Browsing Category

ସ୍ପେଶାଲ୍ ରିପୋର୍ଟ

ଜାଣନ୍ତୁ ଧାରା ୩୭୭ କ’ଣ? ସମଲିଙ୍ଗୀ ସମ୍ପର୍କ ରଖିଲେ ଭାରତରେ କି ପ୍ରକାର ମିଳିବ ଦଣ୍ଡ!

କନକ ବ୍ୟୁରୋ : ଭାରତରେ ସମଲିଙ୍ଗୀ ସମ୍ପର୍କ ରଖିଲେ କଣ ହେବ? ଏପରି ଏକ ସମ୍ବେଦନଶୀଳ ଘଟଣା ଉପରେ ଧାରା ୩୭୭ ଉପେର ମଙ୍ଗଳବାର ପୁଣି ଥରେ ସର୍ବୋଚ୍ଚ ନ୍ୟାୟଳୟ ମାମଲାର ଶୁଣାଣି କରୁଛନ୍ତି । ଏହା ପୂର୍ବରୁ ସୋମବାର ସର୍ବୋଚ୍ଚ ନ୍ୟାୟଳୟ କେନ୍ଦ୍ର ସରକାରଙ୍କ ପୂର୍ବ ଶୁଣାଣିକୁ ଅଣଦେଖା…
Read More...

ସୁସ୍ଥ ଖାଦ୍ୟାଭ୍ୟାସ ପାଇଁ ଖାଦ୍ୟ ନିୟାମକଙ୍କ ବଡ ପଦକ୍ଷେପ । ରେଷ୍ଟୁରାଣ୍ଟ ଗୁଡିକ ଖାଦ୍ୟ ସାମଗ୍ରୀର କ୍ୟାଲୋରୀର ସୂଚନା…

ଦେଶର ଖାଦ୍ୟ ନିୟାମକଙ୍କ କହିବାନୁସାରେ, ରେଷ୍ଟୁରାଣ୍ଟ ଗୁଡିକ ଗ୍ରାହକଙ୍କୁ ପରସା ଯାଉଥିବା ଖାଦ୍ୟ ଆଇଟମ୍ ରୁ ମିଳୁଥିବା କ୍ୟାଲୋରୀର ସୂଚନା ନିଜର ମେନ୍ୟୁ ବା ଖାଦ୍ୟ ତାଲିକାରେ ଦେବା ଉଚିତ୍ । ନିୟାମକ କହିଛନ୍ତି କି ଏହା ଦ୍ୱାରା ଶରୀର ପାଇଁ ସୁରକ୍ଷିତ ଖାଦ୍ୟ ପାନୀୟକୁ ପ୍ରୋତ୍ସାହନ ମିଳିବ ।…
Read More...

କେଉଁଠି ମୋଦିଙ୍କୁ ମିଳିଲାଣି ଜ୍ୱାଇଁ ତ ଆଉ କେଉଁଠି ସୋନିଆଙ୍କୁ ମିଳିଲାଣି ବୋହୂ ! ଦଳ ଦଳ ମଧ୍ୟରେ ଚାଲିଛି ଟ୍ୱିଟ୍…

ଦକ୍ଷିଣ ସିନେମାରେ ଅଭିନେତ୍ରୀ ରହିଆସିଥିବା କଂଗ୍ରେସ ନେତ୍ରୀ ଦିବ୍ୟା ସ୍ପନ୍ଦନା (ରାମୟା)ନିଜ ଟ୍ୱିଟର ଆକାଉଣ୍ଟରେ ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ଏକ ପୁରୁଣା ଭିଡିଓକୁ ଟ୍ୱିଟ୍ କରିଥିଲେ । ସେ ଏହି ଭିଡିଓରେ ଲେଖିଥିଲେ ଯେ ମୋଦି ଜି ଦେଖନ୍ତୁ ଆପଣଙ୍କ ଜ୍ୱାଇଁ ମିଳିଗଲା । ତେବେ ଏହି…
Read More...

‘ସିନଚେନ୍’ ଓ ‘ପକିମନ୍’ ଭଳି କାର୍ଟୁନ ଚରିତ୍ର ଓ ବଲିଉଡ ସିନେମାରେ ଏହି ମହିଳା ଦେଇଛନ୍ତି ନିଜର ସ୍ୱର, ଜାଣନ୍ତୁ ସେ…

ଫେସବୁକ୍, ଟ୍ୱିଟର ଓ ହ୍ୱାଟସଆପ ରେ ପ୍ରସିଦ୍ଧ କାର୍ଟୁନ ଚରିତ୍ର ଡୋରେମନ୍, ପକିମନ୍, ସିନଚେନ୍, ନଡି ଓ ବବ୍ ଦ ବିଲ୍ଡର ର ସ୍ୱର ବହାର କରୁଥିବା ମହିଳାଙ୍କ ଭିଡିଓ ଭାଇରାଲ ହେଉଛି । ମହିଳାଙ୍କ ପ୍ରତିଭା ଦେଖି ଯେକେହି ତାଙ୍କର ପ୍ରଶଂସା କରୁଛନ୍ତି । ସେହି ମହିଳା ଜଣକ କିଏ ଓ ସେ କ’ଣ କାମ…
Read More...

ଇଣ୍ଡିଗୋର ମେଗା ଅଫର ! ୧୨ ଲକ୍ଷ ଯାତ୍ରୀଙ୍କୁ ମିଳିବ ଶସ୍ତା ଟିକେଟ, ୫୭ଟି ସହରକୁ କରିପାରିବେ ଯାତ୍ରା

ପ୍ରାଇଭେଟ ଏୟାରଲାଇନ୍ସ ଇଣ୍ଡିଗୋକୁ ଏହା ଭିତରେ ୧୨ ବର୍ଷ ବିତିଗଲାଣି । ଗମାନଗମନ କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରି ପାରିଥିବା ଇଣ୍ଡିଗୋ ଏୟାରଲାଇନ୍ସ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଯାତ୍ରୀଙ୍କୁ ବଡ ଉପହାର ଦେବାକୁ ଯାଉଛି । ଉପହାର ସ୍ୱରୂପ ପ୍ରାୟ ୧୨ ଲକ୍ଷ ସିଟ୍ ଭଡା ଶସ୍ତା କରିବାକୁ…
Read More...

ଶତାଦ୍ଦୀର ଶେଷ ରଥଯାତ୍ରା : ଜାଣନ୍ତୁ କେଉଁ ମସିହାରେ ରଥଯାତ୍ରା ଶତାଦ୍ଦୀର ଶେଷ ‘ରଥଯାତ୍ରା’ ରୂପେ ବିବେଚିତ

୧୯୯୯ ମସିହାରେ ରଥଯାତ୍ରା ସାଧାରଣରେ ଶତାଦ୍ଦୀର ଶେଷ ରଥଯାତ୍ରା ରୂପେ ବିବେଚିତ । ଏହା ଓଡିଶାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା । ସାରା ଭାରତ ବର୍ଷର ଲକ୍ଷ ଲକ୍ଷ ଭକ୍ତ ତଥା ତୀର୍ଥ ଯାତ୍ରୀ ମହାପ୍ରଭୁଙ୍କର ରଥଟଣା, ସମୟାନୁସାରେ ନୀତି ସଂପାଦନା, ସର୍ବୋପରି ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟ,…
Read More...

ରୁଷି ଥିବା ଲୋକଙ୍କୁ ହସାଇବା ପାଇଁ ଆରମ୍ଭ କରିଥିଲେ “ସ୍ମାଇଲିଂ ଫେସ୍ ଇମୋଜି”! ଏଭଳି ହୋଇଥିଲା ଲୋକପ୍ରିୟ ।

ବନ୍ଧୁ ହୁଅନ୍ତୁ ଅବା ବାନ୍ଧବୀ କେହି ଋଷିଥିଲେ ତାଙ୍କୁ ମନାଇବା ପାଇଁ କେତେ ଲୋକ କେତେ ପ୍ରକାରର ଟ୍ରିକ୍ ବ୍ୟବହାର କରିଥାନ୍ତି । ଫେସବୁକ୍ ଏବଂ ହ୍ୱାଟସଆପ୍ ଭଳି ସୋସିଆଲ ମିଡିଆରେ ଆପଣ ବିଭିନ୍ନ ସମୟରେ ସ୍ମାଇଲିଂ ଇମୋଜିକୁ ସେୟାର୍ କରିଥିବେ । କିନ୍ତୁ କେବେ ଚିନ୍ତା କରିଛନ୍ତି ଯେ ଏଭଳି…
Read More...

ମାତ୍ର ୬ ସେକେଣ୍ଡରେ ହ୍ୟାକ୍ ହୋଇପାରେ କୌଣସି ବି କ୍ରେଡିଟ୍ ଏବଂ ଏଟିଏମ କାର୍ଡ ! ଜାଣନ୍ତୁ କିପରି…

ମାତ୍ର ୬ ସେକେଣ୍ଡରେ କୌଣସି ବି ହ୍ୟାକର ଆପଣଙ୍କର କ୍ରେଡିଟ୍ ଓ ଡେବିଟ୍ କାର୍ଡ ନମ୍ବର, ତାର ଭ୍ୟାଲିଡିଟ୍ ଶେଷ ହେବା ସଂପର୍କିତ ତଥ୍ୟ ଏବଂ ସିକ୍ୟୁରିଟ କୋଡ ସଂପର୍କିତ ତଥ୍ୟ ଜାଣିପାରିବ । ଅଟୋମେଟିକ୍ ରୂପରେ ଏବଂ ସିଷ୍ଟମ ଜରିଆରେ କାର୍ଡର ସିକ୍ୟୁରିଟି ସହ ଜଡିତ ବିଭିନ୍ନ ପ୍ରକାରର ସୂଚନା…
Read More...

କ୍ୟାନସରକୁ ହରାଇପାରେ ଏହି ଦେଶୀ ଓ ଶସ୍ତା ଉପଚାର….ଡାକ୍ତରଙ୍କ ବି ଦିଅନ୍ତି ପରାମର୍ଶ, ଜାଣିବା ପାଇଁ ପଢନ୍ତୁ…

କିଛି ଦିନ ତଳେ ବଲିଉଡ ଅଭିନେତା ଇରଫାନ ଖାନ ଭୟଙ୍କର କ୍ୟାନସର ରୋଗରେ ପୀଡିତ ହେବା ନେଇ ଖବର ସାମ୍ନାକୁ ଆସିବା ପରେ ଏବେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ମଧ୍ୟ ଏହି ରୋଗରେ ପୀଡିତ ଥିବା ନେଇ ଜଣାପଡିଛି । ତେବେ ଯଦି କୋଟି କୋଟି ଟଙ୍କାର ମାଲିକ, ଫିଟନେସ ପ୍ରତି ଧ୍ୟାନ ରଖୁଥିବା ଏବଂ ନିଜ…
Read More...

ମହୌଷଧି ସେବନ ପରେ ସୁସ୍ଥ ହେଲେ ଶ୍ରୀଜିଉ ! ଦଶଦିନ ପରେ ବାଜିଲା ଘଂଟ ଓ କାହାଳି, ଆଜି ରାଜପ୍ରସାଦକୁ ଯିବ ମହାପ୍ରଭୁଙ୍କ…

କନକ ବ୍ୟୁରୋ: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇବା ପରେ ଅସୁସ୍ଥ ହୋଇପଡିଥିଲେ ମହାପ୍ରଭୁ । ଗତକାଲି ମହୌଷଧି ସେବନ ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଦଶଦିନ ପରେ ଘଂଟ ଓ କାହାଳି ବାଜିଛି । ସୋମବାର ଏକାଦଶୀ ତିଥିରେ ପଟିଦିଅଁଙ୍କ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କୁ ଖଳିଲାଗି ଓ…
Read More...