Browsing Category

ସ୍ପେଶାଲ୍ ରିପୋର୍ଟ

ପାଣିରେ ଭାସି ରିପୋର୍ଟ ପରିବେଷଣ କଲେ ସାମ୍ବାଦିକ ! ରାସ୍ତା ମଝିରେ ସୃଷ୍ଟି ହେଲା ସୁଇମିଂ ପୁଲର ଭ୍ରମ ।

ବର୍ଷାର ପ୍ରଭାବ ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି । ତେବେ ନିକଟରେ ସ୍ମାର୍ଟସିଟି ଭୁବନେଶ୍ୱରର ଅବସ୍ଥା ବିଷୟରେ ତ ଆପଣ ନିଶ୍ଚୟ ଭାବେ ଶୁଣିଥିବେ । ରାଜଧାନୀର ଇସ୍କନ ମନ୍ଦିର ସାମ୍ନାରେ ଅତି ପ୍ରବଳ…
Read More...

ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର ! ଖୁବ ଶିଘ୍ର ଲଞ୍ଚ ହେବ ଦୁନିଆର ସବୁଠାରୁ ଶସ୍ତା ବୁଲେଟ, ୧ ଲିଟର ପେଟ୍ରୋଲରେ ଦୌଡିବ…

ଭାରତରେ ରୟାଲ ଏନଫିଲ୍ଡ ବୁଲେଟକୁ ଏକ ଦମଦାର ବାଇକର ଆଖ୍ୟା ଦିଆଯାଇଛି । ଦେଶର ପ୍ରତିଟି ରାସ୍ତା ପ୍ରତିଟି ଗଳିରେ ବୁଲେଟର ଶବ୍ଦ ଶୁଣିବାକୁ ମିଳିଯାଏ । ଅନେକ ଲୋକ ବୁଲେଟ କିଣି ଚଲାଇବାର ସ୍ୱପ୍ନ ରଖିଥାନ୍ତି । କିନ୍ତୁ ଏହାର ଅଧିକ ଦାମ ଏବଂ କମ ମାଇଲେଜ କାରଣରୁ ସାଧାରଣ ଲୋକ ବୁଲେଟୁ…
Read More...

ନିଜ ମଦ ବିକ୍ରି କରିବା ପାଇଁ ଏହି କମ୍ପାନୀ ଆର୍ମି ଅଧିକାରୀଙ୍କୁ ଦେଇଥିଲା ୧୦ କୋଟି ଟଙ୍କାର ଲାଞ୍ଚ ! କମ୍ପାନୀ ଉପରେ…

ନିର୍ଦ୍ଦିଷ୍ଟ ବ୍ରାଣ୍ଡର ମଦ ଆର୍ମି କ୍ୟାଣ୍ଟିନରେ ବିକ୍ରି କରିବା ପାଇଁ କ୍ୟାଣ୍ଟିନରେ କାମ କରୁଥିବା ଅଧିକାରୀଙ୍କୁ ୧୦କୋଟି ଟଙ୍କା ଲାଞ୍ଚ ଦିଆ ଯାଇଥିବା ସୂଚନା ମିଳିଛି । ଆର୍ମି କ୍ୟାଣ୍ଟିନକୁ ଏହି ଲାଞ୍ଚ ବିମ୍ ଗ୍ଲୋବାଲ ସ୍ପିରିଟ୍ ଆଣ୍ଡ ଓ୍ଵାଇନ୍ ବା ବିମ୍ ଇଣ୍ଡିଆ ତରଫରୁ ଦିଆ ଯାଇଥିବା…
Read More...

ଟୁଥପେଷ୍ଟ ଲଗାଇବା ପୂର୍ବରୁ ବ୍ରସକୁ ଓଦା କରୁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହାର ଉଚିତ ବ୍ୟବହାର ।

ସକାଳୁ ଉଠିବା ପରେ ଆମର ପ୍ରଥମ କାମ ହୋଇଥାଏ ବ୍ରସ କରିବା । ସକାଳୁ ଉଠି ଦାନ୍ତକୁ ବ୍ରସ କରିବା ଏକ ଭଲ ଅଭ୍ୟାସ । ଦାନ୍ତକୁ ସଫା ଏବଂ ସୁସ୍ଥ ରଖିବା ପାଇଁ ଦିନକୁ ଦୁଇଥର ଦାନ୍ତ ଘସିବା ଆବଶ୍ୟକ ପଡିଥାଏ । ଏଥି ମଧ୍ୟରେ ପ୍ରାୟ ଲୋକ ଦାନ୍ତ ଘସିବା ପୂର୍ବରୁ ବ୍ରସକୁ ପ୍ରଥମେ ଧୋଇଥାନ୍ତି ଏବଂ ପରେ…
Read More...

ଦଶମ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ ଆଣିଲା ନିଯୁକ୍ତି ସୁଯୋଗ ! ଜାଣନ୍ତୁ କିପରି କରିବେ ଆବେଦନ ।

ଭାରତୀୟ ରେଳବାଇ ପକ୍ଷରୁ ଅନେକ ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସାଉଥ ସେଣ୍ଟ୍ରାଲ ରେଲୱେ ପରେ ସେଣ୍ଟ୍ରାଲ ରେଲୱେ ମଧ୍ୟ ଅନେକ ପଦରେ ଆବେଦନ କରିବା ପାଇଁ ଆମନ୍ତ୍ରିତ କରିଛି । ଯେଉଁଥିରେ ଅପରେଟିଭସ୍ ପଦରେ ଆଶାୟୀ ମାନଙ୍କର ଚୟନ କରାଯିବ । ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶ…
Read More...

୮ଟି ଦେଶରେ ବ୍ୟାପିଛି ମୋବାଇଲ ବ୍ୟବହାର କରିବାର ରୋଗ । ସର୍ଭେରୁ ମିଳିଲା ସାଂଘାତିକ ତଥ୍ୟ ।

ଆଜିକାଲି ମୋବାଇଲ ଫୋନ ମାନବ ଜୀବନର ଏକ ବଡ ଅଂଶ ପାଲଟିଛି । ବହୁ ଲୋକ ଏପରି ଅଛନ୍ତି ଯେଉଁମାନେ ମୋବାଇଲ ସହ ଦିନରାତି ଲାଗି ରହୁଥିବା ବେଳେ ଆଉ କିଛି ଲୋକଙ୍କ ପାଖରେ ମୋବାଇ ବିନା ବଞ୍ଚିବା ଅସମ୍ଭବ ହୋଇପଡିଛି । କିନ୍ତୁ ଏବେ ମୋବାଇଲକୁ ନେଇ ଏପରି ସଂଘାତିକ ଘଟଣା ସାମ୍ନାକୁ ଆସୁଛି ଯାହା…
Read More...

ନିର୍ବାଚନୀ ଅନିୟମିତତା ନେଇ ମୋବାଇଲ ଆପରେ କରିହେବ ଅଭିଯୋଗ : ମାତ୍ରା ୧୦୦ ମିନିଟ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ନିର୍ବାଚନ ସମୟରେ ଦେଖାଯାଉଥିବା ଅସୁବିଧା ଗୁଡିକର ସମାଧାନ କରିବା ଲାଗି ନିର୍ବାଚନ ଆୟୋଗ ନୂତନ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି । ଏହି ନିୟମ ଲାଗୁ ହେଲେ ମତଦାତାଙ୍କ ଅଭିଯୋଗ ଓ ସମାଧାନ ମାତ୍ର ୧୦୦ ମିନିଟରେ ମଧ୍ୟରେ ହୋଇପାରିବ ବୋଲି ଭାରତୀୟ ନିର୍ବାଚନ କମିଶନ କହିଛନ୍ତି ।…
Read More...

ପଶୁ ମଣିଷର ଅଜବ ଭଲପାଇବା ! ଗାଈକୁ ବଞ୍ଚାଇବା ପାଇଁ ପ୍ରାଣ ହାରିଲେ ଚାଷୀ, ସେପଟେ ମାଲିକକୁ ବଞ୍ଚାଇବାକୁ ଯାଇ ଜୀବନ…

ମଣିଷ ଏବଂ ପଶୁ ମଧ୍ୟରେ ସମ୍ପର୍କ ସର୍ବଦା ଅତୁଟ ରହିଛି । ସେ ଗାଇ ହେଉ ଅବା କୁକୁର, ଦୁହେଁ ସର୍ବଦା ମଣିଷ ପ୍ରତି ବିଶ୍ୱାସଯୋଗ୍ୟ ହୋଇ ରହିଥାନ୍ତି ଏବଂ ମଣିଷ ମଧ୍ୟ ଏମାନଙ୍କୁ ଖୁବ ଭଲ ପାଇଥାଏ । ଆଜିକାଲି ଘରେ ଘରେ କୁକୁର ଏବଂ ଗାଇ ଲୋକେ ପାଳୁଥିବାର ଦେଖିବାକୁ ମିଳିଯାଏ । ତେବେ ଏଥି ମଧ୍ୟରେ…
Read More...

ଏହି ଚାରିଜଣଙ୍କ ମଧ୍ୟରୁ ପ୍ରଥମେ କିଏ ହେବେ ଦୁର୍ଘଟଣାର ଶିକାର ? ଉତ୍ତରରୁ ଜଣାପଡିବ ଆପଣଙ୍କ ସ୍ୱଭାବ ।

ସାମ୍ନାରେ ଆପଣଙ୍କ ପାଇଁ ଏକ ଫଟୋ ରହିଛି । ଫଟୋଟିରେ ଦେଖିବାକୁ ମିଳୁଛି ଯେ ୪ ଜଣ ଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ୪ଟି ଦୁର୍ଘଟଣାକୁ ସାମ୍ନା କରିବାକୁ ଯାଉଛନ୍ତି । ଜଣଙ୍କ ସାମ୍ନାରେ ମ୍ୟାନହୋଲ୍, ଜଣଙ୍କ ସାମ୍ନାରେ କଣ୍ଟା, ଜଣଙ୍କ ସାମ୍ନାରେ ଗଛ ତ ଅନ୍ୟ ଜଣଙ୍କ ସାମ୍ନାରେ ଗାଡ଼ି । ୪ ଜଣ ଅଗୋଚର…
Read More...

ସ୍କୁଲ ବ୍ୟାଗରେ ସାପ ! ପାଠ ପଢିବା ପାଇଁ ବ୍ୟାଗରୁ ବଢି କାଢିବା ସମୟରେ ବାହାରିଲା ନାଗ, ଅଳ୍ପକେ ବର୍ତ୍ତିଲା କୁନିପିଲାର…

ବାଙ୍ଗାଲୋରର କାମରାଜନଗରର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରର ବ୍ୟାଗରୁ ନାଗ ସାପ ବାହାରିବା ପରେ ସ୍କୁଲରେ ଖେଳିଯାଇଥିଲା ଭୟର ବାତାବରଣ । ଛାତ୍ରଜଣଙ୍କ ପାଠ ପଢିବା ପାଇଁ ବ୍ୟାଗରୁ ବହି କାଢିବା ସମୟରେ ବ୍ୟାଗ ଭିତରୁ ବାହାରିଥିଲା ଏକ ନାଗ ସାପ । ସାପଟିକୁ ଦେଖିବା ପରେ ପିଲାଟି ଭୟଭୀତ ହୋଇ…
Read More...