Browsing Category

ଦେଶ ବିଦେଶ

ଚଳିତ ବର୍ଷ ଭାରତ ଛାଡିଛନ୍ତି ୮ ହଜାର କୋଟିପତି, ମାନ୍ଦାବସ୍ଥାର ଭୟ ନା ଅନ୍ୟକିଛି ?

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ ଧନୀକଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ସେପଟେ ଭାରତରେ କୋଟିପତିଙ୍କ ତାଲିକାରେ ଦୈନିକ ନୂଆ ନୂଆ ନାମ ଯୋଡି ହେବାରେ ଲାଗିଛି । ଏହାରି ଭିତରେ ଏକ ଖବର ଆସିଛି କି ବର୍ଷ ୨୦୨୨ ରେ ଭାରତରୁ ୮ ହଜାର କୋଟିପତି ଦେଶଛାଡି ବିଦେଶ ପଳାଇଯାଇଛନ୍ତି । ହେନଲେ…
Read More...

ଯୁଦ୍ଧ ମଇଦାନକୁ ଓହ୍ଲାଇବେ ଋଷରେ ପଢୁଥିବା ଆଫ୍ରିକାନ୍ ଛାତ୍ର । ୟୁକ୍ରେନକୁ ଧ୍ୱଂସ କରିବା ପାଇଁ ଋଷର ନୂଆ ରଣନୀତି

କନକ ବ୍ୟୁରୋ : ସମୟ ଯେତେ ଗଡୁଛି, ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସେତେ ଭୟଙ୍କର ହେବାରେ ଲାଗିଛି । କେଉଁଠି କେଉଁ ଦିଗରୁ କେତେବେଳେ ଆସି ମିଜାଇଲ୍ ମାଡ ହେଉଛି ତାହା ଆକଳନ କରିହେଉନି । ଏପରି ପରିସ୍ଥିତି ସୃଷ୍ଟି ହୋଇଛି ସତେ ଯେପରି ୟୁକ୍ରେନକୁ ଧ୍ୱଂସ କରିବା ପାଇଁ ଶପଥ ନେଇସାରିଛି…
Read More...

ଚୀନରେ କରୋନାର ଭୟଙ୍କର ସ୍ଥିତି । କୋଭିଡ୍ ନିୟମ ମାନିବାକୁ ନାରାଜ୍ ଲୋକେ, ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଜନତା

କନକ ବ୍ୟୁରୋ : ଚୀନରେ ଦିନକୁ ଦିନ କୋଭିଡ୍ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ‘ଜିରୋ କୋଭିଡ୍ ପଲିସି’କୁ ବିରୋଧ କରି ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଚାରିଆଡେ ସୁଭୁଛି ଜିନପିଙ୍ଗ୍ ବିରୋଧୀ ନାରା । ପୋଲିସ ସହ ମଧ୍ୟ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଥିବା ଭିଡିଓ ସୋସିଆଲ…
Read More...

ଶ୍ରଦ୍ଧା ହତ୍ୟା ମାମଲାରେ ବଢ଼ିଲା ଅଫତାବର ସୁରକ୍ଷା : ଫରେନସିକ୍ ଲ୍ୟାବକୁ ନେଉଥିବା ବେଳେ ପୁଲିସ ଗାଡ଼ି ଉପରକୁ…

କନକ ବ୍ୟୁରୋ : ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଅଫତାବର ବଢ଼ିଲା ସୁରକ୍ଷା । ଗତକାଲି ସଂଧ୍ୟାରେ ଅଫତାବକୁ ଫରେନସିକ୍ ଲ୍ୟାବକୁ ନେଉଥିବା ବେଳେ ପୁଲିସ ଗାଡ଼ି ଉପରକୁ ହୋଇଥିଲା ଆକ୍ରମଣ । ଖଣ୍ଡା ଏବଂ ବାଡ଼ି ଧରି ଗୋଡ଼ାଇଲେ କିଛି ଯୁବକ । ଆକ୍ରମଣକାରୀ ନିଜକୁ ହିନ୍ଦୁସେନା ସଦସ୍ୟ ବୋଲି ଦାବି…
Read More...

ଚୀନରେ ବିକ୍ଷୋଭ : ରାସ୍ତାକୁ ଓହ୍ଳାଇଲେ ଲୋକେ, ରାଷ୍ଟ୍ରପତି ଜିନପିଙ୍ଗଙ୍କ ଇସ୍ତଫା ଦାବି; କହିଲେ, ଲକଡାଉନ ନୁହଁ…

କନକ ବ୍ୟୁରୋ : ଚୀନରେ ଜିରୋ କୋଭିଡ୍ ନୀତି ବିରୋଧରେ ଲୋକଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ସହରକୁ ବ୍ୟାପୁଛି ଆନ୍ଦୋଳନ । ୧୩ ସହରରେ ଗଣବିକ୍ଷୋଭ ବ୍ୟାପକ ହେବାରେ ଲାଗିଛି । ହଜାର ହଜାର ଆନ୍ଦୋଳନକାରୀ ବିକ୍ଷୋଭ କରିବା ସହ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି ।…
Read More...

୫ ଦିନ ଧରି ନିଆଁ ଲିଭାଇପାରୁନାହାଁନ୍ତି ୧୫୦ ଫାୟାର ଟ୍ରେଡର୍ସ । ଏବେବି ଜଳୁଛି ମାର୍କେଟ୍ କମ୍ପେ୍ଲକ୍ସ ।

କନକ ବ୍ୟୁରୋ: ୫ମ ଦିନରେ ବି ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥ ପ୍ୟାଲେସ୍ ବଜାର ଜଳୁଛି । ୧୫୦ଟି ଫାୟାର ବ୍ରିିଗେଡ୍ ମୁତୟନ କରାଯାଇଥିଲେ ବି ଏଯାଏଁ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିନାହିଁ । ବ୍ୟବସାୟୀଙ୍କ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କେନ୍ଦ୍ର, ଦିଲ୍ଲୀ…
Read More...

ରାଜ୍ୟପାଳ ଭଗତ କୋଶିଆରୀ ଇସ୍ତଫା ନଦେଲେ ମହାରାଷ୍ଟ୍ର ବନ୍ଦ ପାଇଁ ଚେତାବନୀ। ପାର୍ସଲ କହି ପରୋକ୍ଷରେ ଟାର୍ଗେଟ କଲେ…

କନକ ବ୍ୟୁରୋ: ଦୁଇ ଦିନ ଭିତରେ ରାଜ୍ୟପାଳ ଭଗତ କୋଶିଆରୀ ଇସ୍ତଫା ନଦେଲେ ମହାରାଷ୍ଟ୍ର ବନ୍ଦ ହେବ । ଏଭଳି ଚେତାବନୀ ଦେଇଛନ୍ତି ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା । ଦଳର ସୁପ୍ରିମୋ ଉଦ୍ଧବ ଠାକରେ ଏଭଳି ଚେତାବାନୀ ଦେଇଛନ୍ତି । ରାଜ୍ୟପାଳଙ୍କ ନା ବଦଳରେ ପାର୍ସଲ କହି ବନ୍ଦ ଡାକରା ଦେଇଛନ୍ତି…
Read More...

ଚରମ ସୀମାରେ କଂଗ୍ରେସ କଳି, ଗେହଲଟଙ୍କୁ ବିଶ୍ୱାସ କରିବେ କି ହାଇକମାଣ୍ଡ?

କନକ ବ୍ୟୁରୋ : ରାଜସ୍ଥାନ କଂଗ୍ରେସର ପ୍ରମୁଖ ନେତା ସଚିନ ପାଇଲଟଙ୍କୁ ଗଦ୍ଦାର କହିବା ପଡିପାରେ ମହଙ୍ଗା । ଅଶୋକ ଗେହଲଟ ନିକଟରେ ସଚିନ ପାଇଲଟଙ୍କୁ ନେଇ ଏପରି ଆକ୍ଷେପ କରିବା ପରେ ଦଳର ହାଇକମାଣ୍ଡ ଏବେ ଅସନ୍ତୁଷ୍ଟ । ମିଳିଥିବା ସୂଚନା ଅନୁସାରେ ଏବେ ଦଳର ଶୀର୍ଷ ନେତା ଗେହଲଟଙ୍କ ବିରୋଧରେ…
Read More...

ବିଚାରପତି ନିଯୁକ୍ତି ନେଇ କେନ୍ଦ୍ରକୁ ତାଗିଦ କଲେ ସୁପ୍ରିମକୋର୍ଟ। କହିଲେ, କଲେଜିୟମ ବ୍ୟବସ୍ଥା ମାନିବାକୁ ବାଧ୍ୟ।

କନକ ବ୍ୟୁରୋ: କଲେଜିୟମ ହେଉଛି ଦେଶର ଆଇନ୍ । ଏହାକୁ ପାଳନ କରିବାକୁ ପଡିବ । ନହେଲେ ଖଣ୍ଡପୀଠ ଆବଶ୍ୟକ ନିର୍ଦ୍ଦେଶ ଦେବ । ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବିବାଦ ତେଜିଛି । ଏହି ସମୟରେ ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ଏଏସ…
Read More...

ଚୀନରେ ଦ୍ରୁତଗତିରେ ବଢୁଛି କରୋନା ସଂକ୍ରମଣ। ନୂଆ ଭାରିଆଣ୍ଟ ବଢାଇଲା ଚିନ୍ତା, ଭାରତ ପାଇଁ ବଢିପାରେ ଚିନ୍ତା

କନକ ବ୍ୟୁରୋ: ଚୀନରେ କରୋନା ଭାଇରସ ପୁଣି କାୟା ମେଲାଇଛି । ଦ୍ୁତ ଗତିରେ ଏହା ବଢୁଥିବା ଦେଖିବାକୁ ମିଳିଛି । ତେବେ ସବୁଠାରୁ ବଡ କଥା ଭାରତ ପାଇଁ ପୁଣିଥରେ କଣ ଏହା ସତର୍କ ଘଣ୍ଟି ଦେଉଛି କି? ତେବେ ଚିକିତ୍ସକମାନେ ଏହାକୁ ନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । କରୋନାକୁ…
Read More...