Browsing Category

ସ୍ପେଶାଲ୍ ରିପୋର୍ଟ

ସ୍କୁଲରେ ଯୋଗୀ କ୍ରେଜ୍ ! ଛାତ୍ରଙ୍କୁ ‘ ଯୋଗୀ କଟ୍ ’ କେଶ ରଖିବାକୁ ଆଦେଶ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଚାରିଆଡେ ଚର୍ଚ୍ଚାରେ । ପ୍ରତିଦିନର ଖବରରେ ସ୍ଥାନ ପାଉଛି ତାଙ୍କର ଖବର । ଏବେ ଏମିତି ଏକ ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା । ତାଙ୍କର ବେଶଭୂଷା ଠାରୁ ହେୟାର ଷ୍ଟାଇଲ ସବୁଥିରେ ଲୋକଙ୍କର ନଜର । ଉତ୍ତର ପ୍ରଦେଶର ୱେଷ୍ଟ ଏଣ୍ଡ ରୋଡ୍ ସ୍ଥିତ…
Read More...

କମ୍ପାଉଣ୍ଡରଙ୍କ ପୁଅ ଜେଇଇ ଟପ୍ପର ! ପରୀକ୍ଷାରେ ୩୬୦ ନମ୍ବରରୁ ୩୬୦ ରଖି ଚର୍ଚ୍ଚାରେ

ମାର୍ଚ୍ଚ ୨ରେ ଅନୁଷ୍ଠିତ ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ରାଜସ୍ଥାନ ଉଦୟପୁରର କଳ୍ପିତ୍ ବିରୱଲ୍ ମୋଟ୍ ୩୬୦ ନମ୍ବରରୁ ୩୬୦ ନମ୍ବର ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ଜଣେ କମ୍ପାଉଣ୍ଡରଙ୍କ ପୁଅ କଳ୍ପିତ୍ । ତାଙ୍କର ଏ ସଫଳତାରେ ଚାରିଆଡୁ ଛୁଟିଛି ଶୁଭେଚ୍ଛା । କଳ୍ପିତ…
Read More...

ଓଡିଶା ପ୍ରଦେଶର ଜନକ , ଓଡିଆ ପ୍ରାଣର ପ୍ରତିଷ୍ଠାତା : ଉତ୍କଳ ଗୈାରବ ମଧୁସୂଦନ ଦାସ

ଓଡିଆ ଜାତିର ତ୍ରାଣକର୍ତ୍ତା, ମୁକ୍ତିଦାତା,କୂଳବୃଦ୍ଧ ମଧୁସୂଦନ ଦାସ । କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ, ୧୮୪୮ରେ ଜନ୍ମ ଗ୍ରହଣ କରିଥିଲେ ମଧୁସୂଦନ ଦାସ । ଚାଟଶାଳୀ ପଢା ଶେଷ କରି କଟକ ଯାଇଥିଲେ ପାଠପଢିବାକୁ । ୧୮୮୪ରେ କଟକ ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କରିଥିଲେ । ଏହାପରେ…
Read More...

ରହସ୍ୟମୟୀ ଯୁବତୀ ! ରାହୁଲଙ୍କ ପ୍ରେମିକା ନା’ ବାନ୍ଧବୀ . . . ସାମ୍ନାକୁ ଆସିଲା ସତ

ନିକଟରେ କଂଗ୍ରେସ୍ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କ ଦୁଇଟି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଗୋଟିଏ ଫଟୋରେ ଦେଖିବାକୁ ମିଳିଥିଲା ରାହୁଲ୍ ତାଙ୍କର ୩ ଜଣ ବିଦେଶୀ ବନ୍ଧୁଙ୍କ ସହ ବସିଥିଲେ । ଆଉ ଦ୍ୱିତୀୟ ଫଟୋରେ ଥିଲେ ଜଣେ ଇଟାଲିୟନ୍ ଯୁବତୀ ଯିଏ କି ରାହୁଲଙ୍କ ସହ ଏକ କାରରେ…
Read More...

ଓଡିଶା ପାଇଁ ଆଦର୍ଶ ! ଦୃଷ୍ଟିହୀନ ସ୍କୁଲରେ ଶତପ୍ରତିଶତ ଫଳ

ବ୍ରହ୍ମପୁରରେ ଥିବା ଦୃଷ୍ଟିହୀନମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ରେଡ୍ କ୍ରସ ବିଦ୍ୟାଳୟରେ ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ପାସ୍ କରି ସୃଷ୍ଟି କରିଛନ୍ତି ରେକର୍ଡ । ତେବେ ଗତ ବୁଧବାର ଦିନ ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବା ପରେ ଏଭଳି…
Read More...

ସିଧାସଳଖ ଭେଟି ପାଆନ୍ତୁ ସରକାରୀ ଚାକିରି ! ଏଠାରେ କରନ୍ତୁ ଆବେଦନ

‘ଏମ୍ସ ଯୋଧପୁର’ରେ ଅନେକ ପଦ ପାଇଁ ସିଧାସଳଖ ଇଂଟରଭିୟୁ ବା ସାକ୍ଷାତକାର ଜରିଆରେ ଚାକିରିରେ ଭର୍ତ୍ତି ହେବା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏଥିପାଇଁ ଆବଶ୍ୟକ ଯୋଗ୍ୟତା ରହିଛି କିଛି ଏପରି । ପଦବୀ ନାଁ : ଜୁନିୟର ରେସିଡେଂଟ୍ ଡକ୍ଟର (କ୍ଲିନିକାଲ) ବୟସ ସୀମା: ସର୍ବାଧିକ ବୟସ…
Read More...

ଗୃହିଣୀଙ୍କ ପାଇଁ ସତର୍କବାଣୀ ! ଭୁଲରେ କରନ୍ତୁ ନାହିଁ ଏଭଳି କର୍ମ

ପୁରାଣରେ ଉଲ୍ଲେଖ ରହିଛି କି ବିଶେଷ କରି ମହିଳାମାନେ ଗୁରୁବାର ଦିନ ଏହି ସବୁ କର୍ମ ନ କରିବା ଉଚିତ । କାରଣ ଗୁରୁବାର ଦିନଟିକୁ ଧର୍ମର ଦିନ ବୋଲି କୁହାଯାଏ । ବ୍ରହ୍ମାଣ୍ଡରେ ଯେଉଁ ୯ଟି ଗ୍ରହ ରହିଛି ସେମାନଙ୍କ ମଧ୍ୟରୁ ଗୁରୁ ବା ବୃହସ୍ପତି ଗ୍ରହଟିର ପ୍ରାଧାନ୍ୟତା ସବୁଠାରୁ ଅଧିକ ରହିଛି ।…
Read More...

କୋହଲିଙ୍କ ବିରାଟ ରହସ୍ୟ ! ପିଉଥିବା ପାଣି ଲିଟର ଦାମ୍ ୬୦୦ ଟଙ୍କା

ଭାରତୀୟ କ୍ରିକେଟ୍ ଦଳର ଫିଟ୍ ଏବଂ ହଟ୍ ଖେଳାଳି ବିରାଟ କୋହଲି । ନିଜର କଠିନ ପରିଶ୍ରମ , ଏବଂ ପିଚରେ ଭଲ ପ୍ରଦର୍ଶନ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଏହି ଯୁବ ଖେଳାଳି । ନିଜକୁ ସବୁବେଳେ ଫିଟ୍ ଏବଂ ଫାଇନ୍ ରଖିବାକୁ ପସନ୍ଦ କରନ୍ତି ବିରାଟ୍ । ତେବେ କୋହଲିଙ୍କ ଫିଟନେସର ବିରାଟ ରହସ୍ୟ ଏବେ…
Read More...

ବଡ ଘର ବଡ ଗୁମର କଥା ! ଜାଣନ୍ତୁ ଅମ୍ବାନୀ ବୋହୂଙ୍କ କାରନାମା

ଅମ୍ବାନୀ ପରିବାର ଦେଶର ସବୁଠାରୁ ପ୍ରଭାବଶାଳୀ ତଥା ଧନୀ ପରିବାର । ଅମ୍ବାନୀ ପରିବାରରେ ବଡ ଭାଇ ମୁକେଶ ଅମ୍ବାନୀ ହୋଇଥିବାବେଳେ ଛୋଟ ତଥା ସାନ ଭାଇ ହେଉଛନ୍ତି ଅନୀଲ ଅମ୍ବାନୀ । ତେବେ ଆମେ ଆଜି ଆପଣଙ୍କୁ ଅମ୍ବାନୀ ପରିବାର ଉପରେ ନୁହେଁ ବରଂ ଅମ୍ବାନୀ ପରିବାରର କୂଳବୋହୂଙ୍କ ବିଷୟରେ କିଛି ରୋଚକ…
Read More...

ସିଦ୍ଧପୁରୁଷ ନା’ ଯାଦୁଗର ! କଣ ରହିଛି ସତ୍ୟସାଇଙ୍କ ସତ୍ୟତା

ବାବା ସତ୍ୟସାଇ । ଯାହାଙ୍କର ଅନେକ ନାମ ଅନେକ ଯଶ । ବଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା, କ୍ରିକେଟ୍ ଖେଳାଳି ସମସ୍ତେ ଥିଲେ ବାବା ସତ୍ୟସାଇଙ୍କ ଭକ୍ତ । ତେବେ ସତ୍ୟସାଇ ପ୍ରକୃତରେ ସିଦ୍ଧପୁରୁଷ ଥିଲେ ନା ଥିଲେ ଜଣେ ଯାଦୁଗର । ଏନେଇ ହୋଇଛି ଅନେକ ତର୍କ ବିତର୍କ । ଅନେକ ବାବାଙ୍କୁ…
Read More...