Browsing Category

ସ୍ପେଶାଲ୍ ରିପୋର୍ଟ

ମ୍ୟୁଜିୟମରେ ସୁନା ଶୈାଚାଳୟ : ଜାଣନ୍ତୁ କେଉଁଠି ଓ କେମିତି ?

ଏକଥା ବିଶ୍ୱାସ ନହେଲେ ବି ସତ । ଏମିତି ଏକ ଶୈାଚାଳୟ ଅଛି ଯାହା ସୁନାରେ ତିଆରି ହୋଇଛି । ପୁଣି ଅଳ୍ପ ସୁନା ନୁହେଁ । ୧୮ କ୍ୟାରେଟର । ଏଭଳି ଏକ ଆଶ୍ଚର୍ଯ୍ୟକର ଶୈାଚାଳୟ ଅଛି ନ୍ୟୁୟର୍କ ସିଟିର ପ୍ରସିଦ୍ଧ ଗୁଟେନହେମ୍ ମ୍ୟୁଜିୟମରେ । ଏହି ମ୍ୟୁଜିୟମରେ ସେପ୍ଟେମ୍ବର ୧୫ ତାରିଖରେ ଏହି ସ୍ୱର୍ଣ୍ଣ…
Read More...

ଆମ୍ମାଙ୍କ ଫ୍ରିବିଜର ନୂଆ ଫର୍ମୁଲା : ଗରିବଙ୍କ ପାଇଁ ଖୋଲିବେ ବିବାହ ମଣ୍ଡପ

ନିଜ ରାଜ୍ୟରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକରୁଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ବର୍ତମାନ ବିବାହ ଭଳି ଏକ ପବିତ୍ର କାମ କରିବା ପାଇଁ ହାତ ବଢେଇଛନ୍ତି । ଗରିବର ମଧ୍ୟ ସ୍ୱପ୍ନ ଦେଖିବାର ଅଧିକାର ଅଛି , ଏବଂ ସେମାନେ ମଧ୍ୟ କିପରି ତାଙ୍କର ପୁଅ ଓ ଝିଅଙ୍କର ବିବାହକୁ ତାଙ୍କ ଇଚ୍ଛା …
Read More...

ହାରିଯାଇନି ଜୀବନ : ଏସିଡ ଆକ୍ରମଣର ଶୀକାର ୫ ପୀଡିତା ଚଳାଉଛନ୍ତି କେଫ୍

ହାରିଯାଇନି ଜୀବନ । ସରିଯାଇନି ସ୍ୱପ୍ନ । ସବୁ ପ୍ରତିକୂଳ ପରିସ୍ଥିତିରେ ବି କିଛି ଲୋକ ଥାଆନ୍ତି , ଆଗେଇ ଚାଲିଥାନ୍ତି ଆଗକୁ ଆଗକୁ । ସମାଜର ଟାହି ଟାପରା କି ଥଟ୍ଟା ମଜାକୁ ଖାତିର ନଥାଏ ସେମାନଙ୍କର । ସମୟ ସହ ତାଳ ମିଳେଇ ଜୀବନ ଯୁଦ୍ଧରେ ସେମାନେ ସାଜିଥାନ୍ତି ଅପରାଜୟ । ଆଇବିଏନ ଲାଇଭ ନ୍ୟୁଜ…
Read More...

୬୭ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି : ଜନ୍ମଦିନରେ ମାଙ୍କୁ ଭେଟି ନେଲେ ଆର୍ଶୀବାଦ

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ଜନ୍ମ ଗ୍ରହଣ କରିଥିବା ମୋଦି ୬୭ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନରେ ଦେଶ ବିଦେଶରୁ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରତିବର୍ଷ ପରି ଆଜି ମଧ୍ୟ ମୋଦି ସକାଳୁ ନିଜ ମାଙ୍କୁ ଭେଟି ଆର୍ଶୀବାଦ…
Read More...

ଯୌନଦାସୀରୁ ରାଷ୍ଟ୍ରଦୂତ : ବଦଳିଯାଇଥିବା ଇରାକୀ ଝିଅ ନାଦିଆଙ୍କ କାହାଣୀ

ଇରାକୀ ଝିଅ ନାଦିଆ ମୁରାଦ୍ । ୧୯ ବର୍ଷ ବୟସରେ ଆଇଏସ୍ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ । ସଜାଇ ଦେଇଥିଲେ ଯୌନଦାସୀ । ଏହା ପରେ ନାଦିଆ ହୋଇଥିଲେ ବାରମ୍ବାର ଦୁଷ୍କର୍ମର ଶୀକାର। ଏମିତି କି ତାଙ୍କ ଆଖି ସାମ୍ନାରେ ତାଙ୍କ ବାପା ଓ ଭାଇକୁ ବି ହତ୍ୟା କରିଥିଲେ ଏହି ଆତଙ୍କବାଦୀମାନେ।…
Read More...

ଚୀନର ଭାସମାନ ପୋଲ : ପାଣି ଉପରେ ଚାଲୁଛନ୍ତି ଲୋକେ

ଅଦ୍ଭୂତ ଜିନିଷ ତିଆରି କରିବାରେ ଚୀନ ଧୂରନ୍ଧର । ନୂଆ ନୂଆ ତରିକାରେ ଆଶ୍ଚର୍ଯ୍ୟକର କାମ ଚୀନ କରିଥାଏ । ଯାହା ବିଶ୍ୱରେ କେଉଁ ଦେଶରେ ହୋଇନଥାଏ । ଏମିତି ଏକ ହେଲା ଚୀନର ଭାସମାନ ପୋଲ । ପାଣି ଉପରେ ୫୦୦ ମିଟର ଲମ୍ବର ପୋଲ ତିଆରି କରିଛି ଚୀନ । ଯେଉଁଠି ଲୋକମାନେ ପାଣି ଉପରେ ଚାଲିବା ସ୍ୱପ୍ନ…
Read More...

ସୋସିଆଲରେ ଭାଇରାଲ : ୨୦୦ମିଟର ଉଚ୍ଚରୁ ଡେଇଁ ଷ୍ଟଂଟ ଦେଲେ ଦୁବାଇର ଜଣେ ବ୍ୟକ୍ତି

ଅଦ୍ଭୂତ ଆଶ୍ଚର୍ଯ୍ୟ । ଏମିତି ବ୍ୟକ୍ତି ଅଛନ୍ତି ସେମାନେ କରିଦେଖେଇଥାନ୍ତି ଆଶ୍ଚର୍ଯ୍ୟକର କାମ । ଯାହାକୁ ଦେଖିଲେ ତାଜୁବ୍ ହୋଇଯିବ ମଣିଷ । ଏମିତି ଜଣେ ବ୍ୟକ୍ତି ଚକିତ କଲାଭଳି କାମ କରିଛନ୍ତି । ଦୁବାଇର ଏହି ବ୍ୟକ୍ତି ପାଖାପାଖି ୨୦୦ମିଟର ଉଚ୍ଚାରୁ ଏକ ନଭଶ୍ଚୁମ୍ବୀ ବିଲଡିଂ ଉପରୁ ଡେଇଁ…
Read More...

ରଙ୍ଗ ଦେଖେଇଲେ ଋଷି : ଗଣେଶ ବିସର୍ଜନ ବେଳେ ସାମ୍ବାଦିକଙ୍କୁ ମାରିଲେ ଚାପୁଡା

କିଛି ଭିଡିଓ କ୍ଲିପ୍ ସୋସିଆଲରେ ଖୁବ୍ ଭାଇରାଲ ସାଜିଛି । ଗଣେଶ ବିସର୍ଜନ ବେଳେ ଋଷି କପୁର ଓ ରଣଧୀର କପୁର ସାମ୍ବାଦିକଙ୍କ ସହ ହାତାହାତି ହେବାର ଦୃଶ୍ୟକୁ ନେଇ ଚର୍ଚ୍ଚା ଚାଲିଛି । ମୁମ୍ବାଇରେ ଗୁରୁବାର ଦିନ ଆରକେ ଷ୍ଟୁଡିଓର ଗଣେଶ ବିସର୍ଜନରେ ଯୋଗଦେଇଥିଲେ ଋଷି କପୁର ଓ ରଣଧୀର କପୁର ।…
Read More...

ହୁସିଆର! ଆପଣଙ୍କ “ବସ’ ମାନସିକ ବିକାରଗ୍ରସ୍ତ ହୋଇଥାଇ ପାରନ୍ତି!

ପ୍ରତି ପାଂଚ ଜଣରେ ଜଣେ କର୍ପୋରେଟ୍ ମୁଖିଆ ମାନସିକ ବିକାରଗ୍ରସ୍ତ, ଏମିତି ଏକ ଚାଚଂଲ୍ୟକର ତଥ୍ୟ ଜଣାପଡିଛି ବଣ୍ଡ୍ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ । ମନସ୍ତତ୍ୱବିତ୍ ନାଥାନ୍ ବ୍ରୁକ୍ କରିଥିବା ବିଶ୍ଲେଷଣ ଅନୁସାରେ କର୍ପୋରେଟ୍ ଗୁଡିକ କେବଳ ଦକ୍ଷତା ଭିତ୍ତି ରେ ବଡବଡ ପଦବୀ…
Read More...

ଏମିତି ଏକ ମନ୍ଦିର ! ଯେଉଁଠି ମୃତ୍ୟୁ ପରେ ପ୍ରଥମେ ପହଂଚେ ଆତ୍ମା

ମୃତ୍ୟୁ ପରେ ଆତ୍ମା ସ୍ୱର୍ଗ କିମ୍ବା ନର୍କକୁ ଯାଇଥାଏ । କିନ୍ତୁ କେବେ କୌଣସି ମନ୍ଦିରକୁ ଆତ୍ମା ଯିବା କଥା ଶୁଣିଛନ୍ତି । ସେ ମନ୍ଦିର ପୁଣି ଆଉ କେଉଁଠି ନୁହେଁ ଏଇ ଭାରତରେ ହିଁ ଅଛି । ଆଉ ଏହି ମନ୍ଦିରକୁ କେବଳ ଆତ୍ମାମାନେ ହିଁ ଯାଇଥାନ୍ତି । ଶୁଣିବାକୁ ବିସ୍ମୟ ଲାଗୁଥିଲେ ମଧ୍ୟ କଥାଟି ସତ ।…
Read More...