Browsing Category

ଦେଶ ବିଦେଶ

ମହିଳା ଗିଳିଦେଲେ ୮୨ କୋକେନ୍ କ୍ୟାପସୁଲ । ଅସ୍ତ୍ରୋପଚାର କରି ଜବତ କଲେ ବିମାନ ବନ୍ଦର ସୁରକ୍ଷାକର୍ମୀ

କନକ ବ୍ୟୁରୋ: ସୁରକ୍ଷାକର୍ମୀଙ୍କ ଡରରେ ମହିଳା ଗିଳିଦେଲେ ୮୨ ଟି କୋକେନ୍ କ୍ୟାପସୁଲ । ଅସ୍ତ୍ରୋପଚାର କରି ପେଟରୁ କଢାଗଲା କ୍ୟାପସୁଲ । ଗିନିର ଜଣେ ମହିଳା ନାଗରିକଙ୍କୁ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଛି । ଜବତ କ୍ୟାପସୁଲର ମୂଲ୍ୟ ପ୍ରାୟ ୧୫.୩୬ କୋଟି…
Read More...

ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତର-ପୂର୍ବ ରାଜ୍ୟ ଗସ୍ତ, ୬୮ ହଜାର କୋଟି ଟଙ୍କାର ଯୋଜନାର କରିବେ ଉଦଘାଟନ

କନକ ବ୍ୟୁରୋ : ଡିସେମ୍ବର ୧୮ ତାରିଖ ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ଯାଉଛନ୍ତି । ଏହି କ୍ରମରେ ସେ ଆଜି ମେଘାଳୟ, ଓ ତ୍ରିପୁରା ଦୁଇଟି ରାଜ୍ୟରେ ମୋଟ ୬୮ ହଜାର କୋଟି ଟଙ୍କାର ଯୋଜନାକୁ ଉଦ୍ଘାଟନ କରିବେ । ଏହି ପରିଯୋଜନା ମଧ୍ୟରେ କୃଷି, ସଡକ, ଆବାସ, ଦୂରସଂଚାର,…
Read More...

ଓସ୍କାର ବିଜୟୀ ଅଭିନେତ୍ରୀଙ୍କୁ ଗିରଫ କଲେ ଇରାନ୍ ସରକାର । ହିଜାବକୁ ବିରୋଧ କରିବାରୁ ମିଳିଲା ଶାସ୍ତି ।

କନକ ବ୍ୟୁରୋ: ହିଜାବକୁ ବିରୋଧ କରି ଇରାନ୍ ସରକାରଙ୍କ ବିରୋଧରେ ଯିଏ ସ୍ୱର ଉଠାଇଲା ତାକୁ ମିଳୁଛି ଶାସ୍ତି । ଏଥିରୁ ବାଦ ପଡୁନାହାଁନ୍ତି ସେଲିବ୍ରିଟି । ହିଜାବକୁ ବିରୋଧ କରି ଗିରଫ ହୋଇଛନ୍ତି ଦେଶର ଲୋକପ୍ରିୟ ତଥା ଓସ୍କାର ବିଜୟିନୀ ଅଭିନେତ୍ରୀ ତାରାନେହ୍ ଅଲିଦୁସ୍ତି । ତାରାନେହଙ୍କୁ…
Read More...

ଆସୁଛି ବଡ ଅର୍ଥନୈତିକ ସଙ୍କଟ । ସୁନା କିଣୁଛନ୍ତି ବିଶ୍ୱର ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ୍

କନକ ବ୍ୟୁରୋ : ଆସୁଛ ବଡ ଅର୍ଥନୈତିକ ସଙ୍କଟ । ସୁନା କିଣୁଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ୍ । ବିଶ୍ୱର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଯେଉଁଭଳି ଭାବେ ସୁନା କିଣୁଛନ୍ତି ତାକୁ ନେଇ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ବିଶେଷଜ୍ଞ । ଯୁଦ୍ଧ ଏବଂ କରୋନା ମହାମାରୀ ଯୋଗୁ ଆଗକୁ ବଡ ଅର୍ଥନୈତିକ ବିପଦ…
Read More...

୨୦୨୩ରେ ଚୀନରେ ହେବ କରୋନାର ବିସ୍ଫୋରଣ ! ବିଶେଷଜ୍ଞଙ୍କ ଆକଳନ ବଢାଇଲା ଚିନ୍ତା

କନକ ବ୍ୟୁରୋ : ୨୦୨୩ରେ ଚୀନରେ ହେବ କରୋନାର ବିସ୍ଫୋରଣ । ଚୀନର ଏକ ତୃତୀୟାଂଶ ଲୋକେ ଏଥିରେ ସଂକ୍ରମିତ ହେବେ । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢିବ । ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେବ ବୋଲି ଆକଳନ କରାଯାଇଛି । ଆମେରିକାର ଚିକାଗୋ ସ୍ଥିତ ଇନଷ୍ଟିଚ୍ୟୁଟ ଫର୍ ହେଲଥ୍…
Read More...

ଆଜି ଫିଫା ବିଶ୍ୱକପ ଫାଇନାଲ ମୁକାବିଲା । ରାଙ୍କିରେ ୩ ନମ୍ବର ଥିବା ଆର୍ଜେଟିନାକୁ ଭେଟିବ ୪ ନମ୍ବରରେ ଥିବା ଫ୍ରାନ୍ସ

କନକ ବ୍ୟୁରୁ : ଆଜି ଫିଫା ବିଶ୍ୱକପ ଫାଇନାଲ ମୁକାବିଲା । ରବିବାର ରାତି ସାଢେ ୮ଟାରେ କତାରର ଲୁସାଇଲ ଆଇକନିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବିଶ୍ୱର ସବୁଠୁ ବ୍ୟୟବହୁଳ ଟୁର୍ଣ୍ଣାମେଂଟ ଫାଇନାଲ । ଫାଇନାଲ ମ୍ୟାଚରେ ଫୁଟବଲ ରାଙ୍କିରେ ୪ ନମ୍ବରରେ ଥିବା ଫ୍ର୍ରାନ୍ସ ତିନି ନମ୍ବରରେ ଥିବା…
Read More...

ବଢିବ ଶକ୍ତିଶାଳୀ ମିସାଇଲ ଅଗ୍ନି-୫ର ଲକ୍ଷ୍ୟଭେଦୀ କ୍ଷମତା: ୭ ହଜାର କିଲୋମିଟର ଯାଏଁ କରିପାରିବ ଶତ୍ରୁକୁ ଟାର୍ଗେଟ

କନକ ବ୍ୟୁରୋ: ବଢିବ ପରମାଣୁ ଶକ୍ତି ସଂପନ୍ନ ଅଗ୍ନି-୫ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି ମିଜାଇଲର ରେଂଜ ରହିଛି ୫ହଜାର କିଲୋମିଟର । ହେଲେ ଏଥିରେ କିଛି ପରିବର୍ତନ କରାଯାଇ ଲକ୍ଷ୍ୟଭେଦ କ୍ଷମତାକୁ ୭ ହଜାର କିଲୋମିଟର କରାଯାଇପାରିବ…
Read More...

ତୱାଙ୍ଗ ସଂଘର୍ଷ ପରେ ସ୍ଥିତି ପରଖିବାକୁ ୟାଙ୍ଗସେରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ: ସେପଟେ ସଂଘର୍ଷକୁ ନେଇ…

କନକ ବ୍ୟୁରୋ: ସୀମା ସଂଘର୍ଷ ଘଟଣା ପରେ ପ୍ରଥମ ଥର ପାଇଁ ତୱାଙ୍ଗରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଏଠାରେ ପହଁଚି ଭାରତୀୟ ଯବାନଙ୍କୁ ଭେଟିଛନ୍ତି ଓ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ କେନ୍ଦ୍ରମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ସୀମାରେ ବର୍ତମାନ ସ୍ଥିତି ସୁରକ୍ଷିତ ଓ…
Read More...

୨୦୨୩ରେ ଚୀନ ପାଇଁ ଆସୁଛି ମହାବିପତି: କରୋନା ବିସ୍ଫୋରଣରେ ପୁଣି ଥରିବ ଦେଶ

କନକ ବ୍ୟୁରୋ: ୨୦୨୩ରେ ଚୀନରେ ହେବ କରୋନାର ବିସ୍ଫୋରଣ । ଚୀନରେ କରୋନା ମାମଲା କ୍ରମାଗତ ଭାବେ ବଢିଚାଲିଛି । ପରିସ୍ଥିତି ସଙ୍କଟଜନକ ହେବାରେ ଲାଗିଛି । ଏହାରି ଭିତରେ ୨୦୨୩ ସୁଦ୍ଧା ପୁଣି ଥରେ ଚୀନରେ କରୋନା ବିସ୍ଫୋରଣ ହେବା ନେଇ ଆକଳନ କରିଛି ଆମେରିକାର ଚିକାଗୋ ସ୍ଥିତ ଇନଷ୍ଟିଚ୍ୟୁଟ ଫର୍…
Read More...

ପାକିସ୍ତାନ ବିରୋଧରେ ବିଜେପିର ବିଶାଳ ବିକ୍ଷୋଭ: ବିଲାୱଲ ଭୁଟୋଙ୍କ କୁଶପୁତଳିକା ଦାହ, ପୋଡ଼ାଗଲା ପାକିସ୍ତାନ ପତାକା

କନକ ବ୍ୟୁରୋ: ପାକିସ୍ତାନ ବୈଦେଶିମନ୍ତ୍ରୀ ବିଲାୱଲ ଭୁଟୋଙ୍କ ବୟାନକୁ ଜୋରଦାର ବିରୋଧ । ବିଲାୱଲ ଭୁଟୋଙ୍କ ବିରୋଧରେ ସାରା ଦେଶରେ ଜେତିଛି ବିକ୍ଷୋଭ । ଶନିବାର ବିଭିନ୍ନ ରାଜ୍ୟରେ ଦଳ ବିଜେପି ପ୍ରତିବାଦ ଶୋଭା କରିଛି । ବିଭିନ୍ନ ସ୍ଥାନରେ ଶୁଭିଛି ବିଲାୱଲ ଭୁଟୋ ହାଏ ହାଏ । ପାକିସ୍ତାନ…
Read More...