Browsing Category

ଦେଶ ବିଦେଶ

ଆଇଏଫଏଫକୁ ସସପେଣ୍ଡ କଲା ଫିଫା, ବାତିଲ ହେଲା ଅଣ୍ଡର-୧୭ ମହିଳା ବିଶ୍ୱକପ ।

କନକ ବ୍ୟୁରୋ:  ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍ ବା ଏଆଇଏଫଏଫକୁ ସସପେଣ୍ଡ କଲା ଫିଫା । କେବଳ ଏତିକି ନୁହେଁ, ବିଶ୍ୱର ସର୍ବୋଚ୍ଚ ଫୁଟବଲ ସଂସ୍ଥା ଭାରତରେ ହେବାକୁ ଥିବା ଅଣ୍ଡର-୧୭ ମହିଳା ବିଶ୍ୱକପ ଆୟୋଜନ ଅଧିକାର ମଧ୍ୟ ଛଡ଼ାଇ ନେଇଛି । ଏଆଇଏଫଏଫର ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ ଭାରତୀୟ…
Read More...

ନୀତିଶଙ୍କ ନୂଆ ମନ୍ତ୍ରିମଣ୍ଡଳ: ଛିଡ଼ିଲା ଭାଗବଣ୍ଟା, ୩ଦଳରୁ ମିଳିଲେ ମନ୍ତ୍ରୀ 

କନକ ବ୍ୟୁରୋ:  ନାଟକୀୟ ଢଙ୍ଗରେ ବିହାରରେ ଗଠନ ହୋଇଛି ନୂଆ ସରକାର । ବିଜେପି ହାତ ଛାଡି କଂଗ୍ରେସ ଓ ଆରଜେଡି ସହ ହାତ ମିଳାଇ ନୀତିଶ କୁମାର ନିଜର ନୂଆ ଟିମ ଗଠନ କରିଛନ୍ତି । କିଛି ଦିନ ପୂର୍ବରୁ ବିହାରର ମୁଖ୍ୟମନ୍ତ୍ରୀଭାବେ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶପଥ ନେଇଥିଲେ ଆଉ…
Read More...

ଗୋଷ୍ଠୀ ସଙ୍ଘର୍ଷରେ ପୁଣି କର୍ଣ୍ଣାଟକରେ ଅଶାନ୍ତ ମାହୋଲ। ସାବରକର ଓ ଟିପୁ ସୁଲତାନ ପୋଷ୍ଟର ବିବାଦକୁ ନେଇ ଶିବମୋଗାରେ…

କନକ ବ୍ୟୁରୋ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ଅଶାନ୍ତ ମାହୋଲ । ସାବରକର ଓ ଟିପୁ ସୁଲତାନ ପୋଷ୍ଟରକୁ ନେଇ ପୁଣି ଘଟିଛି ଛୁରାମାଡ ଘଟଣା । ଘଟଣାରେ ଏବେ ସୁଦ୍ଧା ୪ଜଣଙ୍କୁ ଗିରଫ କରିଛି ପୁଲିସା ସୋମବାର ସାବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏନେଇ ଦୁଇ…
Read More...

ଲଦାଖରେ ଭାରତୀୟ ସେନାର ଶକ୍ତି ପ୍ରଦର୍ଶନ। ସ୍ୱଦେଶୀ ଅତ୍ୟାଧୁନିକ ହତିଆର ସହ ଦମ ଦେଖାଇଲେ ଯବାନ। 

କନକ ବ୍ୟୁରୋ: ସମୟ ସହ ଅଧିକ ମଜବୁତ ହେଉଛି ଭାରତୀୟ ସେନା । ଲଦାଖରେ ମୃତୟନ ହେଲା ସ୍ୱଦେଶୀ କୌଶଳରେ ନିର୍ମିତ ସୈନ୍ୟ ବୋଟ ଓ ଡ୍ରୋନ । ସୈନ୍ୟ ବୋଟରେ ଏକାସହ ୩୫ଜଣ ଯବାନ ହ୍ରଦର କୌଣସି ଭାଗକୁ ଖୁବ କମ ସମୟରେ ପହଁଚିପାରିବେ । ଏଥିସହ ଫରୱାର୍ଡ ପୋଷ୍ଟରେ ଏକାଧିକ ହତିଆର ଓ ଯୁଦ୍ଧ ଯାନକୁୁ ମୃତୟନ…
Read More...

ପୁଣି ଚାଲ ଖେଳିଲା ଚୀନ, ଚୀନର ଜାହଜକୁ ମିଳିଲା ଶ୍ରୀଲଙ୍କାରେ ପ୍ରବେଶ ଅନୁମତି ।

କନକ ବ୍ୟୁରୋ: ଚୀନଠୁ କୋଟି କୋଟି ଟଙ୍କାର ଋଣ ନେଇ ଶ୍ରୀଲଙ୍କା ଏବେ ଏଭଳି ସ୍ଥିତିରେ ପହଞ୍ଚିଛି କି ଚାପରେ ହେଉ ବା ଭୟରେ, ଡ୍ରାଗନର କଥା ମାନୁଛି । ବର୍ତମାନ ଏହି କଥା କେବଳ ଚର୍ଚ୍ଚାରେ ସୀମିତ ହୋଇ ରହିନି ବଂର ପ୍ରକୃତରେ ଘଟିଛି । କାରଣ ଚୀନର କଥା ଆଗରେ ଏବେ ମୁଣ୍ଡ ନୁଆଁଇଛି ଶ୍ରୀଲଙ୍କା ।…
Read More...

ରାହୁଲ ଗାନ୍ଧୀଙ୍କୁ ମନେଇବାରେ ଲାଗିପଡିଛି କଂଗ୍ରେସ । ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ହୋଇପାରେ ଡେରି ।

କନକ ବ୍ୟୁରୋ: କଂଗ୍ରେସର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ରାହୁଲ ଗାନ୍ଧୀ ଏବେ ବି ଅମଙ୍ଗ ହେଇ ରହିଛନ୍ତି । ଯେଉଁ କାରଣରୁ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ଡେରି ହେଉଛି । ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ବି ନିର୍ବାଚନ ଲଢିବେ କି ନାହିଁ ସେ ନେଇ ସ୍ପଷ୍ଟ କରିନାହାଁନ୍ତି । ଯେଉଁ କାରଣରୁ…
Read More...

ମୁମ୍ବାଇ ପୋଲିସକୁ ବଡ ସଫଳତା, ୫୧୬ କିଲୋ ଡ୍ରଗ୍ସ ଜବତ ।

କନକ ବ୍ୟୁରୋ: ମୁମ୍ବାଇ ପୋଲିସ ମଙ୍ଗଳବାର ୫୧୬ କିଲୋ ଏମଡି ଡ୍ରଗ୍ସ ଜବତ କରିଛି । ଏହାର ଅର୍ନ୍ତଜାତୀୟ ବଜାରରେ ଦର ୧୦୨୬ କୋଟି । କିଛି ଦିନ ତଳେ ମୁମ୍ବାଇ ପୋଲିସର ଏଏନସି ବା ଆଣ୍ଟି ନାର୍କୋଟିକ୍ସ କଣ୍ଟ୍ରୋଲ ସେଲ ଗୁଜରାଟ ସୀମାବର୍ତ୍ତୀ ପାଲଘର ଜିଲ୍ଲାର ନାଲା ସୋପାରାରୁ ୧୪୦୩ କୋଟି ଟଙ୍କାର…
Read More...

ଦିଦି ପାଳୁଛନ୍ତି ‘ଖେଲା ହୋବେ’ ଦିବସ । ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ଦେବାକୁ ଅଭିନବ ପ୍ରୟାସ

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ କ୍ରୀଡାକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅଭିନବ ପ୍ରୟାସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆରମ୍ଭ ହୋଇଛି ‘ଖେଲା ହୋବେ ଦିବସ’ । କ୍ରୀଡା କ୍ଷେତ୍ରରେ ରାଜ୍ୟରେ ଆଗେଇ ନେବାକୁ ଦଳର ନେତାମାନେ ଫୁଟବଲ ମ୍ୟାଚ୍‌ ଆୟୋଜନ…
Read More...

ଆଫଗାନିସ୍ତାନର ସିକ୍ରେଟ୍ ସ୍କୁଲ । ତାଲିବାନୀଙ୍କ ଭୟରେ ସହରର ଅଜଣା ସ୍ଥାନରେ ଚାଲିଛି ପାଠପଢା 

କନକ ବ୍ୟୁରୋ : ତାଲିବାନ ଶାସନକୁ ୧ବର୍ଷ ପୁରିଲାଣି । ଆତଙ୍କର ୧ବର୍ଷରେ ଏକପ୍ରକାର ପେସି ହୋଇଯାଇଛନ୍ତି ଆଫଗାନିସ୍ତାନବାସୀ । ଉଗ୍ର ମୌଳବାଦୀମାନଙ୍କ ଶାସନ ମାନବ ଅଧିକାରର ସବୁ ସୀମା ଟପିଯାଇଛି । ମହିଳାମାନଙ୍କ ଉପରେ ଅତ୍ୟାଚାର ବଢିଛି, ସ୍କୁଲ ବନ୍ଦ ହୋଇଯାଇଛି ଓ ଛୋଟ କିଶୋରମାନଙ୍କୁ ଜିହାଦି…
Read More...

ଖସୁଛି କରୋନା ମିଟର । ୯ ହଜାର ତଳେ ରହିଛି ଦୈନିକ ସଂକ୍ରମଣ

କନକ ବ୍ୟୁରୋ: ଆଜି ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାର ୮୧୩ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୯ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବିଶେଷ କଥା ହେଉଛି ଯେ ଜୁନ୍ ୧୫ ପରେ ପ୍ରଥମ ଥର ପାଇଁ ଦୈନିକ…
Read More...