୁରୋ: ବଦଳିଛି ବିହାରର ରାଜନୀତି । ବହୁ ଡ଼୍ରାମା ହାଇଡ଼୍ରାମା ପରେ ଏକ ଦୃଷ୍ଟାନ୍ତମୂଳକ ଫଇସଲାରେ ବିହାର ରାଜନୀତି ପହଞ୍ଚିଛି । ନୀତିଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ହେବ । ଆଉ ଏହାରି ମଧ୍ୟରେ ବିହାରର ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ରାଜନୈତିକ ରଣନୀତିଜ୍ଞ  ପ୍ରଶାନ୍ତ…
Read More...

ବିହାରରେ ନୂଆ ରୂପରେ ଆସିଲା ନୀତିଶ ସରକାର। ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ।

କନକ ବ୍ୟୁରୋ: ଅଷ୍ଟମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ନୀତିଶଙ୍କୁ ଗୋପନୀୟତାରେ ଶପଥ ପାଠ କରାଇଛନ୍ତି । ୨୨ ବର୍ଷରେ ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଥର ଶପଥ ନେଲେ ନୀତୀଶ କୁମାର । ରାଜ୍ୟର ଉପମୁଖ୍ୟମନ୍ତ୍ରୀଭାବେ ତେଜସ୍ୱୀ ଯାଦବ ମଧ୍ୟ…
Read More...

ବିନା ବିଜେପିରେ ସରକାର ଗଢ଼ିଲେ ନୀତିଶ କୁମାର: ମହାମେଣ୍ଟରେ ସାମିଲ ହୋଇ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ…

କନକ ବ୍ୟୁରୋ: ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ବିହାର ରାଜ୍ୟପାଳ ଫଗୁ ଚୌହ୍ୱାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଭାରତ ଇତିହାସରେ ବୋଧହୁଏ ନୀତୀଶ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ୨୨ବର୍ଷ ଭିତରେ ୮ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ…
Read More...

ବିହାର ରାଜନୀତୀରେ ଲାଲୁ-ନୀତୀଶଙ୍କ ଅଜବ ସମ୍ପର୍କ: କେବେ ଗାଳି ତ ପୁଣି କେବେ କୋଳାକୋଳି

କନକ ବ୍ୟୁରୋ: ୨୦୧୭ରେ ନୀତୀଶ କୁମାର ଯେତେବେଳେ ବିହାରରେ ଏକପାଖିଆ ଭାବେ ମହାମେଂଟରୁ ଓହରିଗଲେ, ସେତେବେଳେ ଏକାଧିକ ଥର ନୀତୀଶଙ୍କୁ କଡା ସମାଲୋଚନା କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । କେବେ ସାପ, କେବେ କ୍ଷମତା ଲୋଭି ତ ପୁଣିକେତେବେଳେ ରାଜନୀତିର ‘ପଲଟୁରାମ୍’ କହିବାକୁ ପଛାଇ…
Read More...

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ଉଦୟ ଉମେଶ ଲଳିତ, ରାଷ୍ଟ୍ରପତି ଲଗାଇଲେ ମୋହର

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଉଦୟ ଉମେଶ ଲଳିତକୁ ନିଯୁକ୍ତି ଦିଆଯାଇଛି । ଏବେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନଭି ରମନ୍ନାଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଲଳିତ ଦେଶର ୪୯ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ…
Read More...

ଦିନେ କ୍ରିକେଟରେ ଥିଲେ ଅସଫଳ…ଆଜି ବିହାରର ଦୁଇ ଦୁଇ ଥରର ଉପମୁଖ୍ୟମନ୍ତ୍ରୀ।

କନକ ବ୍ୟୁରୋ: ବିହାର ରାଜନୀତିରେ ବଡ ପରିବର୍ତ୍ତନ ହୋଇଛି । ଭାରତୀୟ ଜନତା ପାର୍ଟି ସରକାରରୁ ବାହାର ହେବା ପରେ ଆରଜେଡି ସରକାରରେ ଏଣ୍ଟ୍ରି ମାରିଛି । ନୀତିଶ କୁମାର ନିଜର ଆସନରେ ଦୃଢ ହୋଇଥିବା ବେଲେ ତେଜସ୍ୱୀ ଯାଦବଙ୍କୁ ବଡ ଫାଇଦା ମିଳିଛି । ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ପଦର ଶପଥ…
Read More...

ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ ଆଶ୍ୱସ୍ତି, ଏବେ ସମସ୍ତ ମାମଲାର ଶୁଣାଣି ଦିଲ୍ଲୀରେ ହେବ

କନକ ବ୍ୟୁରୋ : ବିଜେପିରୁ ନିଲମ୍ବିତ ପ୍ରବକ୍ତା ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟ ବଡ ଆଶ୍ୱସ୍ତି ଦେଇଛନ୍ତି । ନୁପୂରଙ୍କ ବିରୋଧରେ ଭିନ୍ନ ଭିନ୍ନ ରାଜ୍ୟରେ ହୋଇଥିବା ମାମଲାକୁ ଦିଲ୍ଲୀ ଟ୍ରାନ୍ସଫର କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏହାପୂର୍ବରୁ ଜୁଲାଇ ୯ ତାରିଖରେ ଜଷ୍ଟିସ…
Read More...

‘ମୁଁ ପ୍ରଧାନମନ୍ତ୍ରୀ ରେସରେ ନାହିଁ’ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ନେଉ ସ୍ପଷ୍ଟ କଲେ ନୀତୀଶ କୁମାର, ପରୋକ୍ଷରେ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ନେବା ପରେ ବିହାରରେ ଉଠିଥିବା ରାଜନୈତିକ ଜୁଆରରେ ଏବେ ଭଟ୍ଟା ପଡିଛି । ଆରଜେଡି ସହ ମିଶି ପୁଣିଥରେ ନୂଆ ସରକାର ଗଠନ କରିଛନ୍ତି ନୀତୀଶ କୁମାର । ତେବେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପରେ ମୋଦୀ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ…
Read More...

ନୀତିଶ ମୁଖ୍ୟମନ୍ତ୍ରୀ ଓ ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ, ଜାଣନ୍ତୁ ସନ୍ଧ୍ୟାରେ ବସୁଥିବା କ୍ୟାବିନେଟରେ କଣ…

କନକ ବ୍ୟୁରୋ : ୨୪ ଘଣ୍ଟା ମଧ୍ୟରେ ବିହାର ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି । ଗତକାଲି ଦିନ ୧୨ ଟା ପର୍ଯ୍ୟନ୍ତ ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟର ସରକାର ଥିବା ବେଳେ ଆଜି ବିହାରରେ ଆରଜେଡି ଓ ଜେଡିୟୁ ମେଣ୍ଟର ସରକାର ଗଠନ ହୋଇସାରିଛି । ଏହି କ୍ରମରେ ଆଜି ସନ୍ଧ୍ୟାରେ ବିହାର…
Read More...

କର୍ବୋଭାକ୍ସକୁ ବୁଷ୍ଟର ଡୋଜ ଭାବେ ନେଇପାରିବେ ଲୋକେ। କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି।

କନକ ବ୍ୟୁରୋ: ଦେଶରେ କରୋନା ଭୂତାଣୁର ସଂକ୍ରମଣ ବିରୋଧରେ ବର୍ତ୍ତମାନ ଲଢେଇ ଜାରିରହିଛି । ଅଗଷ୍ଟ ୧୦ ତାରିଖ ଯାଏ ଭାରତରେ କରୋନା ଭ୍ୟାକସିନର ୨୦୭.୦୩ କୋଟି ଡୋଜ ଦିଆଯାଇସାରିଲାଣି । ଦେଶର ବହୁଳ ଭାବେ କୋଭାକ୍ସିନ ଏବଂ କୋଭିସିଲ୍ଡକୁ ଭ୍ୟାକସିନ ଭାବେ ଗ୍ରହଣ କରାଯାଉଛି । ଏହା ସହ ବୁଷ୍ଟର ଡୋଜ…
Read More...