Browsing Category

ଦେଶ ବିଦେଶ

ଅଧ୍ୟକ୍ଷ ନା ସମ୍ପାଦକ। ବିସିସିଆଇରେ କାହାର ଶକ୍ତି ଅଧିକ? କେଉଁ କେଉଁ କାମ କରିଥାନ୍ତି ବିସିସିଆଇର ଅଧ୍ୟକ୍ଷ ଓ…

କନକ ବ୍ୟୁରୋ: ଦୁନିଆର ସବୁଠୁ ଧନୀ କ୍ରିକେଟର ବୋର୍ଡକୁ ମିଳିଛି ତାର ନୂଆ ବସ୍ । ମଙ୍ଗଳବାର ମୁମ୍ବାଇରେ ହୋଇଥିବା ବିସିସିଆଇ ବାର୍ଷିକ ବୈଠକରେ ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ବିନ୍ନିଙ୍କୁ ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ତେବେ ରୋଜର ବିନ୍ନି ଏବେ ବିସିସିଆଇର ନୂଆ…
Read More...

ନିଜ ନାମରେ ରହିଛି ନା କୌଣସି ଗାଡି, ନା ନିଜର ସୁରକ୍ଷା ପାଇଁ ରଖିଛନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ ମଲ୍ଲିକାର୍ଜୁନ…

କନକ ବ୍ୟୁରୋ : ୧୯ ଅକ୍ଟୋବର ତଥା ଆଜି ଦେଶର ସର୍ବପୁରାତନ ରାଜନୈତିକ ପାର୍ଟି କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିବ । ସବୁଠାରୁ ବଡକଥା କି, ଦୀର୍ଘ ୨୪ ପରେ ଦଳର ମଙ୍ଗ କେହିଜଣେ ଅଣ ଗାନ୍ଧୀ ପରିବାର ଲୋକଙ୍କ ହାତକୁ ଯାଉଛି । ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଦଳ ତରଫରୁ ୨ ପ୍ରାର୍ଥୀ…
Read More...

କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଅଭିଯୋଗ ଆଣିଲେ ପ୍ରାର୍ଥୀ ଶଶି ଥରୁର୍, କହିଲେ ସ୍ୱଚ୍ଛ ଭାବେ ହୋଇନାହିଁ…

କନକ ବ୍ୟୁରୋ : କଂଗ୍ରେସ ଦଳ ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଆସିବ । ଏହି ନିର୍ବାଚନରେ କଂଗ୍ରେସ ଦଳର ଦୁଇଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ପ୍ରାର୍ଥୀ ଶଶି ଥରରୁ ନିର୍ବାଚନର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୂଚନା ଥାଉକି ଦୀର୍ଘ ୨୪ ବର୍ଷ…
Read More...

ଆଜି ସୋନିଆ ସେନାଙ୍କୁ ମିଳିବ ସେନାପତି : ମଲ୍ଲିକାର୍ଜୁନ ଖଡଗେ ନା ଶଶୀ ଥରୁର କିଏ ହେବେ କଂଗ୍ରେସ ସଭାପତି ? ଚାଲିଛି…

କନକ ବ୍ୟୁରୋ : କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍ ଗଣତି ଚାଲିଛି । ମଲ୍ଲିକାର୍ଜୁନ ଖାଡଗେ ନହେଲେ ଶଶୀ ଥରୁର ହେବେ କଂଗ୍ରେସ ସଭାପତି । ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୁରାତନ ଦଳର ସଭାପତି ଭାବରେ ନିର୍ବାଚିତ ହେବେ । ସ୍ୱାଧୀନତା ପରଠୁ ୧୭ ସଭାପତି ଭାରତ…
Read More...

ପୁଣି କାୟା ମେଲାଇଲାଣି କରୋନା । ମୁମ୍ବାଇରେ ନୂଆ ଭାରିଆଣ୍ଟ । ମାସ୍କ ପିନ୍ଧିବାକୁ ସତର୍କ କଲେ ବିଶେଷଜ୍ଞ ।

କନକ ବ୍ୟୁରୋ: ପୁଣିଥରେ ବଢିଛି କରୋନା ମାମଲା । ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି । ତେବେ ବଢୁଥିବା ସଂକ୍ରମଣକୁ ଦେଖି ସରକାର ଆଡଭାଇଜରି ମଧ୍ୟ ଜାରି କରିଛନ୍ତି । କୁହାଯାଉଛି ମୁମ୍ବାଇରେ ଗତ ତିନି ଦିନ ହେଲା ୧୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ…
Read More...

“ମୋ ଝିଅର ଯତ୍ନ ନେବ”…କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପାଇଲଟଙ୍କ ଶେଷ ଇଚ୍ଛା ।…

କନକ ବ୍ୟୁରୋ: ଖରାପ ପାଣିପାଗ କାରଣରୁ ମଙ୍ଗଳବାର ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର କ୍ରାସ୍ କରିଯାଇଥିଲା । ଏହି ଦୁର୍ଘଟଣାରେ ପାଇଲଟ୍ ଅନୀଲ ସିଂହଙ୍କ ସମେତ ୭ ଜଣ ଲୋକ ଆଖି ବୁଜିଥିଲେ । ତେବେ ହେଲିକପ୍ଟରଟି କେଦାରନାଥ ମନ୍ଦିରରୁ ଯାତ୍ରୀଙ୍କୁ ନେଇ ଗୁପ୍ତକାଶୀ ଯାଉଥିବାବେଳେ ଏହି ଦୁର୍ଘଟଣା…
Read More...

ଆସନ୍ତା ବର୍ଷ ଏସିଆ କପ୍ : ଖେଳିବାକୁ ପାକିସ୍ତାନ ଯିବନି ଭାରତ; ବିସିସିଆଇ ସମ୍ପାଦକଙ୍କ ସୂଚନା

କନକ ବ୍ୟୁରୋ : ଆସନ୍ତା ବର୍ଷ ଏସିଆ କପ୍ । ପାକିସ୍ତାନରେ ଅନୁଷ୍ଠିତ ହେବ ଏହି ମ୍ୟାଚ । କିନ୍ତୁ ଭାରତୀୟ ଦଳ ପାକିସ୍ତାନରେ ମ୍ୟାଚ ହେଲେ ଅଂଶଗ୍ରହଣ କରିବନି । ବିସିସିଆଇ ସମ୍ପାଦକ ତଥା ଏସୀୟ କ୍ରିକେଟ ପରିଷଦର ସଭାପତି ଜୟ ଶାହ ଏହା କହିଛନ୍ତି । ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ବିସିସିଆଇର…
Read More...

ଆସିଲା ତଦନ୍ତ କମିଟି ରିପୋର୍ଟ : ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ହାତ !

କନକ ବ୍ୟୁରୋ : ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ସନ୍ଦେହ ଘେରରେ ଶଶିକଳା, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଘରୋଇ ଡାକ୍ତର । କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା ତାର ସତ୍ୟତା ଜାଣିବା ପାଇଁ ତାମିଲନାଡୁ ସରକାର ଏକ ପ୍ୟାନେଲ ଗଠନ କରିଥିଲେ ।…
Read More...

ମଲ୍ଲିକାର୍ଜୁନ ଖଡଗେ ନା ଶଶୀ ଥରୁର : କିଏ ହେବେ କଂଗ୍ରେସ ସଭାପତି ସ୍ପଷ୍ଟ ହେବ ଚିତ୍ର; ସକାଳ ୧୦ଟାରୁ ଆରମ୍ଭ ହେବ ଭୋଟ୍…

କଂଗ୍ରେସ ସଭାପତି ପଦ ପାଇଁ ଆଜି ଭୋଟ୍ ଗଣତି ହେବ । ମଲ୍ଲିକାର୍ଜୁନ ଖଡଗେ ନହେଲେ ଶଶୀ ଥରୁର ହେବେ କଂଗ୍ରେସ ସଭାପତି । ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୁରାତନ ଦଳର ସଭାପତି ଭାବରେ ନିର୍ବାଚିତ ହେବେ । ଆଜି ସକାଳ ୧୦ ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଏଥିପାଇଁ…
Read More...

ଦେଶର ଆର୍ଥିକ ସ୍ଥିତି ନେଇ ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, ଚଳିତମାସ ଶେଷ ସୁଦ୍ଧା ପଦରୁ ହଟିଯାଇପାରନ୍ତି…

କନକ ବ୍ୟୁରୋ : ସ୍ଥିଦେଶରେ ଆର୍ଥିର୍କ ସ୍ଥିତି ଖରାପ ଯୋଗୁଁ କ୍ଷମା ମାଗିଲେ ଲିଜ ଟ୍ରସ । ଲିଜ ଟ୍ରସଙ୍କ କହିବା ଅନୁଯାୟୀ, ସେ ଟ୍ୟାକ୍ସ ସହ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ହେଲେ ସେ ଖୁବ ଶୀଘ୍ର ପଳାଇବେ’ । ବତର୍ମାନ ବ୍ରିଟେନର ଆର୍ଥିକ ସ୍ଥିତି ଖରାପ ଥିବା ଯୋଗୁଁ ସେ ଖୁବ ଦୁଃଖିତ ।…
Read More...