Browsing Category

ସ୍ପେଶାଲ୍ ରିପୋର୍ଟ

କିଙ୍ଗମେକର ଥିଲେ ପଣ୍ଡିତ ନୀଳକଣ୍ଠ ଦାସ । ନିଜ ନେତୃତ୍ୱରେ ଦଳକୁ ଜିତାଇଲେ କିନ୍ତୁ ମନ୍ତ୍ରୀଟିଏ ବି ହୋଇନଥିଲେ । 

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ‘ଆସିଲା ବଡ଼ ଚଢ଼େଇ, ବସିଲା ଡେଣା ମେଲାଇ, ଧଇଲା ମାଛ, ଖାଇଲା ନାଇଁ’ । ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ଏଇ ପହଳିଟି ‘ମାଛଧରା ଜାଲ’ର କଥା କହେ । ଜାଲ ଚଢ଼େଇ ପରି ଡେଣା ମେଲାଇ ପାଣିରୁ ଛାଣିଆଣେ ମାଛ, ମାତ୍ର ନିଜେ ଖାଇପାରେ ନାହିଁ । ଏହି ଭଳି ଏକ ଅନୁଭୂତି…
Read More...

ଓଡିଶାମାଟିରେ ସଫଳ ହେଲା’ ନିର୍ଭୟ’ର ପରୀକ୍ଷଣ । ୧୦୦୦ କିଲୋମିଟର ଷ୍ଟ୍ରାଇକ୍ ରେଂଜ ବିଶିଷ୍ଟ ସବ-ସୋନିକ କ୍ରୁଜ ମିଜାଇଲର…

ସୋମବାର ଓଡ଼ିଶା ଉପକୂଳରେ ଏକ ସବ୍-ସୋନିକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ କରାଯାଇଥିବା ଜଣାପଡ଼ିଛି । ଏହି ମିସାଇଲର ଷ୍ଟ୍ରାଇକ୍ ରେଞ୍ଜ ୧୦୦୦କିଲୋମିଟର ଥିବା ବେଳେ ଏହାର ନାଁ ରହିଛି ‘ନିର୍ଭୟ’ । ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅରଗାନାଇଜେସନ୍ (ଡିଆରଡିଓ) ଅଧିନରେ ଥିବା ଲ୍ୟାବ୍…
Read More...

୫କୋଟିର ନୋଟ ସହ ସୁନା ଗହଣାରେ ସଜାହେଲା ମନ୍ଦିର । ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ । 

କନକ ବ୍ୟୁରୋ: ଟଙ୍କାରେ ସଜା ହୋଇଛନ୍ତି ଠାକୁର । ମନ୍ଦିରର ଚାରି ଆଡେ ଟଙ୍କା । କାନ୍ଥରେ ବି ଟଙ୍କା, ପାହାଚରେ ବି ଟଙ୍କା । ଯୁଆଡେ ଦେଖିବେ କେବଳ ନଜର ଆସିବ କେବଳ ଟଙ୍କା ଆଉ ଟଙ୍କା । ମନ୍ଦିରରେ ଲାଗିଛି ଶହେ ଟଙ୍କିଆ ନୋଟ୍ ଠାରୁ ଆରମ୍ଭ କରି ୨ ହଜାର ଟଙ୍କିଆ ନୋଟ୍ ସବୁ । ସବୁ ଗୁଡାକ ବି ନୂଆ…
Read More...

ଜାତୀୟ ଗଣମାଧ୍ୟମରେ ନବୀନ କହିଲେ ମନର କଥା । କହିଲେ, ରାଜନୀତିରେ ନାହିଁ ଅବସର ବୟସ, ଯିଏ ଓଡ଼ିଶାର ଦାବି ଶୁଣିବ,…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ସବୁ ଚର୍ଚ୍ଚିତ ପ୍ରସଙ୍ଗ ଉପରେ ଉତ୍ତର ରଖିଛନ୍ତି ନବୀନ । ଇଣ୍ଡିଆ ଟୁଡେର କନସଲଟିଂ ଏଡିଟର ରାଜଦୀପ ସରଦେଶାଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ନେଇ ପ୍ରଶ୍ନ କରିଥିଲେ, ଏହି ନିର୍ବାଚନ ତାଙ୍କ ପାଇଁ ସବୁଠାରୁ କଷ୍ଟସାଧ୍ୟ ନିର୍ବାଚନ କି ।…
Read More...

ବିଶ୍ୱକପ ପାଇଁ କାଲି ଦଳ ଘୋଷଣା କରିବ ଭାରତ ! ଦଳରେ କିଏ ପାଇବ ଚତୁର୍ଥ ସ୍ଥାନ, ଲାଗି ରହିଛି କଳ୍ପନାଜଳ୍ପନା ।

କନକ ବ୍ୟୁରୋ : ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ଜଗତର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ । କ୍ରିକେଟର ଏହି ମହାକୁମ୍ଭରେ ଏକ ନୂଆ ଇତିହାସ ରଚିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । କିଛି ଦେଶ ନିଜ ଦଳ ଘୋଷଣା କରିସାରିଥିବା ବେଳେ ଆସନ୍ତାକାଲି ଦଳ ଘୋଷଣା କରିବ ଭାରତ । ବିଶ୍ୱକପର…
Read More...

ଭୋଟ୍ ପେଡିର ପୁରୁଣା କଥା । ‘ବିଦ୍ୟାପତି’ ପହଞ୍ଚିଲେ ରାଜ୍ୟସଭାରେ ।

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ୧୯୪୮ ମସିହାରେ ଓଡ଼ିଶା ପ୍ରଦେଶ ସହ ଗଡ଼ଜାତଗୁଡ଼ିକର ମିଶ୍ରଣ ନେଇ ସାରା ରାଜ୍ୟରେ ରାଜନୈତିକ ଉତ୍ସାହ ଓ ଉତ୍କଣ୍ଠା ଭରିରହିଥିବା ସମୟରେ ନିର୍ମିତ ହେଉଥାଏ ଦ୍ଵିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଲଳିତା’ । ନୀଳମାଧବଙ୍କୁ ଠାବକରି ତାଙ୍କୁ ପୁରୀ ଆଣିବାର କାହାଣୀ ଉପରେ…
Read More...

୧୦ ଟଙ୍କିଆ ନକଲି ମୁଦ୍ରା ଚିିହ୍ନିବାରେ ଦ୍ୱନ୍ଦରେ ପଡୁଛନ୍ତି କି ? ଦେଖିରଖନ୍ତୁ ଆରବିଆଇ ଦ୍ୱାରା ଜାରି କରାଯାଇଥିବା…

କିଛି ସମୟ ଧରି ଲୋକଙ୍କ ମଧ୍ୟରେ ଲାଗିରହିଥିବା ନକଲି ୧୦ ଟଙ୍କିଆ ମୁଦ୍ରାର ଡର ଏବେ ଯେମିତି ମୁଣ୍ଡବିନ୍ଧାର କାରଣ ପାଲିଟିଛି । ଏଭଳି ପରିସ୍ଥିତିକୁ ଆଖି ଆଗରେ ରଖି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ଅସଲି ୧୦ ଟଙ୍କିଆ ମୁଦ୍ରାର ପରିଚୟ ମିଳିଛି । ଏହି ତାଲିକାରେ ୧୪ ଟି ୧୦ ଟଙ୍କିଆ…
Read More...

ଆମ୍ବେଦକର ଜୟନ୍ତୀ ୨୦୧୯ : ଜାଣନ୍ତୁ ଭୀମରାଓ ଆମ୍ବେଦକରଙ୍କ ଜୀବନ ସହ ଜଡିତ ଥିବା ୧୧ ଟି ଅମୁଲ୍ୟ କଥା ।

ଭାରତର ସମ୍ବିଧାନ ନିର୍ମାତା ,ସମାଜସେବୀ ଡ.ଭିମରାଓ ଆବେନ୍ଦକରଙ୍କ ଜନ୍ମ ମଧ୍ୟପ୍ରଦେଶର ମହୁ ଗ୍ରାମରେ ଏପ୍ରିଲ୍ ୧୪ ତାରିଖ ୧୮୯୧ ରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ରାମଜୀ ମାଲୋଜୀ ସକପାଲ ଏବଂ ମାଙ୍କ ନାଁ ଭୀମାବାଇ ଥିଲା । ସେ ବାପାମା’ଙ୍କ ୧୪ ନମ୍ବର ସହ ଶେଷ ସନ୍ତାନ ଥିଲେ । ବାବା…
Read More...

ସନ୍ତାନ ପାଇବା ଆଶାରେ ଡାକ୍ତରଖାନାକୁ ଗଲେ ମହିଳା ! ମହିଳାଙ୍କୁ ଧୋକା ଦେଇ ୮୯ ବର୍ଷୀୟ ଡାକ୍ତର ହେଲେ ୪୯ ପିଲାଙ୍କ ବାପା…

ସନ୍ତାନଟିଏ ପାଇବା ପାଇଁ ବାପା ମା’ କେତେ ଦିଅଁ ଦେବତାକୁ ପୁଜନ୍ତି । ସମାଜର ଟାହିଟାପରାରୁ ବଚିଂବା ପାଇଁ ଡାକ୍ତର ଠାରୁ ଆରମ୍ଭ କରି ଠାକୁର ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଯାଆନ୍ତି । କିନ୍ତୁ ଏହି ସମୟରେ ସେମାନେ ବେଳେବେଳେ ଠକାମୀର ଶିକାର ମଧ୍ୟ ହୋଇଯାଆନ୍ତି । ଏଭଳି ଏକ ଖବର ଏବେ…
Read More...

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଗାଡି ଚାଳକଙ୍କ ଟୋଲଗେଟ୍ କର୍ମଚାରୀଙ୍କୁ ଘୋଷାଡ଼ି ନେବା ଭିଡିଓ, ଦେଖନ୍ତୁ ଭିଡିଓ

ଗୁରୁଗ୍ରାମ ଟୋଲ ପ୍ଲାଜାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁରୁଗ୍ରାମ ଟୋଲ ପ୍ଲାଜାରେ ଜଣେ କାର ଚାଳକ ଟୋଲ କର୍ମଚାରୀଙ୍କୁ ନିଜ କାରର ବନେଟରେ ପକାଇ ଘୋଷାଡି ନେଇଥିବା ସେଠାରେ ଲାଗିଥିବା ସିସିଟିଭ୍ ଫୁଟେଜ ଜରିଆରେ ଦେଖିବାକୁ ମିଳୁଛି। ଏହି କର୍ମଚାରୀ ଜଣକ ଉକ୍ତ କାର…
Read More...