Browsing Category

ସ୍ପେଶାଲ୍ ରିପୋର୍ଟ

ଦୁଇ ପ୍ରକାରର ୫୦୦ ଟଙ୍କିଆ ନୋଟ୍ ନେଇ ସଂସଦ ସରଗରମ ! କଂଗ୍ରେସର ଅଭିଯୋଗ, ଏହା ଶତାଦ୍ଦୀର ସବୁଠାରୁ ବଡ଼ ଘୋଟଲା

ଦୁଇ ପ୍ରକାର ୫୦୦ ଟଙ୍କିଆ ନୋଟ୍ ନେଇ ଆଜି ସଂସଦ ସରଗରମ । ରାଜ୍ୟସଭାରେ ଦୁଇ ପ୍ରକାରର ୫୦୦ ଟଙ୍କିଆ ନୋଟ ନେଇ ହଙ୍ଗାମା କରିଛି କଂଗ୍ରେସ । ୫୦୦ ଟଙ୍କିଆ ଦୁଇ ପ୍ରକାର ନୋଟର ଆକାର ଓ ଡିଜାଇନ ଅଲଗା ଅଲଗା ଥିବା ମଧ୍ୟ ଦର୍ଶାଇଛି । କଂଗ୍ରେସ ଅଭିଯୋଗ କରିଛି ଏହା ଶତାଦ୍ଦୀର ସବୁଠାରୁ ବଡ଼ ଘୋଟଲା ।…
Read More...

ମୋଦିଙ୍କ ପାଖରେ ରହିଛି ଚୀନକୁ ରୋକିବାର କ୍ଷମତା ! ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ମାନନ୍ତି ଜି ଜିନପିଙ୍ଗ

ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ଡୋକଲାମ ବିବାଦ ଉପରେ କଡ଼ା ନଜର ରଖିଛି ଆମେରିକା । ଆମେରିକୀୟ ଚୀନ ବିଶେଷଜ୍ଞ ବୋନୀ ଗ୍ଲେସର କହିଛନ୍ତି, ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗ୍ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପରି ଜଣେ ନେତା ମାନନ୍ତି, ଯିଏ ଭାରତର ହିତ ପାଇଁ ସବୁବେଳେ ତତ୍ପର ।…
Read More...

ଜିଓ ବନାମ ଏୟାରଟେଲ୍ ବନାମ ଭୋଡ଼ାଫୋନ ବନାମ ଆଇଡିଆ : ଜାଣନ୍ତୁ ୮୪ଜିବି ଡାଟା ବିଶିଷ୍ଟ କେଉଁ ପ୍ଲାନ ଆପଣଙ୍କ ପାଇଁ ଠିକ୍

ରିଲାଏନ୍ସ ଜିଓ ଆସିବା ପରେ ସତେ ଯେମିତି ଟେଲିକମ୍ ଜଗତରେ ଚାଲିଛି ବିଭିନ୍ନ ଶସ୍ତା ପ୍ଲାନର ଲଢେଇ । କାରଣ, ଜିଓର ଦମଦାର ପ୍ଲାନକୁ ଟକ୍କର ଦେବା ପାଇଁ ସବୁ କଂପାନୀମାନେ ଏକାପ୍ରକାରେ ଅଂଟା ଭିଡିଛନ୍ତି । ଜଣକ ପରେ ଜଣେ ଗ୍ରାହକଙ୍କୁ ଭେଟିଦେବାରେ ଲାଗିଛନ୍ତି ଅନେକ ଶସ୍ତା ଅଫର । ତେବେ ଆଜି ଆମେ…
Read More...

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ନିଖୋଜ ! ସୂଚନା ଦେଲେ ମିଳିବ ପୁରସ୍କାର

ଥମିବାର ନାଁ ଧରୁନି ବିବାଦ । ଦିନକୁ ଦିନ କଂଗ୍ରେସ ଉପାଧ୍ୟକ୍ଷ ତଥା ଅମେଠୀର ସାଂସଦ ରାହୁଲ୍ ଗାନ୍ଧୀଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି । କିଛି ଦିନ ତଳେ ତାଙ୍କ ଗାଡି ଉପରକୁ ଢେଲା ପଥମ ମାଡ ଘଟଣା ପରେ ଏବେ ଅମେଠୀରେ ବି ରାହୁଲ ଗାନ୍ଧୀଙ୍କୁ ହେବାକୁ ପଡିଛି ସାଧାରଣ ଜନତାଙ୍କ ଆକ୍ରୋଶର…
Read More...

ସପ୍ତାହକୁ ଦୁଇ ଦିନ ବନ୍ଦ ରହିପାରେ ବ୍ୟାଙ୍କ !

ବ୍ୟାଙ୍କ କର୍ମଚାରୀଙ୍କ ଉପରେ ପଡୁଥିବା କାମର ଭାରକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏକ ଏଭଳି ପ୍ରସ୍ତାବ ଉପରେ ବିଚାର ଚାଲିଛି , ଯାହାଦ୍ୱାରା ବ୍ୟାଙ୍କ କର୍ମୀଙ୍କୁ ମିଳିପାରେ ଆଶ୍ୱସ୍ତି । ପ୍ରସ୍ତାବ ଅନୁସାରେ, ଖୁବ୍ ଶୀଘ୍ର ହିଁ ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବାର ସମୟ ଉପରେ କିଛି ପରିବର୍ତ୍ତନ…
Read More...

ଏଣିକି ପ୍ୟାକେଟ କ୍ଷୀର ପିଇବେ ସୈନିକ ! ମୋଦି ସରକାର ବନ୍ଦ କରିବେ ୩୯ ଗୋଶାଳା

ମୋଦି ସରକାରଙ୍କ ଆଉ ଏକ ନିଷ୍ପତି ଯୋଗୁଁ ଦେଶରେ ପୁଣି ଥରେ ରାଜନୀତି ସରଗରମ ହୋଇପାରେ । ରକ୍ଷା ମନ୍ତ୍ରାଳୟ ଦେଶରେ ୩୯ ଟି ସୈନ୍ୟ ଗୋଶାଳା ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ଯାହାଦ୍ୱାରା ଏହି ନିଷ୍ପତି ଉପରେ ଉଠୁଛି ଅନେକ ପ୍ରଶ୍ନ । କୁହାଯାଉଛି ସରକାର ଯେଉଁ ଫାର୍ମକୁ ବନ୍ଦ କରିବାର…
Read More...

ମୋଦିଙ୍କ ପାକିସ୍ତାନୀ ଭଉଣୀ ! ସ୍ନେହ ବନ୍ଧନ ଆଗରେ ହାର ମାନିଲା ସୀମାର ଅଙ୍କୁଶ

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ପାକିସ୍ତାନୀ ଭଉଣୀ କମର ମୋହସିନ୍ ଶେଖ୍ । ମୋଦି ଯେତେବେଳେ ଆରଏସଏସର କାର୍ଯ୍ୟକର୍ତା ଥିଲେ ସେହି ସମୟରୁ ହିଁ କମରଙ୍କ ଠାରୁ ରାକ୍ଷୀ ବନ୍ଧାଇ ତାଙ୍କୁ ଭଉଣୀ ବୋଲି ସ୍ୱୀକାର କରିଥିବା କହିଛନ୍ତି ସେ । ବିବାହ ପରେ…
Read More...

ସଂପର୍କ କ୍ରାନ୍ତି ଏକ୍ସପ୍ରେସର ପକୋଡ଼ାରେ ପୋକ ! ଏପରି ଖାଦ୍ୟରୁ ‘ପ୍ରଭୁ’ ହିଁ ବଂଚାଇପାରିବେ

ରେଲୱେରେ ନିମ୍ନ ମାନର ଖାଦ୍ୟ ମିଳୁଛି ବୋଲି ଅନେକ ସମୟରେ ଅଭିଯୋଗ ହୋଇଛି । ଆଉ ଗୋଟିଏ ପରେ ଗୋଟିଏ ଏହାର ଉଦାହରଣ ମଧ୍ୟ ସାମ୍ନାକୁ ଆସୁଛି । ଏବେ ବିହାର ସଂପର୍କ କ୍ରାନ୍ତି ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ପକୋଡ଼ା ପ୍ୟାକେଟରେ ପୋକ ମିଳିଥିବାର ଅଭିଯୋଗ ହୋଇଛି । ସୂଚନା…
Read More...

ମୁସଲମାନ୍ ଝିଅମାନଙ୍କୁ ମୋଦିଙ୍କ ବଡ ଉପହାର ! ‘ଶାଦୀ ଶଗୁନ୍’ ଯୋଜନାରେ ୫୧ହଜାର ଟଙ୍କା ଦେବେ ସରକାର

ଦେଶବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଏବେ ଆଉ ଏକ ଉଚ୍ଚକୋଟିର ପଦକ୍ଷେପ ନେଇଛନ୍ତି । ରାକ୍ଷୀପୂର୍ଣ୍ଣିମାର ଠିକ୍ ଦିନକ ଆଗରୁ ମୁସଲମାନ୍ ଯୁବତୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରି ଚର୍ଚ୍ଚାରେ ମୋଦି ସରକାର । ଏହି ଅଳ୍ପସଂଖ୍ୟକ ସମୁଦାୟର…
Read More...

୫ ହଜାରରୁ ଅଧିକ ଟଙ୍କା ଜମା ଉପରେ ଲାଗୁ ହେବ ଚାର୍ଜ

ପଂଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି)ର ଗ୍ରାହକଙ୍କୁ ବ୍ୟାଙ୍କର ଅନ୍ୟ ଶାଖାମାନଙ୍କରେ ୫ ହଜାର ଟଙ୍କାରୁ ଅଧିକ ନଗଦ ଟଙ୍କା ଜମା କରିବା ଉପରେ ଦେବାକୁ ପଡିବ ଶୁଳ୍କ । ଯଦି ଶାଖା ସେହି ସହରରେ ଅପସ୍ଥାପିତ ତେବେ ବି ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡିବ । ବର୍ତ୍ତମାନ ପିଏନବି ଗ୍ରାହକଙ୍କୁ ସହର…
Read More...