Browsing Category

ସ୍ପେଶାଲ୍ ରିପୋର୍ଟ

ବହି ଯାଉଥିଲା ପାଣି, ଶୁଖିଲା ପତ୍ର ସାହାଯ୍ୟରେ ପାଣି ଅଟକାଇବାକୁ ଚେଷ୍ଟା କରୁଥିଲା ମାଙ୍କଡ । ମାଙ୍କଡଟିର ଏହି ଭିଡିଓ…

କନକ ବ୍ୟୁରୋ : ପ୍ରେରଣା ଏବଂ ବାର୍ତ୍ତାର ଏହା ଏପରି ଏକ କାହାଣୀ ଯାହା ଆପଣଙ୍କୁ ସଚେତନତାର ଭିନ୍ନ ଏକ ରାସ୍ତା ଦେଖାଇବ । ଯେଉଁଠି ଶିକ୍ଷିତ ସମାଜ ଜଳ ନଷ୍ଟ କରିଚାଲିଛି, ସେଠାରେ କିଭଳି ଏକ ମାଙ୍କଡ ପାଣି ବୁନ୍ଦାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଚାଲିଛି ଦେଖନ୍ତୁ । If other beings of…
Read More...

ପୁରୁଣା ସାଇକେଲ ଆଣିଲା ଅସରନ୍ତି ଖୁସି । ଘରକୁ ସାଇକେଲ ଆସିବା ପରେ ନାଚି ନାଚି ଖୁସି ମନାଇଲା କୁନି ଝିଅ, ସୋସିଆଲ…

କନକ ବ୍ୟୁରୋ : ଖୁସି । ଶବ୍ଦଟା ଶୁଣିବାକୁ ଛୋଟ ହୋଇପାରେ, କିନ୍ତୁ ଏହାର ରହିଛି ବହୁ ବ୍ୟାପକ ଅର୍ଥ । ଅର୍ଥ କାହା ପାଇଁ କେମିତି । କିଏ ଘର କିଣି ଖୁସି ପାଉଛି ତ ଆଉ କିଏ ବଡ ବଡ ହୋଟେଲରେ ଖାଇ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ କୁନି ଝିଅ ମନରେ ଖୁସି ଆସିଛି ଗୋଟିଏ ପୁରୁଣା…
Read More...

ଏକ ରୁ ତିନିବର୍ଷ ମଧ୍ୟରେ ପ୍ରତିଘରେ ଲାଗିବ ପ୍ରିପେଡ୍ ବିଜୁଳୀ ମିଟର ! ମାତ୍ର ୨୦ ଟଙ୍କା ଦେଇ ଗରିବ ଶ୍ରେଣୀର ଗ୍ରାହକ…

ଦେଶର ପ୍ରତିଟି ଘରେ ବିଜୁଳୀ ସଂଯୋଗ ଉପଲବ୍ଧ କରାଇବା ପରେ ସରକାରଙ୍କ ଆଗାମୀ ଲକ୍ଷ୍ୟ ପ୍ରତିଘରକୁ ୨୪ ଘଣ୍ଟା ବିଜୁଳୀ ସୁବିଧା ଯୋଗାଇଦେବା ରହିଛି । ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଦ୍ୱିଦିବସୀୟ ସମ୍ମିଳନୀ ଆରମ୍ଭ କରି କେନ୍ଦ୍ର ବିଜୁଳୀ ମନ୍ତ୍ରୀ ରାଜକୁମାର ସିଂହ କହିଛନ୍ତି ଯେ ୧୬ ମାସ…
Read More...

ପିଆଜକୁ ନେଇ ଗଣ୍ଡଗୋଳ ! ପିଆଜ ପାଇଁ ମୁହାଁମୁହିଁ ହେଲେ ୫ ମହିଳା , ସବୁ ଡାକ୍ତରଖାନାରେ ଭର୍ତ୍ତୀ ।

ବର୍ତ୍ତମାନ ବଜାରରେ ପିଆଜର ଦର ଯାହା ଲୋକମାନେ ସୁନା ସହ ପିଆଜକୁ ତୁଳନା କରୁଛନ୍ତି । ଲୋକଙ୍କୁ ନାକରେ କନ୍ଦାଉଥିବା ପିଆଜ କେଉଁଠି ଚୋରୀ ହେଲାଣି ତ ଆଉ କେଉଁଠି ପିଆଜକୁ ନେଇ ଝଗଡା ଦେଖାଗଲାଣି । ନିକଟରେ ପିଆଜକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିଲା କିନ୍ତୁ କଥା ଏତେ ବଢିଗଲା ଯେ ଦେଖୁ…
Read More...

ଆରପାରିକୁ ଚାଲିଗଲେ ସିନା ୯ ଜଣଙ୍କୁ ବଂଚାଇ ଦେଇଗଲେ ! ଏହି ୧୮ ବର୍ଷୀୟ ପୁଅଟି ପାଇଁ ବଂଚିଗଲା ୯ ଜୀବନ

କୋଏମ୍ବାଟୁରର ଜଣେ କଲେଜ ଛାତ୍ର ୯ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି। ୧୮ ବର୍ଷୀୟ ବି ରାମକୁମାର ଗତ ୮ ତାରିଖରେ ମୋଟର ସାଇକେଲ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତେବେ ତାଙ୍କୁ ପ୍ରଥମେ ସରକାରୀ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ କେଏମସିଏଚ୍ (କୋଭାଇ…
Read More...

ସୋସିଆଲ୍ ମିଡିଆରେ ବନ୍ଧୁତା , ପୂଜା ମଣ୍ଡପରେ ପ୍ରଥମ ଦେଖା , ପ୍ରେମନିବେଦନ ଆଉ ତା’ପରେ ବିବାହ ! ଚର୍ଚ୍ଚାରେ…

ସୋସିଆଲ୍ ମିଡିଆରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ,ତା’ପରେ ବନ୍ଧୁତା ଅଚାନକ ଦେଖାସାକ୍ଷାତ ଆଉ କିଛି ସମୟ ମଧ୍ୟରେ ବିବାହ । ଶୁଣିଲେ ଅଜବ ଲାଗୁଥିବ ନିହାତି କିନ୍ତୁ ସମ୍ପୁର୍ଣ୍ଣ ଘଟଣା ଜାଣିଲେ ଆପଣ ବି ଅବାକ୍ ହୋଇଉଠିବେ । ମା’ ଦୂର୍ଗାଙ୍କ ନବରାତ୍ରୀ ସମୟରେ କଲିକତାରେ ହଜାର ହଜାର ମଣ୍ଡପ ଭିତରେ ଏଭଳି…
Read More...

ବିଲଡିଙ୍ଗ୍  କାନ୍ଥରେ ଲାଗିଛି ୪୪୦ ହଳ ମହିଳାଙ୍କ ଜୋତା ! ଲୋକ ଆସୁଛନ୍ତି , ଦେଖୁଛନ୍ତି , ଫଟୋ ଉଠାଉଛନ୍ତି ଆଉ କାରଣ…

ନାରୀ ହିଂସା ଦୁନିଆରେ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ କିଛି ଦେଶରେ ନାରୀ ହିଂସା ଖୁବ୍ ଗମ୍ଭୀର ପରିସ୍ଥିତିରେ ପହଁଚିଛି । ଆଜିର ସମୟରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସା ସମାଜର ଏକ ପ୍ରମୁଖ ବିଷୟ ହୋଇ ଠିଆ ହୋଇଛି । ସବୁୁଠାରୁ ଦୁଃଖର ବିଷୟ ହେଉଛି ଏହି ହିଂସା ବିରୁଦ୍ଧରେ ସ୍ୱର…
Read More...

ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ହେଲା ମାଙ୍କଡ଼ ରାଜା ! ମୁଣ୍ଡରୁ ଉଙ୍କୁଣି ଖୋଜିବା, କାନରୁ ମଇଳା କାଢିବା ଏବଂ ସଲାମ୍…

ନିକଟରେ ଉତ୍ତରପ୍ରଦେଶର ପିଲିଭିତ୍ ଥାନାରେ ଇନ୍ସପେକ୍ଟରଙ୍କ କାନ୍ଧ ଉପରେ ବସି ମୁଣ୍ଡରୁ ଉଙ୍କୁଣୀ କାଢୁଥିବା ମାଙ୍କଡର ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓ ଭାଇରାଲ୍ ହେବା ପରେ ବର୍ତ୍ତମାନ ଏହି ମାଙ୍କଡ ବିଷୟରେ ଆଉ ଏକ କୌତୁହଳଭରା ଖବର ଆସିଛି । ମାଙ୍କଡର ନାଁ ରାଜା କୁହାଯାଉଥିବା ବେଳେ…
Read More...

ସୁଷମା ସ୍ୱରାଜଙ୍କ ପଥରେ ବିଦେଶ ମନ୍ତ୍ରୀ ଏସ୍ .ଜୟଶଙ୍କର ! ସହାୟତା ପାଇଁ ଟ୍ୱିଟରରେ ଆସିଲା ନିବେଦନ , ଦେଲେ ଏଭଳି…

ବିଦେଶରେ ଫସିଥିବା ଭାରତୀୟଙ୍କୁ ସୋସିଆଲ୍ ମିଡିଆ ଜରିଆରେ ସାହାଯ୍ୟ କରିବାର ପରମ୍ପରା ଜାରି ରଖିଛି ବୈଦେଶିକ ମନ୍ତ୍ରାଳୟ । କୁୱେତ୍ ସ୍ଥିତ ଭାରତୀୟ ଦୂତାବାସ ସେଠାରେ ଫସିଥିବା ଜଣେ ଭାରତୀୟ ମହିଳାଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ଚେଷ୍ଟା କରୁଛନ୍ତି । ଏହି ମହିଳା ଚାକିରୀ ଆଶାରେ ଏଜେଣ୍ଟ୍ ଙ୍କ…
Read More...

ତିତିଲିକୁ ବର୍ଷେ । ଓଡିଶା ଦେଖିଥିଲା କାଳ ରାତିର କରାଳ ରୂପ । ଆଜି ବି ଅକ୍ଟୋବର ୧୦କୁ ମନେ ପକାଇ ଗୁମୁରୁ ଗୁମୁରି…

କନକ ବ୍ୟୁରୋ : ସେହି କାଳ ରାତ୍ରୀ, ଯାହାକୁ ପୁରୁଛି ୧ ବର୍ଷ । ଆଜି ସେହି ଅକ୍ଟୋବର ୧୦ ତାରିଖ, ଯେଉଁ ଦିନ ବିଳମ୍ବିତ ରାତିରେ ତାଣ୍ଡବ ରଚିଥିଲା ବାତ୍ୟା ତିତିଲି । ଆଉ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଜପତି ଜିଲ୍ଲା । ତିତିଲିର ବର୍ଷେ ପରେ କେମିତି ଅଛି ପ୍ରଭାବିତ ଅଂଚଳ ? ସରକାର…
Read More...