Browsing Category

ସ୍ପେଶାଲ୍ ରିପୋର୍ଟ

ଦଲାଲ ବୁଡାଇଦେବେ ରେଳ କାରବାର : ବଢ଼ୁଛି ବିନା ଟିକେଟରେ ଯାତ୍ରା । ବନ୍ଧାହେଲେ ୩୦୭ ଦଲାଲ

କନକ ବ୍ୟୁରୋ: ପାଖରେ ଟିକେଟ ନାହିଁ ତଥାପି ଯାଉଛନ୍ତି । ଲାଇସେନ୍ସ ନାହିଁ ତଥାପି ବିକ୍ରି କରୁଛନ୍ତି ଟିକେଟ । ରେଳ କାରବାର କରୁଛନ୍ତି ଅବୈଧ ଏଜେନ୍ସି । ଏମିତି ଚାଲିଛି ଭାରତୀୟ ରେଳ । ଯାହା ଏବେ ଯାଞ୍ଚ ବେଳେ ଧରାପଡିଛି । ରେଳ ବିଭାଗର ଖୁଫିଆ ନଜରରୁ ବତ୍ତିପାରି ନାହାଁନ୍ତି ଏମାନେ । ଆଉ…
Read More...

ସଂଗ୍ରାମୀଙ୍କ ସଂଘର୍ଷ । ପୂଜ୍ୟପୂଜାକୁ ସମ୍ମାନ ଦେବାକୁ କୁଣ୍ଠା କାହିଁକି ? ସହର ବଡ ହେଲେ ହୃଦୟ ଛୋଟ

କନକ ବ୍ୟୁରୋ:ବେକରେ ଶୁଖିଲା ଫୁଲମାଳ । ଦେହସାରା ପକ୍ଷୀମଳ । ଖରା,ବର୍ଷା,ଶୀତ, କାକର କୋଉଥିରୁ ବି ମୁକ୍ତି ନାହିଁ । ମୁଣ୍ଡ ଉପରେ ଛାତଟିଏ ବି ନାହିଁ । ରାଜଧାନୀ ଭୁବନେଶ୍ୱରରେ ଏମିତି ପଡିଛନ୍ତି ମହାପୁରୁଷ । ଯେଉଁମାନେ ଦେଶକୁ ସ୍ୱାଧୀନ କରିବା ପାଇଁ ନିଜ ଜୀବନକୁ ବି ଉତ୍ସର୍ଗ କରିଦେଲେ…
Read More...

ଫୋନପେ ୱାଲେଟରେ ଜିଓ ରିଚାର୍ଜ କରନ୍ତୁ ! ମିଳିବ ୭୫ ଟଙ୍କାର କ୍ୟାସବ୍ୟାକ୍

ରିଲାଏନ୍ସ ଜିଓର ସମର ସରପ୍ରାଇଜ ଅଫର ଶେଷ ହୋଇଛି । ଏପରିସ୍ଥଳେ ଯଦି ଆପଣଙ୍କ ନମ୍ବରର ବୈଧତା ଶେଷ ହେଉଛି ଏବଂ ଆପଣ ରିଚାର୍ଜ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ଆପଣ ଜିଓ ନମ୍ବରରେ ରିଚାର୍ଜ କରିବା ପରେ ଆପଣଙ୍କୁ ୭୫ ଟଙ୍କାର କ୍ୟାସବ୍ୟାକ୍ ମିଳିପାରେ ।…
Read More...

ପ୍ରାୟ ୯.୩ କୋଟି ପାନ୍ – ଆଧାର ହୋଇଛି ସଂଯୋଗ : ବରିଷ୍ଠ ଅଧିକାରୀଙ୍କ ସୂଚନା

କନକ ବ୍ୟୁରୋ : ଏପର୍ଯ୍ୟନ୍ତ ପ୍ରାୟ ୯.୩ କୋଟିରୁ ଅଧିକ ପାନକୁ ଅଧାର ନମ୍ବର ସହିତ ସଂଯୁକ୍ତ କରାଯାଇଛି । ଦେଶରେ ମୋଟ୍ ୩୦ କୋଟି ଲୋକଙ୍କ ପାଖରେ ପାନ୍ କାର୍ଡ ଅଛି । ତେଣୁ ଏହି ହିସାବରେ ପାୟ ୩୦ ପ୍ରତିଶତ ପାନ୍ କାର୍ଡ ଆଧାର ସହିତ ସଂଯୁକ୍ତ କରାଯାଇଛି ବୋଲି ଆୟକର ବିଭାଗର ଜଣେ ବରିଷ୍ଠ…
Read More...

କନକ ନ୍ୟୁଜ ୱେବ ଏକ୍ସକ୍ଲୁସିଭ । ୨୦୦୯ ଫର୍ମୁଲା ଓଡିଶାରେ ଆପଣାଇବ ଏଆଇସିସି! ପର୍ଯ୍ୟବେକ୍ଷକ କଣ ଦେଇପାରନ୍ତି ରିପୋର୍ଟ,…

ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକ ତିନିଦିନ ଧରି ନେତାଙ୍କ ସହ କଲେ ମାନସ ମନ୍ଥନ । ବରିଷ୍ଠ ନେତା, ଛାମୁଆ ସଂଗଠନ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦଙ୍କ ସହ ମାରାଥନ ବୈଠକ କରି କଂଗ୍ରେସର ଭାଗ୍ୟ ନିର୍ଦ୍ଧାରଣ କଲେ । ଏହି ରିପୋର୍ଟ ଆଧାରରେ ହିଁ ହାଇକମାଣ୍ଡ ନିଷ୍ପତ୍ତି ନେବେ…
Read More...

ଆଗୁଆ ନିର୍ବାଚନକୁ ଯିବ କି ଓଡିଶା! କେତେ ପ୍ରସ୍ତୁତ ରାଜନୈତିକ ଦଳ ଜାଣନ୍ତୁ

କନକ ବ୍ୟୁରୋ: ୨୦୧୮ରେ ହିଁ ହୋଇପାରେ ଲୋକସଭା ନିର୍ବାଚନ । ଡିସେମ୍ବରରେ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନ କରାଇବାକୁ ସରକାର ସଜବାଜ ହେଉଛନ୍ତି । ରାଜନୈତିକ ମହଲରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ଯଦି ଆଗୁଆ ନିର୍ବାଚନ ହୁଏ ତେବେ ଓଡିଶାରେ ଏହାର…
Read More...

କମୁଛି ତାଳଗଛ, ବଢ଼ୁଛି ବଜ୍ରପାତ : ଜାଣନ୍ତୁ କାହିଁକି ହୋଇପାରୁନି ବଜ୍ରପାତର ପ୍ରତିରୋଧ

କନକ ବ୍ୟୁରୋ: ଲୋପ ପାଉଛି ତାଳଗଛ । ସହର ତ ଦୂରର କଥା ଗାଁ ଗହଳିରେ ଆଉ ଦିଶୁନି ଏହି ଗଛ । ଫଳରେ ବଜ୍ରପାତ ସମୟରେ ପ୍ରତିରୋଧ ହେବା ସମ୍ଭବ ହେଉନାହିଁ । ଓଡିଶାରେ ଗତ କିଛିଦିନ ମଧ୍ୟରେ ବାରମ୍ବାର ବଜ୍ରପାତ ହେବା ପରେ ଏଭଳି ଆଶଙ୍କା ବ୍ୟକ୍ତ କରିଛି ପାଣିପାଗ ବିଭାଗ । ଆଗେ ଗାଁ ଗହଳିରେ ତାଳଗଛ…
Read More...

ସ୍ୱାଧୀନ ଭାରତର ପତାକା ରହିଛି ସୁରକ୍ଷିତ ! ୧୯୪୭ରେ ଉତ୍ତୋଳନ ହୋଇଥିବା ତ୍ରିରଙ୍ଗା ଏବେବି ଉଡୁଛି ଫରଫର୍

ଆସନ୍ତାକାଲି ଦେଶ ପାଳିବ ୭୧ତମ ସ୍ୱାଧୀନତା ଦିବସ । ପୁରା ଦେଶବାସୀ ଉଲ୍ଲସିତ । ଆଉ ଏହାରି ଭିତରେ ଏକ ଖବର ସାମନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୧୫ ଅଗଷ୍ଟ୧୯୪୭ରେ ଜର୍ଜ ଫୋର୍ଟରେ ଉତ୍ତୋଳନ ହୋଇଥିବା ତ୍ରିରଙ୍ଗା ଆଜି ବି ସୁରକ୍ଷିତ ରହିଛି । ଏହାକୁ ପ୍ରଥମଥର…
Read More...

ମାଦେରିଆ ସହରର ଫ୍ଲାୱାର ଫେଷ୍ଟିଭାଲ୍ : ବସନ୍ତ ଆଗମନରେ ପର୍ତ୍ତୃଗାଲର ଏକ ପ୍ରମୁଖ ପର୍ବ

ବସନ୍ତ ଋତୁ ଆସିଲେ ମାଦେରିଆର ଘର ଠାରୁ ଆରମ୍ଭ କରି ରାସ୍ତା ଘାଟ ଭିନ୍ନ ଭିନ୍ନ ଫୁଲର ବାସ୍ନାରେ ଭରିଯାଏ । କାରଣ ବସନ୍ତ ଆସିଲେ ମାଦେରିଆରେ ପାଳନ କରାଯାଏ ଫୁଲର ପର୍ବ ‘ଫେଷ୍ଟା ଦା ଫ୍ଲୋର୍’ । ପର୍ତ୍ତୃଗାଲ ଏକ ବଡ ସହର ମାଦେରିଆ । ମାଦେରିଆ ଫ୍ଲାୱାର ଫେଷ୍ଟିଭାଲ୍ ହେଉଛି ପର୍ତ୍ତୃଗାଲର…
Read More...

ସେଦିନ ଭାରତ-ପାକିସ୍ତାନ ହୋଇଥିଲା ବିଭାଜନ ! ବଳି ପଡିଥିଲା ଏକ ଅଧୁରା ପ୍ରେମ କାହାଣୀ

ସମୟ ଥିଲା ଦେଶ ବିଭାଜନର । ଅଖଣ୍ଡ ଭାରତବର୍ଷ ବିଭାଜିତ ହୋଇଥିଲା ଦୁଇ ଭାଗରେ । ଏପଟେ ଭାରତୀୟମାନେ ଦୀର୍ଘଦିନରୁ ଇଂରେଜ ଠାରୁ ସ୍ୱାଧୀନତା ପାଇ ମୁକ୍ତ ଆକାଶର ମୁକ୍ତ ବିହଙ୍ଗ ପାଲଟିଥିବା ବେଳେ , ସେପଟେ ଦେଶର ଆଉ ଏକ ଅଂଶ ପାଲଟିଯାଇଥିଲା ପାକିସ୍ତାନ । ଅଡି ବସିଥିଲା ନିଜର ଅଧିକାର । ଆଉ ଆରମ୍ଭ…
Read More...