Browsing Category

ଦେଶ ବିଦେଶ

କାଗଜରେ କେଜ୍ରିୱାଲ ଲେଖିଥିଲେ ତିନି ନେତାଙ୍କ ବିଜୟ ଭବିଷ୍ୟବାଣୀ, ପଢନ୍ତୁ କେଉଁଠି କଣ ରହିଲା ସେମାନଙ୍କ ସ୍ଥିତି।

କନକ ବ୍ୟୁରୋ: ଗୁଜରାଟରେ ବିଜେପି ପୁଣିଥରେ ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରିଛି । ଦଳ ସେଠାରେ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । କଂଗ୍ରେସ ଏଠାରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି । ସେପଟେ ପ୍ରଥମ ଥର ପାଇଁ ରାଜ୍ୟରେ ନିର୍ବାଚନକୁ ଓହ୍ଲାଇଥିବା ଆପ ମାତ୍ର ୫ଟି ଆସନରେ…
Read More...

‘ହାତ’ ହାତରେ ହିମାଚଳ ପ୍ରଦେଶ: କାମ ଦେଲାନି ମୋଦୀ ମ୍ୟାଜିକ୍, ଇତିହାସର ହେଲା ପୁନରାବୃତ୍ତି

କନକ ବ୍ୟୁରୋ: ଆଜି ବାହାରୁଛି ଗୁଜରାଟ ଆଉ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ । ଗୁଜାରଟରେ ବିଜେପି ଐତିହାସିକ ବିଜୟ ମହାଁ ହେଉଥିବା ବେଳେ ହିମାଚଳରେ କିନ୍ତୁ ପାୱାର ଦେଖାଇପାରିଲାନି ପଦ୍ମ । ହିମାଚଳ ପ୍ରଦେଶରେ କଂଗ୍ରେସ ଆଗୁଆ ରହିଛି । ସେଠାରେ କଂଗ୍ରେସ ବହୁମତ ମଧ୍ୟ ହାସଲ…
Read More...

ହିମାଚଳ ପ୍ରଦେଶରେ ବିଜେପିର ପରାଜୟ ପରେ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ,ନୂଆ ସରକାରକୁ ଜଣାଇଲେ ଶୁଭକାମନା

କନକ ବ୍ୟୁରୋ : ହିମାଚଳ ପ୍ରଦେଶର ଶାସକ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପଦରୁ ଇସ୍ତଫା ଦେଇଛନ୍ତି । ଆଜି ନିର୍ବାଚନ ଫଳାଫଳ ଘୋଷଣା ସରିବା ପରେ ପରାଜୟକୁ ସ୍ୱିକାର କରି ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।…
Read More...

ରେକର୍ଡ କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ: କଂଗ୍ରେସ ପ୍ରାର୍ଥୀଙ୍କୁ ୧ଲକ୍ଷ ୯୦ ହଜାର ଭୋଟରେ ହରାଇଲେ

କନକ ବ୍ୟୁରୋ: ବିଜୟ ବ୍ୟବଧାନରେ ରେକର୍ଡ ସୃଷ୍ଟି କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରେ ପଟେଲ । ଘାଟଲୋଡିଆ ଆସନରୁ ଲଢି ଏହି ରେକର୍ଡ କରିଛନ୍ତି ଭୂପେନ୍ଦ୍ର ପଟେଲ । ସେ ତାଙ୍କ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିଙ୍କୁ ୧ ଲକ୍ଷ ୯୧ ହଜାର ୩୬୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଭୂପେନ୍ଦ୍ର…
Read More...

ଆମ୍ ଆଦମୀ ପାର୍ଟି ଉପରେ ଥରୁରଙ୍କ ବଡ ଅଭିଯୋଗ । କହିଲେ, କେବଳ କଂଗ୍ରେସର କ୍ଷତି କରୁଛି ଆପ୍,

କନକ ବ୍ୟୁରୋ : ଗୁଜରାଟ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି କଂଗ୍ରେସ । ଏନେଇ ଦଳର ବରିଷ୍ଠ ନେତା ଶଶି ଥରୁରୁ କହିଛନ୍ତି କି, ‘ଗୁଜରାଟ ନିର୍ବାଚନରେ ଦଳୀୟ ପ୍ରଚାର ତାଲିକାରେ ମୋର ନାମ ନଥିଲା, ଏପଟେ ଦଳର ବିପର୍ଯ୍ୟୟକୁ ନେଇ କିଛି କହିବା ମୁସ୍କିଲ’ । ସେପଟେ ଗୁଜରାଟ ଓ ହିମାଚଳ…
Read More...

ଗୁଜରାଟରେ ଆପ୍,ର ଦୟନୀୟ ସ୍ଥିତି, ମୁଖ୍ୟମନ୍ତ୍ରୀ ଚେହେରା ସମେତ ପରାଜିତ ହେଲେ ଏହି ବଡ ନେତା

କନକ ବ୍ୟୁରୋ : ଗୁଜରାଟରେ ବଡ ବଜୟର ଦାବି କରୁଥିବା ଆମ୍ ଆଦମୀ ପାର୍ଟି ଦୟନୀୟ ପରିସ୍ଥିତିର ସମ୍ନା କରିଛି । ଦଳ ତରଫରୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯାଇଥିବା ଇସୁଦାନ ଗଡଭୀ ନିଜେ ପରାଜିତ ହୋଇଛନ୍ତି । ତାଙ୍କୁ ବିଜେପି ପ୍ରାର୍ଥୀ ପରାଜିତ କରିଛନ୍ତି । ଏହାସହ ଏହି ପରାଜୟର…
Read More...

ବିଜୟ ଅଭିମୁଖେ ରିବାବା ଜାଡେଜା, ଜାଣନ୍ତୁ ଏପର୍ଯ୍ୟନ୍ତ କେତେ ଭୋଟରେ ଆଗୁଆ

କନକ ବ୍ୟୁରୋ : ଉତ୍ତର ଗୁଜରାଟର ଜାମନଗର ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଏବେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ରିବାବାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ବିପେନ୍ଦ୍ରସିଂ…
Read More...

ମୈନପୁରୀରେ ସମାଜବାଦୀ ପାର୍ଟିର ସାଇକେଲ ନା ଯୋଗୀଙ୍କ ବୁଲଡୋଜର, ଜାଣନ୍ତୁ କିଏ କେତେ ଆଗରେ

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ପୂର୍ବତନ ମୂୁଖ୍ୟମନ୍ତ୍ରୀ ମୁଲାୟମସିଂ ଯାଦବଙ୍କ ଦେହାନ୍ତ ପରେ ତାଙ୍କ ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଉଛି । ଏହି କ୍ରମରେ ସେଠାରେ ପ୍ରାର୍ଥୀ ହୋଇଥିବା ସମାଜବାଦୀ ପାର୍ଟିର ନେତା ତଥା ଅଖିଳେଶ ଯାଦବଙ୍କ ପତ୍ନୀ ଡମ୍ପଲ ଯାଦବ ବଡ…
Read More...

ଗୁଜରାଟରେ ୭ମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି, ହିମାଚଳରେ ଚିତ୍ର ଅସ୍ପଷ୍ଟ

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଚାଲିଛି ଭୋଟ ଗଣତି । ଏହି ଭୋଟ ଗଣତିର ପ୍ରାରମ୍ଭିକ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି । ଗୁଜରାଟରେ ହୋଇଥିବା ତ୍ରୀକୋଣିୟ ମୁକାବିଲାରେ ଉଭୟ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ବହୁ ପଛରେ ପଡିଛି । ସଦ୍ୟ ସୂଚନା…
Read More...

ଗୁଜରାଟରେ ଚିତପତାଙ୍ଗ କଂଗ୍ରେସ: ସେପଟେ ହିମାଚଳ ପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ ସାପସିଡି ଖେଳ 

କନକ ବ୍ୟୁରୋ: ଗୁଜରାଟ ଓ ହିମାଚଳ ପ୍ରଦେଶରେ କିଏ ବାଜି ମାରୁଛି, ତା’ ଉପରେ ନଜର । ସକାଳ ୮ଟାରୁ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ହୋଇଛି । ଗୁଜରାଟରେ ବିଜେପି ବହୁତ ଆଗରେ ରହିଥିବା ବେଳେ କଂଗ୍ରେସ ପଛରେ ପଡିଛି । ଗୁଜରାଟରେ ବିଜେପି ୧୪୬ ସିଟରେ ଆଗୁଆ ରହିଛି ଆଉ…
Read More...