Browsing Category

ସ୍ପେଶାଲ୍ ରିପୋର୍ଟ

ପେଟିଏମରେ ବୁକ୍ କରନ୍ତୁ ଏଲପିଜି ସିଲିଣ୍ଡର । ୯୦୦ ଟଙ୍କା କ୍ୟାସବ୍ୟାକ୍ ସହ ମିଳିବ ଅନେକ ଫାଇଦା ! ଜାଣନ୍ତୁ କେମିତି…

କନକ ବ୍ୟୁରୋ : ପେଟିଏମରେ ବୁକ୍ କରନ୍ତୁ ଏଲପିଜି ସିଲିଣ୍ଡର । ୯୦୦ ଟଙ୍କା କ୍ୟାସବ୍ୟାକ୍ ସହ ମିଳିବ ଅନେକ ଫାଇଦା ! ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ଅନଲାଇନରେ ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି, ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ । ଦିନକୁ ଦିନ ଗ୍ୟାସ…
Read More...

ଆଜିଠାରୁ ବଡ଼ ପରିବର୍ତ୍ତନ : ବଦଳିଲା ଏହି ସବୁ ନିୟମ, ଗ୍ରାହକଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

କନକ ବ୍ୟୁରୋ : ଆଜିଠାରୁ ଆପଣଙ୍କ ଜୀବନଶୈଳୀ ସହ ଜଡିତ ଅନେକ କ୍ଷେତ୍ରରେ କେତେକ ପରିବର୍ତ୍ତନ ହୋଇଛି । ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡିବ । ଜୁଲାଇ ମାସରେ ବ୍ୟାଙ୍କ ସେବାଠୁ ଆରମ୍ଭ କରି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଆଉ ଏଲପିଜି ଗ୍ୟାସ ସମ୍ପର୍କୀତ ଅନେକ ବିଷୟରେ କିଛି କିଛି…
Read More...

ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର : ମାସକରେ ୪ଥରରୁ ଅଧିକ ଉଠାଣ କଲେ ଦେବାକୁ ପଡିବ ଅତିରିକ୍ତ ଶୁଳ୍କ

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆଜିଠାରୁ କିଛି ନୂଆ ନିୟମ ଲାଗୁ ହୋଇଛି । ଯେଉଁଥିରେ ଏବେ ଟଙ୍କା ଉଠାଇବା ଲୋକଙ୍କୁ ଆହୁରି ମହଙ୍ଗା ପଡିପାରେ । ଚେକ୍ ବୁକ୍ ହେଉ ଅବା ଏଟିଏମରୁ ସବୁ କ୍ଷେତ୍ରରେ ଏବେ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ଟଙ୍କା ଉଠାଣ ହେଲେ…
Read More...

କରୋନା ଟେଷ୍ଟ କରାନ୍ତୁ, ପିଜା ଖାଆନ୍ତୁ । କୋଭିଡ୍ ପରୀକ୍ଷା କରାଇଲେ ମାଗଣାରେ ମିଳିବ ପିଜା । ଜାଣନ୍ତୁ କେଉଁଠି ମିଳୁଛି…

କନକ ବ୍ୟୁରୋ : କରୋନା ଟେଷ୍ଟ କରାନ୍ତୁ, ପିଜା ଖାଆନ୍ତୁ । କୋଭିଡ୍ ପରୀକ୍ଷା କରାଇଲେ ମାଗଣାରେ ମିଳିବ ପିଜା । କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ପୂରା ବିଶ୍ୱରେ କାୟା ମେଲାଇଥିବା ବେଳେ, ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ପ୍ରାୟତଃ ସବୁ ଦେଶ କଟକଣା ଜାରି କରିଛନ୍ତି । ବିଶେଷ କରି ମାସ୍କ…
Read More...

ଏଟିଏମକୁ ୧୪୦୦ ଟଙ୍କା ଉଠାଇବାକୁ ଯାଇଥିଲେ ମହିଳା । ଆକାଉଣ୍ଟ ଦେଖି ଉଡିଗଲା ହୋସ୍, ଖାତାରେ ଥିଲା ୭୪୧୭ କୋଟି ଟଙ୍କା ।

କନକ ବ୍ୟୁରୋ : କଥାରେ ଅଛି ଆଲ୍ଲା ଯବ ଦେତା ହେ, ତୋ ଛପର ଫାଡ୍ କେ ଦେତା ହେ... ଫିଲ୍ମର ଏହି ଡାଏଲଗ୍ ଆପଣ ଅନେକ ଥର ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ସେମିତି ଏକ ସତ କାହାଣୀ କହିବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବୃଦ୍ଧା ୧୪୦୦ ଟଙ୍କା ଉଠେଇବା ପାଇଁ ବ୍ୟାଙ୍କକୁ…
Read More...

ପାଠ ପଢିବାକୁ ରାସ୍ତା କଡରେ ଆମ୍ବ ବିକ୍ରି କରୁଥିଲା କୁନି ଝିଅ । ସଂଘର୍ଷ ଦେଖି ଆଗେଇ ଆସିଲେ ଏହି ବ୍ୟକ୍ତି, ଦେଢ ଲକ୍ଷ…

କନକ ବ୍ୟୁରୋ : ଏ କାହାଣୀ ସାହାଯ୍ୟର, ମଣିଷପଣିଆର । କରୋନା ମହାମାରୀ ଲୋକଙ୍କ ଆଖିରେ ସ୍ୱାର୍ଥର ପରଦା ଟାଣିଦେଇଥିବାବେଳେ, ଏ କାହାଣୀ କହୁଛି ଆଜି ବି ମଣିଷପଣିଆ ବଂଚିଛି । ଝାଡଖଣ୍ଡ ଜାମେସଦପୁରର ୧୧ବର୍ଷୀୟ କୁନି ଝିଅ ତୁଲସୀ କୁମାରୀ । ପାଠ ପଢିବାକୁ ମନରେ ମେଂଚେ ଇଚ୍ଛା । କରୋନା…
Read More...

ଘରୁ ବାହାର କରିଦେଲା ସ୍ୱାମୀ । ଜୀବନ ଜିଇଁବାକୁ ଛୋଟ ପିଲାକୁ ଧରି ରାସ୍ତା କଡରେ ବିକ୍ରି କରୁଥିଲେ ଲେମ୍ବୁ ପାଣି, କଠିନ…

କନକ ବ୍ୟୁରୋ : ପିଲାଙ୍କ ପେଟ ପାଇଁ ଲେମ୍ବୁ ପାଣି ବିକୁଥିଲେ, ଏବେ ସବ୍ ଇନ୍ସପେକ୍ଟର ହେଲେ । ସଂଘର୍ଷ ଓ ଇଚ୍ଛାଶକ୍ତିର ଏହା ଏମିତି ଏକ କାହାଣୀ, ଯାହା ପ୍ରତିଟି ବ୍ୟକ୍ତିଙ୍କ ମନରେ ପ୍ରେରଣା ଭରିଦେବ । କୁହାଯାଏ ଯଦି ମନରେ ଦୃଢ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ରହିଥାଏ, ତେବେ ପରିଶ୍ରମ ବଳରେ…
Read More...

କମାଲ କଲେ ବରଗଡ଼ର ଚାଷୀ । ଗୋଟିଏ ଗଛରେ ଫଳାଇଲେ ୧୦୦ ପ୍ରଜାତିର ସୁଆଦିଆ ଆମ୍ବ ।

କନକ ବ୍ୟୁରୋ : ଗୋଟିଏ ଗଛରେ ୧୦୦ ପ୍ରଜାତିର ଆମ୍ବ । କମାଲ କଲେ ବରଗଡ଼ର ଚାଷୀ । ଆମ୍ବ ଖାଇବାକୁ କିଏବା ଭଲନପାଏ । ଆମ୍ବ ସମସ୍ତଙ୍କର ପ୍ରିୟ ଫଳ । ତେବେ ଆପଣ ଅନେକ ପ୍ରଜାତିର ଆମ୍ବ ଦେଖିଥିବେ । କିନ୍ତୁ ଆମ୍ବକୁ ନେଇ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ, ଯାହା ଜାଣିଲେ ହୁଏତ ଆପଣ…
Read More...

ସାଇବର କ୍ରାଇମରୁ କେମିତି ରହିବେ ସତର୍କ ? ଅନଲାଇନ୍ ଠକେଇରୁ ବର୍ତ୍ତିବେ କେମିତି ? ସତର୍କ କରାଇଲା ଭାରତୀୟ ଷ୍ଟେଟ୍…

କନକ ବ୍ୟୁରୋ : ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ସାଇବର କ୍ରାଇମରୁ କେମିତି ରହିବେ ସତର୍କ ? ଅନଲାଇନ୍ ବ୍ୟାଙ୍କିଂ ଏବଂ ଡିଜିଟାଲ୍ ଟ୍ରାଞ୍ଜାକସନ୍ ଅତ୍ୟନ୍ତ ନିରାପଦ ଏବଂ ସହଜ ପଦ୍ଧତି । କିନ୍ତୁ ଏଥିରେ ବେଳେ ବେଳେ ଠକାମିର ଶିକାର ହେବାର ଆଶଙ୍କା ରହିଥାଏ । ଏଭଳି ପରିସ୍ଥିତିରେ…
Read More...

ଆପଣଙ୍କର ଏସବିଆଇରେ ଆକାଉଣ୍ଟ ଅଛି କି ? ଜୁଲାଇ ୧ରୁ ହେବ ବଡ ପରିବର୍ତ୍ତନ ।

କନକ ବ୍ୟୁରୋ : ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର । ଜୁଲାଇ ୧ରୁ ହେବ ବଡ଼ ପରିବର୍ତ୍ତନ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ଏଟିଏମରୁ ଟଙ୍କା ଉଠାଣ, ଖାତାରୁ ନଗଦ ଟଙ୍କା ଉଠାଣ ଏବଂ ଚେକ୍ ବୁକ୍ ଇସ୍ୟୁ…
Read More...