Browsing Category

ସ୍ପେଶାଲ୍ ରିପୋର୍ଟ

୧୧ ବର୍ଷର ଝିଅ ଆଖିରୁ ବାହାରୁଛି ପିମ୍ପୁଡି : ଡାକ୍ତର ବି ଏପରି ରୋଗ ଦେଖି ହୋଇଗଲେ ହତବାକ

କର୍ଣ୍ଣାଟକର ଦକ୍ଷିଣ ପ୍ରାନ୍ତରେ ରହୁଥିବା ଜଣେ ୧୧ ବର୍ଷର ଝିଅ ଅଶ୍ୱନୀ ଏକ ବିଚିତ୍ର ଧରଣର ରୋଗର ଶିକାର ହୋଇଛନ୍ତି । ତାଙ୍କ ଆଖିରୁ ମରିଥିବା ପିମ୍ପୁଡି ବାହାରୁଛି । ଯେଉଁଥି ପାଇଁ ତାଙ୍କ ଆଖି ଜଳୁଛି ଓ ଲାଗାତର ପାଣି ବାହାରୁଛି । ଅଶ୍ୱନୀ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ, କିନ୍ତୁ ଏହାର…
Read More...

ଚୀନରେ ଏକଛତ୍ରବାଦ ଯୁଗର ଆରମ୍ଭ! ସି ଜିନପିଙ୍ଗ୍ ଏବେ ଚୀନର ସର୍ବେସର୍ବା, ଆଜୀବନ ରହିବେ ରାଷ୍ଟ୍ରପତି । ଦେଶର…

କନକ ବ୍ୟୁରୋ : ଚୀନରେ ଆରମ୍ଭ ହେଲା ଏକଛତ୍ରବାଦ ଶାସନର ଯୁଗ । ଆଜୀବନ ରାଷ୍ଟ୍ରପତି ରହିବେ ସି ଜିନପିଙ୍ଗ୍ । ପାର୍ଲିଆମେଂଟରେ ଏ ନେଇ ସମ୍ବିଧାନକୁ ସଂଶୋଧନ କରାଯାଇଛି । ସମ୍ବିଧାନ ସଂଶୋଧନ ପରେ ଏକକ ଶାସନ ଭାର ଦିଆଯାଇଛି ଜିନପିଙ୍ଗଙ୍କୁ । ଏହାର ଅର୍ଥ ହେଉଛି କମ୍ୟୁନିଷ୍ଟ ପାର୍ଟିଠାରୁ ଆରମ୍ଭ…
Read More...

୨ ବର୍ଷୀୟ ପୁଅକୁ ଆଇଫୋନ ଧରାଇବା ହେଲା କାଳ : ୪୭ ବର୍ଷ ପାଇଁ ଫୋନ ଲକ !

ଶୀର୍ଷକ ପଢ଼ି ଆଶ୍ଚଯ୍ୟ ହେଉଥିବେ; ମାତ୍ରଏହା ସତ । କୁହାଯାଏ ଅଜ୍ଞାନ ଶିଶୁଙ୍କୁ ସବୁବେଳେ ଫୋନଠୁ ଦୂରେଇ ରଖିବା କଥା । କିନ୍ତୁ ଅନେକ ସମୟରେ ସେମାନଙ୍କ ଜିଦ ସାମନାରେ ଅଭିଭାବକ ଉପାୟଶୂନ୍ୟ ହୋଇ ହାରିଯାଆନ୍ତି । ଆଉ ତା’ପରେ ଯେଉଁ ଗମ୍ଭୀର ସମସ୍ୟା ସୃଷ୍ଟି ହୁଏ, ତାହା ବେଳେବେଳେ କଳ୍ପନା…
Read More...

ଶୀଘ୍ର କରନ୍ତୁ, କେବଳ ଆଜି ପାଇଁ ଆମାଜନରେ ଲାଗିଛି ସେଲ : ଆସନ୍ତୁ ଜାଣିବା କେଉଁ ସାମଗ୍ରୀ ଉପରେ କେତେ ରିହାତି ?

ଆମାଜନରେ ୧୧ ମାର୍ଚ୍ଚ ଅର୍ଥାତ କେବଳ ଆଜି ପାଇଁ ଏକ ସେଲ ଆୟୋଜନ କରାଯାଇଛି । ଏଥିରେ ସାଉଣ୍ଡ ୱାନର ସାମଗ୍ରୀ ଉପରେ ବହୁତ ରିହାତି ରହିଛି । ସେଲ ସମୟରେ ଗ୍ରାହକଙ୍କୁ ଇୟରଫୋନ, ହେଡଫୋନ ଓ ବ୍ଲୁ ଟୁଥ ସ୍ପିକର ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଏଥିରେ ସବୁଠୁ ବିଶେଷ ସାମଗ୍ରୀ…
Read More...

ଡ୍ରାଇଭରରୁ କେମିତି ହେଲେ ଆର୍ମି ଅଫିସର ? : ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଯାତ୍ରା ବିଷୟରେ

ମହାରାଷ୍ଟ୍ର ପୁନେର ଜଣେ ନିବାସୀ ଆର୍ମି ଅଫିସର ରୂପେ ଶୀଘ୍ର ହିଁ ଦେଶର ସେବା କରୁଥିବା ନଜର ଆସିବେ । ସେ ହେଉଛନ୍ତି ଓଲା କ୍ୟାବ ଡ୍ରାଇଭର ଓ ତାଙ୍କ ନାଁ ଓମ ପୈଥାନେ । ଓମ ୧୦ ମାର୍ଚ୍ଚରେ ଚେନ୍ନାଇର ଅଫିସର୍ସ ଟ୍ରେନିଙ୍ଗ ଏକାଡେମୀରୁ ପାସ ହେବେ ଓ ଦେଶ ସେବାରେ ଯୋଗ ଦେବେ । ଏହି କାହାଣୀକୁ…
Read More...

ହୁସିଆର ! କୌଣସି ବି ସମୟରେ ରଦ୍ଦ ହୋଇପାରେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ, ସୁପ୍ରିମକୋର୍ଟ ଦେଲା ନିର୍ଦ୍ଦେଶ

ବିନା ଲାଇସେନ୍ସରେ ଆପଣ ରାସ୍ତାରେ ଗଡାଇ ପାରିବେ ନାହିଁ ଗାଡି । ଡ୍ରାଇଭିଂ କରିବାକୁ ହେଲେ ଆପଣଙ୍କ ନିକଟରେ ଲାଇସେନ୍ସ ଥିବା ନିହାତି ଜରୁରୀ । ସେହିପରି ଆପଣଙ୍କର ସାମାନ୍ୟ ଭୁଲ ପାଇଁ ଆପଣଙ୍କର ଡିଏଲ ତଥା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ମଧ୍ୟ ହୋଇପାରେ । ଯାହା ସଂପର୍କରେ ଆମେ ତଳେ ଆଲୋଚନା…
Read More...

କେତେ ସୁରକ୍ଷିତ ଆପଣଙ୍କ ଘରେ ଲାଗିଥିବା ଆକ୍ୱାଗାର୍ଡର ପାଣି ? ଜାଣନ୍ତୁ . . .

ଅଧିକାଂଶ ଲୋକେ ନିଜ ଘରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଆକ୍ୟୁ ତଥା Reverse Osmosis Water ପ୍ୟୁରିଫାୟର ଲଗାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁ ପାଣିକୁ ଆପଣ ବିଶୁଦ୍ଧ ଭାବି ପିଉଛନ୍ତି ବାସ୍ତବରେ ତାହା ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ କେତେ ଘାତକ ହୋଇପାରେ । ଆଜ୍ଞା ହଁ, ଏକଥା ନିରାଟ…
Read More...

ଏହି ୬ଟି କାମରେ ଆଦୌ କରନ୍ତୁନି କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡର ବ୍ୟବହାର ! ନଚେତ୍ ଦୁଇଗୁଣା ହୋଇଯିବ ଆପଣଙ୍କର ବିଲ୍

ପ୍ରାୟତଃ ଅଧିକାଂଶ ଲୋକେ ସପିଂ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ସମୟରେ ବିଲର ପେମେଂଟ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଜରିଆରେ ହିଁ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି କିଛି କାର୍ଯ୍ୟ ସଂପର୍କରେ ଜଣାଇବୁ ଯେଉଁ ସମୟରେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡର ବ୍ୟବହାର…
Read More...

ଏଣିକି ରାସ୍ତାରେ ନୁହେଁ ବରଂ ଆକାଶରେ ଉଡିବ କାର ! ଜାଣନ୍ତୁ ଏହାର ଦାମ

ଆକାଶରେ ଉଡୁଛି କାର୍ । ଭବିଷ୍ୟତରେ ଏହା ଆପଣଙ୍କୁ ଉଭୟ ଉଡ଼ିବା ଓ ଗାଡ଼ି ଚଳାଇବାର ଅନୁଭୂତି ଏକ ସଙ୍ଗେ ଦେଇପାରିବ । କାରଣ ପ୍ରଥମ ପରୀକ୍ଷଣରେ ସଫଳତା ପାଇଛି ପାଲ୍ ଭି ଲିବର୍ଟି ଫ୍ଲାଇଂ କାର୍ । ଜେନେଭା ଅନ୍ତର୍ଜାତୀୟ ମୋଟର ସୋରେ ଏହି ଫ୍ଲାଇଙ୍ଗ୍ କାର ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ…
Read More...

ମାଡି ଆସୁଛି ବିପଦ ! ପୃଥିବୀରେ ବାଡେଇ ହୋଇପାରେ ‘ସିଆଙ୍ଗଙ୍ଗ-୧’, ସୃଷ୍ଟି ହୋଇପାରେ ଭୟଙ୍କର ପରିସ୍ଥିତି । ବୈଜ୍ଞାନିକ…

ପୃଥିବୀ ଆଡକୁ ମାଡି ଆସୁଛି ବିପଦ । ଆଉ ଏକ କୁତ୍ରିମ ମହାଜାଗତିକ ବସ୍ତୁ ପୃଥିବୀ ଆଡକୁ ମାଡି ଆସୁଛି । ୧୯୭୧ ମସିହାରେ ଆମେରିକୀୟ କୃତିମ ଉପଗ୍ରହ ସ୍କାଏଲାବ ଭୂପୃଷ୍ଠରେ ଖସି ପଡ଼ିବା ନେଇ ସମଗ୍ର ବିଶ୍ୱରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣମାଧ୍ୟମ ଏତେ ଶକ୍ତିଶାଳୀ ନ ଥିବାରୁ…
Read More...