Browsing Category

ସ୍ପେଶାଲ୍ ରିପୋର୍ଟ

ଏବେ କମିବନି ତୈଳ ଦର, ଆହୁରୀ ବଢିପାରେ ପେଟ୍ରୋଲ-ଡିଜେଲର ଦାମ୍ ! ପ୍ରକୃତ କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

ପେଟ୍ରୋଲ୍ ଓ ଡିଜେଲ ଦର ଦିନକୁ ଦିନ ବେଲଗାମ ହେବାରେ ଲାଗିଛି। ଲୋକମାନେ ଯେଉଁ ତେଲ କିଣୁଛନ୍ତି ତା’ଉପରେ ମୋଟା ଅଙ୍କର ଟିକସ ଗଣୁଛନ୍ତି। ତେଲ୍ର ପ୍ରକୃତ ମୂଲ୍ୟ ଯେତିକି ଟଙ୍କା ତା’ଠାରୁ ଅଧିକ ଟିକସ ଦେଉଛନ୍ତି। ଏକ ଲିଟର ପେଟ୍ରୋଲ୍ କିଣିବା ବେଳେ ଗ୍ରାହକମାନେ ପ୍ରାୟ ୩୯ ଟଙ୍କାର ଟିକସ…
Read More...

୫୦ କୋଟି ଟଙ୍କା ମୂଲ୍ୟର ଟିଫିନ ବକ୍ସ ଚୋରି ! ହାଇଦ୍ରାବାଦ ନିଜାମଙ୍କ ସଂଗ୍ରହାଳୟରୁ ଚୋରିହୋଇଥିବା ଟିଫିନ ବକ୍ସକୁ…

କନକ ବ୍ୟୁରୋ : ହାଇଦ୍ରାବାଦର ପୁରାନୀ ହାବେଳିସ୍ଥିତ ନିଜାମଙ୍କ ସଂଗ୍ରହାଳୟରୁ କେହି ଦୁର୍ବୃତ୍ତ ନିଜାମଙ୍କ ଦୁଲର୍ଭ ହୀରାଖଚିତ ସୁନାର ଟିଫିନ ବାକ୍ସ ଓ ଏକ ସୁନା ଚାହା ପିଆଲା ଚୋରି କରି ନେଇଛନ୍ତି। ଏହି ହୀରାଖଚିତ ସୁନାର ଟିଫିନ ବାକ୍ସ ଓ ଏକ ସୁନା ଚାହା ପିଆଲାକୁ ହାଇଦ୍ରାବଦର ଶେଷ ନିଜାମ…
Read More...

ପ୍ରେମରେ ପଡିଲେ ରବି ଶାସ୍ତ୍ରୀ । ଅଭିନେତ୍ରୀ ନିମ୍ରତ କୌରଙ୍କ ପ୍ରେମରେ ଶାସ୍ତ୍ରୀ ପଡିଥିବା ନେଇ ଚାରିଆଡେ ଚର୍ଚ୍ଚା,…

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ନେଇ ଚାରିଆଡ଼େ ଚର୍ଚା। ବିରାଟ-ଅନୁଷ୍କାଙ୍କ ଭଲ ପାଇବା ଦେଶର ଲକ୍ଷ ଲକ୍ଷ ପ୍ରେମିକ-ପ୍ରେମିକାଙ୍କ ପାଇଁ ଆଦର୍ଶ। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟ୍ ଦଳ ସହ ସଂପର୍କିତ ଆଉ ଏକ…
Read More...

ବେକରେ ଝୁଲୁଛି ମେଡାଲ୍,ହାତରେ ରହିଛି ଥାଳ ! ଏ ହେଉଛି ଭାରତକୁ ଗର୍ବାନ୍ୱିତ କରିଥିବା ଜାତୀୟ ପାରା ଆଥଲେଟଙ୍କ ଅବସ୍ଥା ।

ଶରୀରରେ ଆଥଲେଟ ପୋଷାକ । ବେକରେ ଝୁଲି ରହିଛି ମେଡାଲ୍ । କିନ୍ତୁ ଭାଗ୍ୟ ଏତେ ଖରାପ ଯେ ଏତେ ପ୍ରତିଭା ଥାଇ ମଧ୍ୟ ହାତରେ ଥାଳ ଧରି ସିଗ୍ନାଲ୍ରେ ଭିକ ମାଗିବାକୁ ପଡ଼ୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଦିବ୍ୟାଙ୍ଗ ଜାତୀୟ ପାରା ଆଥ୍ଲେଟ୍ ମନମୋହନ ସିଂହ ଲୋଧି ୩ ଦିନ ହେଲାଣି…
Read More...

ବାୟୁ ପ୍ରଦୂଷଣ ହେଉଥିବା କାରଣରୁ ପିଲାମାନେ ପାଠରେ ହୋଇପାରନ୍ତି ଦୁର୍ବଳ !

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଦେଶରେ ବା ସାରା ବିଶ୍ୱରେ ଯେପରି ଭାବରେ ବାୟୁ ପ୍ରଦୂଷଣ ହୋଇଛି । ସେଥିପାଇଁ ଅନେକ ରୋଗ ଲୋକମାନଙ୍କୁ ହେଉଛି । ପରିସ୍ଥିତି ଏପରି ହୋଇଛି ଯେ, ବାୟୁ ପ୍ରଦୂଷିତ ପାଇଁ ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଦୂଷିତ ବାୟୁ…
Read More...

କୋଟିପତି ହୋଇପାରିବେ ଜିଓ ବ୍ୟବହାରକାରୀ ! ବାସ୍ ଘରେ ବସି କରିବାକୁ ହେବ ଏହି ଗୋଟିଏ କାମ, ଅଧିକ ଜାଣିବା ପାଇଁ ପଢନ୍ତୁ…

ଯଦି ଆପଣ ଜିଓ ବ୍ୟବହାରକାରୀ ତେବେ ଆପଣଙ୍କ ପାଖରେ କୋଟିପତି ହେବାର ସୁଯୋଗ ରହିଛି । ଘରେ ବସି ଆପଣ ଆପଣଙ୍କ ଜିଓ ନମ୍ବର ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ଜିତି ପାରିବେ । ଏହା ସହ ଟିଭି ପରଦାରେ ଆସିବାର ସୁଯୋଗ ମଧ୍ୟ ପାଇବେ । ପ୍ରକୃତ କଥା ହେଲା, କୌନ୍‌ ବନେଗା…
Read More...

ଅନ୍ ରହିବ ଇଣ୍ଟରନେଟ୍ କିନ୍ତୁ କେହି କରିପାରିବେ ନାହିଁ କଲ୍ ! ଏହି ସିକ୍ରେଟ୍ କୋଡର ବ୍ୟବହାରରେ ଆପଣ ପାଇପାରିବେ ଅନେକ…

ଅନେକ ଥର ଏମିତି ହୋଇଥାଏ ଆପଣ ଇଣ୍ଟର୍ନେଟ୍ ଅନ୍ କରି ଫୋନ୍ରେ କିଛି ଜରୁରୀ କାମ କରୁଥିବେ, ଏତିକି ବେଳେ କାହାର ଫୋନ୍ କଲ୍ ଆସିଯାଏ। କଲ୍ ଆସିଲେ ଡାଉନ୍ଲୋଡ୍ କରୁଥା’ନ୍ତୁ ବା ଅନ୍ୟ କୌଣସି କାମ, ତାହା ବନ୍ଦ ହୋଇ ଯାଇଥାଏ। ଜରୁରୀ କାମ କରୁଥିବା ସମୟରେ ଯେମିତି କେହି ଆପଣଙ୍କୁ ଡିଷ୍ଟର୍ବ୍ କରି…
Read More...

ଜନ୍ମରୁ ନାହିଁ ହାତ କିନ୍ତୁ କାହା ପ୍ରତି ନିର୍ଭରଶୀଳ ନୁହଁନ୍ତି ସୁଭଦ୍ରା ! ଆସନ୍ତୁ ଜାଣିବା ଓଡିଶାର ଏହି ସୁନାଝିଅର…

ଯାହା ବୟସ୍କ ଲୋକଙ୍କ ପାଇଁ ବି କଠିନ ତାହା କରି ଦେଖାଇଛନ୍ତି ଜଣେ କୁନି ଝିଅ। ହାତ ନ ଥାଇ ମଧ୍ୟ ନିଜର ସବୁ କାମ ଗୋଡ଼ରେ କରି ଚର୍ଚ୍ଚା ପାଲଟିଛନ୍ତି ୧୪ ବର୍ଷୀୟା ସୁଭଦ୍ରା ତୁଙ୍ଗୋ। ଜନ୍ମରୁ ସୁଭଦ୍ରାଙ୍କର ହାତ ନାହିଁ। ହେଲେ ବି ସେ ଅନ୍ୟ ଉପରେ ନିର୍ଭରଶୀଳା ନୁହଁନ୍ତି। ନିଜର ସବୁ କାମ ନିଜେ…
Read More...

ଖାଦ୍ୟରୁ ପୋକ ବାହାରୁଥିଲେ କେଉଁଠି ଓ କେମିତି କରିବେ ଅଭିଯୋଗ !

ଗତକାଲି ଏକ ଖବର ସାମ୍ନାକୁ ଆସିଥିଲା,ଯେଉଁଠି ଜଣେ ଲୋକ ବିରିୟାନି ଖାଉଥିବା ସମୟରେ ତାଙ୍କ ଖାଦ୍ୟରୁ ପୋକ ବାହାରିଥିଲା । ଏ ନେଇ ସେ ଟ୍ଵିଟରରେ ଫଟୋ ଛାଡ଼ି ଏହି ଘଟଣାଟିକୁ ସର୍ବସମ୍ମୁଖକୁ ଆଣିଥିଲେ । ଏହି ଖବର ପ୍ରସାର ହେବା ପରେ ଖାଦ୍ୟ ତିଆରି କରୁଥିବା କମ୍ପାନୀ ଉପରେ ଜରିମାନା ମଧ୍ୟ…
Read More...

ଏହି ଫଟୋ ପଛର ଖବର ଜାଣିଲେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ ।

କିଛି ଦିନ ଧରି ଫେସବୁକରେ ଏକ ମେସେଜ ଭାଇରାଲ ହେବାରେ ଲାଗିଛି । ଏହି ମେସେଜ ଅନୁଯାୟୀ, ଜଣେ ହିନ୍ଦୁ ଲୋକର ଗାଈ ଟିଏ ଜଣେ ମୁସଲମାନ ଲୋକର ଚାଷ କ୍ଷେତକୁ ଚାଲିଗଲା । ଏହା ପରେ ସେହି ମୁସଲମାନ ଲୋକ ଜଣଙ୍କ ଗାଈଟିକୁ ମାରିଦେବା ସହ ସେହି ହିନ୍ଦୁ ଲୋକଟିକୁ ମଧ୍ୟ ମାରିଦେଲା । ଏପରିକି ହିନ୍ଦୁ…
Read More...