Browsing Category

ସ୍ପେଶାଲ୍ ରିପୋର୍ଟ

ରାଜନୀତିରେ ସମଦୁରତ୍ୱ । ଦରକାର ନଥିଲେ ସବୁ ପର ଆଉ ଆବଶ୍ୟକ ପଡିଲେ ସବୁ ନିଜର । ସମଦୁରତ୍ୱ ବନାମ ସମଝୈାତାର ସମୀକରଣ ।

କନକ ବ୍ୟୁରୋ : ସମଦୂରତ୍ୱ ଅର୍ଥାତ ସମାନ ଦୂରତା । ଏହି ସମଦୂରତ୍ୱ ଶବ୍ଦଟି ଏବେ ଓଡିଶା ରାଜନୀତିରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । ପାଲଟିବନି ବା କାହିଁକି । କାରଣ ଏହି ଶବ୍ଦଟି ଅନ୍ୟ କାହା ପାଟିରୁ ନୁହେଁ ବରଂ ଖୋଦ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦୋହରାଇଛନ୍ତି । ଏମିତିରେ ବିଜେଡି…
Read More...

ନକ୍ସଲଙ୍କୁ ନାକେଦମ କରୁଛି ‘ସ୍ନିଫର ଡଗ’ !

କୁକୁର ଯେପରି ବିଶ୍ୱସ୍ତ ସେହିପରି ଦାୟିତ୍ୱ ସମ୍ପନ୍ନ । ଛତିଶଗଡ ପୁଲିସ୍ଙ୍କର କୁକୁରଦଳରେ ସାମିଲ ସ୍ନିଫର କୁକୁରଙ୍କ ବିଷୟରେ ଅନେକ ସଫଳତା ଲେଖାହୋଇଛି । ନକ୍ସଲଙ୍କ ଅନେକ ଷଡଯନ୍ତ୍ର ରୋକିବାରେ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି । ନକ୍ସଲ ପ୍ରଭାବିତ ଅଂଚଳରେ ଏହି କୁକୁରମାନେ…
Read More...

ଫ୍ଲିପକାର୍ଟ ଆଣୁଛି ୩ଟି କ୍ୟାମେରାଯୁକ୍ତ ସ୍ମାର୍ଟଫୋନ୍ ! ଜବରଦସ୍ତ ବ୍ୟାଟେରୀ ବ୍ୟାକ ଅପ ସହ ରହିଛି ଅନେକ ଫିଚର,…

ଭାରତୀୟ ଅନଲାଇନ୍ ୱେବସାଇଟ୍ ଫ୍ଲିପକାର୍ଟ ଘରେ ଘରେ ବେଶ ଲୋକପ୍ରିୟ । ଏହି ୱେବସାଇଟ୍ ଉପରେ ସମସ୍ତଙ୍କ ବିଶ୍ୱାସ ରହିଛି । ଭଲ ଜିନିଷ ସହ ସଠିକ ସମୟରେ ଜିନିଷ ପହଞ୍ଚାଉ ଥିବାରୁ ଲୋକଙ୍କ ନିକଟରେ ଆସ୍ଥାଭାଜନ ହୋଇପାରିଛି ଫ୍ଲିପକାର୍ଟ । ତେବେ ନିଜର ଅନଲାଇନ୍ ସାଇଟ୍ ବ୍ୟତୀତ ଫ୍ଲିପକାର୍ଟ ଏବେ…
Read More...

ଭାରତୀୟ ଛାତ୍ରୀଙ୍କ କମାଲ : ୭୦୦ ଟଙ୍କାରେ ନିର୍ମାଣ କଲେ ଏସି , ୨ କିଲୋ ବରଫରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଘର ରହିବ ଥଣ୍ଡା…

ସାଧରଣତଃ ଖରାଦିନେ ଘରକୁ ଥଣ୍ଡା କରିବା ପାଇଁ ଏସିର ଆବଶ୍ୟକତା ପଡିଥାଏ । ତେବେ ଏହି ଏସି କିଣିବା ପଛରେ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ଯାହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । କିନ୍ତୁ ଏବେ ଏହି ଅସୁବିଧା ଦୂର ହେବାକୁ ଯାଉଛି । ଏଣିକି ଘରକୁ ଥଣ୍ଡା କରିବା ପାଇଁ ଆଉ ଅଧିକ…
Read More...

ଆସାମରେ କରାଯାଏ ବେଙ୍ଗ ଓ ବେଙ୍ଗୁଲୀର ବିବାହ ! ଘଟଣା ପଛର ରହସ୍ୟ ବିଷୟରେ ଜାଣନ୍ତୁ

ଭାରତକୁ ସମଗ୍ର ପୃଥିବୀରେ ସ୍ୱତନ୍ତ୍ର ବୋଲି ପ୍ରମାଣିତ କରିଛି ଏହାର ବିଭିନ୍ନତା ଭିତରେ ଏକତା ବୈଶିଷ୍ଟ୍ୟ । ବହୁ ଭାଷା, ବହୁ ସଂସ୍କୃତି ଓ ବହୁ ଧର୍ମ ଥିଲେ ହେଁ ଭାରତ ସବୁବେଳେ ଏକ ଓ ଆମର ଶକ୍ତି ହେଉଛି ଧୈର୍ଯ୍ୟ । ଭାରତର ଆତ୍ମା ହେଉଛି ଧୈର୍ଯ୍ୟ ଓ ବିଭିନ୍ନତା ଭିତରେ ଏକତା । ଆମ ଚଳଣି, ଆମ…
Read More...

ଦୁର୍ଘଟଣାର ଶିକାର ହେଲେ ପରିବାର ଲୋକ ଓ ପୋଲିସକୁ ମିଳିବ ସୂଚନା ! ଫରୀଦାବାଦର ଜଣେ ଇଞ୍ଜିନିୟର ବିକଶିତ କଲେ ମୋବାଇଲ…

ଜାତୀୟ କ୍ରାଇମ ରେକର୍ଡ଼ ଅନୁସାରେ ଆମ ଦେଶ ଭାରତରେ ପ୍ରତି ଘଂଟାରେ ପ୍ରାୟ ୧୬ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ତେବେ ସବୁଠାରୁ ଦୁଃଖର କଥା ହେଲା ଦୁର୍ଘଟଣା ହେବା ପରେ ଉଚିତ ସମୟରେ ଚିକିତ୍ସା ନପାଇ ଅନେକ ଲୋକ ପ୍ରାଣ ହରାଉଛନ୍ତି । ତେବେ ଏଥିପାଇଁ ଆଉ ଚିନ୍ତା କରିବା ପାଇଁ ପଡ଼ିବ…
Read More...

ଦୁଃସାହସିକତା ! ଚାରିଜଣ ଯୁବକ ନିଜ ବାଇକ ପଛରେ ଦୌଡାଇଲେ ସିଂହଙ୍କୁୁ

ଗୁଜୁରାଟର ପ୍ରସିଦ୍ଧ ଗିର୍ ଅଭୟାରଣ୍ୟ ଏସିଆନ୍ ସିଂହଙ୍କର ଏକମାତ୍ର ପ୍ରାକୃତିକ ବାସସ୍ଥାନ । ଏହିଠାରେ ଚାରିଜଣ ବାଇକ୍ ଆରୋହୀ ବହୁତ ବଡ ଭୁଲ୍ କରି ବସିଛନ୍ତି । ଏହି ବ୍ୟକ୍ତିମାନେ ବାଇକରେ ସିଂହମାନଙ୍କ ପିଛାକରି ଏମାନଙ୍କୁ ଦୌଡାଇଛନ୍ତି । ଦୁଇଟି ବାଇକରେ ଚାରିଜଣ ବ୍ୟକ୍ତି ସିଂହ, ସିଂହୀ ଏବଂ…
Read More...

୭ଟଙ୍କାରେ ୫୦୦ଏମବି ଡାଟା ଓ ୬୦ ଟଙ୍କାର ଟକଟାଇମ । ଜାଣନ୍ତୁ କେଉଁ କଂପାନୀ କରୁଛି ଏହି ଅଫର ବର୍ଷା ।

ଆରକମ ଏବଂ ଟାଟା ଡୋକମର ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଦେଶର ସମସ୍ତ ଘରୋଇ ଟେଲିକମ କଂପାନୀମାନେ ଏକପ୍ରକାରେ ଲାଗିପଡିଛନ୍ତି ଆଉ ଏଭଳି ପରିସ୍ଥିତିରେ ବିଏସଏନଏଲ ମଧ୍ୟ ବାଦ ପଡିନି । ସେଥିପାଇଁ ତ ଏହି ଦୁଇ କଂପାନୀର ଗ୍ରାହକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଭେଟି ଦେଇଛି…
Read More...

୨୦ଜିବି ଡାଟା ସହିତ ଅସୀମ କଲିଂ ସୁବିଧା ! ଏୟାରଟେଲର ଆକର୍ଷଣୀୟ ଅଫର ! ଏଣିକି ବଳକା ଡାଟାକୁ ବି ତା’ର ପର ମାସରେ…

ଟେଲିକମ ଜଗତରେ ଚାଂଚଲ୍ୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଅଂଟା ଭିଡିଛନ୍ତି ଅନେକ କଂପାନୀ । ଆଉ ଏହି ତାଲିକାର ସର୍ବାଗ୍ରେ ଭାରତୀ ଏୟାରଟେଲ । କିଛି ଦିନ ତଳେ ଏୟାରଟେଲ ଶସ୍ତା ଫୋନ ଲଂଚ କରିବା ପରେ ଏବେ ପୁଣି ଏକ ଆକର୍ଷଣୀୟ ପ୍ଲାନ ଲଂଚ କରିଛି । ଯେଉଁଥିରେ ରହିଛି ଅସୀମ…
Read More...

ମହାକାଶରୁ ମିଳିଲା ଅଦ୍ଭୁତ ଶବ୍ଦ !

ମହକାଶ ଏବେ ବି ମନୁଷ୍ୟଙ୍କ ପାଇଁ ଏକ ପହଳି ଭଳି ରହିଛି । ଯଦିଓ ମଣିଷ ମହାକାଶରେ ପହଂଚି ସାରିଛି ତଥାପି ଏଥିରେ ଆହୁରି ନୂଆ ନୂଆ କଥା ଓ ତଥ୍ୟ ଖୋଜି ବାହାର କରିବା ବାକି ଅଛି । ନାସା ନିୟମିତ ଭାବେ ମହାକାଶର ନୂଆ ନୂଆ ଚିତ୍ର ଓ ଭିଡିଓ ସଂଗ୍ରହ କରୁଛି । କିନ୍ତୁ ଏଥର ପ୍ରଥମ ଥର ପାଇଁ ମହାକାଶରେ…
Read More...