Browsing Category

ସ୍ପେଶାଲ୍ ରିପୋର୍ଟ

ଅମ୍ବାନୀ କରିବେ କନ୍ୟାଦାନ ! ଝିଅ ଏବଂ ଭାବିଜ୍ୟୋଇଁଙ୍କ ସୁଖଦ ଭବିଷ୍ୟତ ପାଇଁ ପରିବାର ପହଞ୍ଚିଲା ମନ୍ଦିର ।

ମୁକେଶ ଅମ୍ବାନୀଙ୍କ ଘରେ ଯେମିତି ଏବେ ବିବାହର ଋତୁ ଚାଲିଛି । ପ୍ରଥମେ ପୁଅ ଏବେ ଝିଅ । ନିକଟରେ ଭାଇ ଆକାଶଙ୍କ ନିର୍ବନ୍ଧ ଶେଷ ହୋଇଥିବା ବେଳେ ଏବେ ପାଳି ଇଷା ଅମ୍ବାନୀଙ୍କର । ଇଷାଙ୍କ ଭାବିସ୍ୱାମୀ ହେଉଛନ୍ତି ତାଙ୍କ ଜଣେ ବନ୍ଧୁ । ଯାହାଙ୍କ ନାଁ ଆନନ୍ଦ ପୀରାମଲ । କିଛିଦିନ ତଳେ ସେ ଇଷାଙ୍କୁ…
Read More...

ମଝି ସଭାରେ ଯୁବକଙ୍କୁ ଗୁହାରୀ କଲେ ମୋଦି ! କହିଲେ ଦୟାକରି ସାର୍ଟ ପିନ୍ଧିନିଅନ୍ତୁ ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ କ୍ରମାଗତ ଭାବେ ନିର୍ବାଚନ ରାଲିକୁ ସମ୍ବୋଧନ କରୁଛନ୍ତି। ତାଙ୍କର ରୋଡ ଶୋ’ରେ ବଡ଼ ସଖ୍ୟାରେ ଭିଡ଼ ରହୁଛି କିନ୍ତୁ ରାୟଚୁର ରାଲିରେ ମୋଦି ଜଣେ ଏଭଳି ପ୍ରଶଂସକଙ୍କୁ ଭେଟିଛନ୍ତି, ଯିଏକି ନିଜ ପିଠିରେ ମୋଦିଙ୍କ ଏକ ବଡ଼ ଟାଟୁ କରିଛନ୍ତି। ରାଲି ସମୟରେ…
Read More...

ବାହା ହେବେ କି ରାହୁଲ ଗାନ୍ଧି? ସୋସିଆଲ ମିଡିଆରେ ରାହୁଲ- ଅଦିତିଙ୍କ ଫଟୋକୁ ନେଇ ଜୋର ଧରିଲା ଚର୍ଚ୍ଚା

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବାହାଘର ନେଇ ଗୁଜବ ଉଠିଛି । ରାହୁଲ ଗାନ୍ଧି ରାୟବରେଲିର କଂଗ୍ରେସ ବିଧାୟିକା ଅଦିତି ସିଂହଙ୍କୁ ବାହାହେଉଛନ୍ତି ବୋଲି ସୋସିଆଲ ମଡିଆରେ କିଛି ଲୋକ ଦାବି କରିଛନ୍ତି । ରାହୁଲ- ଅଦିତିଙ୍କ ଫଟୋକୁ ନେଇ ଏଭଳି ଚର୍ଚ୍ଚା ହେଉଛି ।…
Read More...

ନା ଅଛି ଟଙ୍କାର ଲୋଭ ନା ବିଜ୍ଞାପନ ଚିନ୍ତା ! ଦୀର୍ଘ ୧୭ ବର୍ଷ ହେଲା ନିଜ ହାତରେ ଲେଖୁଛନ୍ତି ଖବରକାଗଜ ।

ଦେଶ ବିଦେଶରେ ଯେକୌଣସି ଘଟଣା ଘଟିଥାଏ, ସେ ସବୁର ସୂଚନା ଆମେ ଗଣମାଧ୍ୟମ ଦ୍ୱାରା ହିଁ ପାଇଥାଉ । ସୂଚନାର ଆଦାନପ୍ରଦାନ କରିବାରେ ଗଣମାଧ୍ୟମ ହିଁ ସର୍ବଦା ଶକ୍ତିଶାଳୀ ମାଧ୍ୟମ ରହିଛି । ଗଣମାଧ୍ୟମ ଜନସାଧାରଣ ମାନଙ୍କର ଚିନ୍ତାଧାରାକୁ ପ୍ରଭାବିତ କରିଥାଏ । ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ…
Read More...

ପ୍ରଧାନମନ୍ତ୍ରୀ ଜୀ! ଆପଣ ଥରେ ହଁ କହିଲେ ବଂଚିଯିବ ୫ଜଣଙ୍କ ଜୀବନ, ଜାଣନ୍ତୁ ପୂରା ମାମଲା

ମୋଦି ଜୀ! ଆପଣଙ୍କ ଗୋଟିଏ ‘ହଁ’ରେ ଆମର ଜୀବନ ବଞ୍ଚଯିବ। ଆମେ ସାଧାରଣ ଜୀବନ ବଞ୍ଚିପାରିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁହାରି କରିଛନ୍ତି କୋନ୍ଜେନିଟାଲ ସ୍କୋଲିୟୋସିସ୍ ରୋଗରେ ପୀଡିତ ପାଞ୍ଚଟି ପିଲା। ଏହି ପାଞ୍ଚଟି ପିଲା ହେଉଛନ୍ତି ଫରିଦାବାଦର ଇସମାଇଲପୁର ନିବାସୀ ୧୭ବର୍ଷୀୟ…
Read More...

ଜଣେ ବୁଢୀ ମା’ର ଆକୁଳ ନିବେଦନ ! ପୁଅରେ, ମତେ ପଛେ ମାରିଦେ, ହେଲେ ତୋ ସାଙ୍ଗେ ଘରକୁ ନେଇଯା… 

ପୁଅରେ ତୋ କଥା ଭାରି ମନେ ପଡ଼ୁଛି । ମତେ ପଛେ ମାରିଦେ, ହେଲେ ତୋ ସାଙ୍ଗେ ଘରକୁ ନେଇଯା । ତତେ ଦେଖିବାକୁ ଭାରି ମନ ହେଉଛି । ଯୋଉଠି ରଖିବୁ ରହିଯିବି, ଯାହା କହିବୁ ମାନିବି । ଟିକେ ଆଇଁଷ ଦେଲେ ଚଳେଇନେବି । ହେଲେ ତୋ ବିନା ମନ ବୁଝୁନି । ଦିନେ ଆମିଷ ପାଇଁ ଅଳି କରିବାରୁ ଘରୁ ତଡ଼ା ଖାଇବାକୁ…
Read More...

AIIMS ଭୁବନେଶ୍ୱରରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ! ଜାଣନ୍ତୁ କିଭଳି କରିବେ ଆବେଦନ ।

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଭୁବନେଶ୍ୱର, ଅଫିସିଆଲ ନୋଟିଫିକେସନ ଜାରି କରି ୭୪ଟି ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରିତ କରିଛି । ଏଥିରେ ପ୍ରଫେସର, ଆଡିସନାଲ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର ପଦ ପାଇଁ ଭାକାନ୍ସି ବାହାରିଛି । ତେବେ ଯେଉଁ ଆଶାୟୀ…
Read More...

ଫାଟିଲା ଏସି, ଚାଲିଗଲା ଦୁଇ ନିରୀହ ଶିଶୁଙ୍କ ଜୀବନ । ତେବେ ତୁରନ୍ତ ଯାଂଚ କରନ୍ତୁ ଆପଣ ବ୍ୟବହାର କରୁଥିବା ଏୟାର…

ଏସି ଫାଟିବାରୁ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । କେହି କିଛି ଭାବିବା ପୂର୍ବରୁ ପରିବାର ଲୋକଙ୍କ ଆଖି ସାମ୍ନାରେ ଜୀବନ୍ତ ଜଳି ଗଲେ ଦୁଇ ଭାଇ ଭଉଣୀ । ସୂଚନା ମୁତାବକ, ଦିଲ୍ଲୀର ଆଦର୍ଶନଗରରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି । ଜଣେ କଂଗ୍ରେସ ନେତାଙ୍କ ଘରେ…
Read More...

୨୭୫ ନମ୍ବରର ହୋଇଥାଏ ଆଇଏଏସ ଇଣ୍ଟରଭ୍ୟୁ ! ଆପଣାନ୍ତୁ ଏହି ଟ୍ରିକ, ଆଉ ଏମିତି କରନ୍ତୁ କ୍ଲିୟର ।

ଛାତ୍ରଛାତ୍ରୀମାନେ ଜୀବନରେ ସଫଳ ହେବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି । ଏବଂ ଏଥି ପାଇଁ ଅନେକ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି । ତେବେ କେହି କେହି ଆଇଏଏସ ହେବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଥାନ୍ତି । ତେବେ ଏଥି ପାଇଁ ଆପଣଙ୍କୁ ଉତ୍ତମ ପ୍ରସ୍ତୁତି ସହ ୟୁପିଏସସି ପରୀକ୍ଷା ଦେବା ପାଇଁ ପଡିଥାଏ…
Read More...

ଆପଣ ଜାଣିଛନ୍ତି କି , ମଦ ପିଇବା ପରେ ଲୋକେ ଝଗଡା କାହିଁକି କରନ୍ତି ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଅଧିକାଂଶ ସମୟରେ ଆପଣ ଦେଖିଥିବେ କି, ବାର କିମ୍ବା ପାର୍ଟିରେ ଲୋକେ ମଦ ପିଇବା ପରେ ପରେ ଝଗଡା କରିବା ତଥା ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥାନ୍ତି । ତାଙ୍କ ବ୍ୟବହାରରେ ଏକ ପ୍ରକାରର ପରିବର୍ତ୍ତନ ଚାଲି ଆସିଥାଏ । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ପ୍ରକୃତରେ ଏମିତି କାହିଁକି ହୁଏ ?…
Read More...