Browsing Category

ସ୍ପେଶାଲ୍ ରିପୋର୍ଟ

କେତେବେଳେ ହଳଦି କେତେବେଳେ ସବୁଜ ! ଜାଣନ୍ତୁ ସଡ଼କରେ ରଙ୍ଗ ବଦଳୁଥିବା ପଥର ପଛର କାରଣ

ଶୁନ୍ ଶାନ୍ ରାସ୍ତା ଆଉ ପବନ ସହ କଥା ହୋଇ ଆଗକୁ ମାଡ଼ିଚାଲୁଥିବା ଗାଡି । ସଡ଼କରେ ଯାତ୍ରା କରିବାର ମଜା କିଛି ଅଲଗା ଥାଏ । ସାଙ୍ଗ ସାଥୀ ହୁଅନ୍ତୁ କିମ୍ବା ପରିବାର ସହ ଯାତ୍ରା, ସମସ୍ତଙ୍କ ପାଇଁ ଆଣିଦେଇଥାଏ ନିଆରା ଅନୁଭୂତି । କିନ୍ତୁ ଏହି ଯାତ୍ରା କରିବା ସମୟରେ କେବେ ଧ୍ୟାନ ଦେଇଛନ୍ତି ରାସ୍ତା…
Read More...

କେହି ଧରିଥାଏ ମାଛ ତ କାହାକୁ ଫଟୋଗ୍ରାଫିର କ୍ରେଜ୍ ! କ୍ରିକେଟରୁ ଅଧିକ ଏସବୁ ପସନ୍ଦ କରିଥାନ୍ତି କ୍ରିକେଟର୍ସ . .…

୨୬ ମେ’ରେ ରିଲିଜ୍ ହୋଇଥିଲା ସିନେମା ‘ସଚିନ୍ : ଏ ମିଲିୟନ୍ ଡ୍ରିମ୍ସ’ । ସିନେମାଟି କ୍ରିକେଟ୍ କିମ୍ବଦନ୍ତୀ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କ ଜୀବନ ଉପରେ ଆଧାରିତ । ଏଥିରେ ସଚିନ୍ ନିଜେ ହିଁ ନିଜର ଜୀବନଯାତ୍ରା ବୟାନ୍ କରିଥିଲେ । ଏହା ପୂର୍ବରୁ ଧୋନୀ ଏବଂ ଅଝାରୁଦ୍ଦିନଙ୍କ…
Read More...

ଚୀନ୍-ଉତ୍ତର କୋରିଆ ସଂପର୍କ ପଛର ରହସ୍ୟ : ସତ୍ତା ପାଇଁ ପ୍ରୀତି !

କନକ ବ୍ୟୁରୋ: ମୁହାଁମୁହିଁ ସ୍ଥିତିରେ ଆମେରିକା ଓ ଉତ୍ତର କୋରିଆ । କେତେବେଳେ କିଛି ବି ହୋଇପାରେ । କିନ୍ତୁ ଏବେ ଚୀନ ଦେଖାଇଛି ଉତ୍ତର କୋରିଆ ପ୍ରୀତି । କିନ୍ତୁ କାହିଁକି ? ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ । ଚୀନ ଓ ଉତ୍ତର କୋରିଆ ମଧ୍ୟରେ ଗଭୀର ସଂପର୍କ । ହେଲେ କାହିଁକି ? କଣ ପାଇଁ…
Read More...

ପ୍ରକୃତିର ନିଆରା ଅବଦାନ ! ପ୍ରାକୃତିକ ଝରଣା, ଯେଉଁଥିରୁ ବାହାରୁଛି ଗରମ ପାଣି

କନକ ବ୍ୟୁରୋ : ପ୍ରକୃତିର ନିଆରା ଅବଦାନ । ପ୍ରାକୃତିକ ଝରଣା, ଯେଉଁଥିରୁ ବାହାରୁଛି ଗରମ ପାଣି । ଏମିତି ଏକ ଆଶ୍ଚର୍ଯ୍ୟ ଦେଖିବାକୁ ମିଳେ ତୁର୍କୀରେ । ପାମୁକ୍କାଲେ ନାମରେ ପ୍ରସିଦ୍ଧ ଏହି ଝରଣା ଦେଖିବାକୁ ବେଶ ସୁନ୍ଦର । ଧଳାର ମଖମଲି ପଥରରୁ ପାଖାପାଖି ୧୭ ଟି ଛୋଟ ଛୋଟ ଝରଣା ବହିଥାଏ ଏଠି ।…
Read More...

ସ୍ୱାଧୀନତାର ୭୦ ବର୍ଷ : ହିନ୍ଦୁସ୍ତାନ-ପାକିସ୍ତାନ ବିଭାଜନ । ୭୦ବର୍ଷ ପରେ ବି ଜିଇଁ ରହିଛି ସେହି ଯନ୍ତ୍ରଣା

ଆଉ ମାତ୍ର କିଛି ଦିନ ପରେ ଭାରତ ଏବଂ ପାକିସ୍ତାନ ନିଜ ନିଜର ସ୍ୱତନ୍ତ୍ରତାର ୭୦ତମ ବାର୍ଷିକୀ ଉତ୍ସବ ପାଳନ କରିବାକୁ ଯାଉଛି । ଯାହାର ଜୋରଦାର ପ୍ରସ୍ତୁତି ମଧ୍ୟ ଉଭୟ ଦେଶରେ ଦେଖିବାକୁ ମିଳିଛି । ତେବେ ପାକିସ୍ତାନରେ ୧୪ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଭାରତରେ ୧୫…
Read More...

ଯୁବଦେଶ ଭାରତ : ଶିକ୍ଷା ଠାରୁ ବେରୋଜଗାରୀ ଏକ ଆହ୍ୱାନ

କନକ ବ୍ୟୁରୋ: ଅଗଷ୍ଟ ୧୨ରେ ଆନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଛି ଯୁବ ଦିବସ । ସମଗ୍ର ଯୁବସମାଜ ପାଇଁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଥିବା ବେଳେ ଏହିଦିନ ବିଭିନ୍ନ ସଭାସମିତିର ଆୟୋଜନ ମଧ୍ୟ କରାଯାଇଥାଏ । ୧୯୯୯ ମସିହା ଠାରୁ ଏହି ଦିବସଟିକୁ ପାଳନ କରାଯାଉଛି । ତେବେ ଚଳିତ ବର୍ଷ ଥିମ…
Read More...

ଆଜି ବିଶ୍ୱ ହସ୍ତୀ ଦିବସ : ବଢ଼ୁଛି ସଂଖ୍ୟା ତଥାପି ଅସୁରକ୍ଷିତ ଗଜରାଜ

କନକ ବ୍ୟୁରୋ- ଆଜି ପୁରା ବିଶ୍ୱ ପାଳୁଛି ବିଶ୍ୱ ହସ୍ତୀ ଦିବସ । ସୁସଜ୍ଜିତ ହୋଇଛନ୍ତି ଗଜରାଜ । ହାତୀମାନଙ୍କର ସଂରକ୍ଷଣ ଓ ସୁରକ୍ଷା ଉପଲକ୍ଷେ ଏହି ଦିବସ ପାଳନ ହେଉଛି । ତେବେ ନଜର ପକାନ୍ତୁ ଓଡିଶାରେ କେତେ ସୁରକ୍ଷିତ ଗଜରାଜ । ପ୍ରତିବର୍ଷ ଅଗଷ୍ଟ ୧୨ରେ ହାତୀମାନଙ୍କ ପାଇଁ ପାଳନ ହେଉଛି ବିଶ୍ୱ…
Read More...

ସୋସିଆଲ ମିଡିଆରେ ଦକ୍ଷ ବ୍ୟକ୍ତିଙ୍କୁ ଟେଲିକମ୍ କଂପାନୀ ଦେଉଛି ନିଯୁକ୍ତି ! ମିଳିବ ମୋଟା ଅଙ୍କର ଦରମା

ଏହି ବର୍ଷ ଜାନୁୟାରୀରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ନିଜର ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର ଠାରୁ ଟ୍ୱିଟରରେ ସାହାଯ୍ୟ ମାଗିଥିଲା ବେଳେ ପ୍ରତିଦ୍ୱନ୍ଦ୍ୱୀ କଂପାନୀମାନେ ମଧ୍ୟ ନିଜର ସେବା ଅଫର କରିବାକୁ ଲାଗିଥିଲେ । କ୍ୟାସଲେସ୍ ଇକୋନୋମିର ପୋଷ୍ଟର ବୟ ବିଜୟ ଶେଖର ଶର୍ମା ଯେତେବେଳେ ଏହି…
Read More...

‘ଆଜି ହେବ ନାହିଁ ରାତି’ ! ଜାଣନ୍ତୁ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହୋଇଥିବା ଏହି ଖବରଟିର ସତ୍ୟତା

ଅଗଷ୍ଟ ୧୨ ତଥା ଆଜି ହେବ ନାହିଁ ରାତି । ଏଭଳି ଚାଂଚଲ୍ୟକର ଖବର ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଖବର ଆସିଛି କି, ଆଜି ତଥା ୧୨ ଅଗଷ୍ଟରେ ରାତି ହେବ ନାହିଁ ଏବଂ ୨୪ ଘଂଟା ପୃଥିବୀ ଆଲୋକମୟ ଦେଖାଯିବ । ଅର୍ଥାତ୍ ଆଜି ରାତ୍ରି ସମୟରେ ବି ପୃଥିବୀ ଦିନ ଭଳି ଉଜ୍ଜଳ ଦେଖାଯିବ ।…
Read More...

ବିଭାଜନର ୭୦ ବର୍ଷ ! ଜିନ୍ନାଙ୍କ ସେ ବଙ୍ଗଳା ଯାହା ଭାରତ ପାଇଁ ପାଲଟିଛି ‘ଶତ୍ରୁ ସମ୍ପତି’

ଆଉ କିଛି ଦିନ ପରେ ଭାରତ ପାକିସ୍ତାନ ବିଭାଜନକୁ ପୁରିବ ୭୦ ବର୍ଷ । ସମସ୍ତେ ଜାଣନ୍ତି ଏହି ବିଭାଜନରେ ସବୁଠାରୁ ବଡ ଏବଂ ମହତ୍ୱପୂର୍ଣ୍ଣ ଭୂମିକା ଥିଲା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କର । ଯାହାଙ୍କୁ ପାକିସ୍ତାନର କୁହାଯାଏ କାୟଦେ ଆଜମ୍ । ଆଉ ସାଧାରଣ ନାଗରିକ ତାଙ୍କୁ ବାବା – ଏ କୋମ୍ କହି ସମ୍ମାନର…
Read More...