Browsing Category

ସ୍ପେଶାଲ୍ ରିପୋର୍ଟ

ଏମିତି ଏକ ମନ୍ଦିର ! ଯେଉଁଠି ମୃତ୍ୟୁ ପରେ ପ୍ରଥମେ ପହଂଚେ ଆତ୍ମା

ମୃତ୍ୟୁ ପରେ ଆତ୍ମା ସ୍ୱର୍ଗ କିମ୍ବା ନର୍କକୁ ଯାଇଥାଏ । କିନ୍ତୁ କେବେ କୌଣସି ମନ୍ଦିରକୁ ଆତ୍ମା ଯିବା କଥା ଶୁଣିଛନ୍ତି । ସେ ମନ୍ଦିର ପୁଣି ଆଉ କେଉଁଠି ନୁହେଁ ଏଇ ଭାରତରେ ହିଁ ଅଛି । ଆଉ ଏହି ମନ୍ଦିରକୁ କେବଳ ଆତ୍ମାମାନେ ହିଁ ଯାଇଥାନ୍ତି । ଶୁଣିବାକୁ ବିସ୍ମୟ ଲାଗୁଥିଲେ ମଧ୍ୟ କଥାଟି ସତ ।…
Read More...

ଜନ ଜାଗରଣର ଅଭିନବ ପ୍ରୟାସ : ଅଟୋରିକ୍ସାରେ ବେଙ୍ଗାଲୁରରୁ ଲଣ୍ଡନଯାତ୍ରା କଲେ ଭାରତୀୟ ଇଂଜିନିୟର

ଏମତି ବି ହୋଇପାରେ । ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପାଇଁ କିଛି ବ୍ୟକ୍ତି ଥାଆନ୍ତି କଷ୍ଟସାଧ୍ୟ କାମକୁ ବି କରିଦେଖାଇଥାନ୍ତି । ଏହିଭଳି ଜଣେ ଭାରତୀୟ ଇଂଜିନିୟର ହେଲେ ୩୫ ବର୍ଷୀୟ ନବୀନ ରବେଲ୍ଲୀ । ସୈାର ଶକ୍ତି ଚାଳିତ ଅଟୋରିକ୍ସାରେ ବେଙ୍ଗାଲୁରରୁ ଲଣ୍ଡନ ଯାତ୍ରା କରିଛନ୍ତି ।…
Read More...

ବିଷ ହୋଇ ଗଲା ସ୍ତ୍ରୀର ବିଶ୍ୱାସ : ସ୍ତ୍ରୀକୁ ଅସୁନ୍ଦରୀ କରିବା ପାଇଁ ସ୍ୱାମୀ କାମୁଡିଲେ ସ୍ତ୍ରୀର ନାକ

କୁହାଯାଏ ସ୍ୱାମୀ-ସ୍ତ୍ରୀର ସଂପର୍କ ଏକ ମଧୁର ସଂପର୍କ । ଦୁହେଁ ଦୁହିଁଙ୍କ ପାଇଁ ସାତ ଜନ୍ମର ସାଥୀ । ଥରେ ଅଗ୍ନିକୁ ସାକ୍ଷୀ ରଖି ହାତ ଗଣ୍ଠି ପଡିଗଲେ ଏ ସଂପର୍କର ଡୋର ବାନ୍ଧି ହୋଇଯାଏ ସାତ ଜନମ ପାଇଁ । କିନ୍ତୁ ବେଳେବେଳ ଏମିତି ଘଟେ ସେହି ମଧୁର ବନ୍ଧନ ହଜିଯାଏ ଅବିଶ୍ୱାସର ଅନ୍ଧକାରରେ । ଅତି…
Read More...

ମହାନଦୀରେ ଭାସି ଆସିଲା ଛତିଶଗଡର ଝିଅ ସୋନି : ୧୨ ଘଂଟା ଧରି ଭାସିବା ପରେ ଉଦ୍ଧାର କଲେ ମତ୍ସ୍ୟଜୀବୀ

କନକ ବ୍ୟୁରୋ : ଜଣେ ଯୁବତୀ ୧୨ ଘଣ୍ଟାରୁ ଅଧିକ ସମୟ ମହାନଦୀର ସୁଅରେ ଭାସିବା ପରେ ମଧ୍ୟ ସୁରକ୍ଷିତ । ତାଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚିକିତ ହୋଇ ଯାଇଛନ୍ତି । ଏକଥା ବିଶ୍ୱାସ ନହେଲେ ବି ସତ । ଏହି ୧୮ବର୍ଷର ଯୁବତୀଙ୍କ ନାଁ ସୋନି ଯାଦବ । ଛତିଶଗଡ଼ରୁ ଭାସି ଆସିବା ପରେ…
Read More...

ପରମ୍ପରା ନା ବିଶ୍ୱାସ ! ଯେଉଁଠି ଜୀବନସାଥୀଟିଏ ପାଇଁ ପୁରୁଷ କରେ ଷୋଳ ଶୃଙ୍ଗାର

ସାଧାରଣତଃ ଭଲ ସ୍ୱାମୀଟିଏ ପାଇବା ପାଇଁ ଝିଅ ମାନେ ବିଭିନ୍ନ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ କେବେ ଶୁଣିଛନ୍ତି ଭଲ ଜୀବନସାଥୀଟିଏ ପାଇଁ ପୁରୁଷମାନେ ଷୋଳ ଶୃଙ୍ଗାର କରିବା ! କିନ୍ତୁ କେରଳରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଏହି ପୂଜା କରିବା ପାଇଁ ପୁରୁଷ ମାନଙ୍କୁ ଶାଢୀ ଓ ଶଙ୍ଖାସିନ୍ଦୁର…
Read More...

ଅନଲାଇନରେ ମିଳୁଛି ସ୍ତ୍ରୀ ! ଘରୋଇ କଳି ପରେ ସ୍ତ୍ରୀକୁ ବିକ୍ରି ପାଇଁ ସ୍ୱାମୀଙ୍କ ବିଜ୍ଞାପନ

ସ୍ୱାମୀ ସ୍ତ୍ରୀ ମଧ୍ୟରେ ତୁତୁ ମେମେ ସବୁ ଘରେ ଥାଏ । କାରଣ ଯେଉଁଠି ପ୍ରେମ ଥାଏ ସେଠି ଝଗଡା ବି ଥାଏ। କିନ୍ତୁ ନିଜ ସ୍ତ୍ରୀ ଉପରେ ବିରକ୍ତ ହୋଇ ସିମନ୍ ନାମକ ଜଣେ ଟେଲିକମ୍ ଇଂଜିନିୟର ଏମିତି ଏକ ପଦକ୍ଷେପ ନେଇଛନ୍ତି ଯାହା ଅପଣଙ୍କୁ ଆଶ୍ଚର୍ଯ୍ୟ କରିବ । ସିମନ୍ ନିଜ ସ୍ତ୍ରୀ ଲିଏଣ୍ଡ୍ରାଙ୍କୁ ଏକ…
Read More...

ଯୌତୁକରେ କୁକୁର ! ଭାବି ସ୍ୱାମୀଙ୍କ ନାଁ ପରେ ଭାଙ୍ଗିଗଲା ବିବାହ

ନିଜ ପୋଷା କୁକୁର ପ୍ରତି ଥିବା ସ୍ନେହ ବେଙ୍ଗାଲୁରୁର ଜଣେ ଯୁବତୀଙ୍କୁ ରାତାରାତି ସୋସିଆଲ୍ ମିଡିଆରେ ଷ୍ଟାର୍ ବନେଇ ଦେଇଛି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ ବେଙ୍ଗାଲୁରୁର କରିଶ୍ମା ୱାଲିଆ ବିବାହ ସମୟରେ ତାଙ୍କ ପୋଷା କୁକୁରକୁ ସାଥିରେ ନେବାକୁ ଚାହୁଁଥିଲେ । କିନ୍ତୁ ଏଥିରେ…
Read More...

ଗଣେଶଙ୍କ ପାଇଁ ନିଆରା ନୈବେଦ୍ୟ : ଭୋଗ ଲାଗୁଛି ମଦ ଓ ମାଂସ

ଏକଥା ବିଶ୍ୱାସ ନହେଲେ ବି ସତ । କର୍ଣ୍ଣାଟକରେ ଅଛି ଏମିତି ଏକ ଅଦ୍ଭୂତ ଗାଁ । ଯେଉଁଠି ପ୍ରଭୁ ଗଣେଶଙ୍କୁ ନୈବେଦ୍ୟରେ ଅର୍ପଣ କରାଯାଉଛି ମଦ ଓ ମାଂସ । ବାଙ୍ଗାଲୋର ମିରର ନ୍ୟୁଜ୍ ଅନୁସାରେ , କୋପ୍ପାଲ ଜିଲ୍ଲାର ଭାଗ୍ୟନଗର ଗାଁରେ ପାଖାପାଖି ୧୦୦ କ୍ଷତ୍ରୀୟ ପରିବାର ଏମିତି ପରଂପରାରେ ବିଶ୍ୱାସ…
Read More...

ସ୍ୱଚ୍ଛ ଭାରତର ଶତାୟୁ ମାସ୍କଟ : ୧୦୫ ବର୍ଷର ବୃଦ୍ଧା ଖୋଲିଦେଲେ ଦେଶର ଆଖି

୧୦୫ ବର୍ଷର କୁଅଁର ବାଈ । ସ୍ୱଚ୍ଛ ଭାରତ ଅଭିଯାନର ମାସ୍କଟ ହେବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୧୭ରେ ଦିଲ୍ଲୀରେ ହେବାକୁ ଥିବା ସ୍ୱଚ୍ଛତା ଦିବସରେ କୁଅଁର ବାଈଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିବେ । ସ୍ୱଚ୍ଛ ଭାରତର ଶତାୟୁ ମାସ୍କଟ ହେବେ କୁଅଁର ବାଈ। ବୟସର…
Read More...

ଅଜବ କଳାକାର : ନିଜ ତୂଳୀରେ ନୁହେଁ , ଟ୍ରାକ୍ଟରରେ ବନେଇଲେ ପେଟିଂ

କୁହାଯାଏ କଳାକାରର କଳା ନିପୂଣତା ଭଗବାନଙ୍କ ବରଦାନ। ସୃଜନଶୀଳତାର ଏକ ଭିନ୍ନ ଚମକ। ଏମିତି ଜଣେ ଆଶ୍ଚର୍ଯ୍ୟଜନକ କଳାକାର ହେଲେ ଇଟାଲୀର ଲ୍ୟାଣ୍ଡ ଆର୍ଟିଷ୍ଟ ଦାରିଓ ଗାମ୍ବାରିନ୍। ନିଜର ଅପୂର୍ବ କଳା ଦକ୍ଷତାରେ ତିଆରି କରିଛନ୍ତି ଏକ ଅଦ୍ଭୂତ କଳାକୃତି । ଏହି ଲ୍ୟାଣ୍ଡ ଆର୍ଟିଷ୍ଟ ଦାରିଓ…
Read More...