Browsing Category

ସ୍ପେଶାଲ୍ ରିପୋର୍ଟ

ଏଣିକି ଖୋଲାରେ ଶୌଚ ପଡ଼ିବ ମହଙ୍ଗା । ଗଣିବାକୁ ପଡ଼ିବ ଜରିମାନା । ଜାଣନ୍ତୁ କେଉଁ କାମ ପାଇଁ ରହିଛି କେତେ ଜରିମାନା

ମହାରାଷ୍ଟ୍ରର ସଡ଼କକୁ ସଫା ରଖିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଅନେକ ଆଇନ୍‌ କରିବା ପରେ ମଧ୍ୟ ପରିବେଶକୁ ସୁରକ୍ଷିତ ଏବଂ ପରିଷ୍କାର ରଖା ଯାଇ ପାରୁ ନଥିବାରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନଭିସ୍‌ ଏକ ସମାଧାନର ବାଟ ବାହାର କରିଛନ୍ତି ।…
Read More...

ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ଭାରତ ବନ୍ଦ । ଜାଣନ୍ତୁ କେଉଁମାନେ କରୁଛନ୍ତି ସମର୍ଥନ ଏବଂ କେଉଁମାନେ…

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ଭାରତ ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ନ ୩ଟା ଯାଏଁ ଚାଲିବ । କଂଗ୍ରେସର ଏହି ବନ୍ଦ ଡାକରାକୁ ୧୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । କେଉଁମାନେ ଭାରତ ବନ୍ଦକୁ ସମର୍ଥନ…
Read More...

ଏଣିକି ପରିବେଶକୁ ଅପରିଷ୍କାର କରିବା ପଡିବ ମହଙ୍ଗା ! ଗଣିବାକୁ ପଡିବ ଫାଇନ୍, ଜାଣନ୍ତୁ କେଉଁ କାମ ପାଇଁ ରହିଛି କେତେ…

ମହାରାଷ୍ଟ୍ରର ସଡ଼କକୁ ସଫା ରଖିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଅନେକ ଆଇନ୍ କରିବା ପରେ ମଧ୍ୟ ପରିବେଶକୁ ସୁରକ୍ଷିତ ଏବଂ ପରିଷ୍କାର ରଖା ଯାଇ ପାରୁ ନଥିବାରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ଏକ ସମାଧାନର ବାଟ ବାହାର କରିଛନ୍ତି । ଯେଉଁମାନେ…
Read More...

ବାହାଘର କାର୍ଡ ଛାପିବାରୁ ଆରମ୍ଭ ହୋଇତିଲା ବ୍ୟବସାୟ ! ପରେ ଛାପିଲେ ନକଲି ନୋଟ, କିଛି ଏହିଭଳି ଭାବେ ପଦାକୁ ଆସିଲା…

ଉତ୍ତରପ୍ରଦେଶ ପୋଲିସର ସ୍ପେସାଲ ଟାକ୍ସ ଫୋର୍ସ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି । ପୋଲିସ ଦୁଇ ସଦସ୍ୟଙ୍କୁ ଗିରଫ କରିବା ସହିତ ହଜାର ଟଙ୍କିଆ ନକଲି ନୋଟ, ସ୍କାନର ଏବଂ ପ୍ରିଣ୍ଟର ଜବତ କରିଛି । ଏସଟିଏଫ ସୁତ୍ରରୁ ଜଣାପଡିଛି କି, ଗତ ଶନିବାର ଦିନ ନକଲି ନୋଟ ତିଆରି…
Read More...

ସତ ହେବ ଫୋଲ୍ଡେବଲ୍ ସ୍ମାର୍ଟଫୋନ ଧରିବାର ସ୍ୱପ୍ନ ! ସାମସଙ୍ଗ୍ ଆଣିବ ନୂଆ ସ୍ମାର୍ଟଫୋନ, ନଭେମ୍ବର ମାସରେ ହୋଇପାରେ…

କନକ ବ୍ୟୁରୋ : ଖୁବ୍ ଶୀଘ୍ର ଗ୍ରାହକଙ୍କୁ ମିଳିବ ଫୋଲଡିଂ ସ୍ମାର୍ଟଫୋନ ଧରିବାର ମଜା । ହୁଏତ ଏହି ମଜା ଗ୍ରାହକ ଚଳିତ ବର୍ଷ ହିଁ ନେଇପାରନ୍ତି । ସ୍ଲାଇଡିଂ ଫୋନ୍, ମିନି ଫୋନ ପରେ ଡୁଆଲ ସ୍କ୍ରିନ୍ ଫୋଲଡିଂ ଫୋନର ସ୍ୱପ୍ନ ଖୁବ୍ ଶୀଘ୍ର ସତ ହେବାକୁ ଯାଉଛି । ସାଉଥ୍ କୋରିଆର ସ୍ମାର୍ଟଫୋନ୍…
Read More...

ରୋଜଗାରର ମାଧ୍ୟମ ପାଲଟିଛି କାଗଜ ଠୁଙ୍ଗା ବ୍ୟବସାୟ : ପ୍ଲାଷ୍ଟିକ୍ ବ୍ୟାନ୍ ହେବା ଖବର ପରେ ବଢିଲା ବିକ୍ରି,ସ୍ୱାବଲମ୍ବୀ…

କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨ତାରିଖରୁ ବନ୍ଦ ହେବ ପ୍ଲାଷ୍ଟିକର ବ୍ୟବହାର । ଏଭଳି ସମୟରେ ବ୍ୟବସାୟର ମାଧ୍ୟମ ପାଲଟିଛି କାଗଜ ଠୁଙ୍ଗା । ସମ୍ବଲପୁରର ଷ୍ଟେସନପଡା ଅଂଚଳରେ ରହୁଥିବା ୧୫ରୁ ଅଧିକ ପରିବାରର ମହିଳା ଏହି ପେପର୍ ଦ୍ୱାରା ନିର୍ମିତ ଠୁଙ୍ଗା ବ୍ୟବସାୟ କରି ଆତ୍ମନିର୍ଭରଶୀଳ…
Read More...

ଗ୍ରାହକଙ୍କ ପାଇଁ ଏୟାରଟେଲର ଦମଦାର ଅଫର ! ମିଳିବ ୩୦୦ଶହ ଟଙ୍କାର ରିହାତି ସହିତ ୨୦ ଜିବି ଅତିରିକ୍ତ ଡାଟା ।

ଏୟାରଟେଲ କିଛିଦିନ ହେବ ନିଜର ପୋଷ୍ଟପେଡ୍ ପ୍ଲାନ୍ ଉପରେ ଅଧିକ ଧ୍ୟାନ ଦେଉଛି। ଏବେ କମ୍ପାନି ନିଜର ପୋଷ୍ଟପେଡ୍ ଗ୍ରାହକଙ୍କୁ ଏକ ଉପହାର ଦେଇଛି। କମ୍ପାନି ବ୍ୟବହାରକାରିଙ୍କୁ ୩୯୯ଟଙ୍କାର ରିଚାର୍ଜ କରିବା ଦ୍ୱାରା ୬ମାସ ପର‌୍ୟ୍ୟନ୍ତ ୩୦୦ ଟଙ୍କାର (୫୦ଟଙ୍କା/ପ୍ରତିମାସ)ର ଡିସ୍କାଉଣ୍ଟ ଦେଉଛି।…
Read More...

ଗାନ୍ଧି ଜୟନ୍ତୀ ପାଇଁ ରେଳବାଇ ପ୍ରସ୍ତୁତ କଲା ସ୍ୱତନ୍ତ୍ର ଖାଦ୍ୟ ତାଲିକା ! ଅକ୍ଟୋବର ୨ରେ ଯାତ୍ରୀଙ୍କୁ ମିଳିବ କେବଳ…

ଯଦି ଆପଣ ଅକ୍ଟୋବର ଦୁଇରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା ରଖିଛନ୍ତି ତେବେ ଏହି ଦିନ ଟ୍ରେନରେ କେବଳ ନିରାମିଷ ଖାଦ୍ୟ ଖାଇବାକୁ ପଡ଼ିବ। ଅକ୍ଟୋବର ୨ ତାରିଖ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆଇଆରସିଟିସି ସ୍ୱତନ୍ତ୍ର ନିରାମିଷ ଖାଦ୍ୟ ତାଲିକା ପ୍ରସ୍ତୁତ କରିଛି। ଏଥିରେ…
Read More...

ଆଇଆରସିଟିସିର ନୂଆ ନାମ ଚୟନ ପାଇଁ ଚାଲିଛି ପ୍ରତିଯୋଗିତା ! ଆପଣ ବି ଭାଗନିଅନ୍ତୁ ଓ ଆକର୍ଷଣୀୟ ପୁରସ୍କାର ରାଶି ଜିତନ୍ତୁ

କେନ୍ଦ୍ର ସରକାର ଦେଉଛନ୍ତି ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ । ସରକାରଙ୍କ ଜରିଆରେ ଆପଣ ଅତି ସହଜରେ ଲକ୍ଷେ ଟଙ୍କାର ମାଲିକ ହୋଇପାରିବେ । କେବଳ ଜଣେ ବ୍ୟକ୍ତି ହିଁ ଏହାର ଭାଗ୍ୟଶାଳୀ ବିଜେତା ହୋଇପାରିବେ । ଦୁଇ ମାସ ପୂର୍ବରୁ ସରକାରଙ୍କ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା ।…
Read More...

ସଡ଼କ କଡ଼େ କଡ଼େ ଥାଏ ଭିନ୍ନ ଭିନ୍ନ ରଙ୍ଗର ପଥର ! ଜାଣନ୍ତୁ ଏହାର ଅର୍ଥ କ’ଣ ?

ବୁଲାବିଲି କରିବା ପାଇଁ ସମେସ୍ତ ପସନ୍ଦ କରନ୍ତି । ସଡ଼କରେ ଯାତ୍ରା କରିବାର ମଜା କିଛି ଅଲଗା ଥାଏ । ସାଙ୍ଗ ସାଥୀ ହୁଅନ୍ତୁ କିମ୍ବା ପରିବାର ସହ ଯାତ୍ରା, ସମସ୍ତଙ୍କ ପାଇଁ ଆଣିଦେଇଥାଏ ନିଆରା ଅନୁଭୂତି । କିନ୍ତୁ ଏହି ଯାତ୍ରା କରିବା ସମୟରେ କେବେ ଧ୍ୟାନ ଦେଇଛନ୍ତି କି ରାସ୍ତା କଡରେ…
Read More...