Browsing Category

ସ୍ପେଶାଲ୍ ରିପୋର୍ଟ

ଅଳ୍ପ କିଛି ଟଙ୍କା ପାଇଁ ସଂଘର୍ଷ କରୁଥିଲେ ଏୟାରଟେଲ ମାଲିକ ସୁନୀଲ ଭାରତୀ ମିତ୍ତଲ ! ଆଜି କୋଟି କୋଟି ସମ୍ପତ୍ତିର…

କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ଯୋଗୁଁ ଅସମ୍ଭବ ଲାଗୁଥିବା କାର୍ଯ୍ୟ ବି ସମ୍ଭବ ହୋଇପାରେ । ଆଜି ଆମେ ଯାହାକୁ ସଫଳ ବ୍ୟକ୍ତି କହୁଛୁ, ସେମାନେ ସଫଳତା ହାସଲ କରିବା ପାଇଁ କିଛି କମ୍ ପରିଶ୍ରମ କରିନାହାନ୍ତି । ବିନା ପରିଶ୍ରମରେ କାହାକୁ ସଫଳତା ହାସଲ ହୁଏନାହିଁ । ଆଜି ଆମେ ଏପରି ଜଣେ…
Read More...

ରୋଗୀଙ୍କୁ ମାଗଣାରେ ମିଳିବ ଏକ୍ସ-ରେ, ସିଟିସ୍କାନ ଓ ଡାଏଲେସିସ ଭଳି ବ୍ୟୟବହୁଳ ସେବା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ…

କନକ ବ୍ୟୁରୋ : ରୋଗୀଙ୍କୁ ମାଗଣା ଡାଇଗ୍ନୋଷ୍ଟିକ ସେବା ଯୋଗାଇଦେବେ ରାଜ୍ୟ ସରକାର । ବ୍ୟୟବହୁଳ ସେବା ଯଥା, ଡାଏଲେସିସ, ଏକ୍ସ-ରେ, ସିଟି ସ୍କାନ ଆଦି ସେବା ରୋଗୀଙ୍କୁ ମାଗଣାରେ ମିଳିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ମାଗଣା ଡାଇଗ୍ନୋଷ୍ଟିକ ସ୍କିମ ଜରିଆରେ ଏହି ସେବା ପାଇଁ ଆଉ…
Read More...

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର ! ଏଣିକି ଲାପଟପ ଓ ପିସିରେ ଦର୍ଶକ ପାଇବେ ଜିଓ ଟିଭିର ମଜା, ଲଞ୍ଚ ହେଲା ନୂଆ ଜିଓ ୱେବ…

ପୁଣି ଏକ ନୂଆ ଘୋଷଣା କଲା ଜିଓ । ଏଣିକି ଲାପଟପ ଓ ପିସିରେ ମଧ୍ୟ ଜିଓ ଟିଭିର ମଜା ନେଇପାରିବେ ଗ୍ରାହକ । ଜିଓ ଟିଭି ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । ଜିଓ ଟିଭିର ପ୍ରବଳ ଚାହିଦାକୁ ଦେଖି କମ୍ପାନି ପକ୍ଷରୁ ଏହି ବମ୍ପର ଅଫର ଘୋଷଣା କରାଯାଇଛି ।ଦୀର୍ଘ ଦିନ ଧରି ଜିଓ ଟିଭିର ୱେବ ଭର୍ସନ ପାଇଁ…
Read More...

 ଲାଲଗଡରେ ମାଓବାଦୀଙ୍କୁ ଜବାବ ଦେବାକୁ ଗ୍ରାମବାସୀଙ୍କ ସଂକଳ୍ପ ! ରାତି ରାତି ରହୁଛନ୍ତି ଉଜାଗର । କାନ୍ଧରେ ଟାଙ୍ଗିଆ…

ନକ୍ସଲଙ୍କ ସହ ଲଢିବା ପାଇଁ ଏମାନଙ୍କ ପାଇଁ ଦରକାର ନାହିଁ କୌଣସି ରଣନୀତି, ଆବଶ୍ୟକ ନାହିଁ ଯୁଦ୍ଧାସ୍ତ୍ର । ସାହସ, ଏକତା ଓ ମନୋବୃତ୍ତି କୁ ପାଥେୟ କରି ନକ୍ସଲଙ୍କ ସହ ଲଢିବା ପାଇଁ ଚରମ ପଦକ୍ଷେପ ନେଇଛନ୍ତି । ଓଡିଶାର ପଡୋଶୀ  ରାଜ୍ୟ ଛତିଶଗଡର  ସୌତନର ପଂଚାୟତର ଟାଙ୍ଗିଆ ଦଲମ ଗାଁର ଲୋକମାନେ…
Read More...

ଗୁଗଲ ଡ୍ରାଇଭରେ ରଖିଥିବା ଫାଇଲ୍ ଡିଲିଟ୍ ହୋଇଯାଇଛି କି ? ପୁଣି କେମିତି ଫେରିପାଇବେ , ଜାଣନ୍ତୁ ଏହି ପ୍ରକ୍ରିୟା

ଆମେ ବେଳେବେଳେ ଭୁଲରେ ଆମର ଜରୁରୀ ଫାଇଲକୁ ଗୁଗଲ ଡ୍ରାଇଭରୁ ଡିଲିଟ୍ କରିଦେଇଥାଉ । ଏହି କାରଣରୁ ଆମେ ଖୁବ୍ ଅଧିକ ଚିନ୍ତିତ ହୋଇପଡୁ । କିନ୍ତୁ ଆପଣ ଜାଣନ୍ତି କି ଏହି ଡିଲିଟ୍ ହୋଇଥିବା ଫାଇଲ ମଧ୍ୟ ରିଷ୍ଟୋର ହୋଇପାରେ । ଯଦି ଆପଣଙ୍କୁ ଏହାର ତରିକା ପତ୍ତା ତ ଆପଣ ଚାହିଁଲେ ଏହି ଡିଲିଟ୍ ଫାଇଲକୁ…
Read More...

ଏବେ ବି ଚମକୁଛି ଆଶାରାମଙ୍କ ମାହାତ୍ମ୍ୟ ! ବାପୁଙ୍କ ପାଦତଳେ ପଡିଲେ ପୂର୍ବତନ ବିଚାରପତି । 

ଆଶାରାମ ବାପୁଙ୍କ ମାହାତ୍ମ୍ୟ ଏବେ ବି ଚମକୁଛି । କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ  ସିକିମ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ପାଇଁ  ସେ ପାଲଟିଛନ୍ତି ଗଡ ମ୍ୟାନ । ଅବସରପ୍ରାପ୍ତ ବିଚାରପତି ତଥା ପୂର୍ବତନ ରାଜ୍ୟପାଳ ସୁନ୍ଦରନାଥ ଭାର୍ଗବ ବିବାଦୀୟ ଗୁରୁ ତଥା ଆତ୍ମଘୋଷିତ ଭଗବାନ,…
Read More...

ଷ୍ଟ୍ରିଟ୍ ଲାଇଟ୍ ନୁହେଁ ବରଂ ଗଛ ଯୋଗାଇବ ରାତିରେ ଆଲୋକ ! ବଜାରକୁ ଆସିଲା ଆଲୋକ ସୃଷ୍ଟିକାରୀ ବୃକ୍ଷ

ଆମେରିକାର ମେସାଚୁସେଟ୍ସ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର ଗବେଷକମାନେ ଏକ ଏଭଳି ବୃକ୍ଷର ବିକଶିତ କରିଛନ୍ତି, ଯାହାକି କି ରାତିରେ ଷ୍ଟ୍ରିଟ୍ ଲାଇଟ ଭଳି କାମ କରିବ । ଅର୍ଥାତ୍ ଏହି ବୃକ୍ଷ କୌଣସି ଷ୍ଟ୍ରିଟ୍ ଲାଇଟରୁ କମ୍ ହେବନି । ଦାବି କରାଯାଉଛି କି, ଭବିଷ୍ୟତରେ ଏହି ବୃକ୍ଷକୁ ଷ୍ଟ୍ରିଟ୍…
Read More...

ଆଧାର ନାହିଁ ତ ମସ୍ତି ବନ୍ଦ ! ଗୋଆରେ ହଟହଟ୍ଟା ହେଲେ ୫ ଯୁବକ

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ଏବେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସେବା ବା ଯୋଜନା ପାଇଁ ଆଧାର କାର୍ଡ ଏକପ୍ରକାରେ ଜରୁରୀ ହୋଇପଡିଛି । ହେଲେ ଏହି ଆଧାର କାର୍ଡ କାରଣରୁ ଦିଲ୍ଲୀରୁ ଗୋଆ ଯାଇଥିବା କିଛି ଯୁବକମାନଙ୍କ ସହ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି ଯାହାକୁ ଆପଣ କେବେ ବିଶ୍ୱାସ…
Read More...

ଆକାଉଂଟରୁ କଟିଥିବ ହେଲେ ଏଟିଏମରୁ ଉଠି ନଥିବ ! ତେବେ କେମିତି ଫେରି ପାଇବେ ଟଙ୍କା ? ଜାଣନ୍ତୁ ଏଥିରେ କଣ ରହିଛି…

ସାଧାରଣତଃ ଟଙ୍କା ଉଠାଇବା ପାଇଁ ଲୋକେ ବ୍ୟାଙ୍କ ଅପେକ୍ଷା ଏଟିଏମ ଯିବାକୁ ବେଶି ପସନ୍ଦ କରିଥାନ୍ତି । କାରଣ ଏଠାରେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଭଳି ଘଂଟା ଘଂଟା ଧରି କୌଣସି ଲାଇନରେ ଠିଆ ହେବାକୁ ପଡିନଥାଏ । ତେବେ ବ୍ୟାଙ୍କ ମଧ୍ୟ ଏଟିଏମ ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦେଉଛି । ଅଧିକାଂଶ…
Read More...

ଗୁଗୁଲ କମ୍ପାନିରୁ ଚାକିରି ଛାଡି ସିଙ୍ଗଡା ବିକୁଛନ୍ତି ଏମବିଏ ଛାତ୍ର ! ବାର୍ଷିକ ଟର୍ଣ୍ଣଓଭର ୫୦ ଲକ୍ଷରୁ ଅଧିକ

ଭାରତରେ ଷ୍ଟାର୍ଟଅପ ବ୍ୟବସାୟ ଏକ ଟ୍ରେଣ୍ଡ ପାଲଟିଗଲାଣି । ଷ୍ଟାଟଅପ ବ୍ୟବସାୟରେ ପାଦ ଦେବା ପାଇଁ ଭାରତର ଯୁବଗୋଷ୍ଠୀ ବଡ ବଡ କମ୍ପାନିର ଚାକିରିକୁ ମଧ୍ୟ ପ୍ରତ୍ୟାଖାନ କରୁଛନ୍ତି । ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି । କିନ୍ତୁ ମୁମ୍ବାଇର ମୁନାଫ କପାଡିଆଙ୍କ ଷ୍ଟାର୍ଟଅପ ବ୍ୟବସାୟର କାହାଣୀ…
Read More...