Browsing Category

ଦେଶ ବିଦେଶ

ଦିଲ୍ଲୀ ନଗରନିଗମ ନିର୍ବାଚନରେ ଆପ୍ ଦେଲାନାହିଁ ଟିକେଟ, ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଉଛନ୍ତି ଆଶାୟୀ ପ୍ରାର୍ଥୀ

କନକ ବ୍ୟୁରୋ : ମୋତେ ଟିକେଟ ଦିଅ, ନହେଲେ ଏହି ଟାୱାର ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବି । ଏଭଳି କିଛି ରୋଚକ ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀରେ । ଏଠାରେ ଆମ୍ ଆଦମୀ ପାର୍ଟି ତରଫରୁ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ନମିଳିବାରୁ ସେ ଆଜି ଏକ ମୋବାଇଲ ଟାୱାର ଉପରକୁ ଚଢିଯାଇ ଆତ୍ମହତ୍ୟା…
Read More...

ବିବାହ ବିଚ୍ଛେଦ ଖବର ଭିତରେ ସାନିଆ-ସୋଏବଙ୍କ ବଡ ଘୋଷଣା । ଏକାଠି କରିବେ ଟକ୍ ସୋ’ ।

କନକ ବ୍ୟୁରୋ: ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ୍ ମଲ୍ଲିକଙ୍କ ବିବାହ ବିଚ୍ଛେଦ ଖବର ଭିତରେ ଦୁହେଁ ଏକ ବଡ ଘୋଷଣା କରିଛନ୍ତି । ଦୁହେଁ ଖୁବଶୀଘ୍ର ଏକ ଟକ୍ ସୋ’ରେ ନଜର ଆସିବେ । ତେବେ ଏନେଇ ଦୁହେଁ ସାନିଆ ଆଉ ସୋଏବ ହିଁ ଘୋଷଣା କରିଛନ୍ତି । ଏହି ଟକ୍…
Read More...

‘ମୁଁ ଆଗାମୀ ବିଶ୍ୱକପରେ କିଛି ଖେଳାଳିଙ୍କ ମୁହଁ ଦେଖିବାକୁ ଚାହେଁନା’: ଟି-୨୦ ସେମିଫାଇନାଲରେ ଭାରତର ପରାଜୟ ପରେ ଏପରି…

କନକ ବ୍ୟୁରୋ: ଭାରତର ଟି-୨୦ ବିଶ୍ୱକପ ୨୦୨ ବାଜିମାତ୍ କରିବାର ସ୍ୱପ୍ନ ଅଧାରେ ରହିଗଲା । ଦେସମିଫାଇନାଲରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମରେ ପରିବର୍ତ୍ତନର ସମ୍ଭାବନା ଦେଖାଦେଇଛି । ଏସବୁ ଭିତରେ ସାମ୍ନାକୁ ଆସିଛି ବିରେନ୍ଦ୍ର ସେହ୍ୱାଗଙ୍କ ବିସ୍ଫୋରକ ବୟାନ୍ । ‘ଆସନ୍ତା ବିଶ୍ୱକପରେ କିଛି…
Read More...

ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ଜନ୍ମଦିନରେ ଶୁଭେଚ୍ଛା , ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଜୁହି

କନକ ବ୍ୟୁରୋ : ‘କୟାମତ ସେ କୟାମତ ତକ’, ଇସ୍କ, ଓ ୟେସ ବସ୍ ଭଳି ସିନେମାରେ ଅଭିନୟ କରି ନିଜ ଟ୍ୟାଲେଣ୍ଟର ଛାପ ଛାଡିଯାଇଛନ୍ତି ଅଭିନେତ୍ରୀ ଜୁହି ଚାୱାଲା । ଆଜି ତାଙ୍କର ୫୫ ତମ ଜନ୍ମଦିନ । ସେ ତାଙ୍କ ଅଭିନୟ କ୍ୟାରିଅର ମଧ୍ୟରେ ବଲିଉଡର ପ୍ରାୟ ବଡ ବଡ କଳାକାରଙ୍କ ସହ କାମ କରିଛନ୍ତି । ଏହାସହ…
Read More...

ଜେଲରୁ ମୁକୁଳିବା ପରେ ଗାନ୍ଧୀ ପରିବାରକୁ ସନ୍ଦେଶ ଦେଲେ ରାଜୀବଙ୍କ ହତ୍ୟାକାରୀ ନଳିନୀ, ଜାଣନ୍ତୁ କଣ କହିଲେ

କନକ ବ୍ୟୁରୋ : ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୩୧ ବର୍ଷ ଜେଲରେ କାଟିବା ପରେ ଗତକାଲି ନଳିନୀ ଶ୍ରୀହରନ ଜେଲରୁ ମୁକୁଳିଛନ୍ତି । ସେ ଜେଲରୁ ମୁକୁଳିବା ପରେ ଗଣମାଧ୍ୟମ ଆଗରେ କହିଛନ୍ତି କି ସେଦିନର ସେହି ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ମୁଁ…
Read More...

ରାତାରାତି କାଙ୍ଗାଳ ହୋଇଗଲେ କୋଟିପତି, ବିଶ୍ୱ ଇତିହାସରେ କ୍ରିପ୍ଟୋ ଏକ୍ସଚେଞ୍ଜ ରେ ବିରାଟ ବିପର୍ଯ୍ୟୟ

କନକ ବ୍ୟୁରୋ: କାଙ୍ଗାଳ ହୋଇଗଲେ କୋଟିପତି ।ଭୁଷୁଡିଲା କ୍ରିପ୍ଟୋ ବେପାର ।ରାତାରାତି କୋଟିପତିରୁ କାଙ୍ଗାଳ ବନିଗଲେ ଏଫଟିଏକ୍ସର ସିଇଓ ସେମ୍ ବ୍ୟାଙ୍କମ୍ୟାନ୍ ଫ୍ରାଏଡ୍ । ମାତ୍ର ୨୪ ଘଣ୍ଟା ଭିତରେ ତାଙ୍କ ସମ୍ପତ୍ତି ୯୬ ପ୍ରତିଶତ ତଳକୁ ଖସିଆସିଲା । ଏହାକୁ ନେଇ ଏବେ କ୍ରିପ୍ଟୋ କରେନ୍ସିର ସ୍ଥିତି…
Read More...

ହାରିବେ ପୁଟିନ୍, ଜିତିବ ୟୁକ୍ରେନ୍ । ଋଷ-ୟୁକ୍ରେନ୍ ଯୁଦ୍ଧ ନେଇ ପୂର୍ବତନ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟବାଣୀ

କନକ ବ୍ୟୁରୋ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ୩ଟି ଭବିଷ୍ୟବାଣୀ କରିଛନ୍ତି । ଜନସନ କହିଛନ୍ତି, ପ୍ରଥମ କଥା ହେଉଛି ପୁଟିନ ୟୁକ୍ରେନ୍‌ ଯୁଦ୍ଧରେ ହାରିଯି‌ବେ। ୟୁକ୍ରେନ ନାଗରିକଙ୍କ ଦେଶଭକ୍ତି ପାଇଁ ପୁଟିନ ହାରିବେ। ବ୍ରିଟେନ୍‌ ୟୁକ୍ରେନକୁ…
Read More...

ଆମେରିକାର ଡଲାସ ସହରରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଏୟାର ସୋ’ ବେଳେ ମଝି ଆକାଶରେ ଧକ୍କା ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ…

କନକ ବ୍ୟୁରୋ: ଆମେରିକାର ଡଲାସ ସହରରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଏୟାର ସୋ’ ବେଳେ ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଦୁଇ ସାମରିକ ବିମାନ ମଧ୍ୟରେ ଧକ୍କା ହୋଇଥିବା ଜଣାପଡ଼ିଛି । ଗୋଟିଏ ବୋମା ବର୍ଷଣକାରୀ ଓ ଗୋଟିଏ ଛୋଟ ବିମାନ ମଧ୍ୟରେ ଧକ୍କା ହୋଇଛି ।…
Read More...

ଭାରତୀୟ ଖେଳାଳିଙ୍କ ଉପରେ ଗର୍ଜିଲେ ଗାଭାସ୍କର: ଆଇପିଏଲ ଖେଳିଲେ ଅସୁବିଧା ହେଉନି, ଦେଶ ପାଇଁ ଖେଳିଲେ ୱାର୍କଲୋର୍ଡ?

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଲଜ୍ଜାଜନକ ପରାଜୟ ପରେ ଏବେ ସମାଲୋଚନାର ଶିକାର ହେଉଛନ୍ତି ଟିମ ଇଣ୍ଡିଆର ଖେଳାଳି । ୧୦ ୱିକେଟରେ ବଡ ପରାଜୟର ଖରାପ ରେକର୍ଡ ପରେ ଫ୍ୟାନମାନଙ୍କ ଟାର୍ଗେଟରେ ରହିଛି ଭାରତୀୟ ଦଳ । କେବଳ ଫ୍ୟାନ ନୁହେଁ ଏବେ ପୂର୍ବତନ ଭାରତୀୟ ଖେଳାଳିଙ୍କ ଆକ୍ରୋଶର…
Read More...

ଗୋଟିଏ ଜାହାଜରୁ ଚିହ୍ନଟ ହେଲେ ୮ଶହ କରୋନା ସଂକ୍ରମିତ । ଚିନ୍ତାରେ ଅନ୍ୟ ୪୬ଶହ ଯାତ୍ରୀ

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ଏକ ଜାହାଜରୁ ୮୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜାହାଜଟିକୁ ଅଷ୍ଟ୍ରେଲିୟାର ସିଡନୀରେ ଡକ୍ କରାଯାଇଛି । ମାଜିଷ୍ଟିକ୍ ପ୍ରିନ୍ସସେସ୍ ନାମକ ଏକ ଜାହାଜଟି ନ୍ୟୁଜଲ୍ୟାଣ୍ଡରୁ ୪୬୦୦ ଯାତ୍ରୀ ଓ ଚାଳକଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲେ । ଯାତ୍ରାର ୧୨ ଦିନ ମଧ୍ୟରେ…
Read More...