Browsing Category

ସ୍ପେଶାଲ୍ ରିପୋର୍ଟ

ଗୋଟିଏ ପଟେ ଧୋନୀଙ୍କ କମାଲ, ଅନ୍ୟପଟେ ବିରାଟଙ୍କ ବିଫଳତା ! ବିଶ୍ୱକପ୍ ପୂର୍ବରୁ ମନୋବଳ ବଢ଼ାଇବା କୋହଲିଙ୍କ ପାଇଁ ବଡ…

କନକ ବ୍ୟୁରୋ : କ୍ରିକେଟରେ କମାଲ ଜାରି ରଖିଛନ୍ତି ମହେନ୍ଦ୍ର ସିଂ ଧୋନୀ । ୩୭ ବର୍ଷ ବୟସରେ ବି ଦମଦାର ପ୍ରଦର୍ଶନ କରୁଛନ୍ତି ଏହି କୁଲ ମ୍ୟାନ । ତାଙ୍କ ଅଧିନାୟକତ୍ୱରେ ଆଇପିଏଲ ଦ୍ୱାଦଶ ସଂସ୍କରଣରେ ହାଟ୍ରିକ ବିଜୟୀ ହୋଇଛି ଚେନାଇ ସୁପର କିଙ୍ଗସ । ଅନ୍ୟପଟେ ବିରାଟ କୋହଲି ବାରମ୍ବାର ବିଫଳ…
Read More...

ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ ୨୦୧୯-୨୦ ! ଲାଗୁ ହେଲା ନୂଆ ନିୟମ, ବାର୍ଷିକ ୫ଲକ୍ଷରୁ କମ ଆୟ କରୁଥିଲେ ଆଜିଠୁ ଆଉ…

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ । ବର୍ଷ ଆରମ୍ଭ ହେବା ସହ ପୂର୍ବ ଘୋଷଣା ଅନୁଯାୟୀ ଆଜିଠାରୁ ଲାଗୁ ହୋଇଛି ବିଭିନ୍ନ ଆର୍ଥିକ କ୍ଷେତ୍ରରେ ନୂଆ ନିୟମ । ସେ ଆୟକର ହେଉ କି ଜିଏସଟି ପୂର୍ବରୁ ଘୋଷଣା କରାଯାଇଥିବା ନୂଆ ନିୟମ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଅନ୍ୟପଟେ…
Read More...

ପାକିସ୍ତାନ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ! ୬ ବର୍ଷର ଶିଶୁ ମୃତ, ଜଣେ ବିଏସଏଫ ଯବାନ ସହିଦ । 

ସୁଧୁରିବାର ନାଁ ନେଉନି ପାକିସ୍ତାନ । ଲଗାତାର ଅସ୍ତ୍ରବିରତି ଉଲଂଘନ କରୁଛି । ଭାରତୀୟ ସେନାଙ୍କ କଡା ଜବାବ ସତ୍ୱେ ବି ସଧୁରିବାର ନାଁ ନେଉ ନାହିଁ ପାକିସ୍ତାନ । ଆଜି ମଧ୍ୟ ପାକିସ୍ତାନ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳିବିନିମୟ ଘଟିଛି । ଯେଉଁଥିରେ ୬ ବର୍ଷର ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିବା…
Read More...

ବିଧାନସଭାରେ ବୈଜ୍ଞାନିକ । ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ନିର୍ବାଚନରେ ବାଲିକୁଦାରୁ ଜିତିଥିଲେ ପ୍ରାଣକୃଷ୍ଣ ପରିଜା । 

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଏପ୍ରିଲ ପହିଲା, ଉଭୟଙ୍କର ଜନ୍ମଦିନ । ଓଡ଼ିଶା ପ୍ରଦେଶର ଓ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କର । ଭଲ ଲୋକମାନେ ରାଜନୀତିକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଅନେକ ସମୟରେ ଅଭିଯୋଗ ହୁଏ । କିନ୍ତୁ ଓଡ଼ିଶା ବିଧାନସଭାକୁ ବହୁ ବିଦ୍ଵାନ୍,…
Read More...

ଉତ୍କଳ ଦିବସ : ଏକ ଆନ୍ଦୋଳନର ପରିଭାଷା

ଉତ୍କଳ ଅର୍ଥାତ୍ ଉତ୍କୃଷ୍ଟ କଳାର ଦେଶ । ବିଶ୍ୱରେ, କେଉଁଠାରେ ବି ଏପରି ମନମୁଗ୍ଧକର ସୌନ୍ଦର୍ଯ୍ୟମୟୀ କଳା,ଭାଷା,ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟ୍ୟତାର ସମିଶ୍ରଣ ଦେଖିବାକୁ ମିଳିବ ନାହିଁ ଯାହା କେବଳ ଓଡିଶାରେ ଅନୁଭୂତ । ତେବେ ଏହାକୁ ମନେରଖିବା ପାଇଁ ଏପ୍ରିଲ ୧କୁ…
Read More...

ପୁଣି ଫେରିଲା ବାର୍ଡ ଫ୍ଲୁ ଆତଙ୍କ ! ଏହାର ପ୍ରକୋପ ଏବଂ ସଂକ୍ରମଣରୁ କିଭଳି ନିଜକୁ ଏବଂ ପରିବାରକୁ ବଚାଂଇବେ ଜାଣନ୍ତୁ ।

ପ୍ରତିବର୍ଷ ବାର୍ଡ ଫ୍ଲୁ ଭାଇରସ୍ ବିଷୟରେ ଶୁଣିଥିବେ, ଯେଉଁଥିରେ କୁକୁଡାଙ୍କ ମୃତ୍ୟୁ ଅଧିକ ହୁଏ । ଏହି ଫ୍ଲୁ ଅନ୍ୟ ପକ୍ଷୀଙ୍କୁ ମଧ୍ୟ ବ୍ୟାପେ । ଏହି ସଂକ୍ରମଣ ମଣିଷଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହି ସଂକ୍ରମଣ ଆରମ୍ଭରେ ପକ୍ଷୀଙ୍କ ମଳରୁ ବ୍ୟାପେ । ମଣିଷଙ୍କ ଠାରେ ଏହି ଭାଇରସ୍…
Read More...

ଲୋକସଭା ନିର୍ବାଚନ ୨୦୧୯ : ଏହି ନମ୍ବର ଏବଂ ଆପ୍ ସାହାଯ୍ୟରେ ଆପଣଙ୍କ ନାଁ ଭୋଟର୍ ତାଲିକାରେ ଅଛି କି ନାହିଁ ଜାଣନ୍ତୁ ।

ଚଳିତ ବର୍ଷ ଲୋକସଭା ନିର୍ବାଚନ ୭ ଟି ଚରଣରେ ୧୧ ଏପ୍ରିଲରୁ ଆରମ୍ଭ ହୋଇ ୧୯ ମଇ ୨୦୧୯ ପର୍ଯ୍ୟନ୍ତ ଚାଲିବ । ଯଦି ଆପଣଙ୍କ ବୟସ ୧୮ ବର୍ଷରୁ ଉଦ୍ଧ୍ୱର୍ ରହିଛି ତେବେ ନିର୍ବାଚନରେ ମତଦାନ କରିବା ଆପଣଙ୍କ ଅଧିକାର ସହ କର୍ତ୍ତବ୍ୟ ମଧ୍ୟ । କିନ୍ତୁ ଭୋଟ୍ ଦେବା ପାଇଁ ଆପଣଙ୍କ ନାଁ ଭୋଟର ଲିଷ୍ଟରେ ମଧ୍ୟ…
Read More...

ଯୌତୁକ ପାଇଁ ଭୋକରେ ମାରିଦେଲେ ସ୍ୱାମୀ ଓ ଶାଶୂ ! ମୃତ୍ୟୁବେଳକୁ ପୀଡିତାଙ୍କ ଓଜନ ଥିଲା ୨୦ କେଜି ।

କେରଳର କୋଲ୍ଲମରେ ଜଣେ ୨୭ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୂ ଯୌତୁକ ଦାବିରେ ଦୀର୍ଘ ଦିନ ଧରି ଭୋକରେ ରଖି ମାରିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଯୌତୁକ ପାଇଁ ତୁଷାରା ନାମ୍ନୀ ଏହି ମହିଳାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଶାରୀରିକ ଏବଂ ମାନସିକ ନିର‌୍ୟାତନା ଦିଆଯାଉଥିଲା।…
Read More...

ମୋଦିଙ୍କ କବିତାକୁ ସ୍ୱର ଦେଲେ ଲତା ମଙ୍ଗେସକର ! ଗୀତ ଶୁଣିବା ପରେ ମୋଦି କହିଲେ, ଆପଣଙ୍କ ଠାରୁ ଆସିଥିବା ସ୍ନେହ ଏବଂ…

ସଙ୍ଗୀତ ଜଗତର ସମ୍ରାଜ୍ଞୀ କୁହାଯାଉଥିବା କୋକିଳକଣ୍ଠୀ ଲତା ମଙ୍ଗେସକର ଏବେ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଗୀତ ଗାଇଥିବା ଜଣାପଡ଼ିଛି । ମୋଦୀଜୀ ଲେଖିଥିବା କବିତାକୁ ନିଜ ସ୍ୱର ଦେଇ ଏହାକୁ ଆହୁରି ସ୍ୱତନ୍ତ୍ର କରିଛନ୍ତି ଲତା ମଙ୍ଗେସକର । ଲତା ମଙ୍ଗେସକର ଗାଉଥିବା ସମୟର ଭିଡିଓ ମଧ୍ୟ…
Read More...

ଭୋଟ୍ ପେଡିର ପୁରୁଣା କଥା । ଓଡିଆ ସଂଗୀତ ଜଗତର ବାଦଶାହଙ୍କ ବାପା ଥିଲେ ବାଚସ୍ପତି ।

କନକ ବ୍ୟୁରୋ: ‘ରେ ଆତ୍ମନ୍, ନିଦ୍ରା ପରିହରିଟ୍ଟ’, ‘କେଉଁ ନାମଧରି ଡାକିବୁ ତୁମକୁଟ୍ଟ’, ‘ମାଝିରେଟ୍ଟ’, ‘ଏଇ ଜୀବନଟା ଏକ ନାଟକଟ୍ଟ’, ‘ସୀମାହୀନ ଦରିଆଟ୍ଟ’ ତାଙ୍କର ହିଟ୍ ଗୀତର ଶେଷ ନାହିଁ । ଭଜନ ହେଉ ବା ଗଜଲ, ପଲ୍ଲୀ ଗୀତ ବା ଶାସ୍ତ୍ରୀୟ ସଂଗୀତ ସବୁପ୍ରକାର ଗୀତଗାଇ ସେ ଓଡ଼ିଆମାନଙ୍କ ହୃଦୟର…
Read More...