Browsing Category

ଦେଶ ବିଦେଶ

ଫିଫା ବିଶ୍ୱକପ: ଚାଲିଲାନି ମେସିଙ୍କ ଯାଦୁ, ଆର୍ଜେଣ୍ଟିନାକୁ ହରାଇଲା ସାଉଦିଆରବ

କନକ ବ୍ୟୁରୋ: ଫିଫା ବିଶ୍ୱକପ ୨୦୨୨ରେ ଦେଖିବାକୁ ମିଳିଛି ପ୍ରଥମ ଓଲଟପାଲଟ । କାମ ଦେଲାନି ଲିୟୋନେଲ ମେସିଙ୍କ ଯାଦୁ । ଆଜି ଲୁସେଲ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ ସି ମୁକାବିଲାରେ ସାଉଦିଆରବ ଆର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଛି । ଫୁଟବଲ ଇତିହାସରେ ଆର୍ଜେଣ୍ଟିନା ବିପକ୍ଷରେ ସାଉଦିଆରବର…
Read More...

ପୁଣି ଏକ ବଡ କମ୍ପାନୀ କର୍ମଚାରୀ ଛଟେଇ କରିବାକୁ ହେଲା ପ୍ରସ୍ତୁତ, ଗୁଗୁଲର ମୂଳ କମ୍ପାନୀ ଆଲଫାବେଟ କରିବ ୧୦ ହଜାର…

କନକ ବ୍ୟୁରୋ : ଗୁଗୁଲର ମୂଳ କମ୍ପାନୀ ଆଲଫାବେଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ମେଟ. ଅମାଜନ, ଟ୍ୱିଟର ପରେ ଆଲଫାବେଟ ବଡ ଧରଣର କର୍ମଚାରୀ ଛଟେଇ କରିବ । ଅନୁମାନ କରାଯାଉଛି କି କମ୍ପାନୀ ତାର ମୋଟ କର୍ମଚାରୀର ୬ ପ୍ରତିଶତ ଛଟେଇ କରିବାକୁ ଯୋଜନା ପ୍ରସ୍ତୁତ…
Read More...

ବିଶ୍ୱକପ୍ ପାଇଁ ଟିମ୍ ବାଛିପାରନ୍ତି ଅଜିତ୍ ଅଗରକର! ଖୁବଶୀଘ୍ର ବଡ ଦାୟିତ୍ୱ ଦେଇପାରେ ବିସିସିଆଇ ।

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ପରାଜିତ ହେବା ପରେ ଆକ୍ସନ ମୋଡକୁ ଆସିଛି ବିସିସିଆଇ । ପ୍ରଥମେ ୫ ଜଣିଆ ଚୟନକର୍ତ୍ତା କମିଟିକୁ ଭାଙ୍ଗିଛି ବିସିସିଆଇ । ଅଥାର୍ତ ଆଗାମୀ ସିରିଜ ଗୁଡିକ ପାଇଁ ଟିମ୍ ଚୟନ କରିବେ ନୂଆ ଚୟନକର୍ତ୍ତା କମିଟି । ଖୁବଶୀଘ୍ର ନୂଆ ଚୟନକର୍ତ୍ତା କମିଟି…
Read More...

ଅଶାନ୍ତ ଆସାମ-ମେଘାଳୟ ସୀମା । କାଠ ଚୋରିକୁ ନେଇ ତୁମୁଳକାଣ୍ଡ, ପୋଲିସ ଗୁଳିରେ ୫ ମୃତ

କନକ ବ୍ୟୁରୋ: ପୁଣି ଅଶାନ୍ତ ହୋଇଛି ଆସାମ-ମେଘାଳୟ ସୀମା । ଏକ କାଠଗାଡିକୁ ପୋଲିସ ଅଟକାଇବା ଫଳରେ ସ୍ଥାନୀୟ ଲୋକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ ୫ ଜଣ ସାଧାରଣ ଜନତା ଓ ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଏଭଳି ହିଂସାକୁ ନଜରରେ ରଖି ସରକାରଙ୍କ ତରଫରୁ ୪୮ ଘଣ୍ଟା…
Read More...

ଭୁବନେଶ୍ୱରରୁ ପୁଣି ଥରେ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍ ଉଡିବ ବିମାନ । ରାଜ୍ୟ ସରକାର କରୁଛନ୍ତି ଯୋଜନା ।

କନକ ବ୍ୟୁରୋ: ଏଥର ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ଦୁବାଇ, ସିଙ୍ଗାପୁର ଓ ବ୍ୟାଂକକ୍ ଉଡିବ ବିମାନ । କୋଭିଡ-୧୯ ପ୍ରକୋପ ହ୍ରାସ ପାଇବା ପରେ ଓଡ଼ିଶା ସରକାର ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ୍ ପରି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବାର…
Read More...

୧୦ ଦିନରେ ୧୨ଜଣଙ୍କ ମୁଣ୍ଡ କାଟ୍ କଲେ ସାଉଦିଆରବ ସରକାର । ଦୋଷ କେବଳ ଏତିକି..

କନକ ବ୍ୟୁରୋ: ୧୦ ଦିନରେ ୧୨ ଜଣଙ୍କ ମୁଣ୍ଡ କାଟ୍ କରିଛନ୍ତି ସାଉଦି ଆରବ ସରକାର । ସେମାନଙ୍କ ଦୋଷ କେବଳ ଏତିକି ଯେ, ସେମାନଙ୍କ ବିରୋଧରେ ଡ୍ରଗ୍ସ କାରବାର ସମ୍ପର୍କିତ ମାମଲା ଚାଲିଥିଲା । ମୃତ୍ୟୁଦଣ୍ଡ ପାଇଥିବା ଅଧିକାଂଶ ବ୍ୟକ୍ତି ବିଦେଶର । କଠୋର ଶାସ୍ତି ଦେବାରେ ସାଉଦି ଆରବର ନାଁ ପୂର୍ବରୁ…
Read More...

ଜଜଙ୍କ ସାମ୍ନାରେ ହତ୍ୟା କରିଥିବା ସ୍ୱିକାର କଲା ଆଫତାବ୍ । ରାଗ ମୁଡରେ ଶ୍ରଦ୍ଧାଙ୍କୁ କରିଥିଲା ହତ୍ୟା ।

କନକ ବ୍ୟୁରୋ: ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ କୋର୍ଟରେ ବଡ଼ ସ୍ୱୀକାରୋକ୍ତି କରିଛି । ଶ୍ରଦ୍ଧାକୁ ହିଟ୍ ଅଫ୍ ଦି ମୁମେଣ୍ଟରେ ହତ୍ୟା କରିଥିବା ଜଜଙ୍କ ଆଗରେ ମାନିଛି ଅଫତାବ । ଅର୍ଥାତ୍ ଯାହା ଘଟିଲା, ତାହା ରାଗରେ ଥିଲା ବୋଲି ଅଫତାବ କୋର୍ଟଙ୍କୁ କହିଛି । ଆଜି ଭିଡିଓ…
Read More...

ଟ୍ୱିଟରର ରାସ୍ତାରେ ବଡ ବଡ ଆଇଟି କମ୍ପାନି I ଆଇଟି କମ୍ପାନି ମାନଙ୍କ ପାଇଁ ଆଗକୁ ମାନ୍ଦାବସ୍ଥା !

କନକ ବ୍ୟୁରୋ : ବଡ କମ୍ପାନି, ହଜାର ହଜାର କର୍ମଚାରୀ, ତେବେ ଶୀତ ଋତୁ ଆସୁ ଆସୁ, ବିଶାଳ ଟେକ୍ନୋଲୋଜି କମ୍ପାନି ଯେପରି ମାନ୍ଦାବସ୍ଥାରେ ସଙ୍କୋଚିତ ହେବାରେ ଲାଗିଛନ୍ତି I ଗତ ୧ ବର୍ଷରେ ପରିସଂଖ୍ୟାନରେ ମିଳୁଛି ଡରାଇଲା ଭଳି ତଥ୍ୟ I ବଡ କମ୍ପାନିରେ ସୁନେଲି ଭବିଷ୍ୟତ ସ୍ବପ୍ନନେଇ ଚାକିରି…
Read More...

ଜେଲରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ ଘଟଣାରେ ବଡ଼ ଖୁଲାସା । ଫିଜିଓଥେରାପିଷ୍ଟ ନୁହଁନ୍ତି ,ଦୁଷ୍କର୍ମ…

କନକ ବ୍ୟୁରୋ: ଦିଲ୍ଲୀ ତିହାର ଜେଲରେ ଥିବା ଆମ୍ ଆଦମୀ ପାର୍ଟି ସରକାରର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମାଲିସ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ତିହାର ଜେଲ ଅଧିକାରୀଙ୍କ ସୂଚନା ଅନୁସାରେ, ସତ୍ୟେନ୍ଦ୍ର ଜୈନଙ୍କୁ କେହି ଫିଜିଓଥେରାପିଷ୍ଟ ମାଲିସ କରୁନଥିଲେ ବରଂ ଜଣେ କଏଦୀ…
Read More...

ଗୁଜରାଟ ନିର୍ବାଚନ : କଂଗ୍ରେସ ଛାଡିଥିବା ନେତାଙ୍କୁ ବିଜେପି ଠାରୁ ଆମ୍ ଆଦମୀ ପାର୍ଟି ଦେଇଛି ଅଧିକ ଟିକେଟ

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କ ମଧ୍ୟରେ କଥା କଟାକଟି ବଢିବାରେ ଲାଗିଛି । ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଗୁଜରାଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାରେ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୧ ରେ ଓ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର…
Read More...