Browsing Category

ସ୍ପେଶାଲ୍ ରିପୋର୍ଟ

ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗଙ୍କ ଗୁପ୍ତ ଟ୍ରେନ ଯାତ୍ରା! ଚୀନରେ ଟ୍ରେନ ପହଞ୍ଚିବା ପରେ ଜାଣିଲା ପୂରା…

ପୁଣି ଚର୍ଚ୍ଚାରେ ଉତରକୋରିଆର ଏକ ଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ । ସବୁବେଳେ ପରୁମାଣୁ ପରୀକ୍ଷଣ ପାଇଁ ଚର୍ଚ୍ଚାରେ ରହୁଥିବା କିମ୍ ଜୋଙ୍ଗ, ଏଥର ତାଙ୍କ ଚୀନ ଗସ୍ତକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଉତରକୋରିଆର ଚୀନ ଗସ୍ତ ପାଇଁ ଜୋଙ୍ଗ ବିମାନ ବଦଳରେ ଟ୍ରେନରେ ଯିବା ପସନ୍ଦ କରିଥିଲା ।…
Read More...

କେଉଁ ରାଜନୈତିକ ଦଳକୁ ଫେସବୁକ ତଥ୍ୟ ଯୋଗାଇଥିଲା କେମ୍ବ୍ରିଜ ଆନାଲିଟିକା ! କ୍ରିଷ୍ଟୋଫର ୱାଇଲି କଲେ ଖୁଲାସା ।

କେମ୍ବ୍ରିଜ ଆନାଲିଟିକା ଡାଟା ଲିକ୍କୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହି ବିବାଦ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଏଜେନ୍ସି ଭାରତରେ ନେଇଥିବା କାମର ସବିଶେଷ ବିବରଣୀକୁ ସାର୍ବଜନିନ କରିଛନ୍ତି କ୍ରିଷ୍ଟୋଫର ୱାଇଲି  । କ୍ରିଷ୍ଟୋଫରଙ୍କ ଏହି ସୂଚନାରୁ ଜଣାପଡୁଛି ଯେ,…
Read More...

ପୂଣ୍ୟ ନୁହେଁ ମୃତ୍ୟୁ ପାଇବେ ! ଯେବେ ଆପଣ ଗଙ୍ଗାରେ ଗାଧୋଇବେ…

ପାପ ହାରିଣୀ ଗଙ୍ଗା ନଦୀ । ବିଶ୍ୱାସ ରହିଛି ଗଙ୍ଗା ନଦୀରେ ସ୍ନାନ କଲେ ପାପ କ୍ଷୟ ହୋଇଥାଏ । ଗଙ୍ଗା ନଦୀ ସହ କୋଟି କୋଟି ଲୋକଙ୍କର ଆସ୍ଥା ଯୋଡି ହୋଇରହିଛି । ହିନ୍ଦୁ ଧର୍ମରେ ଗଙ୍ଗାକୁ ପବିତ୍ର ନଦୀ ବୋଲି ସମସ୍ତେ ମାନିଥାନ୍ତି । କିନ୍ତୁ ଗଙ୍ଗା ଏବେ ଆଉ ପବିତ୍ର ହୋଇ ରହି ନାହିଁ । କାହିଁକି…
Read More...

ଚାକିରୀ ଛାଡୁଛନ୍ତି ଭାରତୀୟ ଯବାନ ! ଗୃହ ମନ୍ତ୍ରାଳୟର ସାଙ୍ଘାତିକ ତଥ୍ୟ । ୨ ବର୍ଷରେ ଚାକିରୀ ଛାଡିଲେଣି ୪୨୫% ଯବାନ ।

ସୁରକ୍ଷାର ବୋଝକୁ ଉଠାଉଥିବା କାନ୍ଧ କଣ ଏବେ ନଇଁ ପଡିଲାଣି ? ରାଜ୍ୟସଭାରେ ଦିଆଯାଇଥିବା ଗୃହ ମନ୍ତ୍ରାଳୟର ତାଜା ତଥ୍ୟ ଏହା ହିଁ କହୁଛି । ବିଭିନ୍ନ ସରକାରୀ ପ୍ରୟାସ ପରେ ମଧ୍ୟ ବିପରୀତ ପରିସ୍ଥିତିରେ କାମ କରୁଥିବା କେନ୍ଦ୍ରୀୟ ସୁରକ୍ଷା ବଳର ଯବାନ ମାନଙ୍କର ଚାକିରୀ ଛାଡିବା ପ୍ରକ୍ରିୟା…
Read More...

ଶିକ୍ଷା ଆଗରେ ହାର ମାନିଲା ବୟସ ! ଏକାସାଙ୍ଗରେ ମାଟ୍ରିକ ପରୀକ୍ଷା ଦେଲେ ମା’ ଓ ପୁଅ , ଜାଣନ୍ତୁ କେଉଁଠି

ପୁଅ ସହ ବସି ମାଟ୍ରିକ୍ ପରୀକ୍ଷା ଦେଲେ ମାଆ । ଶିକ୍ଷାଲାଭର କୌଣସି ବୟସ ନଥାଏ, ଏହା ପୁଣିଥରେ ପ୍ରମାଣିତ ହୋଇଛି ପଂଜାବର ଲୁଧିଆନାରେ । ୪୫ ବର୍ଷୀୟା ରଜନୀବାଳା ନିଜ ପୁଅ ସହ ବସି ଦେଇଛନ୍ତି ଦଶମ ବୋର୍ଡ ପରୀକ୍ଷା । ୧୯୮୯ ମସିହାରେ ରଜନୀ ୯ମ ଶ୍ରେଣୀ ପାସ୍ କରିଥିଲେ । ତେବେ ପାରିବାରିକ ଜଂଜାଳ…
Read More...

ଏବେ କିଣନ୍ତୁ କାର, ୧୨ ମାସ ପରେ ଦେବେ ଇଏମଆଇ ! ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏଭଳି ଅଫର ।

ଯଦି ଆପଣ କାର କିଣିବା ପାଇଁ ଭାବୁଛନ୍ତି, ତେବେ ଆଗାମୀ ତିନି ଦିନ ମଧ୍ୟରେ କାର କିଣି ନିଅନ୍ତୁ । ଏହା ଆପଣଙ୍କ ପାଇଁ ସବୁଠାରୁ ଲାଭଜନକ ହୋଇପାରେ । କାର କମ୍ପାନୀ ଫୋର୍ଡ ଏକ ଖାସ ଅଫର ଆଣିଛି । ଯେଉଁଥିରେ ଆପଣ ଏବେ କାର କିଣି ପାରିବେ ଏବଂ ୧୨ ମାସ ପରେ ଇଏମଆଇ ଆରମ୍ଭ କରିପାରିବେ । କାର…
Read More...

ଆମ୍ବେଦକରଙ୍କ ନାଁ ଆଗରେ ଲାଗିବ ରାମଜୀ ଶବ୍ଦ! ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି

ବର୍ତ୍ତମାନ ଉତ୍ତର ପ୍ରଦେଶର ସବୁ ରାଜକୀୟ ଅଭିଲେଖରେ ବାବା ସାହେବ ଡା.ଭିମରାଓ ଆମ୍ବେଦକରଙ୍କ ନାଁ ଆଗରେ ରାମଜୀ ଲେଖାଯିବାକୁ ନିଷ୍ପତ୍ତି କରାଯାଇଛି । ଏହାଦ୍ୱାରା ନାମରେ ସାମାନ୍ୟ ପରିବର୍ତ୍ତନ ହୋଇ ଡା.ଭିମରାଓ ରାମଜୀ ଆମ୍ବେଦକର ହେବ । ସାମାନ୍ୟ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ଏହା ଉପରେ…
Read More...

ଆଉ ଲିକ୍ ହେବନି ଡାଟା ! ପରିବର୍ତ୍ତନ ହେଲା ଫେସବୁକ୍ ପଲିସି, ୟୁଜର୍ସଙ୍କ କମାଣ୍ଡରେ ଚାଲିବ ଫେସବୁକ

ଫେସବୁକରେ କେମ୍ବ୍ରିଜ ଏନେଲିଟିକା ଡାଟା ଲିକ ଖବର ପ୍ରସାର ହେବା ପରେ ସିଇଓ ମାର୍କ ଜୁକରବର୍ଗ ସମସ୍ତଙ୍କୁ ଏଥିପାଇଁ କ୍ଷମା ମାଗିଥିଲେ ଏବଂ ଏଥିରେ ବଡ ଧରଣର ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ବର୍ତ୍ତମାନ ଏଥିରେ ପରିବର୍ତ୍ତନ ଆସିଯାଇଛି । ଫେସବୁକ ସାଇଟ ନିଜ ବ୍ୟକ୍ତିଗତ…
Read More...

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ ବା ଆଟିକା ଭୋଗ ! ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଶ୍ରୀମନ୍ଦିର ବଜେଟ

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ପାଇଁ ଆର୍ଥିକ ବର୍ଷ ୨୦୧୮-୧୯ରେ ୧୬୯ କୋଟି ୫୦ ଲକ୍ଷ ଟଙ୍କା ବଜେଟ ଉପସ୍ଥାପନ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବଜେଟ୍ ଅଟକଳ କରାଯାଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ହୋଇଥିବା…
Read More...

କ୍ରାଇମ ପେଟ୍ରୋଲର ନକରାତ୍ମକ ପ୍ରଭାବ ! ଖେଳରେ ଖେଳରେ ଗଲା ଜୀବନ ।

ଟି.ଭି.ରେ ବିଭିନ୍ନ ପ୍ରକାରର ଧାରାବାହିକ ପ୍ରସାରିତ ହୁଏ । ପ୍ରତ୍ୟେକ ଧାରାବାହିକ ଦେଖିବା ପାଇଁ ସ୍ୱେଶାଲ ଅଡିଏନସ ରହିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଛୋଟ ପିଲାମାନେ ଆଡଲ୍ଟ ସିରିଜ ଦେଖି ଏହାର ପ୍ରଭାବରେ ପ୍ରଭାବିତ ହୋଇ ନାରକୀୟ କାଣ୍ଡ ଭିଆଉଛନ୍ତି । ଏଭଳି ଏକ ଘଟଣା ଘଟିଛି…
Read More...