Browsing Category

ସ୍ପେଶାଲ୍ ରିପୋର୍ଟ

ଆଉ ହାତରେ ମାତ୍ର ୨ ଦିନ ! ମହଙ୍ଗା ହୋଇଯିବ ମୋବାଇଲ ଫୋନ,ଟିଭି, କାର ଭଳି ଅନେକ ଜିନିଷ, ଜାଣନ୍ତୁ ଶସ୍ତା ହେବ କେଉଁ…

କନକ ବ୍ୟୁରୋ : ଚଳିତ ଆର୍ଥିିକ ବର୍ଷ ପାଇଁ ବଜେଟ ଘୋଷଣା ପରେ ବହୁ ଜିନିଷର ମୂଲ୍ୟ ଆର୍ଥିକ ବର୍ଷର ଆରମ୍ଭ ଅର୍ଥାତ ଏପ୍ରିଲ ୧ ତାରିଖରୁ ବଦଳିଯିବ । ଏପରିକି ବିଭିନ୍ନ ସାମଗ୍ରୀ ଶସ୍ତା ହେବାକୁ ଥିବା ବେଳେ କିଛି ସାମଗ୍ରୀର ଦର ବୃଦ୍ଧି ପାଇବ । ଏପ୍ରିଲ ପହିଲାକୁ ଆଉ ମାତ୍ର ୨ ଦିନ ବାକି ଥିବା…
Read More...

ଅଷ୍ଟମ ଫେଲ୍ ଯୁବକ ଏବେ କୋଟିପତି ! ସିବିଆଇ ଓ ପୋଲିସ ପାଇଁ ପାଲଟିଛନ୍ତି ସାହାରା, ପଢନ୍ତୁ ତ୍ରିଶନୀତ ଆରୋରାଙ୍କ ସଫଳତାର…

ଶିକ୍ଷା ହିଁ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇଥାଏ । ଏଭଳି ବିଶ୍ୱାସ ସାଧାରଣ ଲୋକଙ୍କର ରହିଛି । କିନ୍ତୁ ଆଜି ଆମେ ଏଭଳି ଜଣେ ସଫଳ ବ୍ୟକ୍ତିଙ୍କ ବିଷୟରେ କାହାଣୀ କହିବାକୁ ଯାଉଛୁ ଯିଏ ସ୍କୁଲରେ ପଢିବା ସମୟରେ ହିଁ ପାଠ ପଢା ଛାଡି ଦେଇଥିଲେ । କିନ୍ତୁ ଏବେ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର…
Read More...

କୋଟିପତି ହେବାକୁ ସୁଯୋଗ ଦେଉଛି ଭାରତୀୟ ରେଳବାଇ ! ସମୟ ଖୁବ୍ କମ୍, ପ୍ରତିଯୋଗିତାରେ ଭାଗ ନେଇ ଟଙ୍କା ଜିତନ୍ତୁ

ଭାରତୀୟ ଲୋକଙ୍କ ପାଖରେ ବିଭିନ୍ନ ଉପାୟ ଥିବା ସହ ମାଗଣାରେ ଉପଦେଶ ବି ଲୋକେ ଦେଇଥାନ୍ତି । ଆପଣ ବି ଏପରି କିଛି କରନ୍ତି କି ? ଯଦି ହଁ ତେବେ ଆପଣଙ୍କ ନିଆରା ଆଇଡ଼ିଆ ତଥା ଉପଦେଶ ଆପଣଙ୍କୁ ରୋଜଗାରର ମାଧ୍ୟମ ଯୋଗାଇବ । ଏବେ ଆପଣଙ୍କ ଆଇଡ଼ିଆ ଯୋଗୁଁ ଆପଣ ଲକ୍ଷପତି ହୋଇପାରନ୍ତି । ସେଥିପାଇଁ…
Read More...

ପ୍ରଚଣ୍ଡ ଖରା ଯୋଗୁଁ ବଙ୍କା ହେଲା ରେଳଧାରଣା ! ଧାରଣାକୁ ଥଣ୍ଡା କରିବା ପାଇଁ ନିଆଗଲା ପତ୍ରର ସାହାରା

ଗ୍ରୀଷ୍ମର ଆରମ୍ଭରୁ ହୁଁ ତାତି ବଢ଼ିଯାଇଛି । କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ତାପମାତ୍ରା ବଢ଼ିବାରେ ଲାଗିଛି । ଚାରିଆଡ଼େ ପ୍ରଚଣ୍ଡ ଖରା ଯୋଗୁଁ ବାହାରକୁ ବାହାରିବା କଷ୍ଟ ହୋଇଯାଉଛି । ଏବେଠାରୁ ଅସମ୍ଭାଳ ହେଲାଣୀ ତାତି । ଆଗକୁ ଆହୁରି କଲବଲ କରିବ। ଘରୁ ବାହାରିବା ମୁସ୍କିଲ ହୋଇଯିବ। ଏହି…
Read More...

ଜନ କଲ୍ୟାଣକାରୀ ଯୋଜନା ପାଇଁ ବଢ଼ିବନି ଆଧାର ଲିଙ୍କର ଅବଧି ! ସମୟସୀମା ବୃଦ୍ଧି କରିବା ପାଇଁ ମନାଗଲେ ସୁପ୍ରିମକୋର୍ଟ

ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ ହୋଇଛି । ଏନେଇ ନିର୍ଦ୍ଧାରିତ ହୋଇଥିବା ତାରିଖ ମାର୍ଚ୍ଚ ୩୧ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କଲ୍ୟାଣକାରୀ ଯୋଜନାରୁ ଲାଭ ନେଉଥିବା ଉପଭୋକ୍ତା ୩୧ ତାରିଖ ସୁଦ୍ଧା ଆଧାର ଲିଙ୍କ୍ କରିବା…
Read More...

ବିନା ଚାର୍ଜର ଓ କେବଲରେ ଚାର୍ଜ ହେବ ମୋବାଇଲ୍ ! ଆଗାମୀ ସମୟରେ ଅଙ୍ଗୁଳି ସାହାଯ୍ୟରେ ୧୦୦ ପ୍ରତିଶତ ଚାର୍ଜ ହେବ…

ଆଜିକାଲି ପିଲାଠାରୁ ବୁଢ଼ାଯାଏ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରିବାରେ ଧୁରନ୍ଧର । ତେବେ ଆପଣ ସମସ୍ତେ ଜାଣନ୍ତି ସ୍ମାର୍ଟଫୋନ ଯେତେ ଶୀଘ୍ର କାମ କରେ ସେତେ ଶୀଘ୍ର ଚାର୍ଜ ଶେଷ ମଧ୍ୟ ହୋଇଯାଏ । ବେଳେ ବେଳେ ଆମକୁ ଅଳସୁଆ ଲାଗିଲେ ଆମେ ସ୍ମାର୍ଟଫୋନରେ ଗେମ, ଚାଟିଂ ଓ କାହା ସହ ଘଂଟାଘଂଟା ଗପିଥାଉ…
Read More...

ଜିନପିଙ୍ଗଙ୍କୁ ଭେଟିଲେ କିମ୍ ଜୋଙ୍ଗ୍ ଉନ୍ ! ଚୀନ ରାଷ୍ଟ୍ରପତିଙ୍କ ଯାଦୁରେ ନରମ ପଡିଲେ ତାନାଶାହ କିମ ଜୋଙ୍ଗ, ପରମାଣୁ…

କନକ ବ୍ୟୁରୋ : ନିଜର କ୍ରୁରତା ଏବଂ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ପରମାଣୁ ପରୀକ୍ଷଣ ମାଧ୍ୟମରେ ଥରାଇ ଦେଉଥିବା ଉତ୍ତର କୋରିଆ ଶାସକ ତାନାଶାହ କିମ ଜୋଙ୍ଗ ଉନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି । ଚୀନରେ ଜିନପିଙ୍ଗଙ୍କ ସହ ମିଶିବା ପରେ ଥଣ୍ଡା ପଡିଛନ୍ତି କିମ ଜୋଙ୍ଗ ଉନ । ପ୍ରଥମ…
Read More...

ଭାରତର ସବୁଠାରୁ ସ୍ୱଚ୍ଛ ସହର ଯେଉଁଠି ମଇଳା ବିକ୍ରି କରି ଆୟ କରନ୍ତି ଲୋକେ ! ଜାଣନ୍ତୁ କ’ଣ ସେହି ସହରର ନାମ

ନିର୍ବାଚନ ପୂର୍ବରୁ ଆଜିକାଲିର ନେତାମାନେ ଭୋଟ ହାତେଇବା ପାଇଁ ସ୍ୱଚ୍ଛତାକୁ ମୁଖ୍ୟ ପ୍ରସଙ୍ଗ ଭାବେ ବ୍ୟବହାର କରୁଛନ୍ତି । କିନ୍ତୁ ନିର୍ବାଚନ ଜିତିବା ପରେ ନେତାମାନେ ସବୁକିଛି ଭୁଲିଯାଆନ୍ତି । ସ୍ୱଚ୍ଛତା ପ୍ରସଙ୍ଗକୁ ନେଇ ଆଲୋଚନାବେଳେ ରାଜନେତାମାନେ ହିଁ ମୁହଁ ଫେରାଇ ନେଇଥାନ୍ତି । ଏହି…
Read More...

ସମୟର ତାଡ଼ନାରେ କ୍ଷୀର ବିକ୍ରି କରୁଥିଲେ, ଆଉ ଏବେ ସେ ବନ୍ଧନ ବ୍ୟାଙ୍କର ସିଇଓ ! ଜାଣନ୍ତୁ ଚନ୍ଦ୍ରଶେଖର ଘୋଷଙ୍କ ସଂଘର୍ଷ…

ଦାରିଦ୍ର୍ୟର କଷାଘାତ ଅନେକ ବ୍ୟକ୍ତିଙ୍କୁ ଜୀବନରେ ସଫଳ ହେବାର ବାଟ ଦେଖାଇଥାଏ । ବନ୍ଧନ ବ୍ୟାଙ୍କର ସିଇଓ ତଥା ଏମ୍‌ଡି ଚନ୍ଦ୍ରଶେଖର ଘୋଷ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଗ୍ରେଟର ତ୍ରିପୁରାର ଏକ ଗ୍ରାମରେ ୧୯୬୦ ମସିହାରେ ଚନ୍ଦ୍ର ଶେଖର ଜନ୍ମ ହୋଇଥିଲେ । ୬ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ବଡ଼ ।…
Read More...

ପୁନରାବୃତ୍ତି ହେଲା ମହାଭାରତର ଚରିତ୍ର : ଜୁଆ ଖେଳରେ ସ୍ତ୍ରୀକୁ ବାଜି ଲଗାଇଲେ ସ୍ୱାମୀ

ବୁଲନ୍ଦ ସହରରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟକର ଘଟଣା । ମୋହସିନ ନାମକ ବ୍ୟତ୍ତି ଜୁଆ ଖେଳରେ ନିଜ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ବାଜି ଲଗାଇ ହାରିଯାଇଛନ୍ତି । ଜୁଆରେ ଜିତିଥିବା ଥିବା ଇମରାନ, ମୋହସିନଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ସହ ଆସିବା ପାଇଁ ବାଧ୍ୟ କରିଥିଲେ । ଯେତେବେଳେ…
Read More...