Browsing Category

ସ୍ପେଶାଲ୍ ରିପୋର୍ଟ

ଆର୍ମିରୁ ଅବସରପ୍ରାପ୍ତ କୁକୁରଙ୍କୁ ଆଉ ହତ୍ୟା କରାଯିବ ନାହିଁ ! ଖୋଲିଲା ସ୍ୱତନ୍ତ୍ର ଓଲ୍ଡ ଏଜ ହୋମ୍, ମିଳିବ ସାହାରା ଓ…

ଆର୍ମି କୁକୁର ମାନେ ପାଇବେ ନୂଆ ଜୀବନ । ତାଙ୍କୁ ଖୁବ ସାରା ଭଲପାଇବା ଓ ଘର ମଧ୍ୟ ମିଳିବ । କାରଣ ଅବସର ନେଲା ପରେ ବି ଏବେ ଆଉ ସେନା ବାହନୀରେ ବ୍ୟବହୃତ ହେଉଥିବା କୁକୁରଙ୍କୁ ହତ୍ୟା କରାଯିବନାହିଁ । କାରଣ ସେନାରେ ବ୍ୟବହାର କରାଯାଉଥିବା କୁକୁରଙ୍କୁ ଅବସର ପରେ ଗୁଳି ମାରି ଦିଆଯାଏ । ଏବେ…
Read More...

ଗରିବଙ୍କ ଝାଳବୁହା ଧନ ଲୁଟିବାରେ ଲାଗିଛନ୍ତି ସରକାରୀ ବ୍ୟାଙ୍କ ! ଜାଣନ୍ତୁ କିଭଳି ସର୍ବନିମ୍ନ ଜମାରାଶି ଆଳରେ ବ୍ୟାଙ୍କ…

ସେଭିଂ ଆକାଉଂଟରେ ସର୍ବନିମ୍ନ ଅର୍ଥ ରାଶି ରଖିବା ଭଳି ପ୍ରୋଭିଜନ ଆଳରେ ଗରିବଙ୍କୁ ଲୁଟିବାରେ ଲାଗିଛନ୍ତି ସରକାରୀ ବ୍ୟାଙ୍କ । ଏକଥା ଆମେ କହୁନାହୁଁ ବରଂ ନିଟକରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏଭଳି ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି କି ସରକାରୀ…
Read More...

ଫେସବୁକରେ ସକ୍ରିୟ ହେଉଛି ଫେକ ଲାଇକ୍‌ ଓ କମେଣ୍ଟ ସୃଷ୍ଟି କରୁଥିବା ସଫ୍ଟଓୟାର !

ଫେସବୁକର ସୁରକ୍ଷା ବଳୟରେ ତୃଟି ଯୋଗୁଁ ଏକ ନିୟୁତରୁ ଅଧିକ ସଂଖ୍ୟକ ଅସଲି ଏବଂ ନକଲି ଆକାଉଣ୍ଟସ୍‌ ଫେକ୍‌ ଲାଇକ ଏବଂ କମେଣ୍ଟ ପାଇବାରେ ସଫଳ ହୋଇଛନ୍ତି । ତୃଟି ହେତୁ ଫେକ ଲାଇକ୍‌ ଓ କମେଣ୍ଟ ସୃଷ୍ଟି କରୁଥିବା ସଫ୍ଟଓୟାରଗୁଡ଼ିକ ସକ୍ରିୟ ହୋଇଉଠିଛନ୍ତି । ଫଳରେ ଅତିକମ୍‌ରେ ୧୦୦ ମିଲିୟନ୍‌ ଲାଇକ୍‌…
Read More...

ଓଡ଼ିଶା ଷ୍ଟାର୍ଟଅପରେ ୧୧୨ ଉଦ୍ୟୋଗୀ ଚିହ୍ନଟ !

କନକ ବ୍ୟୁରୋ : ଓଡ଼ିଶା ଷ୍ଟାର୍ଟଅପ୍‌ କାର୍ୟ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରର ୧୧୨ ଷ୍ଟାର୍ଟଅପ୍‌କୁ ଚିହ୍ନଟ କରାଯାଇଛି । ଏମଏସଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍‌.ଏନ୍‌. ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ଟାସ୍କଫୋର୍ସ ବୈଠକରୁ ଏହା ଜଣାଯାଇଛି ।…
Read More...

ଭୁଷୁଡା ଓଭରବ୍ରିଜକୁ ନେଇ ବୟାନବାଜୀ ! ସଚିବାଳୟରୁ ସିପି ଅଫିସ ଯାଏଁ ପଣ୍ଡା ତାତି

କନକ ବ୍ୟୁରୋ : ଭୁବନେଶ୍ୱର ବମିଖାଲରେ ଭୁଷୁଡିଲା ଓଭରବ୍ରିଜ । ଜଣଙ୍କର ଜୀବନ ଗଲା, ଆଉ ଅନେକ ଆହତ ହେଲେ । ନେତାମନ୍ତ୍ରୀଙ୍କ ଭିଡ ଲାଗିଲା ଘଟଣାସ୍ଥଳ ଓ ଡାକ୍ତରଖାନାରେ । ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଲେ । ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ହେଲେ । ୨ଜଣଙ୍କୁ ନିଲମ୍ବିତ କରାଗଲା…
Read More...

ମହଙ୍ଗା ପଡିଲା ମୋଦି ଏବଂ ଯୋଗୀଙ୍କ ଚିତ୍ର ଆଙ୍କିବା ! ମୁସଲିମ୍ ମହିଳାଙ୍କୁ ଘରୁ ବାହାର କଲେ ସ୍ୱାମୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଛବି ଆଙ୍କିବା ମହଙ୍ଗା ପଡିଛି ଜଣେ ମୁସଲିମ୍ ମହିଳାଙ୍କୁ । ଉଭୟଙ୍କ ପେଣ୍ଟିଂ କରିବାରୁ ମହିଳାଙ୍କୁ ଘରୁ ବାହାର କରିଦେଇଛନ୍ତି ଶ୍ୱଶୁର ଲୋକ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବସାରିକପୁର…
Read More...

ନୀଳ ସମୁଦ୍ରରେ ନାରୀଶକ୍ତି ! ସାଗର ପରିକ୍ରମାରେ ଭାରତୀୟ ନୌସେନାର ୬ ମହିଳା ଅଫିସର୍ 

କନକ ବ୍ୟୁରୋ : ନୀଳ ସମୁଦ୍ରରେ ନାରୀଶକ୍ତି । ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ଦେଶର ମଙ୍ଗ ସମ୍ଭାଳିବା ପରେ ନାରୀଶକ୍ତିର ପରିଚୟ ଦେଇଛନ୍ତି ନେଭିର ମହିଳା ଅଫିସର୍ । ପ୍ରଥମ ଥର ପାଇଁ ସାଗର ପରିକ୍ରମାରେ ବାହାରିଛନ୍ତି ଭାରତୀୟ ନୌସେନାର ୬ ମହିଳା କ୍ରୁ ମେମ୍ବର । ୫୫ ଫୁଟର ଏକ…
Read More...

ଜିଓ ୟୁଜର୍ସଙ୍କୁ ମିଳିବ ୨୫ଜିବି ଅତିରିକ୍ତ ୪ଜି ଡାଟା !

ରିଲାଏନ୍ସ ଜିଓ ସହ ଭାଗୀଦାରି ହେବା ପରେ ଘରୋଇ ବୈଦ୍ୟୁତିକ ବ୍ରାଣ୍ଡ କଂପାନୀ ତଥା ଇନଟେକ୍ସ ଟେକ୍ନୋଲୋଜି ନିଜର ସ୍ମାର୍ଟଫୋନ ୟୁଜର୍ସଙ୍କୁ ୨୫ଜିବି ଅତିରିକ୍ତ ଡାଟା ଦେବାକୁ ଘୋଷଣା କରିଛି । ଏହି ଯୋଜନା ଆଧାରରେ ସମସ୍ତ ଇନଟେକ୍ସ ୪ଜି ସ୍ମାର୍ଟଫୋନ ୟୁଜର୍ସ ଜିଓ କନେକ୍ସନର ବ୍ୟବହାର କରି ୪ଜି…
Read More...

ହନିପ୍ରୀତଙ୍କୁ ଧରିବା ପାଇଁ ଆକ୍ସନରେ ପୋଲିସ ! ନେପାଳ ସୀମାରେ ଲାଗିଲା ମୋଷ୍ଟ ୱାଣ୍ଟେଡ଼୍ ପୋଷ୍ଟର

ରାମରହିଙ୍କ ପୋଷ୍ୟକନ୍ୟା ହନିପ୍ରୀତ୍ ଏବେ ମୋଷ୍ଟ ୱାଣ୍ଟେଡ଼୍ । ନେପାଳ ସୀମାକୁ ଲାଗିଥିବା ପୋଲିସ ଷ୍ଟେସନ ଗୁଡ଼ିକରେ ହନିପ୍ରୀତଙ୍କ ମୋଷ୍ଟ ୱାଣ୍ଟେଡ଼୍ ପୋଷ୍ଟର ଲଗାଯାଇଛି । ସନ୍ଦେହ ହେଉଛି ଏହି ସ୍ଥାନ ଦେଇ ହନିପ୍ରୀତ ଅନ୍ୟ ଦେଶକୁ ପଳାୟନ କରିପାରନ୍ତି । ଏଥିପାଇଁ ସୀମାର ପୁଲିସକୁୁ ସତର୍କ ରହିବା…
Read More...

ବ୍ୟାଙ୍କ ଖାତାଧାରୀଙ୍କୁ ଝଟକା ! ଏଣିକି ଏଟିଏମରୁ ଟଙ୍କା ଉଠାଇବା ଗ୍ରାହକଙ୍କୁ ପଡିବ ମହଙ୍ଗା

ପଂଜାବ ନ୍ୟାସନାଲ ବ୍ୟାଙ୍କ ତଥା ପିଏନବିର ଗ୍ରାହକଙ୍କୁ ପୁଣି ଏକ ଝଟକା । ଏଣିକି ଗୋଟିଏ ମାସରେ ୫ରୁ ଅଧିକ ଥର ଏଟିଏମରୁ ଟଙ୍କା ଉଠାଇଲେ ଦେବାକୁ ପଡିବ ଚାର୍ଜ । ତେବେ ଏହି ନିୟମ ଆସନ୍ତା ମାସ ତଥା ଅକ୍ଟୋବର ମାସରୁ କାର୍ଯ୍ୟକାରୀ କରାଯିବ । ବର୍ତ୍ତମାନ ସମୟରେ ଗ୍ରାହକଙ୍କୁ ପିଏନବିର ଏଟିଏମରୁ…
Read More...