Browsing Category

ସ୍ପେଶାଲ୍ ରିପୋର୍ଟ

୫ ହଜାରରୁ ଅଧିକ ଟଙ୍କା ଜମା ଉପରେ ଲାଗୁ ହେବ ଚାର୍ଜ

ପଂଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି)ର ଗ୍ରାହକଙ୍କୁ ବ୍ୟାଙ୍କର ଅନ୍ୟ ଶାଖାମାନଙ୍କରେ ୫ ହଜାର ଟଙ୍କାରୁ ଅଧିକ ନଗଦ ଟଙ୍କା ଜମା କରିବା ଉପରେ ଦେବାକୁ ପଡିବ ଶୁଳ୍କ । ଯଦି ଶାଖା ସେହି ସହରରେ ଅପସ୍ଥାପିତ ତେବେ ବି ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡିବ । ବର୍ତ୍ତମାନ ପିଏନବି ଗ୍ରାହକଙ୍କୁ ସହର…
Read More...

ଚାରୋଟି ସହଜ ଉପାୟରେ କରନ୍ତୁ ଆପଣଙ୍କ ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ୍

ଆଧାର କାର୍ଡ ବିନା ଏଣିକି ସବୁ ଅଚଳ । ରାସନଠାରୁ ଆରମ୍ଭ କରି କାରବାର ପର୍ଯ୍ୟନ୍ତ ଆଧାର ହୋଇଛି ବାଧ୍ୟତାମୂଳକ । ମୋଟ ଉପରେ କହିବାକୁ ଗଲେ ଆଧାର ଯେପରି ଜଣେ ବ୍ୟକ୍ତିର ପରିଚୟ ପାଲଟିଯାଇଛି । ଅନ୍ୟପଟେ ସରକାର ମଧ୍ୟ ସବୁ କାମ ପାଇଁ ଏହାକୁ ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି । ଖାଲି…
Read More...

ଇତିହାସ ରଚିଲେ ୪୨ ବର୍ଷୀୟ ଯୁବକ ସମୀର ! ୧୦୦ ଦିନରେ ଦୌଡିଲେ ୧୦ ହଜାର କିଲୋମିଟର

ମୁମ୍ବାଇ ପାଇଁ ଅତ୍ୟନ୍ତ ଶୁଭଦିନ ଥିଲା ରବିବାର । କାରଣ, ମଧ୍ୟପ୍ରଦେଶର ୪୨ ବର୍ଷୀୟ ଯୁବକ ସମୀର ସିଂହ ରବିବାର ଦିନ ମୁମ୍ବାଇରେ ରଚିଛନ୍ତି ଇତିହାସ । ସମୀର ହେଉଛନ୍ତି ବିଶ୍ୱର ଏକମାତ୍ର ବ୍ୟକ୍ତି, ଯିଏକି ୧୦୦ ଦିନ ଯାଏଁ ପ୍ରତିଦିନ ୧୦୦ କିଲୋମିଟର ଦୌଡିବା ସହ ସର୍ବାଧିକ ୧୦ ହଜାର କିଲୋମିଟର…
Read More...

ଅଫିସକୁ ସ୍ମାର୍ଟଫୋନ ଆଣିବା ଉପରେ ଲାଗିଲା କଟକଣା ! ନିୟମ ନ ମାନିଲେ ଦେବେ ଜରିମାନା

ଏଣିକି କର୍ମଚାରୀମାନେ କାର୍ଯ୍ୟାଳୟକୁ ଆଣିପାରିବେ ନାହିିଁ ସ୍ମାର୍ଟ ଫୋନ û ସରକାରୀ କାର୍ଯ୍ୟାଳୟରେ ସ୍ମାର୍ଟଫୋନ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇଛନ୍ତି ରାଜସ୍ଥାନ ସରକାର । ଏହା ସହ ନିୟମଭଙ୍ଗ କଲେ ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ଘୋଷଣା ମଧ୍ୟ କରାଯାଇଛି । ତେବେ ଏହି ନିର୍ଦ୍ଦେଶାନାମା…
Read More...

ବନ୍ଦ ହେବ ବେତନ ଆୟୋଗ ଗଠନ ! ପ୍ରତି ବର୍ଷ ବଢ଼ିବ ସରକାରୀ କର୍ମଚାରୀଙ୍କ ଦରମା

କନକ ବ୍ୟୁରୋ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ଏଣିକି ପ୍ରତିବର୍ଷ ବଢ଼ିବା ସମ୍ଭାବନା ରହିଛି। ପ୍ରତିବର୍ଷ କର୍ମଚାରୀଙ୍କ ବେତନ ବଢ଼ାଇବା ସଂକ୍ରାନ୍ତରେ ସରକାର ଏକ କମିଟି ଗଠନ କରିବେ । ପ୍ରତିବର୍ଷ ବେତନ ବୃଦ୍ଧି କରିବା କେତେଦୂର ଯୁକ୍ତିସଙ୍ଗତ ତାହା ଏହି କମିଟି ଅନୁଧ୍ୟାନ କରିବ । ଅର୍ଥ…
Read More...

ଜାଣିହେବ ଏଥର ଅଗଭୀର ସାଗର ରହସ୍ୟ ! ଅତଳ ସାଗରକୁ ମାନବ ପଠାଇବ ଭାରତ, ଏମିତି ଏକ ଯୋଜନା କରୁଛନ୍ତି ବୈଜ୍ଞାନିକ

ବୈଜ୍ଞାନିକମାନେ ଏବେ ଏକ ନୂଆ ପ୍ରୟାସ ଆରମ୍ଭ କରୁଛନ୍ତି । ସାଗରର ବକ୍ଷ ଭେଦ କରି ଜାଣିବେ ସାଗର ତଳର ରହସ୍ୟ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ଏବେ ମହାକାଶକୁ ମନୁଷ୍ୟ ପ୍ରେରଣ ପାଇଁ ଆବଶ୍ୟକ ଜ୍ଞାନକୈାଶଳର ବିକାଶ କରୁଥିବା ବେଳେ ଭାରତର ଅନ୍ୟ ଏକ ସଂସ୍ଥା ମଧ୍ୟ ଅତଳ ମସାଗରକୁ…
Read More...

ସୋସିଆଲ ମିଡ଼ିଆରେ ବନ୍ଧୁତା . . . ? ନକଲି ଚେହେରା ସାମ୍ନାରେ ଥାଏ, ବାସ୍ତବତା ଲୁଚିଯାଏ

ସୋସିଆଲ ମିଡ଼ିଆରେ ବନ୍ଧୁତା କେତେ ଦୂର ବିଶ୍ୱାସଯୋଗ୍ୟ, କେବେ ଚିନ୍ତା କରିଛନ୍ତି କି ? ଏ କି ପ୍ରକାର ବନ୍ଧୁତା. . . ନା କୌଣସି ପୁରୁଣା ସମ୍ପର୍କ, ନା କେବେ ସାକ୍ଷାତ, ଫଟୋ ଦେଖିଲେ, ପସନ୍ଦ ଆସିଲା ଆଉ ବନ୍ଧୁ ହୋଇଗଲେ । ଅନେକ ଥର ଯେଉଁ ଚେହେରା ଦେଖି ଆପଣ ବନ୍ଧୁତା କରନ୍ତି, ତାହା ବାସ୍ତବରେ…
Read More...

ମୃତ୍ୟୁର ଆପ୍ ! କେବଳ ବ୍ଲୁ ହ୍ୱେଲ୍ ନୁହେଁ ଏହି ସବୁ ଖେଳ ମଧ୍ୟ ନେଇଥାଏ ଜୀବନ . . ସାବଧାନ୍ ରୁହନ୍ତୁ

ବ୍ଲୁ ହ୍ୱେଲ୍ ଗେମ୍‌ ଏକ ମାରାତ୍ମକ ଖେଳ ଭାବେ ସାରା ବିଶ୍ୱ ଗ୍ରହଣ କରି ସାରିଛି । ମୋବାଇଲରୁ ଆରମ୍ଭ ହେଉଥିବା ଏହି ଭୟଙ୍କର ଖେଳ ଶେଷ ହେଉଛି ମୃତ୍ୟୁରେ । ଏହି ଖେଳରେ ବର୍ତ୍ତମାନ ସୁଦ୍ଧା ଋଷିଆର ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି । ଭାରତରେ ମଧ୍ୟ ଏହି ଗେମର ପ୍ରଭାବ…
Read More...

ଚର୍ଚ୍ଚାରେ ‘ଗ୍ରହ ସୁରକ୍ଷା ଅଧିକାରୀ’ ପଦ ପାଇଁ ନାସାର ନିଯୁକ୍ତି ଆହ୍ୱାନ ! ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଲେ ୯ବର୍ଷର…

ପୃଥିବୀକୁ ସମ୍ଭାବ୍ୟ ଏଲିଏନ୍ସଙ୍କ ଠାରୁ ରକ୍ଷା କରିବା ପାଇଁ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ପକ୍ଷରୁ ଆବେଦନ ପତ୍ର ଆହ୍ୱାନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଉଚ୍ଚ ଦରମା ସହ ଏହି ନିଯୁକ୍ତିର ଯୋଗ୍ୟତା ବିଷୟରେ ନାସା ଘୋଷଣା କରିଛି । ସବୁଠୁ ବିସ୍ମୟର କଥା ଏହି ଯେ , ନାସାର…
Read More...

ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଅନ୍ତୁ ପୁରସ୍କାର ପାଆନ୍ତୁ ! ଜଗତସିଂହପୁର ପୁଲିସର ଉଚ୍ଚକୋଟିର ପଦକ୍ଷେପ .…

ମାନବିକତା ଦେଖାନ୍ତୁ । ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନା ପହଂଚାନ୍ତୁ । ଆଉ ଏହା ପରିବର୍ତ୍ତେ ପାଆନ୍ତୁ ପୁରସ୍କାର । ଏଭଳି ଏକ ଅଭିଯାନ ଆରମ୍ଭ କରିଛି ଜଗତସିଂହପୁର ପୁଲିସ୍ । ଏନେଇ ଏକ ପୋଷ୍ଟର୍ ମଧ୍ୟ ମାରିଛି ଜିଲ୍ଲା ପୁଲିସ୍ । ଯେଉଁ ବ୍ୟକ୍ତି ଦୁର୍ଘଟଣାଗସ୍ତ…
Read More...