Browsing Category

ଦେଶ ବିଦେଶ

କାଳେ ଚାଲାଣ କଟିବ , ଡରରେ ଠେଲା ଗାଡି ବେପାରୀ ପିନ୍ଧିଲେ ହେଲମେଟ । 

କନକ ବ୍ୟୁରୋ: ପରିବା ବିକିବାକୁ ଠେଲା ଗାଡି ଧରି ଯାଉଛନ୍ତି  । ହେଲେ ମୁଣ୍ଡରେ ହେଲମେଟ୍ । କାଳେ ପୋଲିସ ଚାଲାଣ କାଟିବ, ସେହି ଭୟରେ କାହାଠୁ ମାଗିଆଣି ହେଲମେଟ୍ ପିନ୍ଧିଛନ୍ତି ପରିବା ବିକାଳି । ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ଏକ ମାର୍କେଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଏହି ଭିଡିଓ…
Read More...

ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା : ଏହି ତାରିଖରେ ଚାଷୀଙ୍କ ଖାତାକୁ ଆସିବ ୪ ହଜାର ଟଙ୍କା

କନକ ବ୍ୟୁରୋ : ଯଦି ଆପଣ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନାର ହିତାଧିକାରୀ ତେବେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାର ଏହି ଯୋଜନାର ୧୨ ତମ କିସ୍ତି ଦିପାବଳୀ ପୂର୍ବରୁ ଚାଷୀଙ୍କୁ ଦେବାକୁ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ଅକ୍ଟୋବର ୧୭ ତାରିଖରେ ପୁସା…
Read More...

ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି, ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ…

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ ଡି,ୱାଇ ଚନ୍ଦ୍ରଚୁଡଙ୍କ ନାମ ସୁପାରିଶ କରିଛନ୍ତି । ଏହା ଯଦି ଗ୍ରହଣ କରାଯାଏ ତେବେ ନଭେମ୍ବର ୯ ତାରିଖରେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ୫୦ ତମ ମୁଖ୍ୟବିଚାରପତି…
Read More...

ସ୍ୱିସ୍ ବ୍ୟାଙ୍କ ସେୟାର କଲା ଚତୁର୍ଥ ତାଲିକା । ସାମ୍ନାକୁ ଆସିବ କାହା ନାଁ?

କନକ ବ୍ୟୁରୋ: ପୁଣିଥରେ ସ୍ୱିସ୍ ବ୍ୟାଙ୍କ ଜାରି କରିଛି ଭାରତୀୟ ଖାତାଧାରକଙ୍କ ତାଲିକା । ଭାରତର ସ୍ୱଚାଳିତ ସୂଚନା ବିନିୟମ (annual automatic information exchange ) ନିୟମ ଅନୁସାରେ ସ୍ୱିସ୍ ବ୍ୟାଙ୍କ ଭାରତ ସରକାରଙ୍କୁ ଏହି ତାଲିକା ଜାରି କରିଛି । ଏଥିରେ ଭାରତୀୟ ନାଗରିକ ଓ କିଛି…
Read More...

୮୦ ବର୍ଷରେ ପାଦ ଦେଲେ ବିଗ୍ ବି : ବିଳମ୍ବିତ ରାତିରେ ଶୁଭେଚ୍ଛା ଜଣାଇବା ପାଇଁ ଘର ବାହାରେ ପ୍ରଶଂସକଙ୍କ ଜମିଲା ଭିଡ

କନକ ବ୍ୟୁରୋ : ୮୦ ବର୍ଷରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଆଜି ଏହି ବୟସରେ ଏବେ ବି ସେ କୋଟି କୋଟି ଦର୍ଶକଙ୍କ ଆଇକନ ପାଲଟିଛନ୍ତି । ୧୯୩ରୁ ଅଧିକ ଫିଲ୍ମରେ କାମ କରିଥିବା ଏହି ମହାନାୟକ ଅନେକ ଟିଭି ଶୋ ଓ ମ୍ୟୁଜିକ ଆଲବମରେ ମଧ୍ୟ ନିଜର ଛାପ ଛାଡିଛନ୍ତି । ଅମିତାଭଙ୍କ ଟିଭି ଶୋ ‘କୌନ…
Read More...

ମାଳଦ୍ୱୀପ ସହ ସମୁଦ୍ରରେ ବୁଡିଯିବ ୫ ଦେଶ ! ଚିନ୍ତା ବ୍ୟକ୍ତ କଲେ ପାଣିପାଗ ବିଶେଷଜ୍ଞ ।

କନକ ବ୍ୟୁରୋ: ଯେଉଁ ଗତିରେ ସମୁଦ୍ରର ଜଳସ୍ତର ବଢିବାରେ ଲାଗିଛି, ଦ୍ୱାବିଂଶ ଶତାବ୍ଦି ଆସୁ ଆସୁ ବିଶ୍ୱର କିଛି ଦେଶ ପାଣିରେ ବୁଡିଯାଇଥିବ । ଏକଥା ଶୁଣିବାକୁ ଅଜବ ଲାଗିଥିଲେ ବି ଏହି ପ୍ରସଙ୍ଗକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଜଳବାୟୁ ପରିବର୍ତ୍ତନକୁ ନେଇ ହେଉଥିବା…
Read More...

ଜାମ୍ମୁକାଶ୍ମୀରର ଅନନ୍ତନାଗରେ ଏନକାଉଣ୍ଟର : ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

କନକ ବ୍ୟୁରୋ : ଜମ୍ମୁକଶ୍ମୀରରେ ପୁଣି ସେନାର ଗୁଳିରେ ଟଳିପଡିଲେ କୁଖ୍ୟାତ ଆତଙ୍କବାଦୀ । ସୋମବାର ସକାଳେ ଅନ୍ତନାଗରେ ବଡ ଧରରଣ ଏନକାଉଣ୍ଟର ହୋଇଛି । ଘଟଣାରେ ହିଜବୁଲ ମୁଜାହିଦ୍ଦିନର ୨ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ନିହତ କରିଛି ଜମ୍ମୁକଶ୍ମୀର ପୁଲିସ ଓ ସେନାର ମିଳିତ ଟିମ । ବିଶେଷ କରି…
Read More...

ନିର୍ବାଚନ ପାଇଁ ଗୁଜୁରାଟରେ ବିଭିନ୍ନ ରାଜନୈତିକ ଦଳର ପହରା : ହୋମ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ପାୱାର ଶୋ’

କନକ ବ୍ୟୁରୋ : ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜ୍ୟରେ ଡେରା ପକାଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ହୋମ ଗ୍ରାଉଣ୍ଡରେ ଲଗାତାର ପାୱାର ଶୋ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାରଠୁ ମୋଦିଙ୍କ ୩ଦିନିଆ ଗୁଜୁରାଟ ଗସ୍ତ ଆରମ୍ଭ ହୋଇଛି । ଭରୁଚରେ ଆୟୋଜିତ…
Read More...

ଆଜି ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ : ଅପରାହ୍ଣ ୩ଟାରେ ହେବ ଅନ୍ତିମ ସଂସ୍କାର

କନକ ବ୍ୟୁରୋ : ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ଆଜି ଅନୁଷ୍ଠିତ ହେବ ଶେଷକୃତ୍ୟ । ଶେଷକୃତ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ…
Read More...

ନୂଆ ରୂପ ପାଇବ ମହାକାଳେଶ୍ୱର ପୀଠ : ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ଉଜ୍ଜୟିନୀର ମହାକାଳ କରିଡରର ଉଦଘାଟନ କରିବେ । ମହାକାଳେଶ୍ୱର ମନ୍ଦିର କରିଡର ବିକାଶ ପାଇଁ ମୋଟ ୮୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ମନ୍ଦିର ଭାରତର ୧୨ ଜୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ । ୯୦୦ ମିଟର ଲମ୍ବର ଏହି କରଡରରେ ଭଗବାନ ଶିବ ଏବଂ ପାର୍ବତୀଙ୍କ ୨୦୦…
Read More...