Browsing Category

ସ୍ପେଶାଲ୍ ରିପୋର୍ଟ

ହୁସିଆର୍ ! ତୈଳଦର ବୃଦ୍ଧି ସହିତ ଚିନ୍ତା ବଢାଇଲା ପେଟ୍ରୋଲ ପମ୍ପରେ ହେଉଥିବା ଠକେଇ, ପାଣି ମିଶ୍ରିତ ପେଟ୍ରୋଲ୍ ବିକ୍ରି…

ସାରା ଦେଶରେ ହୁ ହୁ ହୋଇ ବଢି ଚାଲିଛି ତୈଳ ଦର । ରାତି ପାହିଲା ବେଳକୁ ବଢିଯାଉଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଗତ ତିନି ସପ୍ତାହ ଧରି ଚାଲିଛି ଏପରି ଦରବୃଦ୍ଧି । ଏହି ଦରବୃଦ୍ଧି ଭିତରେ ପେଟ୍ରୋଲ ପମ୍ପମାନଙ୍କର ବିଭିନ୍ନ ପ୍ରକାରର ଠକେଇ ମଧ୍ୟ ବୃଦ୍ଧି ପାଇଛି । ଇତି ମଧ୍ୟରେ ଏଭଳି ଏକ ଖବର…
Read More...

ରେଳରେ ଯାତ୍ରା କରୁଛନ୍ତି କି? ତେବେ ଜାଣିରଖନ୍ତୁ ଆପଣ ବି ପାଇପାରିବେ ୫୦ ରୁ ୧୦୦ ପ୍ରତିଶତ ରିହାତି । ଜାଣନ୍ତୁ କିପରି…

କନକ ବ୍ୟୁରୋ : ଆପଣ କଣ ପ୍ରତ୍ୟେକ ଦିନ ଟ୍ରେନରେ ଯାତ୍ରା କରୁଛନ୍ତି କି? କେବଳ ଏତିକି ନୁହେଁ ବରଂ ଲମ୍ବାଯାତ୍ରା କରୁଛନ୍ତି କି? ଯଦି ହିଁ ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି । ତେବେ ଆପଣ ନିଜ ଟିକେଟର ପ୍ରାୟ ୧୦ ରୁ ୧୦୦ ପ୍ରତିୁଶତ ପର୍ଯ୍ୟନ୍ତ ସେଭିଂ କରିପାରିବେ । ତେବେ ରେଳ…
Read More...

କେବେ ଅଭିନୟ କରି ସାଉଁଟିଥିଲେ ପ୍ରଶଂସା,ଏବେ ଅବହେଳିତ ଅବସ୍ଥାରେ ବିତୁଛି ଜୀବନ ।

ସେଦିନ ଷ୍ଟେସନ୍ ବଜାର ମେଢ଼ ଦେଖିବାକୁ ସେ ଏକା ଘରୁ ଚାଲି ଆସିଥିଲେ। ତାଙ୍କଠାରେ କ’ଣ ଦେଖିଲେ କେଜାଣି, ଜଣେ ବ୍ୟକ୍ତି ହଠାତ୍ ଆସି ପଚାରିଲେ ଫିଲ୍ମରେ ପାର୍ଟ କରିବୁ। ଫିଲ୍ମ କଥା ଶୁଣି ତାଙ୍କର ଆନନ୍ଦର ସୀମା ରହିଲାନି। ହଁ ମାରିଦେଲେ। ସେଇଠୁ ଗାଡ଼ିରେ ବସି ସିଧା ସୁଟିଂ ସେଟ୍ରେ ପହଞ୍ଚିଗଲେ।…
Read More...

ଦ୍ୱାଦଶ ପାସ୍ ଯୁବପିଢିଙ୍କ ପାଇଁ ରେଳବାଇରେ ବାହାରିଲା ଗ୍ରୁପ୍-ସିରେ ନିଯୁକ୍ତ ! ଏଭଳି ଉପାୟରେ କରନ୍ତୁ ଆବେଦନ ।

ରେଳବାଇ ଖେଳ କୋଟା ଗ୍ରୁପ୍-ସିରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାରି ଯାଇଛି । ଯୋଗ୍ୟ ପ୍ରାର୍ଥୀ ୨୦୧୮ ଅକ୍ଟୋବର ୯ ତାରିଖ ପୂର୍ବରୁ ଆବେଦନ କରିପାରିବେ । ତେବେ ଏଠାରେ ଆପଣଙ୍କୁ କହିରଖୁଛୁ ଯେ ୨୧ ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାରିଛି । ଯୋଗ୍ୟ ପ୍ରାର୍ଥୀ ରେଳବାଇର…
Read More...

ଯାତ୍ରୀଙ୍କ ପାଇଁ ଖୁସି ଖବର ! ଏବେ ବିମାନବନ୍ଦରରେ ମିଳିବ ଚା’ , ଜଳଖିଆ ।

ଦେଶରେ ସରକାରଙ୍କ ଦ୍ୱାରା ପରିଚାଳିତ ୯୦ରୁ ଅଧିକ ବିମାନ ବନ୍ଦରରେ ଚା’, ଜଳଖିଆ ଏବଂ ପାଣି ବୋତଲ ଆଦି ଖୁବ୍ଶୀଘ୍ର ଏମ୍ଆର୍ପିରେ ମିଳିବ। ବିମାନ ବନ୍ଦରର ଟର୍ମିନାଲ ଗୁଡ଼ିକରେ ଅତ୍ୟଧିକ ମୂଲ୍ୟରେ ଖାଦ୍ୟ ଏବଂ ପାନୀୟ ବିକ୍ରି ହେଉଥିବା ନେଇ ଯାତ୍ରୀମାନଙ୍କଠାରୁ ବହୁ ସଂଖ୍ୟକ ଅଭିଯୋଗ ଆସିବା ପରେ…
Read More...

ଡ୍ରାଇଭରରୁ ଆର୍ମି ଅଫିସରର ଯାତ୍ରା ! ଏଭଳି ଏକ ସଂଘର୍ଷମୟ ଜୀବନର କାହାଣୀ ।

ମହାରାଷ୍ଟ୍ର ପୁନେର ଜଣେ ନିବାସୀ ଆର୍ମି ଅଫିସର ରୂପେ ଶୀଘ୍ର ହିଁ ଦେଶର ସେବା କରୁଥିବା ନଜର ଆସିବେ । ସେ ହେଉଛନ୍ତି ଓଲା କ୍ୟାବ ଡ୍ରାଇଭର ଓ ତାଙ୍କ ନାଁ ଓମ ପୈଥାନେ । ଓମ ୧୦ ମାର୍ଚ୍ଚରେ ଚେନ୍ନାଇର ଅଫିସର୍ସ ଟ୍ରେନିଙ୍ଗ ଏକାଡେମୀରୁ ପାସ ହେବେ ଓ ଦେଶ ସେବାରେ ଯୋଗ ଦେବେ । ଏହି କାହାଣୀକୁ…
Read More...

କିପରି ରାଫେଲ୍ ଯୁଦ୍ଧ ବିମାନ ଦର ବଢ଼ିଲା ଜଣାଅ ? କେନ୍ଦ୍ର ସରକାରଙ୍କୁ କଂଗ୍ରେସର ପ୍ରଶ୍ନ ।

ରାଫେଲ୍ ଯୁଦ୍ଧ ବିମାନ ପ୍ରସଂଗରେ ଚିରାଚରିତ ଢଙ୍ଗରେ ବିଜେପିକୁ ଘେରିଛି କଂଗ୍ରେସ। କେନ୍ଦ୍ର ସରକାରଙ୍କୁ ଶନିବାର କଂଗ୍ରେସ ପକ୍ଷରୁ ପ୍ରଶ୍ନ ହୋଇଛି ଯେ, କେଉଁ ଭଳି ଭାବେ ଏପରି ଅଚାନକ ରାଫେଲ୍ ଯୁଦ୍ଧ ବିମାନର ଦର ବୃଦ୍ଧି ପାଇଗଲା ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ…
Read More...

ନା ବନ୍ଧୁକରେ, ନା ଗୁଳିରେ ! କିଛି ଏଭଳି ଢଙ୍ଗରେ କାଶ୍ମୀରରେ ପଥର ଫିଙ୍ଗାଳିଙ୍କୁ ଧରୁଛନ୍ତି ପୋଲିସ ।

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ପୁଲିସ୍ ଉପରକୁ ପଥର ଫିଙ୍ଗାଳି ପଥର ଫିଙ୍ଗିବା ଜାରି ରଖିଥିବା ବେଳେ ପୁଲିସ୍ ଏକ ନିଆରା ଉପାୟ ଅବଲମ୍ବନ କରି ପଥର ଫିଙ୍ଗାଳିଙ୍କ ସର୍ଦ୍ଦାରଙ୍କୁ ଧରିବାରେ ସମର୍ଥ ହୋଇଛି। ଶୁକ୍ରବାର ଶ୍ରୀନଗରରେ ଥିବା ଜାମା ମସଜିଦ୍ ସାମ୍ନାରେ ପ୍ରାର୍ଥନା ସରିବା ପରେ ଭିଡ଼…
Read More...

କେରଳ ପରେ କର୍ଣ୍ଣାଟକ ! ତାମିଲନାଡୁରେ ବି ବନ୍ୟା ଭୟ, ବୈଜ୍ଞାନିକ ଦେଲେ ଚେତାବନି ।

ଗତ କିଛି ଦିନ ହେବ କେରଳରେ ଆସିଥିଲା ଭୟଙ୍କର ବନ୍ୟା । ଏହି ବନ୍ୟାରେ କେରଳର ଅନେକ ଧନ ଜୀବନ ନଷ୍ଟ ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛିନ୍ତି । ଏବେ ବି ଲୋକଙ୍କ ପରିସ୍ଥିତି ଠିକ ଭାବରେ ସୁଦୁରୁ ପାରି ନାହିଁ । ଗତ ରବିବାରଠାରୁ ବର୍ଷା ଥମି ଯାଇଛି। ଜନଜୀବନ ଧୀରେଧୀରେ…
Read More...

ଦୁଇ ଚକିଆ ଜାନରେ ଆସିବ ବଡ ପରିବର୍ତ୍ତର୍ନ ! ଦେଶକୁ ମିଳିବ ୧.୨ ଲକ୍ଷ କୋଟି ଟଙ୍କାର ଲାଭ ।

ଦେଶରେ ଦିନକୁ ଦିନ ବଢୁଥିବା ପେଟ୍ରୋଲ ଦରକୁ ନେଇ ଜନସାଧାରଣ ସମ୍ପୁର୍ଣ୍ଣ ଭାବେ ହତାସ ହୋଇପଡିଛନ୍ତି । ଏବେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ହେଲାଣି । ତେବେ ଏହି ଭଳି ପରିସ୍ଥିତିରେ ଗାଡି ଚଳାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଲାଣି । ଖାସ କରି ସାଧାରଣ ଲୋକମାନେ ପେଟ୍ରୋଲ ଦରକୁ ନେଇ ଅଧିକ…
Read More...