Browsing Category

ସ୍ପେଶାଲ୍ ରିପୋର୍ଟ

ସମାଜ ପାଇଁ ଉଦାହରଣ ସାଜିଛନ୍ତି ଅଧ୍ୟାପିକା ! ବିନା ପାଉଣାରେ ପାଠ ପଢାଉଛନ୍ତି ୮୦ ବର୍ଷୀୟା ଅଧ୍ୟାପିକା ।

ବୟସ କେବଳ ଏକ ସଂଖ୍ୟା ମାତ୍ର। ଏକଥା ପୁଣି ଥରେ ପ୍ରମାଣ କରି ଦେଇଛନ୍ତି ପଶ୍ଚିମବଙ୍ଗର ପ୍ରେସିଡେନ୍ସି ବିଶ୍ବବିଦ୍ୟାଳୟରେ ପାଠ ପଢ଼ାଉଥିବା ଅତିଥି ଅଧ୍ୟାପିକା ନନ୍ଦିନୀ ରାହା। ଯେଉଁ ବୟସରେ ନାନାଦି ସ୍ବାସ୍ଥ୍ୟ ସମସ୍ୟାରେ ଲୋକେ ଘାଣ୍ଟି ହେଉଛନ୍ତି ସେହି ବୟସରେ ନନ୍ଦିନୀ ବିନା ପାଉଣାରେ…
Read More...

ଆଜିଠାରୁ ଓଡିଶାରେ ବ୍ୟାନ୍ ହେବ ପ୍ଲାଷ୍ଟିକ୍! ଜାଣନ୍ତୁ କେଉଁଥିରେ ଲାଗିବ ରୋକ ଏବଂ କେଉଁଥିରେ ନାହିଁ,କ’ଣ ଧରିଲେ ଲାଗିବ…

ଦେଶରେ ପ୍ଲାଷ୍ଟିକ ଯୋଗୁଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ସରକାର ପ୍ଲାଷ୍ଟିକକୁ ବ୍ୟାନ କରିଥିବା ବେଳେ ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀ ଅର୍ଥାତ୍ ଆଜିଠାରୁ ଓଡ଼ିଶାରେ ବ୍ୟାନ ହେବ ପ୍ଲାଷ୍ଟିକ। ବନ୍ଦ ହେବ ପ୍ଲାଷ୍ଟିକ୍, ପଲିଥିନ୍…
Read More...

ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିଲେ ବୋହୂ : ଜନ୍ମକଲା ମା’ ମନା କରିଦେଲା, କିଡ଼ନୀ ଦେଇ ଜୀବନ ବଞ୍ଚାଇଲେ ଶାଶୁ

ସାଧାରଣତଃ ଶାଶୁ-ବୋହୂର ସମ୍ପର୍କ କଥା ଆସିଲେ ଗୋଟିଏ ନକରାତ୍ମକ ଚିତ୍ର ଆଖି ଆଗକୁ ଚାଲିଆସେ । ପ୍ରାୟ ସବୁ ସମୟରେ ଶାଶୁ ବୋହୂଙ୍କ ଝଗଡ଼ା ଖବର ଶୁଣିବା ପାଇଁ ମିଳେ । କେତେବେଳେ ଶାଶୁ ବୋହୂକୁ ଯୌତୁକ ନିର୍ଯାତନା ଦେବାର ଖବର ଆସେ ତ ଆଉ କେତେବେଳେ ବୋହୁ ବୁଢ଼ୀ ଶାଶୁକୁ ମାଡ଼ ମାରିବାର ଖବର ଆସେ ।…
Read More...

ନା ପେଟ୍ରୋଲ ଖର୍ଚ୍ଚ ନା ଡିଜେଲ ଖର୍ଚ୍ଚ ! ଏଠାରେ ଗାଡି ଚାଲୁଛି ସମ୍ପୁର୍ଣ୍ଣ ମାଗଣା, ନିର୍ମାଣ ହୋଇଛି ସୋଲାର ରାସ୍ତା ।

ରାସ୍ତାରେ ଚାଲୁଥିବା ସମୟରେ ବି ଆପେ ଆପେ ଚାର୍ଜ ହୋଇପାରିବ କାର ଏବଂ ବାଇକ । ଚୀନରେ ନିର୍ମାଣ ହୋଇଛି ଏଭଳି ଏକ ହାଇୱେ ଯାହା ଉପରେ ଗାଡି ଚାଲିଲେ ଗାଡି ଆପେ ଆପେ ରିଚାର୍ଜ ହୋଇଯିବ କେବଳ ସେତିକି ନୁହେଁ ଏହି ରାସ୍ତା ସାହାଯ୍ୟରେ ୮୦୦ ଘର ସହିତ ରାସ୍ତା କଡରେ ବିନା ଖର୍ଚ୍ଚରେ ଜଳୁଛି ଲାଇଟ ।…
Read More...

ଭାରତୀୟ ସୀମାରେ ପାକିସ୍ତାନୀ ବିମାନ ! ହେଲିକପ୍ଟରେ ଥିଲେ ପିଓକେ ପ୍ରଧାନମନ୍ତ୍ରୀ, କହିଲେ, ବେସାମରିକ ବିମାନ ଉପରେ…

କନକ ବ୍ୟୁରୋ : ରବିବାର ଦିନ ଭାରତୀୟ ଆକାଶ ସୀମା ଟପିଥିବା ପାକିସ୍ତାନୀ ହଲିକପ୍ଟରେ ଥିଲେ ପାକ୍ ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦର । ଭାରତୀୟ ସେନାର ଗୁଳି ଚାଳନା ପରେ ଏହି ହେଲିକପ୍ଟରଟି ଫେରି ଯାଇଥିଲା । ସେପଟେ ପିଓକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତି…
Read More...

କାଲିଠାରୁ ଆରମ୍ଭ ହେବ ନିଶାମୁକ୍ତ ଓଡ଼ିଶା ଅଭିଯାନ : ବିଜୁ ଯୁବ ବାହିନୀର ସଙ୍କଳ୍ପ ‘ନିଶାମୁକ୍ତ ଓଡ଼ିଶା’

କନକ ବ୍ୟୁରୋ : ନିଶା ସେବନ ଏକ ଗୁରୁତର ସାମାଜିକ ବ୍ୟାଧି । ଆଜିକାଲି ନିଶା ସେବନ, ଧୂମପାନ ଏବଂ ହୁକ୍କା ବାର ଯିବା ଯୁବପୀଢିଙ୍କ ପାଇଁ ଆଭିଜାତ୍ୟରେ ପରିଣତ ହେଲାଣି। ଆଉ ଏଥିପାଇଁ ଯୁବପୀଢ଼ି ବିଭିନ୍ନ ସାଂଘାତିକ। ବର୍ତ୍ତମାନ ଅଳ୍ପ ବୟସର କିଶୋରୀ କିଶୋରମାନେ ଅଧିକ ପରିମାଣରେ ଧୂମପାନ କରୁଥିବା…
Read More...

ଭାରତ ଜିତିବ ୨୦୧୯ କ୍ରିକେଟ୍ ବିଶ୍ୱକପ୍ ! ଜାଣନ୍ତୁ କିଏ କଲେ ଏଭଳି ଭବିଷ୍ୟବାଣୀ ।

ବିଶ୍ୱକପ୍ କ୍ରିକେଟକୁ ଆରମ୍ଭ ହେବା ପାଇଁ ଆଉ ମାତ୍ର ୮ ମାସ ବାକି ରହିଛି । ଆଉ ଏବେ ଠାରୁ ହିଁ ଆସନ୍ତା ୨୦୧୯ କ୍ରିକେଟ୍ ବିଶ୍ୱକପରେ ଭାରତୀୟ ଦଳକୁ ଚାମ୍ପିୟନ୍ ଭାବରେ ଦେଖାଯାଉଛି । ନ୍ୟୁଜଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଙ୍ଗ ଏବଂ ଦିନିକିଆ କ୍ରିକେଟରେ ସଚିନ୍ ତେନ୍ଦୁଲକରଙ୍କ…
Read More...

ଆସନ୍ତା କାଲିଠାରୁ ବେକାର ଯୁବକ ଯୁବତୀଙ୍କୁ ମିଳିବ ୧୦୦୦ ଟଙ୍କାଏ ମାସିକ ଭତ୍ତା ! ଜାଣନ୍ତୁ ଦେଶର କେଉଁ ରାଜ୍ୟରେ ଲାଗୁ…

ଦେଶରେ ବେକାରୀ ସମସ୍ୟା ଧୀରେ ଧୀରେ ଉତ୍କଟ ହେବାରେ ଲାଗିଲାଣି । ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଦେଶରେ ଲୋକଙ୍କୁ ମନଲାଖି ଚାକିରି ଖଣ୍ଡେ ମିଳୁନି । ଏଥିପାଇଁ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆମ ଦେଶର ଉଚ୍ଚଶିକ୍ଷିତ ତଥା ବୁଦ୍ଧିମାନ ବ୍ୟକ୍ତିମାନେ ବିଦେଶରେ କାମ କରୁଛନ୍ତି । ଅଧିକାଂଶ…
Read More...

ପେଟ ଯନ୍ତ୍ରଣା ସହି ନପାରି ଡାକ୍ତରଖାନା ଗଲେ ରୋଗୀ । ଏକ୍ସ-ରେ ରିପୋର୍ଟରେ ଜଣା ପଡ଼ିଲା ପେଟରେ ଅଛି ଷ୍ଟିଲ୍ ଗ୍ଲାସ୍ ।

ପେଟରେ ଯନ୍ତ୍ରଣା ଅନୁଭବ କଲେ ଆପଣଙ୍କ ହସ୍ପିଟାଲ ଯାଇଥାନ୍ତି କିମ୍ବା ମେଡିସିନ୍ ଦୋକାନରୁ ଏକ ସାଧାରଣ ବଟିକା ଖାଇ ଚିକିତ୍ସା କରିଥାନ୍ତି । ହେଲେ ଆପଣଙ୍କ ପେଟରେ ଯଦି ଷ୍ଟିଲ୍ ଗ୍ଲାସ ଥିବା ଜାଣିବାକୁ ପାଇଲେ ତେବେ କେଉଁ ମେଡିସିନ୍ ଖାଇବେ ? ଏକଥା ଶୁଣି ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି…
Read More...

ସମୁଦ୍ରର ୩୫୧ ଫୁଟ ଗଭୀରତାରେ ପହଁରିଲେ ଏହି ୨୬ ବର୍ଷୀୟା ମହିଳା ! ରଚିଲେ ଇତିହାସ, ସ୍ଥାପନ କଲେ ବିଶ୍ୱରେକର୍ଡ ।

ସମୁଦ୍ରର ଗଭୀରତା କେତେ, ଏହା ସମ୍ବନ୍ଧରେ କହି ହେବ ନାହିଁ । କିନ୍ତୁ ଇଟାଲୀର ସ୍ୱିମର ଏଲିସା ଜେଚିନି ସମୁଦ୍ରର ଗଭୀରତା ମଧ୍ୟରେ ପହଁରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ସମୁଦ୍ର ମଧ୍ୟରେ ସେ ୩ ମିନିଟ୍ ପର୍ଯ୍ୟନ୍ତ ନିଜ ନିଶ୍ୱାସ ବନ୍ଦ କରି ରଖିଥିଲେ । ସୂଚନା…
Read More...