Browsing Category

ସ୍ପେଶାଲ୍ ରିପୋର୍ଟ

ମୃତ୍ୟୁକୁ ମାତ ଦେଇଥିବା ଆଉ ଏକ ବୀର ଯବାନଙ୍କ କାହାଣୀ ! ନକ୍ସଲଙ୍କ ସହ ଲଢି ହରାଇଥିଲେ ଆଖି, ଏବେ ପଲିଥିନରେ ଝୁଲୁଛି…

“ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ” ଏହି ଲୋକବାଣୀଟି ମଧ୍ୟପ୍ରଦେଶର ମୁରେନାଠାରେ ରହୁଥିବା ବୀର ଯବାନ ସିଆରପିଏଫ ମନୋଜ ତୋମାରଙ୍କ ଜୀବନକୁ ସୁଚାଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ମାଓବାଦୀଙ୍କ ଆକ୍ରମଣରେ ତାଙ୍କ ଦେହରେ ୭ଟି ଗୁଳି ବାଜିଥିଲା । ମୃତ୍ୟୁକୁ ଅତି ପାଖରୁ ଦେଖିଥିବା…
Read More...

ଆପଣଙ୍କ ଫେସବୁକ ଆକାଉଣ୍ଟ ଉପରେ ରହିଛି ଅନ୍ୟ କାହାର ନଜର ! ତେଣୁ ସୁରକ୍ଷିତ ରହିବା ପାଇଁ ଫେସବୁକ୍ ଆକାଉଣ୍ଟରୁ ହଟାଇ…

ଆଜିକାଲି ସୋସିଆଲ୍ ମିଡିଆକୁ ନେଇ ବିଭିନ୍ନ ପ୍ରକାରର ସମସ୍ୟା ସବୁ ଉପୁଜୁଛି। ଗତ କିଛିଦିନ ଧରି ଫେସବୁକରୁ ଯେଉଁଭଳି ଭାବେ ତଥ୍ୟ ଚୋରି ହେଉଛି ତାହା ୟୁଜର୍ସଙ୍କ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନକଲି ଆକାଉଣ୍ଟ୍ ସମସ୍ୟାରୁ ନେଇ ଡାଟା ଚୋରି ଆଦି ବିଭିନ୍ନ ସମସ୍ୟା ପାଇଁ ଅସୁରକ୍ଷିତ…
Read More...

ଏବେବି ବଞ୍ଚିଛି ମାନବିକତା ! ଠକଙ୍କ ପାଇଁ ଉଦାହରଣ ପାଲଟିଲେ କଟକର ମୁନ୍ନା ଭାଇ ଏମବିବିଏସ

ସମାଜରେ ଏବେବି ବଞ୍ଚିରହିଛି ମାନବିକତା । ଅନେକ ସମୟରେ ଅଟୋ ରିକ୍ସାରେ ଯାଉଥିବା ସମୟରେ ଜିନିଷ ଚୋରି ହେବାର ଦୁଃଖଦ ଅନୁଭୂତି ଅଳ୍ପ ବହୁତେ ସମସ୍ତଙ୍କର ଥିବ । ହେଲେ ଏମିତି କିଛି ଅଟୋ ଚାଳକ ଅଛନ୍ତି ଯିଏ ରାସ୍ତାରୁ ପାଇଥିବା ଅନ୍ୟର ଟଙ୍କା ଫେରାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।…
Read More...

୫ ବର୍ଷରେ ମିଳିବ ୧ କୋଟି ଲୋକଙ୍କୁ ଚାକିରୀ ! ଜାଣନ୍ତୁ କେଉଁ ସେକ୍ଟରରେ ମିଳିବ ଏଭଳି ସୁଯୋଗ

ନୋଟବନ୍ଦୀ ପରେ ନିଯୁକ୍ତି କ୍ଷେତ୍ରରେ ଦେଖାଦେଇଥିବା ମରୁଡିର ଏବେ ଅନ୍ତ ଘଟିବ । ଟେଲିକମ୍ ସେକ୍ଟରରେ ଆଗାମୀ ୫ବର୍ଷ ଭିତରେ ୧ କୋଟିରୁ ଅଧିକ ଚାକିରୀ ପ୍ରସ୍ତୁତ ହେବାକୁ ଯାଉଛି । ଏବେ ପାଖାପାଖି ୪୦ଲକ୍ଷ ଲୋକ ଏହି ସେକ୍ଟରରେ କାମ କରୁଛନ୍ତି । ଏହି ସଂଖ୍ୟା ଆସନ୍ତା ୫ବର୍ଷ ମଧ୍ୟରେ ପାଖାପାଖି…
Read More...

ଗାଡି ଚାଳକଙ୍କ ପାଇଁ ଖୁସିଖବର, ବଜାରକୁ ଆସିବ ବିଏସ-୬ ପେଟ୍ରୋଲ ଓ ଡିଜେଲ ! ଜାଣନ୍ତୁ ଏଥିରୁ କଣ ମିଳିବ ଫାଇଦା

ଅପ୍ରେଲ ୨୦୧୯ ସୁଦ୍ଧା ୧୩ଟି ମେଟ୍ରୋ ସହରରେ ବିଏସ-୬ର ତେଲ ଉପଲବ୍ଧ କରିବା ନେଇ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ସୁପ୍ରିମକୋର୍ଟ ବିଏସ-୬ ପେଟ୍ରୋଲ –ଡିଜେଲ ଉପଲବ୍ଧ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ…
Read More...

ପ୍ରେମ ଆଗରେ ହଜିଗଲା ଶିଶୁର କଅଁଳ କାନ୍ଦ ! ଗର୍ଲଫ୍ରେଣ୍ଡ ସହ ବିବାହ କରିବାକୁ ନିଜ ତିନି ମାସର ଝିଅକୁ ଅପହରଣ କଲା ବାପା

ହଜିଗଲା ମାନବିକତା । ପ୍ରେମିକା ସହ ବିବାହ କରିବା ପାଇଁ ନିଜ ତିନି ବର୍ଷର ଝିଅକୁ ଅପହରଣ କଲା ପ୍ରେମରେ ଅନ୍ଧ ହୋଇଯାଇଥିବା ବାପା । ଆଉ ଏଭଳି ଏକ ଘୃଣ୍ୟ କାମରେ ସହଯୋଗ କରିଥିଲା ସମ୍ପୃକ୍ତ ପ୍ରେମିକା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଅପହରଣ କରିବା ପରେ…
Read More...

ଖୁବ ଶୀଘ୍ର ମୋଦି ସରକାର ଆଣୁଛନ୍ତି ନୂଆ ନିୟମ ! ରାସ୍ତାରେ ଗାଡିର ସ୍ପିଡ ୮୦ ଛୁଇଁଲା ମାତ୍ରେ ବାଜିବ ଆଲାର୍ମ

କାର ଚାଳକ ସାବଧାନ । ସଡକ ଦୁର୍ଘଟଣା ରୋକିବା ପାଇଁ ମୋଦି ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି । ନୂଆ ନିୟମ ଅନୁଯାୟୀ ରାସ୍ତାରେ କାରର ସ୍ପିଡ ୮୦ ଛୁଇଁଲା ମାତ୍ରେ ଏଥିରେ ଥିବା ଆର୍ଲାମ ଆପଣାରଛାଏଁ ବାଜି ଉଠିବ । କାରର ସ୍ପିଡ ୮୦ରୁ କମ ନ ହେବା ପର୍ଯ୍ୟନ୍ତ ଆର୍ଲାମ ଲଗାତାର ଭାବେ ବାଜିବ ।…
Read More...

ସାମ୍ନାକୁ ସାଙ୍ଘାତିକ ତଥ୍ୟ ଆଣିଲା ବିଜେପି ! ଫେସବୁକ ୟୁଜର୍ସଙ୍କର ତଥ୍ୟ ସିଙ୍ଗାପୁର ପଠାଉଛି କଂଗ୍ରେସ ଆପ୍ ।

ଫେସବୁକରୁ ଡାଟା ଚୋରି ହେବା ପରେ ଆପ ଦ୍ୱାରା ଷ୍ଟୋର କରାଯାଉଥିବା ବିଷୟ ବସ୍ତୁ ମାମଲା ଫେସବୁକ ଦୁନିଆରେ ଚର୍ଚ୍ଚା ଧରିଛି । ପୁଣି ଭାରତର ମୁଖ୍ୟ ରାଜନୈତିକ ଦଳ ଏଥିରେ ସାମିଲ ହୋଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଯେଉଁଠି କଂଗ୍ରେସ ଭାରତୀୟ ଜନତା ପାର୍ଟି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ବିନା ହେଲମେଟରେ ରାସ୍ତାରେ ଯାଉଥିଲେ ପୁଅ, ଟ୍ରାଫିକ ଜଗିଥିଲେ ବାପା ! ତା ପରର ଘଟଣା ସୃଷ୍ଟି କଲା ଏକ ନୂଆ ଅଧ୍ୟାୟ

ଭାରତୀୟ ଆଇନ ସବୁ ନାଗରିକଙ୍କ ପାଇଁ ସମାନ । ଆଇନ ଠାରୁ ଉଦ୍ଧ୍ୱର୍ରେ କେହି ନୁହେଁ । ଏହାକୁ ପ୍ରମାଣିିତ କରିଛନ୍ତି ଉତ୍ତରପ୍ରଦେଶ ଟ୍ରାଫିକ ପୋଲିସ କନେଷ୍ଟବଳ ରାମ ମେହେର ସିଂ । ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କ ଚାଲାଣ କାଟୁଥିବା ରାମ ମେହେର ନିଜ ପୁଅଙ୍କ ନାଁରେ ମଧ୍ୟ ଚାଲାଣ କାଟିବାକୁ…
Read More...

ଆପଣଙ୍କ ସମସ୍ତ ଫୋନକଲ୍ ଓ ମେସେଜର ରେକର୍ଡ଼ ରଖୁଛି ଫେସବୁକ୍ ! ଆକାଉଂଟ ଡିଲିଟ୍ କରିବା ପାଇଁ ସମସ୍ୟାର ସମ୍ମୁଖୀନ…

ଫେସବୁକ ଓ କେମ୍ବ୍ରିଜ୍ ଆନାଲିଟିକ୍ ଘଟଣା ପରେ ଫେସବୁକୁ ନେଇ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି । ଲୋକଙ୍କ ମନରେ ଫେସବୁକର ସୁରକ୍ଷା ପଲିସି ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । ରିପୋର୍ଟ ଅନୁସାରେ ଲୋକପ୍ରିୟ ସୋସିଆଲ ନେଟୱ୍ୱର୍କିଂ ସାଇଟ୍ ଫେସବୁକ୍, ୟୁଜରଙ୍କ ଡାଟା ଗଚ୍ଛିତ…
Read More...